-+91-9937148622 |

prerana_bgr@rediffmail.com |

  Tuesday 17th February 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର    (16-Feb-2026)       ||      *୧୭ ତମ ଅଲ୍ ଇଣ୍ଡିଆ ରମଧୁନ କପ୍ ଫୁଟବଲ୍*- *ଉଦଘାଟନୀ ମ୍ୟାଚ୍ ରେ ୩-୨ ଗୋଲ୍ ରେ କଲିକତା ଦଳ ବିଜୟୀ*   (16-Feb-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୩୭ ଟି ଅଭିଯୋଗର ଶୁଣାଣି   (16-Feb-2026)       ||      ‘ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ’   (16-Feb-2026)       ||      ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ♦️ଗୋଟିଏ ଦିନରେ ୧ଲକ୍ଷ ଲିଟର ଦହି ଓ ୧୨ହଜାର ଲିଟର ଘିଅ ଅଧିକ ବିକ୍ରି   (16-Feb-2026)       ||      *ଶ୍ରୀ ରାମେଶ୍ୱର ଶୈବ ପୀଠ ରେ ୩୭ ତମ ସାମୁହିକ ବ୍ରତୋପନୟନ ଉତ୍ସବ ପାଳିତ*-   (16-Feb-2026)       ||      ଅଲ ଇଣ୍ଡିଆ ଭଲିବଲ୍‌ ଟୁର୍ନାମେଣ୍ଟ ରେ ଫାଇନାଲକୁ ଜବଲପୁର   (16-Feb-2026)       ||      ବେଆଇନ ଗୋରୁ ଚଲାଣ ବେଳେ ମାଡି ବସିଲେ ବଜରଙ୍ଗ ଦଳ   (16-Feb-2026)       ||      ଏମ୍.ଭି-୭୯ ଗ୍ରାମ ପାଖରେ ରହିଥିବା ନୂଆଗୁଡା ସାହିରେ ଟ୍ରାନ୍ସଫର୍ମର ପୋଡି ଯିବାର ୩ ଦିନ ବିତିଯିବା ପରେ ବି ବିଦ୍ୟୁତ ସଂଯୋଗ ହୋଇପାରୁନି    (16-Feb-2026)       ||      ଶିବରାତ୍ରୀ ଅବସରରେ କେଲିଆ ଶୈବ ପୀଠ ରେ ହଜାର ହଜାର ଭକ୍ତଙ୍କ ଭିଡ଼   (16-Feb-2026)       ||      ପଞ୍ଚ ଦିବସୀୟ ପ୍ରବୋଧନ ତାଲିମ ଉଦଯାପିତ   (15-Feb-2026)       ||      ସୀତାରାମ କଳା ଅନୁଷ୍ଠାନ ପକ୍ଷରୁ ମହାଶିବ ରାତ୍ରୀ ଉପଲକ୍ଷେ ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Feb-2026)       ||      ତରାପୁର ମନ୍ଦିରରେ ଚତୁର୍ଦ୍ଦଶୀ ଓ ଶିବରାତ୍ରୀ ପାଳନ   (15-Feb-2026)       ||      ରାଜ୍ୟସ୍ତରୀୟ ତୀରନ୍ଦାଜୀ ଚମ୍ପିୟାନସିପରେ ବୌଦ୍ଧର ସୁରଜ ମେହେର ପାଇଲେ ରୋପ୍ୟ ପଦକ   (15-Feb-2026)       ||      ୟୁଜିସି ନିର୍ଦ୍ଦେଶାନାମା ୨୦୨୬ ସମର୍ଥନରେ କର୍ମଶାଳା   (15-Feb-2026)       ||      ଆଗଲପୁର ପୋଲିସ କୁ ବଡ଼ ସଫଳତା   (15-Feb-2026)       ||      କୃତ୍ରିମ ବୁଦ୍ଧିମତ୍ତାକୁ ନେଇ ଅନ୍ତର୍ଜାତୀୟ କର୍ମଶାଳାରେ ଭାଗନେଲେ ଯୁବୋଦୟ ର ୧୨ ଛାତ୍ର   (15-Feb-2026)       ||      ଵିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ୩୩ତମ ବାର୍ଷିକ ଉତ୍ସଵ "ପରମ୍ପରା "   (15-Feb-2026)       ||      ବଲବସପୁର ଅଗ୍ନିଭୈରବ ନାଟ୍ୟକଳା ସଂଘ ର ଶପଥ ଗ୍ରହଣ ସମାରୋହ।   (15-Feb-2026)       ||      ଦିନଦ୍ୱିପହରରେ କୋର୍ଟକର୍ମଚାରୀଙ୍କ ସ୍କୁଟିଲୁଟ,୪୮ ଘଣ୍ଟାପରେ ବି ପୋଲିସ ହାତ ଖାଲି   (15-Feb-2026)       ||     

