-+91-9937148622 |

prerana_bgr@rediffmail.com |

  Saturday 13th December 2025 |

| | | |

R.N.I. Regd No. ODIODI/2010/46693

Breaking News

ସିନାପାଲି ବ୍ଲକ ସ୍ତରୀୟ କାର୍ଯ୍ୟାଳୟରେ ନିରନ୍ତର ବିକାଶ ତାଲିମ ଶିବିର ଅନୁଷ୍ଠିତ l   (13-Dec-2025)       ||      ଲୁତୁରପଙ୍କ କ୍ରିକେଟ କପ୍ ର ଚଏସ ଲଳିଙ୍ଗ ଉତ୍ସବ   (13-Dec-2025)       ||      ତୋଷାଳୀ ବିଦ୍ୟାମନ୍ଦିରର ସପ୍ତମ ବାର୍ଷିକ କ୍ରୀଡା ଉତ୍ସବ   (13-Dec-2025)       ||      ବନବିଭାଗ ର ବଡ ସଫଳତା, ୪ ଟ୍ରାକ୍ଟର ଖଇର ଗଣ୍ଡି ଜବତ, ହେଲେ କାଠ ମାଫିଆ କିମ୍ବା ଗାଡି ଜବତ କରିବାରେ ବିଫଳ   (13-Dec-2025)       ||      ନୂଆପଡାରେ ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Dec-2025)       ||      ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ    (13-Dec-2025)       ||      ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ    (13-Dec-2025)       ||      ଝାରସୁଗୁଡ଼ା: ଏସ୍. ୟୁ. ଜେ ର ଫେବୃଆରୀ ୧୧ ରାଜ୍ୟ ବାର୍ଷିକ ଉତ୍ସବର ରୂପରେଖ ସମ୍ପର୍କରେ ଆଲୋଚନା    (12-Dec-2025)       ||      ବାଲେଶ୍ୱର – ଜିଲ୍ଲାସ୍ତରୀୟ ଯୁବୋତ୍ସବ ଉଦଘାଟିତ   (12-Dec-2025)       ||      ବୁଢୀବଲଣ୍ଡl ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ଅର୍ଥ ତୋଷlରପାତ ମାମଲାରେ ୪ବର୍ଷ ଜେଲ ଦଣ୍ଡାଦେଶ   (12-Dec-2025)       ||      ଜିଲ୍ଲାସ୍ତରୀୟ ଯୁବୋତ୍ସବ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା   (12-Dec-2025)       ||      *ନୂଆପଡ଼ା ଜିଲ୍ଲା ଯୋଙ୍କ ପୋଲିସ କୁ ବଡ ସଫଳତା, ୫୭ ଜଣ ଦାଦନ ଶ୍ରମିକ ମହିଳା,ଓ ନାବାଳକ ଙ୍କୁ ଉଦ୍ଧାର, ଜଣେ ଦଲାଲ ଗିରଫ*   (12-Dec-2025)       ||      କୃଷି ସମବାୟ ସମିତି ବୋଡ଼େନରେ ଧାନ ମଣ୍ଡି ଉଦଘାଟନ   (12-Dec-2025)       ||      ହିତାଧିକାରୀଙ୍କୁ ଅଧିକାରୀଙ୍କ ଜୁହାର,ଘର ସମ୍ପୂର୍ଣ୍ଣ କରିବାକୁ ଅନୁରୋଧ   (12-Dec-2025)       ||      ହଧାନର ମନ୍ଥରତାରୁ ସମାଧାନ ପାଇଁ ଅତାବିରା ଏନ୍ଏସି ସ୍ତରୀୟ ଚାଷୀଙ୍କ ବୈଠକ   (12-Dec-2025)       ||      *ଉପ ଜିଲ୍ଲାପାଳ ଓ ଡିଏସପି ଙ୍କୁ ସହର ବାସୀଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଧନା*-   (12-Dec-2025)       ||      *ଆସନ୍ତା କାଲି ଠୁ ସୁବର୍ଣ୍ଣପୁର ଡିଷ୍ଟ୍ରିକ୍ ଏନୁଏଲ ଏଥଲେଟିକ ମିଟ*   (12-Dec-2025)       ||      *ନବରଙ୍ଗପୁରରେ କ୍ଷତ୍ରିୟ ଧାକଡ ସମାଜ ପଦାଧିକାରୀ ବୈଠକ*   (12-Dec-2025)       ||      ମନମୁଣ୍ଡା ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ    (12-Dec-2025)       ||      ମଣ୍ଡଳସ୍ତରୀୟ କୁଇଜ୍ ପ୍ରତିଯୋଗିତା    (12-Dec-2025)       ||     

