-+91-9937148622 |

prerana_bgr@rediffmail.com |

  Thursday 7th November 2024 |

| | | |

R.N.I. Regd No. ODIODI/2010/46693

Breaking News

ରାମାୟଣ ନବାହ ପାରାୟଣ ଆରମ୍ଭ   (07-Nov-2024)       ||      ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା, ରାଜ୍ୟ ରାଜନୀତି ସରଗରମ, ବିଚାର ବିଭାଗୀୟ ତଦନ୍ତ ଦାବିକଲେ ବ୍ରଜ କିଶୋର ତ୍ରିପାଠୀ   (07-Nov-2024)       ||      ଅତାବିରା ନୋଡାଲ ଉଚ୍ଚ ବାଳିକା ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   (07-Nov-2024)       ||      ତାରାତାରିଣୀ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ମହା ବିଦ୍ୟାଳୟ ଭଲିବଲ ଟୁନାମେଣ୍ଟ ଅନୁଷ୍ଠିତ    (07-Nov-2024)       ||      ନୂଆପଡ଼ା ଜିଲ୍ଲା ନ୍ୟାସନାଲ ହାଇସ୍କୁଲ ପରିସର ମଧ୍ୟରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି - ୨୦୨୪ ପାଳିତ   (07-Nov-2024)       ||      ବିରଳ ପକ୍ଷୀ ଉଦ୍ଧାର   (07-Nov-2024)       ||      ବଲାଙ୍ଗୀର: ପି ପି ଏକାଡେମୀ ୮୯ ମେଟ୍ରିକ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଓ ଡ଼ାଇମଣ୍ଡ ଜୁବଲି ପାଇଁ ପ୍ରସ୍ତୁତି ବୈଠକ    (07-Nov-2024)       ||      ବୌଦ୍ଧ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ କମିସନର ଅଫ ସେପ୍ଟି   (07-Nov-2024)       ||      ରାଜବୋଡାସମ୍ବର ଫଟୋଗ୍ରାଫର୍ ଆସୋସିଏସନ ଭୁବନେଶ୍ୱରରେ ସମ୍ବର୍ଦ୍ଧିତ   (07-Nov-2024)       ||      ଧନ୍ୟବାଦ ଗାଇସିଲେଟ ପ୍ରଶାସନ ତୁମର ଏକି ଲୀଳା ! ଯୁବାଖୋଲରୁ ଜମରତଲା ରାସ୍ତା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ   (07-Nov-2024)       ||      ଡାକ୍ତରଙ୍କ ଦାଦାଗିରି ରୋଗୀଙ୍କୁ ଦୁର୍ବ୍ୟବହାର ସହିତ ଆକ୍ରମଣ ଉଦ୍ୟମ    (07-Nov-2024)       ||      ରାଣା ପ୍ରତାପ ସ୍କୁଲରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ   (07-Nov-2024)       ||      ଶିକାରୀ ଜାଲରେ ଲାଗିଥିବା ବିରଳ ପକ୍ଷୀକୁ ଉଦ୍ଧାର କଲେ ସ୍ବେଛାସେବୀ    (07-Nov-2024)       ||      କଣ୍ଟାମାଳ ନିର୍ବାଚନମଣ୍ଡଳୀ ବିଜେପି ପକ୍ଷରୁ ଘୁଚାଙ୍ଗି ଗ୍ରାମରେ ସଭ୍ୟ ସଦସ୍ୟତା ଅଭିଯାନ। ଯୋଗ ଦେଲେ କଣ୍ଟାମାଳ ବିଧାୟକ   (07-Nov-2024)       ||      ନୂଆପଡ଼ା ଜିଲ୍ଲା କୁ ଦୁଇ ଦିନିଆ ଗସ୍ତ ରେ ମହିଳା ଓ ବାଲ ବିକାଶ ମନ୍ତ୍ରୀ ଶ୍ରୀମତୀ ସାବିତ୍ରୀ ଠାକୁର ଆସି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦାନ   (07-Nov-2024)       ||      ଇନସ୍ପେକ୍ଟର୍ ସ୍ତରରେ ବଡ଼ ଅଦଳବଦଳ   (07-Nov-2024)       ||      ନିଖିଳ ଓଡିଶା ଗ୍ରାମ ପଞ୍ଚାୟତ ଶ୍ରମିକ ସଂଘର ଦେଓଗାଁ ବ୍ଲକ କମିଟୀ ଗଠିତ    (07-Nov-2024)       ||      ଡୁଙ୍ଗୁରିପାଲିରେ ଭୀମ ଭୋଇ ଭିନ୍ନକ୍ଷମ ସମଥ୍ୟ ଶିବିର ଅନୁଷ୍ଠିତ   (07-Nov-2024)       ||      ଅନ୍ତଃ ବିଶ୍ୱବିଦ୍ୟାଳୟ ଅସିଚାଳନା ପାଇଁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରୁ ଯୋଗ ଦେବେ ଆକାଶ ମାଝୀ    (07-Nov-2024)       ||      ଖତ ଖାଉଛି ଲକ୍ଷାଧିକ ଟଙ୍କାର ବିଦ୍ୟାଳୟ ଷ୍ଟାଫ କ୍ୱାର୍ଟର.... ଜଣେ ଶିକ୍ଷକରେ ଚାଲିଛି ଆଶ୍ରମ ବିଦ୍ୟାଳୟ   (07-Nov-2024)       ||     