HOME   ଜିଲ୍ଲା

ବାର୍ ରେ ପିଇଲେ ମଦ କେନାଲରେ ଫିଙ୍ଗିଲେ ବୋତଲ,ଚାଷୀ ମହଲରେ ଉତ୍ତେଜନା

22-Sep-2024



ବରଗଡ଼/ରେଙ୍ଗାଲିକ୍ୟାମ୍ପ(ଆକାଶ ମିଶ୍ର): ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ୱାର୍ଡ ନଂ ୯/୧୦ରେ ଠିପି ଖୋଲା ମଦ ବାର୍ ଚାଷୀଙ୍କ ବିଲ କୁ ଯାଉଥିବା କେନାଲ ପାଣି ଉପରକୁ ଠିପି ଖୋଲା ମଦ ବାର୍ ସକାଳ ରୁ ରାତି ଯାଏଁ ଦୋକାନରେ ମଦ ବିକ୍ରି କରି ଖାଲି ବୋତଲ ଓ ଆବର୍ଜନାକୁ କେନାଲ ଫିଙ୍ଗି ଦେଇଥିବା ଏକ ବଡ ଅପରାଧ ବୋଲି ଚାଷୀ ମାନେ ଦୀର୍ଘ ଦିନରୁ ଅଭିଯୋଗ କରିଆସୁଥିଲେ ହେଁ କେହି ଶୁଣିବାକୁ ନାହାନ୍ତି ବୋଲି ଚାଷୀ କହିବା ସହ ଏପରିକି ଚାଷୀ ମାନେ

ବିଲକୁ ପାଣି ପହଞ୍ଚି ନପାରି ବାରୁ ଫସଲ ନଷ୍ଟ ହେଉଛି।ଚାଷୀ ମାନେ ଆଜି ସାମାନ୍ୟ ନଜର ପକେଇ ଥିବା ବେଳେ କେନାଲ ପାଣି ଅନ୍ୟ ପଟକୁ ଚାଲି ଯାଇ ବିଲ କୁ ପାଣି ପହଞ୍ଚି ପାରୁ ନଥିବା ଦେଖିବାକୁ ପାଇଥିଲେ।ଏହାକୁ ସଫା କରିବା ଚାଷୀ ମାନେ ଆଜି ଏକତ୍ରିତ ହୋଇ ସଫା କରିବା ପାଇଁ ପ୍ରୟାସ କରି ଥିଲେ।ହେଲେ ପ୍ରବଳ ମାତ୍ରାରେ ଭଙ୍ଗା ଦଦରା କାଚ ବୋତଲ,ଅଳିଆ ଆବର୍ଜନା ଗୁଡ଼ିକ ପଡ଼ି ରହି ବିପଦ କୁ ଆମନ୍ତ୍ରଣ କରୁଥିବା ଯୋଗୁଁ ଲୋକଙ୍କ ପାଇଁ କାଳ ସାଜିବା ସହ ସଫେଇ କାର୍ଯ୍ୟ ହୋଇ ପାରିନଥିଲା।ଯାହାକୁ ନେଇ ଧୀରେ ଧୀରେ ଚାଷୀ ମହଲ ରେ ଉତ୍ତେଜନା ସୃଷ୍ଟି ହୋଇ ଠିପି ଖୋଲା