HOME   ଜିଲ୍ଲା

କୋଦଳା ଏନଏସି କୁ ଖୋଳ କରିଦେଲେ ଯନ୍ତ୍ରୀ ଓ ନିର୍ବାଚିତ ପ୍ରତିନିଧି

15-Sep-2024



କୋଦଳା(ଭଗବାନ ପାଢୀ): କୋଦଳା ଏନଏସି ରେ ଚାଲିଥିବା ଦୁର୍ନୀତି ପଛରେ କିଏ ? କାହିଁକି ଯନ୍ତ୍ରୀଙ୍କୁ ଘଣ୍ଟ ଘୋଡାଇ ରଖିଛନ୍ତି ଅଧ୍ୟକ୍ଷ ? ସରକାରୀ ଅଧକାରୀଙ୍କୁ ହାତର କରି ଚାଲିଛି କି ଲୁଟି ଖାଇବା ନୀତି ? ହଁଆଜ୍ଞା ଆମେ କହୁଚୁ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ଗଞ୍ଜାମ ଜିଲ୍ଲା କୋଦଳା ଏନଏସି କଥା l ଏଇଠି ଦୁର୍ନୀତି ଚରମ ସୀମାରେ ପହଂଚି ଥିବାବେଳେ ତଦନ୍ତ କରିବାକୁ କେହି ନାହାନ୍ତି l କାହିଁକି ନା ଯନ୍ତ୍ରୀ ଦୀପିକା ବେହେରା ଓ ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକଙ୍କ ମଧ୍ୟରେ ରହିଛି ପ୍ରିୟାପ୍ରୀତିର ସମ୍ପର୍କ ? ଏମିତି ଆମେ କହିବାର ଅର୍ଥ ଗତ ଫେବୃଆରୀ ମାସରେ ୧୧ଟି ଟେଣ୍ଡର ବାହାର କରିଥିଲେ ଯାହାର ମୂଲ୍ୟ ୨୨ଲକ୍ଷ ଏବଂ ଅଗଷ୍ଟ ମାସରେ ୪୪ଟି ଟେଣ୍ଡର ବାହାର କରିଛନ୍ତି, ଯାହାର ମୂଲ୍ୟ ୮୮ଲକ୍ଷ  ଟଙ୍କା ହେବ l କୌଣସି ପେପର ରେ ବିଜ୍ଞାପନ ନ ବାହାର କରି କିମ୍ବା କାଉନସିଲର ବଡ଼ିରେ ପାସ ହୋଇନଥିବା ବେଳେ ବିନା ଟେଣ୍ଡରରେ ହୋଇଛି ଏହି କାମ l ଏହି କମ ଗୁଡିକ ବର୍ତ୍ତମାନ କୁଆଡେ ଅଧକ୍ଷ ବାଣ୍ଟି ସାରିଥିବା ବେଳେ ସବୁ କାର୍ଯ୍ୟରେ ଅଧାଅଧା ଭାଗ ରହିଥିବା ଶୁଣିବାକୁ ମିଳୁଛି l 
ଏବେ ଆସିବା ଯନ୍ତ୍ରୀ ଦୀପିକା ବେହେରାଙ୍କ ପାଖକୁ ସିଏ ଗତ ୦୯୵୦୧୵୨୦୨୩ ରିଖରେ କୋଦଳା ଏନଏସି ରେ ଯୋଗ ଦେଇଥିଲେ l ଶୁଣିବାକୁ ମିଳୁଛି ସେବେ ଠାରୁ ଆରମ୍ଭ ହୋଇଥିଲା ଦୀପକଙ୍କ 

