-+91-9937148622 |

prerana_bgr@rediffmail.com |

  Monday 16th February 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର    (16-Feb-2026)       ||      *୧୭ ତମ ଅଲ୍ ଇଣ୍ଡିଆ ରମଧୁନ କପ୍ ଫୁଟବଲ୍*- *ଉଦଘାଟନୀ ମ୍ୟାଚ୍ ରେ ୩-୨ ଗୋଲ୍ ରେ କଲିକତା ଦଳ ବିଜୟୀ*   (16-Feb-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୩୭ ଟି ଅଭିଯୋଗର ଶୁଣାଣି   (16-Feb-2026)       ||      ‘ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ’   (16-Feb-2026)       ||      ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ♦️ଗୋଟିଏ ଦିନରେ ୧ଲକ୍ଷ ଲିଟର ଦହି ଓ ୧୨ହଜାର ଲିଟର ଘିଅ ଅଧିକ ବିକ୍ରି   (16-Feb-2026)       ||      *ଶ୍ରୀ ରାମେଶ୍ୱର ଶୈବ ପୀଠ ରେ ୩୭ ତମ ସାମୁହିକ ବ୍ରତୋପନୟନ ଉତ୍ସବ ପାଳିତ*-   (16-Feb-2026)       ||      ଅଲ ଇଣ୍ଡିଆ ଭଲିବଲ୍‌ ଟୁର୍ନାମେଣ୍ଟ ରେ ଫାଇନାଲକୁ ଜବଲପୁର   (16-Feb-2026)       ||      ବେଆଇନ ଗୋରୁ ଚଲାଣ ବେଳେ ମାଡି ବସିଲେ ବଜରଙ୍ଗ ଦଳ   (16-Feb-2026)       ||      ଏମ୍.ଭି-୭୯ ଗ୍ରାମ ପାଖରେ ରହିଥିବା ନୂଆଗୁଡା ସାହିରେ ଟ୍ରାନ୍ସଫର୍ମର ପୋଡି ଯିବାର ୩ ଦିନ ବିତିଯିବା ପରେ ବି ବିଦ୍ୟୁତ ସଂଯୋଗ ହୋଇପାରୁନି    (16-Feb-2026)       ||      ଶିବରାତ୍ରୀ ଅବସରରେ କେଲିଆ ଶୈବ ପୀଠ ରେ ହଜାର ହଜାର ଭକ୍ତଙ୍କ ଭିଡ଼   (16-Feb-2026)       ||      ପଞ୍ଚ ଦିବସୀୟ ପ୍ରବୋଧନ ତାଲିମ ଉଦଯାପିତ   (15-Feb-2026)       ||      ସୀତାରାମ କଳା ଅନୁଷ୍ଠାନ ପକ୍ଷରୁ ମହାଶିବ ରାତ୍ରୀ ଉପଲକ୍ଷେ ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Feb-2026)       ||      ତରାପୁର ମନ୍ଦିରରେ ଚତୁର୍ଦ୍ଦଶୀ ଓ ଶିବରାତ୍ରୀ ପାଳନ   (15-Feb-2026)       ||      ରାଜ୍ୟସ୍ତରୀୟ ତୀରନ୍ଦାଜୀ ଚମ୍ପିୟାନସିପରେ ବୌଦ୍ଧର ସୁରଜ ମେହେର ପାଇଲେ ରୋପ୍ୟ ପଦକ   (15-Feb-2026)       ||      ୟୁଜିସି ନିର୍ଦ୍ଦେଶାନାମା ୨୦୨୬ ସମର୍ଥନରେ କର୍ମଶାଳା   (15-Feb-2026)       ||      ଆଗଲପୁର ପୋଲିସ କୁ ବଡ଼ ସଫଳତା   (15-Feb-2026)       ||      କୃତ୍ରିମ ବୁଦ୍ଧିମତ୍ତାକୁ ନେଇ ଅନ୍ତର୍ଜାତୀୟ କର୍ମଶାଳାରେ ଭାଗନେଲେ ଯୁବୋଦୟ ର ୧୨ ଛାତ୍ର   (15-Feb-2026)       ||      ଵିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ୩୩ତମ ବାର୍ଷିକ ଉତ୍ସଵ "ପରମ୍ପରା "   (15-Feb-2026)       ||      ବଲବସପୁର ଅଗ୍ନିଭୈରବ ନାଟ୍ୟକଳା ସଂଘ ର ଶପଥ ଗ୍ରହଣ ସମାରୋହ।   (15-Feb-2026)       ||      ଦିନଦ୍ୱିପହରରେ କୋର୍ଟକର୍ମଚାରୀଙ୍କ ସ୍କୁଟିଲୁଟ,୪୮ ଘଣ୍ଟାପରେ ବି ପୋଲିସ ହାତ ଖାଲି   (15-Feb-2026)       ||     

