-+91-9937148622 |

prerana_bgr@rediffmail.com |

  Saturday 12th October 2024 |

| | | |

R.N.I. Regd No. ODIODI/2010/46693

Breaking News

ଝାର ତରଭା ରୁ କଟାପାଲି ସଂଯୋଗୀ ରାସ୍ତା ବିପର୍ଯ୍ୟସ୍ତ     (11-Oct-2024)       ||      ମାହେଶ୍ଵରୀ ମନ୍ଦିରରେ ଦଶହରା ପୂଜା ଏବଂ ଡୁମାଲ ସମ୍ପ୍ରଦାୟର ନୂଆଁଖାଇ ପର୍ବ ପାଳନ   (12-Oct-2024)       ||      ନବରାତ୍ରୀର ଅନ୍ତିମ ଦିନ କନ୍ୟା ପୂଜନ ଦିବସ*   (11-Oct-2024)       ||      ପବିତ୍ର ଦଶହରା ପର୍ବ ଉପଲକ୍ଷେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ   (11-Oct-2024)       ||      ଜିଲ୍ଲା ସ୍ତରୀୟ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ   (11-Oct-2024)       ||      ଟିକ୍ରାପଡା ଗାନ୍ଧୀ ପାଠାଗାର ରେ ସ୍ୱର୍ଗତ ମହେନ୍ଦ୍ର ସାହୁଙ୍କ ବିୟୋଗ ରେ ଶୋକସଭା   (11-Oct-2024)       ||      ଶାରଦୀୟ ଅନ୍ତିମ ଦିନ ରେ ମହିଷାସୁର ମର୍ଦ୍ଦିନୀ ଵେଶ   (11-Oct-2024)       ||      ନିଆରା ସମ୍ପର୍କ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମ ଅନୁଷ୍ଠିତ   (11-Oct-2024)       ||      କିରାବାହାଲ ରାଣୀପାଲି ଶକ୍ତିପୀଠରେ ନରସିଂହ.. ମା ଙ୍କ ଆଶୀର୍ବାଦ ନେବା ସହ ଅଂଚଳବାସୀଙ୍କ ପାଇଁ କଲେ ମଙ୍ଗଳ କାମନା   (11-Oct-2024)       ||      ହରଭଙ୍ଗା ବ୍ଲକ ଏସସିଓଏସଟି କର୍ମଚାରୀ ସମନ୍ୱୟ ପରିଷଦ ଗଠନ   (11-Oct-2024)       ||      ଡୁଙ୍ଗୁରିପାଲି ଆର୍ ଏମ୍ ସି କେଳେଙ୍କାରୀ : ସେକ୍ରେଟେରୀ , ଚେୟାରମ୍ୟାନ୍ ଓ OSAM ବୋର୍ଡର ମିଳିତ ଦୁର୍ନୀତି ଅଭିଯୋଗର ତଦନ୍ତ ଦାବି : ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ । ସବୁ ଦୁର୍ନୀତି ମୂଳରେ ସମ୍ପାଦକ : ତଥାପି ବେଫିକର୍ !    (11-Oct-2024)       ||      ପାୱାର ଅଫ ଦିବ୍ୟାଙ୍ଗ ସଂଗଠନ ତରଫରୁ ଦୀପାବଳି ବନ୍ଧୁ ମିଳନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (11-Oct-2024)       ||      କାଶିପାଲି ଅଙ୍ଗନୱାଡ଼ି କେନ୍ଦ୍ରରେ ଆନ୍ତର୍ଜାତୀୟ ଶିଶୁକନ୍ୟା ଦିବସ ପାଳିତ    (11-Oct-2024)       ||      କବି ସମ୍ମିଳନି ଅନୁଷ୍ଠିତ    (11-Oct-2024)       ||      ସଂସ୍କୃତ ମହାବିଦ୍ୟାଳୟରେ ଏଚ୍‌ଆଇଭି ନିରାକରଣ ସଚେତନତା   (11-Oct-2024)       ||      ବିଶିଷ୍ଟ ମୃର୍ତ୍ତିକା ଶିଳ୍ପୀ ଦିଲ୍ଲୀପ ରଣାଙ୍କ ପରଲୋକ- ସୋନପୁର ରେ ଶୋକ* -   (11-Oct-2024)       ||      ନବଦିନାତ୍ମକ ମୃଣ୍ମୟୀ ଦେବୀଙ୍କ ପୂଜା ପାଇଁ ପାରମ୍ପରିକ ରୀତିନୀତି ଅନୁଯାୟୀ ବିଶାଳ ଭବ୍ୟକଳସ ଶୋଭାଯାତ୍ରା   (11-Oct-2024)       ||      ମାଁ ସମଲେଶ୍ବରୀଙ୍କ ତୁଷୁରା ସହର ଭ୍ରମଣ   (11-Oct-2024)       ||      ଡାବୁଗାଁ ଦୁର୍ଗାପୂଜା ପାଇଁ ସ୍ୱଇଚ୍ଛାରେ କିଛି ଅର୍ଥ ପ୍ରଦାନ କଲେ ନବରଙ୍ଗପୁରକିନ୍ନର ସମାଜ   (11-Oct-2024)       ||      ପୁସ୍ତକ "ଔପନ୍ୟାସିକ ବ୍ରଜବିହାରୀ : ଏକ ଅନୁଶୀଳନ" ର ପାଠକାର୍ପଣ ସମାରୋହ   (10-Oct-2024)       ||     

