-+91-9937148622 |

prerana_bgr@rediffmail.com |

  Saturday 12th October 2024 |

| | | |

R.N.I. Regd No. ODIODI/2010/46693

Breaking News

ଝାର ତରଭା ରୁ କଟାପାଲି ସଂଯୋଗୀ ରାସ୍ତା ବିପର୍ଯ୍ୟସ୍ତ     (11-Oct-2024)       ||      ମାହେଶ୍ଵରୀ ମନ୍ଦିରରେ ଦଶହରା ପୂଜା ଏବଂ ଡୁମାଲ ସମ୍ପ୍ରଦାୟର ନୂଆଁଖାଇ ପର୍ବ ପାଳନ   (12-Oct-2024)       ||      ନବରାତ୍ରୀର ଅନ୍ତିମ ଦିନ କନ୍ୟା ପୂଜନ ଦିବସ*   (11-Oct-2024)       ||      ପବିତ୍ର ଦଶହରା ପର୍ବ ଉପଲକ୍ଷେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ   (11-Oct-2024)       ||      ଜିଲ୍ଲା ସ୍ତରୀୟ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ   (11-Oct-2024)       ||      ଟିକ୍ରାପଡା ଗାନ୍ଧୀ ପାଠାଗାର ରେ ସ୍ୱର୍ଗତ ମହେନ୍ଦ୍ର ସାହୁଙ୍କ ବିୟୋଗ ରେ ଶୋକସଭା   (11-Oct-2024)       ||      ଶାରଦୀୟ ଅନ୍ତିମ ଦିନ ରେ ମହିଷାସୁର ମର୍ଦ୍ଦିନୀ ଵେଶ   (11-Oct-2024)       ||      ନିଆରା ସମ୍ପର୍କ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମ ଅନୁଷ୍ଠିତ   (11-Oct-2024)       ||      କିରାବାହାଲ ରାଣୀପାଲି ଶକ୍ତିପୀଠରେ ନରସିଂହ.. ମା ଙ୍କ ଆଶୀର୍ବାଦ ନେବା ସହ ଅଂଚଳବାସୀଙ୍କ ପାଇଁ କଲେ ମଙ୍ଗଳ କାମନା   (11-Oct-2024)       ||      ହରଭଙ୍ଗା ବ୍ଲକ ଏସସିଓଏସଟି କର୍ମଚାରୀ ସମନ୍ୱୟ ପରିଷଦ ଗଠନ   (11-Oct-2024)       ||      ଡୁଙ୍ଗୁରିପାଲି ଆର୍ ଏମ୍ ସି କେଳେଙ୍କାରୀ : ସେକ୍ରେଟେରୀ , ଚେୟାରମ୍ୟାନ୍ ଓ OSAM ବୋର୍ଡର ମିଳିତ ଦୁର୍ନୀତି ଅଭିଯୋଗର ତଦନ୍ତ ଦାବି : ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ । ସବୁ ଦୁର୍ନୀତି ମୂଳରେ ସମ୍ପାଦକ : ତଥାପି ବେଫିକର୍ !    (11-Oct-2024)       ||      ପାୱାର ଅଫ ଦିବ୍ୟାଙ୍ଗ ସଂଗଠନ ତରଫରୁ ଦୀପାବଳି ବନ୍ଧୁ ମିଳନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (11-Oct-2024)       ||      କାଶିପାଲି ଅଙ୍ଗନୱାଡ଼ି କେନ୍ଦ୍ରରେ ଆନ୍ତର୍ଜାତୀୟ ଶିଶୁକନ୍ୟା ଦିବସ ପାଳିତ    (11-Oct-2024)       ||      କବି ସମ୍ମିଳନି ଅନୁଷ୍ଠିତ    (11-Oct-2024)       ||      ସଂସ୍କୃତ ମହାବିଦ୍ୟାଳୟରେ ଏଚ୍‌ଆଇଭି ନିରାକରଣ ସଚେତନତା   (11-Oct-2024)       ||      ବିଶିଷ୍ଟ ମୃର୍ତ୍ତିକା ଶିଳ୍ପୀ ଦିଲ୍ଲୀପ ରଣାଙ୍କ ପରଲୋକ- ସୋନପୁର ରେ ଶୋକ* -   (11-Oct-2024)       ||      ନବଦିନାତ୍ମକ ମୃଣ୍ମୟୀ ଦେବୀଙ୍କ ପୂଜା ପାଇଁ ପାରମ୍ପରିକ ରୀତିନୀତି ଅନୁଯାୟୀ ବିଶାଳ ଭବ୍ୟକଳସ ଶୋଭାଯାତ୍ରା   (11-Oct-2024)       ||      ମାଁ ସମଲେଶ୍ବରୀଙ୍କ ତୁଷୁରା ସହର ଭ୍ରମଣ   (11-Oct-2024)       ||      ଡାବୁଗାଁ ଦୁର୍ଗାପୂଜା ପାଇଁ ସ୍ୱଇଚ୍ଛାରେ କିଛି ଅର୍ଥ ପ୍ରଦାନ କଲେ ନବରଙ୍ଗପୁରକିନ୍ନର ସମାଜ   (11-Oct-2024)       ||      ପୁସ୍ତକ "ଔପନ୍ୟାସିକ ବ୍ରଜବିହାରୀ : ଏକ ଅନୁଶୀଳନ" ର ପାଠକାର୍ପଣ ସମାରୋହ   (10-Oct-2024)       ||     