HOME   ଜିଲ୍ଲା

ଡେଙ୍ଗ ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ

29-Aug-2024



ବଲାଙ୍ଗୀର, ତା .୨୯/୦୮(ପ୍ରେରଣା ଖବର ):  ବଲାଙ୍ଗୀର ଜିଲ୍ଲା, ସଇଁତଳା ବ୍ଲକ ଅନ୍ତର୍ଗତ ସରକାରୀ  ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଡେଙ୍ଗ ଠାରେ  ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି l  ପ୍ରଧାନ ଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ସଭାପତିତ୍ୱ ଅନୁଷ୍ଠିତ କାର୍ଯ୍ୟକ୍ରମରେ  ପ୍ରଥମରେ ଭାରତୀୟ ହକି କିମ୍ବଦନ୍ତୀ ମେଜର ଧ୍ୟାନ ଚାନ୍ଦଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । କ୍ରୀଡା ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । କ୍ରୀଡା କାର୍ଯ୍ୟକଳାପ କେବଳ ଖେଳିବା ପାଇଁ ମଜାଦାର ନୁହେଁ ବରଂ ଆମର ସ୍ୱାସ୍ଥ୍ୟ ଏବଂ ଶାରୀରିକ ସୁସ୍ଥତାକୁ ମଧ୍ୟ ଉନ୍ନତ କରିଥାଏ । ଖେଳ କସରତ ହେଉଛି ସବୁଠୁ ଏକ ଉତ୍ତମ ବ୍ୟାୟାମ । ଏହି ଦିବସ ପାଳନ ଉଭୟ ଶାରୀରିକ ତଥା ମାନସିକ ଭାବରେ ସାମଗ୍ରିକ ସ୍ୱାସ୍ଥ୍ୟ ଗୁରୁତ୍ୱ ବିଷୟରେ ଶିକ୍ଷକ, ଶିକ୍ଷୟିତ୍ରୀ ଗଣ   ଆଲୋକପାତ କରିଥିଲେ । ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ହିମାଂଶୁ ଶେଖର ବିଶ୍ୱାଳ ଜାତୀୟ କ୍ରୀଡା ଦିବସ ୨୦୨୪ ପାଇଁ ଥିମ୍  “ବିକାଶ ତଥା ଶାନ୍ତିପୂର୍ଣ୍ଣ ଏବଂ ଅନ୍ତର୍ଭୂକ୍ତ ସମାଜ ପାଇଁ ଖେଳ” ବିଷୟରେ ଅଵଗତ କରିଥିଲେ ।  କାର୍ଯ୍ୟକ୍ରମରେ ଶିକ୍ଷକ କୃପାସିନ୍ଧୁ ମିଶ୍ର,  ସୁଦର୍ଶନ ଦାଶ, ଦୀପକ ସେନ ଧରୁଆ, ଲିଙ୍ଗରାଜ ନନ୍ଦ,  ଶିକ୍ଷୟିତ୍ରୀ   ରେଣୁକା ସାହୁ, ଗାୟତ୍ରୀ ବାରିକ, ଦ୍ରୌପଦୀ ଭୋଇ, ତପସ୍ୱିନୀ ପଟେଲ,  ଜୁନିୟର ଆସିଷ୍ଟେନ ଅବିନାଶ ଭୋଇ,  ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ l  କ୍ରୀଡା ଶିକ୍ଷୟିତ୍ରୀ  ଶିବାନୀ ମଲ୍ଲିକ  କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବଳେ ଶିକ୍ଷକ ସମୀର ସେଠି  ଧନ୍ୟବାଦ ଅର୍ପଣ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ରାମାୟଣ ନବାହ ପାରାୟଣ ଆରମ୍ଭ   07-Nov-2024
