-+91-9937148622 |
prerana_bgr@rediffmail.com |
Sunday 25th January 2026 |
R.N.I. Regd No. ODIODI/2010/46693
Breaking News
03-Sep-2024
ବଲାଙ୍ଗିର(ପ୍ରେରଣା ଖବର): ଆସବାର ରବିବାର କେମିତି ଶାନ୍ତି ଶୃଙ୍ଖଳାରେ ରେ ନୂଆଁଖାଇ ପର୍ବ ପାଳନ ହେବ ତାହା ପାଇଁ ବଲାଙ୍ଗିର ମାଁ ସମଲେଶ୍ଵରୀ ମନ୍ଦିର
ପରିସର ରେ ଗୋଟିଏ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ମନ୍ଦିର ର ମୁଖ୍ୟ ପୂଜକ ଟଙ୍କଧର ଦିଶ୍ରି (ଅକ୍ଷୟ) ମାଁ କଂର୍ ପୂଜା ନୀତି କାନ୍ତି କେମିତି ଶାନ୍ତି ଶୃଙ୍ଖଳା ରେ ହେବ ବୈଠକ ରେ ଅନୁରୋଧ କରିଥିଲେ ।ଏଥିରେ ସନ୍ଧ୍ୟା ଆରତୀ ଭକ୍ତ ବୃନ୍ଦ ସଦାନନ୍ଦ ପାତ୍ର,ଅନିଲ ପ୍ରଧାନ, ସତ୍ୟା ସେଠ,ସୁମିତ,ବିଶାଲ ଭାଇ ,ରାମନାରାୟଣ ସାହୁ,ଅଙ୍କିତ ଦଳବେହେରା,ସଞ୍ଜୀବ ରଥ, ଟେକଚନ୍ଦ୍ର ପାତ୍ର, ଚନ୍ଦନ ସାହୁ, ଶିବୁ ପାତ୍ର,ସୌରବ ଘିବେଲା, ବିଶାଲ, ଆଶୀର୍ବାଦ ସାହାଣୀ, ସୋମିକ ମହାନ୍ତି, ମିହିର ପଟ୍ଟନାୟକ,ସୌମ୍ୟ ରଂଜନ ଅଦାବାରିଆ, ଆଶୁତୋଷ ସାହୁ , ଶ୍ରବଣ,ଭାଗ୍ୟ ଉପସ୍ଥିତ ଥିଲେ ଏଵଂ ସଭା ଶେଷରେ
ମାଁ ସମଲେଶ୍ଵରୀ ସନ୍ଧ୍ୟା ଆରତୀ କମିଟି ର ମୁଖ୍ୟ ବିକାଶ ସା ସମସ୍ତ ଭକ୍ତବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l