HOME   ଜିଲ୍ଲା

ହରଭଙ୍ଗା ସ୍କୁଲ ରେ ବଜ୍ରପାତ ସଚେତନତା ସଭା

02-Sep-2024



ସାଲେଭଟା, ତା.୨/୯-(ପ୍ରେରଣା ଖବର):ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ହରଭଙ୍ଗା ଉଚ୍ଚ ପ୍ରାଥମିକ ସ୍କୁଲରେ ବଜ୍ରପାତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବଜ୍ରପାତ ବା ବିଜୁଳି ମାରିବା ଯୋଗୁଁ ଅନେକ ଧନ ଜୀବନ ହାନି କ୍ରମାଗତ ଭାବରେ ହେଉଛି । ବଜ୍ରପାତ ସମୟରେ ଘର ଭିତରେ ଓ ଘର ବାହାରେ ଥିବାବେଳେ ବିଭିନ୍ନ ଉପାୟମାନ ଅବଲମ୍ବନ କରି ସମ୍ଭବତଃ ଜୀବନ ରକ୍ଷା ମିଳିପାରିବ । ଓଡିଶା ରେ ଏବେ ବିକୁଳି ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏଣୁ, ସ୍ଥାନୀୟ ହରଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ରେଡକ୍ରସ ସାଧନକର୍ମି ଦୂର୍ଯ୍ୟୋଧନ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ ସଚେତନା କାର୍ଯ୍ୟକ୍ରମ ହୋଇଯାଇଛି । ଛାତ୍ରଛାତ୍ରୀ ମାନଙ୍କୁ ଡେମୋନେଷ୍ଟ୍ରେସନ ମାଧ୍ୟମରେ ଶ୍ରୀପଶାୟତ ତାଲିମ ଦେଇଥିଲେ । ଶିକ୍ଷକ, ଛାତ୍ରଛାତ୍ରୀ ଙ୍କ ଅଭିଭାବକ ମାନେ ସମସ୍ତେ ସତର୍କ ଆପ ନିଜ ନିଜ ମୋବାଇଲରେ ଡାଉନଲୋଡ କରିବାକୁ ମାର୍ଗଦର୍ଶନ  କରିବା ସହିତ ସମ୍ଭବତଃ ଆବଶ୍ୟକୀୟ  ତଥ୍ୟ ମାନିଲେ ଅନେକ ଜୀବନ ସୁରକ୍ଷିତ ରହିପାରିବ ।