HOME   ଜିଲ୍ଲା

ବୀରତା ଦିବସ ଉପଲକ୍ଷେ ଏକ ସାମନ୍ୱୟ ବୈଠକ

28-Sep-2024



ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ସ୍ୱାଧୀନତା ସଂଗ୍ରାମ ରେ ବୀର ସୁରେନ୍ଦ୍ର  ସାଏଙ୍କ ନେତୃତ୍ୱ ରେ ଘେଁସ ଜମିଦାରିର ଅବଦାନ ଅତୀବ ବିରଳ ଥିଲା I ଘେଁସ ଜମିଦାର ମାଧୋ ସିଂ, ତାଙ୍କର ଚାରି ପୁଅ, ଜ୍ୱାଇଁ ଓ ନାତୁଣୀ ଜ୍ୟୋଇଁ ସମସ୍ତେ ସ୍ୱାଧୀନତା ଯଜ୍ଞ ରେ ବଳିଦାନ ଦେଇଥିଲେ I ସବୁଠୁ ହୃଦୟ ବିଦାରକ ଥିଲା ତାଙ୍କର ଜ୍ୟୋଇଁ ସୋନାଖାନ ଜମିଦାର ନାରାୟଣ ସିଂଙ୍କ ପରିବାର ର ବଳିଦାନ I ସର୍ବ ସମ୍ମୁଖରେ ନାରାୟଣ ସିଂ ଙ୍କୁ ରାୟପୁର ଠାରେ ଗୁଳି କରି ହତ୍ୟା କରାଯାଇଥିଲା I ସେଥିଲେ ଛତିଶଗଡ ର ସର୍ବ ପ୍ରଥମ ସଂଗ୍ରାମୀ ଓ ଶହୀଦ I ଠିକ ସେହି ପରି ହଟେ ସିଂ ଥିଲେ ପ୍ରଥମ ଓ ଏକମାତ୍ର ଓଡ଼ିଆ ଯେ ଏହି ୧୮୫୭ ବିଦ୍ରୋହ ପାଇଁ କଳାପାଣି ପ୍ରେରିତ ହୋଇଥିଲେ Iଜମିଦାର ମାଧୋ ସିଂଙ୍କ ବଳିଦାନ ଦିବସ ଡିସେମ୍ବର ୩୧ କୁ ଓଡିଶା ରେ " ବୀରତା ଦିବସ " ଭାବରେ ପାଳନ କଲାବେଳେ ସଂଗ୍ରାମୀ ନାରାୟଣ ସିଂ ଏବେ ବି ଛତିଶଗଡ ରେ ଅବହେଳିତ  ଏ ପରିପେକ୍ଷୀରେ ଆଗାମୀ " ବୀରତା ଦିବସ " ରେ ଉଭୟ ଘେଁସ ଓ ସୋନାଖାନ ଜମିଦାରିର ସଂଗ୍ରାମୀଗଣଙ୍କ ସ୍ମୃତଚାରଣ ପାଇଁ ଛତିଶଗଡ ମହାଶମୁନ୍ଦ ର ପୂର୍ବତନ ସାଂସଦ ଶ୍ରୀ ଚୁନିଲାଲ ସାହୁ ଏକ ପ୍ରଶଂସନୀୟ ଉଦ୍ୟମ ଆରମ୍ଭ କରିଛନ୍ତି I ଅଦ୍ୟ ୨୮.୦୯.୨୦୨୪ ଶନିବାର ଦିନ ତାଙ୍କ ଆବାହକତ୍ୱ ରେ ଏକ ସମନ୍ୱୟ ବୈଠକ ଘେଁସ ଜମିଦାରଙ୍କ ବାସଭବନ ରେ ଅନୁଷ୍ଠିତ ହୋଇଯାଇଛି I ଏଠାରେ ଜମିଦାର ବଂଶର ଦାୟାଦ ଶ୍ରୀ ରଂଜିତ ସିଂ ବରିହା, ବରଗଡ ବିକାଶ ମଞ୍ଚ ର ଶ୍ରୀଯୁକ୍ତ ଗୋବିନ୍ଦ ଦାଶ, ଶ୍ରୀ ଅଭିଜିତ ପ୍ରତିହାର,ଐତିହାସିକ ଓ ପ୍ରାଧ୍ୟପକ ଡ଼ ଜଗଦୀଶ ମିଶ୍ର ଓ ଗବେଷକ ଶ୍ରୀ ଅଶୋକ କୁମାର ପୂଜାରୀ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦାନ କରିଥିଲେ Iଆଗାମୀ ବୀରତା ଦିବସ ରେ ଏକ ମଶାଲ ଯାତ୍ରା ଛତିଶଗଡ଼ ସୋନାଖାନ ରୁ ବାହାରି  ବରଗଡ଼ ବୀର ଛକ ଦେଇ ଘେଁସ ପହଞ୍ଚିବା କାର୍ଯ୍ୟକ୍ରମ କୁ ସ୍ୱୀକୃତି ଦିଆଯାଇଥିଲା I ଉଭୟ ରାଜ୍ୟର ସଂଗ୍ରାମୀ ମାନଙ୍କ ସ୍ମୃତିରକ୍ଷା ତଥା ସେମାନଙ୍କ ବିଷୟରେ ଜନସାଧାରଣଙ୍କୁ ଜଣେଇବା ପାଇଁ ଏହି ସାମନ୍ୱୟ ସଭା କରାଯାଇ ବିଭିନ୍ନ ପ୍ରସ୍ତାବ ଉଭୟ ରାଜ୍ୟ ସରକାରଙ୍କ ପାଖେ ଉପସ୍ଥାପନା କରିବାର ନିଷ୍ପତି ନିଆଗଲା I ଶ୍ରୀଯୁକ୍ତ ଚୁନିଲାଲ ସାହୁଙ୍କ ଏହି ପ୍ରୟାସକୁ ସମସ୍ତେ ପ୍ରଶଂସା କରିଥିଲେ I ଶେଷରେ ଶ୍ରୀ ଅଭିଜିତ ପ୍ରତିହାର ଧନ୍ୟବାଦ ଅର୍ପଣ କରିଥିଲେ I


