-+91-9937148622 |

prerana_bgr@rediffmail.com |

  Thursday 19th June 2025 |

| | | |

R.N.I. Regd No. ODIODI/2010/46693

Breaking News

ଜଡ଼ାମୁଣ୍ଡା ମଣ୍ଡିରେ ଉଠୁନି ଧାନ, ଜିଲ୍ଲାପାଳଙ୍କୁ ଭେଟିଲେ ଶତାଧିକ ଚାଷୀ   (18-Jun-2025)       ||      ନୂତନ ଜାତୀୟ ଶିକ୍ଷା ନୀତି କର୍ମଶାଳା    (18-Jun-2025)       ||      *ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସ୍ବାସ୍ଥ୍ୟ ସଚେତନତା ଶିବିର*-   (18-Jun-2025)       ||      ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ଟେବୁଲ ଟପ୍ ଅଭ୍ୟାସ    (18-Jun-2025)       ||      ବିନିକାରେ କଂଗ୍ରେସ ତରଫରୁ ୨ଦିନିଆ ସର୍ବୋଦୟ ସଂକଳ୍ପ ଶିବିର ଆରମ୍ଭ   (18-Jun-2025)       ||      ମୂର୍ମୁରି ଜୋର ବ୍ରିଜରେ ବସ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୩୫ ଯାତ୍ରୀ ।   (18-Jun-2025)       ||      ବୋରିଗାଁରେ ବିକାଶ ବାହନ ଯାତ୍ରା   (18-Jun-2025)       ||      ସାହିତ୍ୟ ଏକାଡେମୀର ଯୁବ ପୁରସ୍କାର ଏବଂ ବାଲ ସାହିତ୍ୟ ପୁରସ୍କାର ଘୋଷିତ: ଓଡିଆ ଭାଷାରେ ପୁରସ୍କୃତ ହେବେ ରାଜକିଶୋର ପାଢୀ ଏବଂ ସୁବ୍ରତ କୁମାର ସେନାପତି   (18-Jun-2025)       ||      ମୌଳିକ ସୁବିଧରୁ ବଞ୍ଚିତ ଗଦାପୁର ପଞ୍ଚାୟତ: ବୃଦ୍ଧାଙ୍କ ମୃତ୍ୟୁରୁ ଉତ୍ତେଜନା, ରାସ୍ତା ଅବରୋଧ   (18-Jun-2025)       ||      ବିଭାଗ ଓ ଠିକାସଂସ୍ଥାର ଅବହେଳା ଯୋଗୁଁ ରାସ୍ତା କାଦୁଅ ରେ ପଚପଚ: ଚଳାଚଳ ବନ୍ଦ, ଲୋକେ ହଟହଟା   (18-Jun-2025)       ||      ସ୍ମାର୍ଟ ମଡେଲ ସବ ଷ୍ଟେସନ ନିର୍ମାଣରେ ବିଳମ୍ବ : ତୁହାକୁ ତୁହା ବିଦ୍ୟୁତ କାଟ ଯୋଗୁଁ ଉପଭୋକ୍ତା ହନ୍ତସନ୍ତ   (18-Jun-2025)       ||      ସୋସିଆଲ ମିଡିଆରେ ସାମ୍ବାଦିକଙ୍କୁ କଦର୍ଥ ଓ ସମାଲୋଚନାକୁ ନେଇ ଥାନାରେ ଏତଲା   (18-Jun-2025)       ||      ନୂତନ ସିଭିଲ୍ କୋର୍ଟ ନିର୍ମାଣ, ଆୟୁଷ୍ମାନ ଯୋଜନାରେ ଓକିଲ ମାନଙ୍କୁ ସାମିଲ କରିବା ଓ ହାଇକୋର୍ଟ ସ୍ଥାୟୀ ବେଞ୍ଚ ନିର୍ମାଣ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ର ପ୍ରତିନିଧି ଦଳ    (18-Jun-2025)       ||      ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ଜିଲ୍ଳାସ୍ତରୀୟ ଟେବୁଲ ଟପ ଏକ୍ସରସାଇଜ -   (18-Jun-2025)       ||      ଡାବୁଗାଁ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (18-Jun-2025)       ||      ସାଧୁଙ୍କୁ ଅପମାନ ବିଷୟ! କ୍ଷମା ମାଗିବା ପରେ ବିବାଦର ଅନ୍ତ ହେଲା   (18-Jun-2025)       ||      ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ କୁଚିଣ୍ଡାରେ କବି ସମ୍ମିଳନୀ   (18-Jun-2025)       ||      ଭଙ୍ଗାରୁଜା ଘରେ ବିତୁଛି ଜୀବନ, ପଡୁନାହିଁ ପ୍ରଶାସନର ଦୃଷ୍ଟି    (18-Jun-2025)       ||      କୁଲୁତା ସମାଜର ଟେକ ରଖିଲେ ବର୍ଷା    (18-Jun-2025)       ||      ପିପଲଗୁଡା, କାରୁବାଇ ଓ ବାଇସିଙ୍ଗ ଗ୍ରାମ ପଞ୍ଚାୟତ ବୁଲିଲା ବିକାଶ ବାହନ    (17-Jun-2025)       ||     