୧୦ ପ୍ରତିଶତ ପିସି କାରବାର l ସେତେବେଳେ ଦାୟିତ୍ୱରେ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଏହାକୁ ନେଇ ଯନ୍ତ୍ରୀଙ୍କ ଦରମା ବନ୍ଦ ଲାରିଥିବା ମଧ୍ୟ ଶୁଣିବାକୁ ମିଳୁଛି l ଏବେ କିନ୍ତୁ ସରକାରୀ ସମସ୍ତ ସୁବିଧାମିଳୁଥିବା ବେଳେ କିଛିମାସ ହେବ ଅଧ୍ୟକ୍ଷ ଓ ଯନ୍ତ୍ରୀ ମିଶି ଏନ୍ ଏ ସି କୁ କରି ଚାଲିଛନ୍ତି ଖୋଳ l ଯନ୍ତ୍ରୀ ମାସରେ ୨୦ଦିନ ଆସିଲେ ମଧ୍ୟ ଅଫିସର କିଛିବି ପଦକ୍ଷେପ ନେଉନାହାନ୍ତି l କାହିଁକି ଶୁଣିବାକୁ ମିଳୁଛି ଯନ୍ତ୍ରୀଙ୍କ ମୁଣ୍ଡ ଉପରେ କାଳେ ବଡ଼ବଡ଼ ରାଜନେତାଙ୍କ ହାତ ଅଛି l ସେଇଥି ପାଇଁ ଅଫିସର ଏଠି ନିରୁପାୟ l ଏହାର ପ୍ରତିବାଦ ମଧ୍ୟ କାଉନସିଲର ମାନେ  ଗତ ଫେବୃଆରୀ ମାସରେ ଧାରଣାରେ ବସିଥିଲେ ମଧ୍ୟ ବର୍ତମାନ ସୁଦ୍ଧା କୌଣସି ସୁଫଳ ମିଳି ନାହିଁ l ଯାହାର ପ୍ରତିବାଦ କରି ପୁଣି ଜଣେ କାକାଉନସିଲ ଧାରଣା ଦେଇଥିବା ବେଳେ ଜିଲ୍ଲାପାଳ ଏନଏସି ରେ ଚାଲିଥିବା ଦୁର୍ନୀତି ଉପରେ ଉପରେ ତଦନ୍ତ କରିବା ପାଇଁ ସାଧାରଣରେ ଦାବି ହେଉଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ସିନାପାଲି ବ୍ଲକ ସ୍ତରୀୟ କାର୍ଯ୍ୟାଳୟରେ ନିରନ୍ତର ବିକାଶ ତାଲିମ ଶିବିର ଅନୁଷ୍ଠିତ l   13-Dec-2025
  ଜିଲ୍ଲା  
ଲୁତୁରପଙ୍କ କ୍ରିକେଟ କପ୍ ର ଚଏସ ଲଳିଙ୍ଗ ଉତ୍ସବ   13-Dec-2025
  ଜିଲ୍ଲା  
ତୋଷାଳୀ ବିଦ୍ୟାମନ୍ଦିରର ସପ୍ତମ ବାର୍ଷିକ କ୍ରୀଡା ଉତ୍ସବ   13-Dec-2025
  ଜିଲ୍ଲା  
ବନବିଭାଗ ର ବଡ ସଫଳତା, ୪ ଟ୍ରାକ୍ଟର ଖଇର ଗଣ୍ଡି ଜବତ, ହେଲେ କାଠ ମାଫିଆ କିମ୍ବା ଗାଡି ଜବତ କରିବାରେ ବିଫଳ   13-Dec-2025
  ଜିଲ୍ଲା  
ନୂଆପଡାରେ ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର କାର୍ଯ୍ୟକ୍ରମ ଅନୁଷ୍ଠିତ   13-Dec-2025
  ଜିଲ୍ଲା  
ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ   13-Dec-2025
  ଜିଲ୍ଲା  
ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ   13-Dec-2025
  ଜିଲ୍ଲା  
ଝାରସୁଗୁଡ଼ା: ଏସ୍. ୟୁ. ଜେ ର ଫେବୃଆରୀ ୧୧ ରାଜ୍ୟ ବାର୍ଷିକ ଉତ୍ସବର ରୂପରେଖ ସମ୍ପର୍କରେ ଆଲୋଚନା   12-Dec-2025
  ଜିଲ୍ଲା  
ବାଲେଶ୍ୱର – ଜିଲ୍ଲାସ୍ତରୀୟ ଯୁବୋତ୍ସବ ଉଦଘାଟିତ   12-Dec-2025
  ଜିଲ୍ଲା  
ବୁଢୀବଲଣ୍ଡl ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ଅର୍ଥ ତୋଷlରପାତ ମାମଲାରେ ୪ବର୍ଷ ଜେଲ ଦଣ୍ଡାଦେଶ   12-Dec-2025
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଯୁବୋତ୍ସବ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା   12-Dec-2025
  ଜିଲ୍ଲା  
*ନୂଆପଡ଼ା ଜିଲ୍ଲା ଯୋଙ୍କ ପୋଲିସ କୁ ବଡ ସଫଳତା, ୫୭ ଜଣ ଦାଦନ ଶ୍ରମିକ ମହିଳା,ଓ ନାବାଳକ ଙ୍କୁ ଉଦ୍ଧାର, ଜଣେ ଦଲାଲ ଗିରଫ*   12-Dec-2025

You Might Also Like