HOME   ଜିଲ୍ଲା

ପଞ୍ଚାୟତ ସମିତି ମହାବିଦ୍ୟାଳୟର ୪୦ତମ ପ୍ରତିଷ୍ଠା ଉତ୍ସବ

01-Sep-2024



ଗାଇସିଲେଟ (ସୁଶାନ୍ତ କୁମାର ପଣ୍ଡା): ଗୋଟିଏ ଶିକ୍ଷାନୁଷ୍ଠାନ ଆଗକୁ ଯିବାକୁ ହେଲେ ସମସ୍ତଙ୍କର ସହଭାଗିତା ଓ ସହଯୋଗର ଆବଶ୍ୟକ ରହିଅଛି। ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଭିଭାବକଙ୍କ ମିଳିତ ଉଦ୍ୟମ ଦ୍ୱାରା ମହାବିଦ୍ୟାଳୟର ବିକାଶ ଆଗକୁ ଯାଇଥାଏ। ଛାତ୍ରଛାତ୍ରୀ ସାଧନାରତ ଭାବେ ପାଠ ପଢିବା ସହିତ ସଂକଳ୍ପ ନେଇ ଶିକ୍ଷାଲାଭ କଲେ ସିଦ୍ଧାନ୍ତରେ ନିଶ୍ଚିତ ପହଞ୍ଚି ପାରିବେ ବୋଲି ବରଗଡ଼ ଜିଲ୍ଲା ଗାଇସିଲେଟ ପଞ୍ଚାୟତ ସମିତି ପ୍ରତିଷ୍ଠା ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଲୋକ କୁମାର ପଟେଲ ପ୍ରକାଶ କରିଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ଜୟକେତନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟଅତିଥି ଭାବେ ପଦମପୁର ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଲୋକ ପଟେଲ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଖଡ଼ିଆଲ ଅଟୋନମସ ମହାବିଦ୍ୟାଳୟର ପ୍ରାଧ୍ୟାପିକା ସୁଶ୍ରୀ ଗିତାଶ୍ରୀ ପ୍ରିୟମ୍ବଦା ଯୋଗ ଦେଇ ଏଭଳି ଏକ ଶିକ୍ଷାନୁଷ୍ଠାନକୁ ପ୍ରତିଷ୍ଠା କରିଥିବା ବ୍ୟକ୍ତି ବିଶେଷଙ୍କ ଗଠନ ମୂଳକ ଚିନ୍ତାଧାରା ଏବଂ ପୂର୍ବତନ ଛାତ୍ରଛାତ୍ରୀଙ୍କ ସାଧନା ଓ ସଫଳତା ହିଁ,ଆଜି ସଂପୃକ୍ତ ଅନୁଷ୍ଠାନକୁ ଚାରି ଦଶନ୍ଧିରେ ପହଞ୍ଚାଇ ପାରିଛି ବୋଲି ମତ ରଖିଥିଲେ । ସମ୍ମାନିତ ଅତିଥି ଭାବରେ ଗାଇସିଲେଟ ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ପ୍ରଣୟ କୁମାର ସାହୁ, ପ୍ରାଣପ୍ରତିଷ୍ଠାତା ଶ୍ରୀଯୁକ୍ତ ଆର୍ତ୍ତତ୍ରାଣ ଯୋଷୀ,ପ୍ରାଣ ପ୍ରତିଷ୍ଠାତା ଶ୍ରୀଯୁକ୍ତ ଗଣେଶ ପ୍ରସାଦ ଦାଶ,ସମ୍ପାଦକ ଶ୍ରୀଯୁକ୍ତ ଅମ୍ବିକା ପ୍ରସାଦ ତ୍ରିବେଦୀ,ଭୂମିଦାତା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଡ଼ ସୁନିଲ କୁମାର ପଣ୍ଡା,ଉପଦେଷ୍ଟା ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ପଣ୍ଡା, ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ଝରଣା ପାଣିଗ୍ରାହୀ, ଜିଲ୍ଲାପରିଷଦ ସଭ୍ୟ ଶ୍ରୀଯୁକ୍ତ ନୀଳମଣି ବରିହା,ଉପଦେଷ୍ଟା ଶ୍ରୀଯୁକ୍ତ ମଦନ ଦୀପ,ସରପଞ୍ଚ ଶ୍ରୀଯୁକ୍ତ ଶରତ ଚନ୍ଦ୍ର କାଲୋ,ସମାଜ ସେବୀ ଶ୍ରୀଯୁକ୍ତ ରଞ୍ଜନ କୁମାର ପଣ୍ଡା, ଯୋଗ ଦେଇ  ଶିକ୍ଷାନୁଷ୍ଠାନ ବହୁ ଘାତପ୍ରତିଘାତ ମଧ୍ୟରେ ୪୦ ବର୍ଷ ଅତିକ୍ରମ କରିସାରିଛି। ଏଠାରୁ ବହୁ କୃତୀ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ଲାଭ କରିଛନ୍ତି ବୋଲି ପ୍ରକାଶ କରିଥିଲେ ଏବଂ ଦୀର୍ଘ ୩୯ ବର୍ଷ ପରେ ପ୍ରଥମଥର ପାଇଁ ମହାବିଦ୍ୟାଳୟର ୪୦ ତମ ପ୍ରତିଷ୍ଠା ଉତ୍ସବ ପାଳନ ହୋଇଥିବାରୁ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ସାଧୁବାଦ ପ୍ରଦାନ କରିଥିଲେ ।