HOME   ରାଜ୍ୟ

କଣ୍ଟାମାଳ ଡିଗ୍ରୀ କଲେଜ ଇତିହାସ ସମ୍ମାନର ନୂତନ ଛାତ୍ରୀଛାତ୍ରଙ୍କ ସ୍ଵାଗତ ସମାରୋହ

22-Sep-2024



କଣ୍ଟାମାଳ(ଜୟ କୁମାର ମହାରଣା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ପଞ୍ଚାୟତ ଡିଗ୍ରୀ କଲେଜରେ ପୁରାତନ ଛାତ୍ରଛାତ୍ରୀମାନେ ନବାଗତ ପ୍ରଥମ ବର୍ଷର ଭାଇ ଭଉଣୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ସମାରୋହ କଲେଜ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଇତିହାସ ଅଧ୍ୟାପକ ବସନ୍ତ କୁମାର ଖଟୁଆ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସ୍ଵାଗତ ସଭାରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ. ବସନ୍ତ କୁମାର ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ବର୍ତ୍ତମାନ ଯୁଗରେ ଶିକ୍ଷାର ଗୁରୁତ୍ଵ ଏବଂ ସଦଉପଯୋଗ ଉପରେ ନବାଗତ ଛାତ୍ର ଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ  l  ସେହିପରି ବିଭାଗୀୟ ମୁଖ୍ୟ ଅଧ୍ୟାପକ ସାଗର ବଗର୍ତ୍ତୀ ସମ୍ମାନୀତ ଅତିଥିଭାବେ ଯୋଗଦେଇ ସମସ୍ତେ ଶୃଙ୍ଖଳିତ ରହି ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ସମ୍ମାନ ଦେବା ସହ ଶିକ୍ଷା ଉପରେ ଗୁରୁତ୍ୱାରୋପ ପାଇଁ ପରାମର୍ଶ ଦେଇଥିଲେ । ସେହିପରି ଅନ୍ୟତମ ସମ୍ମାନୀତ ଅତିଥି  ଅଧ୍ୟାପିକା ନିର୍ମଳା ଭୋଇ, ଓଡ଼ିଆ ବିଭାଗୀୟ ମୁଖ୍ୟ ଅଧ୍ୟାପକ କିଶୋର ଚନ୍ଦ୍ର ଜଗଦେବ,ଓଡ଼ିଆ ଅଧ୍ୟାପକ ସୁନୀଲ କୁମାର ହରିପାଲ,ପଦାର୍ଥ ବିଜ୍ଞାନ ଅଧ୍ୟାପକ ଶିବଦତ୍ତ ପୁରୋହିତ ପ୍ରମୁଖ ଉପସ୍ଥିତ ରହି ନବାଗତଙ୍କୁ ଦିଗ ଦର୍ଶନ ଦେଇଥିଲେ। ପ୍ରାରମ୍ଭରେ ସଂଜୀବ ଭୋଇନା ଅତିଥି ପରିଚୟ ଓ ସଭା ସଂଯୋଜନା କରିଥିଲେ  l  ନବାଗତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ପୁରାତନ ଛାତ୍ରୀ ସୁଷମା ସାହୁଙ୍କ ସଂଯୋଜନା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା  l  ଛାତ୍ରୀ ସଂଘମିତ୍ରା ଭଏନା ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମକୁ ଚତୁର୍ଭୁଜ, ହେମନ୍ତ, ସୁଦାମ, ସମାରୁ, ବିକ୍ରମ, ସଂଜୀବ, ଶାନ୍ତନୁ, ମଣ୍ଟୁ, ଲିପୁନ, ରାନୀ, ତପସ୍ୱିନୀ ସମେତ ତୃତୀୟ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ପରିଚାଳନାରେ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜଡ଼ାମୁଣ୍ଡା ମଣ୍ଡିରେ ଉଠୁନି ଧାନ, ଜିଲ୍ଲାପାଳଙ୍କୁ ଭେଟିଲେ ଶତାଧିକ ଚାଷୀ   18-Jun-2025
  ଜିଲ୍ଲା  
ନୂତନ ଜାତୀୟ ଶିକ୍ଷା ନୀତି କର୍ମଶାଳା    18-Jun-2025
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସ୍ବାସ୍ଥ୍ୟ ସଚେତନତା ଶିବିର*-   18-Jun-2025
  ଜିଲ୍ଲା  
ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ଟେବୁଲ ଟପ୍ ଅଭ୍ୟାସ   18-Jun-2025
  ଜିଲ୍ଲା  
ବିନିକାରେ କଂଗ୍ରେସ ତରଫରୁ ୨ଦିନିଆ ସର୍ବୋଦୟ ସଂକଳ୍ପ ଶିବିର ଆରମ୍ଭ   18-Jun-2025
  ଜିଲ୍ଲା  
ମୂର୍ମୁରି ଜୋର ବ୍ରିଜରେ ବସ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୩୫ ଯାତ୍ରୀ ।   18-Jun-2025
  ଜିଲ୍ଲା  
ବୋରିଗାଁରେ ବିକାଶ ବାହନ ଯାତ୍ରା   18-Jun-2025
  ଜିଲ୍ଲା  
ସାହିତ୍ୟ ଏକାଡେମୀର ଯୁବ ପୁରସ୍କାର ଏବଂ ବାଲ ସାହିତ୍ୟ ପୁରସ୍କାର ଘୋଷିତ: ଓଡିଆ ଭାଷାରେ ପୁରସ୍କୃତ ହେବେ ରାଜକିଶୋର ପାଢୀ ଏବଂ ସୁବ୍ରତ କୁମାର ସେନାପତି   18-Jun-2025
  ଜିଲ୍ଲା  
ମୌଳିକ ସୁବିଧରୁ ବଞ୍ଚିତ ଗଦାପୁର ପଞ୍ଚାୟତ: ବୃଦ୍ଧାଙ୍କ ମୃତ୍ୟୁରୁ ଉତ୍ତେଜନା, ରାସ୍ତା ଅବରୋଧ   18-Jun-2025
  ଜିଲ୍ଲା  
ବିଭାଗ ଓ ଠିକାସଂସ୍ଥାର ଅବହେଳା ଯୋଗୁଁ ରାସ୍ତା କାଦୁଅ ରେ ପଚପଚ: ଚଳାଚଳ ବନ୍ଦ, ଲୋକେ ହଟହଟା   18-Jun-2025
  ଜିଲ୍ଲା  
ସ୍ମାର୍ଟ ମଡେଲ ସବ ଷ୍ଟେସନ ନିର୍ମାଣରେ ବିଳମ୍ବ : ତୁହାକୁ ତୁହା ବିଦ୍ୟୁତ କାଟ ଯୋଗୁଁ ଉପଭୋକ୍ତା ହନ୍ତସନ୍ତ   18-Jun-2025
  ଜିଲ୍ଲା  
ସୋସିଆଲ ମିଡିଆରେ ସାମ୍ବାଦିକଙ୍କୁ କଦର୍ଥ ଓ ସମାଲୋଚନାକୁ ନେଇ ଥାନାରେ ଏତଲା   18-Jun-2025

You Might Also Like