ମଦ ବାର୍ କୁ ଘେରି ବାର୍ ମାଲିକ ଙ୍କ ସହିତ ଯୁକ୍ତି ତର୍କ ହୋଇଥିଲା ।
 ଏହି ଆବର୍ଜନା ପାଣି ଦ୍ଵାରା ଚାଷ ନଷ୍ଟ ହେବା ସହ ଲାଦର ପାଲି ଗ୍ରାମରେ ବ୍ୟବହାର ହେଉଥିବା ପୋଖରୀ ନଷ୍ଟ ହେବାକୁ ବସିଲାଣି। ଏଣୁ ତୁରନ୍ତ ଏହି ବାର୍ କୁ ବନ୍ଦ କରିବା ସହ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଚେତାବନୀ ଦେଇ ଥିଲେ।ବାର୍ କର୍ତ୍ତୃପକ୍ଷ ଉତ୍ୟକ୍ତ ଚାଷୀ ଙ୍କୁ ବୁଝାସୁଝା କରିବା ସହ କେନାଲ ରେ ପଡ଼ିଥିବା ବାର୍ ର ମଦ ବୋତଲ ଓ ଆବର୍ଜନା ସଫେଇ କରି ଆଉ ପକାଇବି ନାହିଁ ବୋଲି ପ୍ରତିଶ୍ରୁତି ଦେବା ପରେ ଚାଷୀ ମାନେ ଶାନ୍ତ ହୋଇ ନିଜ ଅଞ୍ଚଳକୁ ଯାଇଥିବା ଶାଖା କେନାଲ ର ସଫେଇ ଆରମ୍ଭ କରିଥିଲେ।ଏହା ବ୍ୟତୀତ କେନାଲ ବିଭାଗ ର କନିଷ୍ଠ ଯନ୍ତ୍ରୀ ଏହି ଖବର ପାଇ ଘଟଣା ସ୍ଥଳକୁ ପହଞ୍ଚି କେନାଲ ପରିଦର୍ଶନ କରିବା ସହ ବାର୍ କର୍ତ୍ତୃପକ୍ଷଙ୍କୁ କଡାକଡି ତାଗିଦ୍ କରିଥିଲେ ଓ କେନାଲ ରେ ମଦ ବୋତଲ ଫିଙ୍ଗିବା ଏକ ନିନ୍ଦନୀୟ ଘଟଣା ବୋଲି ଚାଷୀଙ୍କ ସମ୍ମୁଖରେ ପ୍ରକାଶ କରିଥିଲେ।କାରଣ ଏହି ପାଣିକୁ ଅନେକ ଲୋକ ସ୍ନାନ ଶୌଚ, ପାନୀୟ ଜଳ ଭାବେ ବ୍ୟବହାର କରି ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ଚାଷୀ ବିଲ କୁ ପାଣି ମାଡ଼ି ପାରୁନାହିଁ।ଯାହା ଦ୍ଵାରା ଫସଲ ନଷ୍ଟ ସାଙ୍ଗକୁ ଅନେକ ରୋଗ ରେ ଲୋକେ ପୀଡ଼ିତ ହେଉଥିବା ଉତ୍ୟକ୍ତ ଚାଷୀ ମାନେ ପ୍ରକାଶ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର   16-Feb-2026
  ଜିଲ୍ଲା  
*୧୭ ତମ ଅଲ୍ ଇଣ୍ଡିଆ ରମଧୁନ କପ୍ ଫୁଟବଲ୍*- *ଉଦଘାଟନୀ ମ୍ୟାଚ୍ ରେ ୩-୨ ଗୋଲ୍ ରେ କଲିକତା ଦଳ ବିଜୟୀ*   16-Feb-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୩୭ ଟି ଅଭିଯୋଗର ଶୁଣାଣି   16-Feb-2026
  ଜିଲ୍ଲା  
‘ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ’   16-Feb-2026
  ରାଜ୍ୟ  
ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ♦️ଗୋଟିଏ ଦିନରେ ୧ଲକ୍ଷ ଲିଟର ଦହି ଓ ୧୨ହଜାର ଲିଟର ଘିଅ ଅଧିକ ବିକ୍ରି   16-Feb-2026
  ଜିଲ୍ଲା  
*ଶ୍ରୀ ରାମେଶ୍ୱର ଶୈବ ପୀଠ ରେ ୩୭ ତମ ସାମୁହିକ ବ୍ରତୋପନୟନ ଉତ୍ସବ ପାଳିତ*-   16-Feb-2026
  ଜିଲ୍ଲା  
ଅଲ ଇଣ୍ଡିଆ ଭଲିବଲ୍‌ ଟୁର୍ନାମେଣ୍ଟ ରେ ଫାଇନାଲକୁ ଜବଲପୁର   16-Feb-2026
  ଜିଲ୍ଲା  
ବେଆଇନ ଗୋରୁ ଚଲାଣ ବେଳେ ମାଡି ବସିଲେ ବଜରଙ୍ଗ ଦଳ   16-Feb-2026
  ଜିଲ୍ଲା  
ଏମ୍.ଭି-୭୯ ଗ୍ରାମ ପାଖରେ ରହିଥିବା ନୂଆଗୁଡା ସାହିରେ ଟ୍ରାନ୍ସଫର୍ମର ପୋଡି ଯିବାର ୩ ଦିନ ବିତିଯିବା ପରେ ବି ବିଦ୍ୟୁତ ସଂଯୋଗ ହୋଇପାରୁନି   16-Feb-2026
  ଜିଲ୍ଲା  
ଶିବରାତ୍ରୀ ଅବସରରେ କେଲିଆ ଶୈବ ପୀଠ ରେ ହଜାର ହଜାର ଭକ୍ତଙ୍କ ଭିଡ଼   16-Feb-2026
  ଜିଲ୍ଲା  
ପଞ୍ଚ ଦିବସୀୟ ପ୍ରବୋଧନ ତାଲିମ ଉଦଯାପିତ   15-Feb-2026
  ଜିଲ୍ଲା  
ସୀତାରାମ କଳା ଅନୁଷ୍ଠାନ ପକ୍ଷରୁ ମହାଶିବ ରାତ୍ରୀ ଉପଲକ୍ଷେ ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ   15-Feb-2026

You Might Also Like