ଏହି ଅବସରରେ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅଧ୍ୟାପିକା ପ୍ରତୀକ୍ଷା ଡନସନା ଓ ଖେଳ ଶିକ୍ଷକ ହେମନ୍ତ କୁମାର ପଣ୍ଡା।ପ୍ରଧ୍ୟାପକ ନାରାୟଣ ମିଶ୍ର ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରି ମଞ୍ଚ ପରିଚାଳନା କରିଥିବା ବେଳେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ପ୍ରୟାସରେ କାର୍ଯ୍ୟକ୍ରମ ଟି ଅତି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଥିବାରୁ ପରିଶେଷରେ ଅଧ୍ୟାପିକା ସୁଶ୍ରୀ ସଂଘମିତ୍ରା ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଝାର ତରଭା ରୁ କଟାପାଲି ସଂଯୋଗୀ ରାସ୍ତା ବିପର୍ଯ୍ୟସ୍ତ    11-Oct-2024
  ଜିଲ୍ଲା  
ମାହେଶ୍ଵରୀ ମନ୍ଦିରରେ ଦଶହରା ପୂଜା ଏବଂ ଡୁମାଲ ସମ୍ପ୍ରଦାୟର ନୂଆଁଖାଇ ପର୍ବ ପାଳନ   12-Oct-2024
  ଜିଲ୍ଲା  
ନବରାତ୍ରୀର ଅନ୍ତିମ ଦିନ କନ୍ୟା ପୂଜନ ଦିବସ*   11-Oct-2024
  ଜିଲ୍ଲା  
ପବିତ୍ର ଦଶହରା ପର୍ବ ଉପଲକ୍ଷେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ   11-Oct-2024
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ   11-Oct-2024
  ଜିଲ୍ଲା  
ଟିକ୍ରାପଡା ଗାନ୍ଧୀ ପାଠାଗାର ରେ ସ୍ୱର୍ଗତ ମହେନ୍ଦ୍ର ସାହୁଙ୍କ ବିୟୋଗ ରେ ଶୋକସଭା   11-Oct-2024
  ଜିଲ୍ଲା  
ଶାରଦୀୟ ଅନ୍ତିମ ଦିନ ରେ ମହିଷାସୁର ମର୍ଦ୍ଦିନୀ ଵେଶ   11-Oct-2024
  ଜିଲ୍ଲା  
ନିଆରା ସମ୍ପର୍କ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମ ଅନୁଷ୍ଠିତ   11-Oct-2024
  ଜିଲ୍ଲା  
କିରାବାହାଲ ରାଣୀପାଲି ଶକ୍ତିପୀଠରେ ନରସିଂହ.. ମା ଙ୍କ ଆଶୀର୍ବାଦ ନେବା ସହ ଅଂଚଳବାସୀଙ୍କ ପାଇଁ କଲେ ମଙ୍ଗଳ କାମନା   11-Oct-2024
  ଜିଲ୍ଲା  
ହରଭଙ୍ଗା ବ୍ଲକ ଏସସିଓଏସଟି କର୍ମଚାରୀ ସମନ୍ୱୟ ପରିଷଦ ଗଠନ   11-Oct-2024
  ଜିଲ୍ଲା  
ଡୁଙ୍ଗୁରିପାଲି ଆର୍ ଏମ୍ ସି କେଳେଙ୍କାରୀ : ସେକ୍ରେଟେରୀ , ଚେୟାରମ୍ୟାନ୍ ଓ OSAM ବୋର୍ଡର ମିଳିତ ଦୁର୍ନୀତି ଅଭିଯୋଗର ତଦନ୍ତ ଦାବି : ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ । ସବୁ ଦୁର୍ନୀତି ମୂଳରେ ସମ୍ପାଦକ : ତଥାପି ବେଫିକର୍ !   11-Oct-2024
  ଜିଲ୍ଲା  
ପାୱାର ଅଫ ଦିବ୍ୟାଙ୍ଗ ସଂଗଠନ ତରଫରୁ ଦୀପାବଳି ବନ୍ଧୁ ମିଳନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   11-Oct-2024

You Might Also Like