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର   16-Feb-2026
  ଜିଲ୍ଲା  
*୧୭ ତମ ଅଲ୍ ଇଣ୍ଡିଆ ରମଧୁନ କପ୍ ଫୁଟବଲ୍*- *ଉଦଘାଟନୀ ମ୍ୟାଚ୍ ରେ ୩-୨ ଗୋଲ୍ ରେ କଲିକତା ଦଳ ବିଜୟୀ*   16-Feb-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୩୭ ଟି ଅଭିଯୋଗର ଶୁଣାଣି   16-Feb-2026
  ଜିଲ୍ଲା  
‘ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ’   16-Feb-2026
  ରାଜ୍ୟ  
ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ♦️ଗୋଟିଏ ଦିନରେ ୧ଲକ୍ଷ ଲିଟର ଦହି ଓ ୧୨ହଜାର ଲିଟର ଘିଅ ଅଧିକ ବିକ୍ରି   16-Feb-2026
  ଜିଲ୍ଲା  
*ଶ୍ରୀ ରାମେଶ୍ୱର ଶୈବ ପୀଠ ରେ ୩୭ ତମ ସାମୁହିକ ବ୍ରତୋପନୟନ ଉତ୍ସବ ପାଳିତ*-   16-Feb-2026
  ଜିଲ୍ଲା  
ଅଲ ଇଣ୍ଡିଆ ଭଲିବଲ୍‌ ଟୁର୍ନାମେଣ୍ଟ ରେ ଫାଇନାଲକୁ ଜବଲପୁର   16-Feb-2026
  ଜିଲ୍ଲା  
ବେଆଇନ ଗୋରୁ ଚଲାଣ ବେଳେ ମାଡି ବସିଲେ ବଜରଙ୍ଗ ଦଳ   16-Feb-2026
  ଜିଲ୍ଲା  
ଏମ୍.ଭି-୭୯ ଗ୍ରାମ ପାଖରେ ରହିଥିବା ନୂଆଗୁଡା ସାହିରେ ଟ୍ରାନ୍ସଫର୍ମର ପୋଡି ଯିବାର ୩ ଦିନ ବିତିଯିବା ପରେ ବି ବିଦ୍ୟୁତ ସଂଯୋଗ ହୋଇପାରୁନି   16-Feb-2026
  ଜିଲ୍ଲା  
ଶିବରାତ୍ରୀ ଅବସରରେ କେଲିଆ ଶୈବ ପୀଠ ରେ ହଜାର ହଜାର ଭକ୍ତଙ୍କ ଭିଡ଼   16-Feb-2026
  ଜିଲ୍ଲା  
ପଞ୍ଚ ଦିବସୀୟ ପ୍ରବୋଧନ ତାଲିମ ଉଦଯାପିତ   15-Feb-2026
  ଜିଲ୍ଲା  
ସୀତାରାମ କଳା ଅନୁଷ୍ଠାନ ପକ୍ଷରୁ ମହାଶିବ ରାତ୍ରୀ ଉପଲକ୍ଷେ ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ   15-Feb-2026

You Might Also Like