  ଜିଲ୍ଲା  
ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା, ରାଜ୍ୟ ରାଜନୀତି ସରଗରମ, ବିଚାର ବିଭାଗୀୟ ତଦନ୍ତ ଦାବିକଲେ ବ୍ରଜ କିଶୋର ତ୍ରିପାଠୀ   07-Nov-2024
  ଜିଲ୍ଲା  
ଅତାବିରା ନୋଡାଲ ଉଚ୍ଚ ବାଳିକା ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   07-Nov-2024
  ଜିଲ୍ଲା  
ତାରାତାରିଣୀ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ମହା ବିଦ୍ୟାଳୟ ଭଲିବଲ ଟୁନାମେଣ୍ଟ ଅନୁଷ୍ଠିତ   07-Nov-2024
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ନ୍ୟାସନାଲ ହାଇସ୍କୁଲ ପରିସର ମଧ୍ୟରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି - ୨୦୨୪ ପାଳିତ   07-Nov-2024
  ଜିଲ୍ଲା  
ବିରଳ ପକ୍ଷୀ ଉଦ୍ଧାର   07-Nov-2024
  ଜିଲ୍ଲା  
ବଲାଙ୍ଗୀର: ପି ପି ଏକାଡେମୀ ୮୯ ମେଟ୍ରିକ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଓ ଡ଼ାଇମଣ୍ଡ ଜୁବଲି ପାଇଁ ପ୍ରସ୍ତୁତି ବୈଠକ   07-Nov-2024
  ଜିଲ୍ଲା  
ବୌଦ୍ଧ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ କମିସନର ଅଫ ସେପ୍ଟି   07-Nov-2024
  ଜିଲ୍ଲା  
ରାଜବୋଡାସମ୍ବର ଫଟୋଗ୍ରାଫର୍ ଆସୋସିଏସନ ଭୁବନେଶ୍ୱରରେ ସମ୍ବର୍ଦ୍ଧିତ   07-Nov-2024
  ଜିଲ୍ଲା  
ଧନ୍ୟବାଦ ଗାଇସିଲେଟ ପ୍ରଶାସନ ତୁମର ଏକି ଲୀଳା ! ଯୁବାଖୋଲରୁ ଜମରତଲା ରାସ୍ତା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ   07-Nov-2024
  ଜିଲ୍ଲା  
ଡାକ୍ତରଙ୍କ ଦାଦାଗିରି ରୋଗୀଙ୍କୁ ଦୁର୍ବ୍ୟବହାର ସହିତ ଆକ୍ରମଣ ଉଦ୍ୟମ   07-Nov-2024
  ଜିଲ୍ଲା  
ରାଣା ପ୍ରତାପ ସ୍କୁଲରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ   07-Nov-2024

You Might Also Like