ଏଥି ସହିତ ବର୍ଷା ମାସ ଚାଲୁ ରହିଥିବାରୁ ସାପ କାମୁଡା ପ୍ରତି ମଧ୍ୟ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ । ସାପ କାମୁଡା ପ୍ରତି କେଉଁ ସମସ୍ତ ଦିଗ ପ୍ରତି ସାବଧାନ ରହି କଣ କରିବେ ଏବଂ କଣ ନ କରିବେ ସେ ବିଷୟରେ ବୁଝାଇଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ଗୋବିନ୍ଦ ସାହୁ, ମଂଟେଶ କୁମାର ସାହୁ, ପିଙ୍କି କର୍ଣ୍ଣ ପ୍ରମୁଖ ସହଯୋଗ କରିଥିବା ବେଳେ ରାଜ କିଶୋର ମାହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଝାର ତରଭା ରୁ କଟାପାଲି ସଂଯୋଗୀ ରାସ୍ତା ବିପର୍ଯ୍ୟସ୍ତ    11-Oct-2024
  ଜିଲ୍ଲା  
ମାହେଶ୍ଵରୀ ମନ୍ଦିରରେ ଦଶହରା ପୂଜା ଏବଂ ଡୁମାଲ ସମ୍ପ୍ରଦାୟର ନୂଆଁଖାଇ ପର୍ବ ପାଳନ   12-Oct-2024
  ଜିଲ୍ଲା  
ନବରାତ୍ରୀର ଅନ୍ତିମ ଦିନ କନ୍ୟା ପୂଜନ ଦିବସ*   11-Oct-2024
  ଜିଲ୍ଲା  
ପବିତ୍ର ଦଶହରା ପର୍ବ ଉପଲକ୍ଷେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ   11-Oct-2024
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ   11-Oct-2024
  ଜିଲ୍ଲା  
ଟିକ୍ରାପଡା ଗାନ୍ଧୀ ପାଠାଗାର ରେ ସ୍ୱର୍ଗତ ମହେନ୍ଦ୍ର ସାହୁଙ୍କ ବିୟୋଗ ରେ ଶୋକସଭା   11-Oct-2024
  ଜିଲ୍ଲା  
ଶାରଦୀୟ ଅନ୍ତିମ ଦିନ ରେ ମହିଷାସୁର ମର୍ଦ୍ଦିନୀ ଵେଶ   11-Oct-2024
  ଜିଲ୍ଲା  
ନିଆରା ସମ୍ପର୍କ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମ ଅନୁଷ୍ଠିତ   11-Oct-2024
  ଜିଲ୍ଲା  
କିରାବାହାଲ ରାଣୀପାଲି ଶକ୍ତିପୀଠରେ ନରସିଂହ.. ମା ଙ୍କ ଆଶୀର୍ବାଦ ନେବା ସହ ଅଂଚଳବାସୀଙ୍କ ପାଇଁ କଲେ ମଙ୍ଗଳ କାମନା   11-Oct-2024
  ଜିଲ୍ଲା  
ହରଭଙ୍ଗା ବ୍ଲକ ଏସସିଓଏସଟି କର୍ମଚାରୀ ସମନ୍ୱୟ ପରିଷଦ ଗଠନ   11-Oct-2024
  ଜିଲ୍ଲା  
ଡୁଙ୍ଗୁରିପାଲି ଆର୍ ଏମ୍ ସି କେଳେଙ୍କାରୀ : ସେକ୍ରେଟେରୀ , ଚେୟାରମ୍ୟାନ୍ ଓ OSAM ବୋର୍ଡର ମିଳିତ ଦୁର୍ନୀତି ଅଭିଯୋଗର ତଦନ୍ତ ଦାବି : ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ । ସବୁ ଦୁର୍ନୀତି ମୂଳରେ ସମ୍ପାଦକ : ତଥାପି ବେଫିକର୍ !   11-Oct-2024
  ଜିଲ୍ଲା  
ପାୱାର ଅଫ ଦିବ୍ୟାଙ୍ଗ ସଂଗଠନ ତରଫରୁ ଦୀପାବଳି ବନ୍ଧୁ ମିଳନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   11-Oct-2024

You Might Also Like