-+91-9937148622 |

prerana_bgr@rediffmail.com |

  Tuesday 17th February 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର    (16-Feb-2026)       ||      *୧୭ ତମ ଅଲ୍ ଇଣ୍ଡିଆ ରମଧୁନ କପ୍ ଫୁଟବଲ୍*- *ଉଦଘାଟନୀ ମ୍ୟାଚ୍ ରେ ୩-୨ ଗୋଲ୍ ରେ କଲିକତା ଦଳ ବିଜୟୀ*   (16-Feb-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୩୭ ଟି ଅଭିଯୋଗର ଶୁଣାଣି   (16-Feb-2026)       ||      ‘ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ’   (16-Feb-2026)       ||      ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ♦️ଗୋଟିଏ ଦିନରେ ୧ଲକ୍ଷ ଲିଟର ଦହି ଓ ୧୨ହଜାର ଲିଟର ଘିଅ ଅଧିକ ବିକ୍ରି   (16-Feb-2026)       ||      *ଶ୍ରୀ ରାମେଶ୍ୱର ଶୈବ ପୀଠ ରେ ୩୭ ତମ ସାମୁହିକ ବ୍ରତୋପନୟନ ଉତ୍ସବ ପାଳିତ*-   (16-Feb-2026)       ||      ଅଲ ଇଣ୍ଡିଆ ଭଲିବଲ୍‌ ଟୁର୍ନାମେଣ୍ଟ ରେ ଫାଇନାଲକୁ ଜବଲପୁର   (16-Feb-2026)       ||      ବେଆଇନ ଗୋରୁ ଚଲାଣ ବେଳେ ମାଡି ବସିଲେ ବଜରଙ୍ଗ ଦଳ   (16-Feb-2026)       ||      ଏମ୍.ଭି-୭୯ ଗ୍ରାମ ପାଖରେ ରହିଥିବା ନୂଆଗୁଡା ସାହିରେ ଟ୍ରାନ୍ସଫର୍ମର ପୋଡି ଯିବାର ୩ ଦିନ ବିତିଯିବା ପରେ ବି ବିଦ୍ୟୁତ ସଂଯୋଗ ହୋଇପାରୁନି    (16-Feb-2026)       ||      ଶିବରାତ୍ରୀ ଅବସରରେ କେଲିଆ ଶୈବ ପୀଠ ରେ ହଜାର ହଜାର ଭକ୍ତଙ୍କ ଭିଡ଼   (16-Feb-2026)       ||      ପଞ୍ଚ ଦିବସୀୟ ପ୍ରବୋଧନ ତାଲିମ ଉଦଯାପିତ   (15-Feb-2026)       ||      ସୀତାରାମ କଳା ଅନୁଷ୍ଠାନ ପକ୍ଷରୁ ମହାଶିବ ରାତ୍ରୀ ଉପଲକ୍ଷେ ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Feb-2026)       ||      ତରାପୁର ମନ୍ଦିରରେ ଚତୁର୍ଦ୍ଦଶୀ ଓ ଶିବରାତ୍ରୀ ପାଳନ   (15-Feb-2026)       ||      ରାଜ୍ୟସ୍ତରୀୟ ତୀରନ୍ଦାଜୀ ଚମ୍ପିୟାନସିପରେ ବୌଦ୍ଧର ସୁରଜ ମେହେର ପାଇଲେ ରୋପ୍ୟ ପଦକ   (15-Feb-2026)       ||      ୟୁଜିସି ନିର୍ଦ୍ଦେଶାନାମା ୨୦୨୬ ସମର୍ଥନରେ କର୍ମଶାଳା   (15-Feb-2026)       ||      ଆଗଲପୁର ପୋଲିସ କୁ ବଡ଼ ସଫଳତା   (15-Feb-2026)       ||      କୃତ୍ରିମ ବୁଦ୍ଧିମତ୍ତାକୁ ନେଇ ଅନ୍ତର୍ଜାତୀୟ କର୍ମଶାଳାରେ ଭାଗନେଲେ ଯୁବୋଦୟ ର ୧୨ ଛାତ୍ର   (15-Feb-2026)       ||      ଵିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ୩୩ତମ ବାର୍ଷିକ ଉତ୍ସଵ "ପରମ୍ପରା "   (15-Feb-2026)       ||      ବଲବସପୁର ଅଗ୍ନିଭୈରବ ନାଟ୍ୟକଳା ସଂଘ ର ଶପଥ ଗ୍ରହଣ ସମାରୋହ।   (15-Feb-2026)       ||      ଦିନଦ୍ୱିପହରରେ କୋର୍ଟକର୍ମଚାରୀଙ୍କ ସ୍କୁଟିଲୁଟ,୪୮ ଘଣ୍ଟାପରେ ବି ପୋଲିସ ହାତ ଖାଲି   (15-Feb-2026)       ||     

HOME   ଜିଲ୍ଲା

ଅଗଷ୍ଟ 1 ରେ ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ଦିଆଯାଇଥିବା ଅସାମ୍ବିଧାନିକ ରାୟ ପ୍ରତିବାଦରେ 21 ଅଗଷ୍ଟ ରେ ଲୋଇସିଂହା ସମେତ ବିଭିନ୍ନ ସ୍ଥାନରେ ବନ୍ଦ ଡାକରା

21-Aug-2024



ଲୋଇସିଂହା, (ପ୍ରେରଣା ଖବର) ଏସସିଏସଟି ସଂରକ୍ଷଣ ଉପରେ ଅଗଷ୍ଟ 1 ରେ ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ଦିଆଯାଇଥିବା ଅସାମ୍ବିଧାନିକ ରାୟ ପ୍ରତିବାଦରେ 21 ଅଗଷ୍ଟ ରେ ଭାରତ ବନ୍ଦ ବଲାଙ୍ଗୀର ଜିଲ୍ଲା ର ଲୋଇସିଂହା ବ୍ଲକ ରେ ଶତାଧିକ ଲୋକଙ୍କୁ ନେଇ ଏହି ବନ୍ଦ ଡାକରା ସଫଳ ହୋଇଛି l ଏସସିଏସଟି ପ୍ରତିନିଧିତ୍ୱ ର ମୂଳ ଭାବନା ଏବଂ ଉଦ୍ଦେଶ୍ୟ ହେଉଛି ସେମାନଙ୍କୁ ସମାଜ ର ମୁଖ୍ୟସ୍ରୋତକୁ ଆଣିବା l ସେମାନଙ୍କୁ ସମ୍ବିଧାନ ର ମୁଲଭାବନା ସାମାଜିକ ସମାନତା ଏବଂ ଅର୍ଥନୈତିକ ସମାନତା ଦେବା ତାର ମୁଖ୍ୟ ଉଦ୍ଦେଶ୍ୟ କିନ୍ତୁ ଦୁର୍ଭାଗ୍ୟର ବିଷୟ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଏସସିଏସଟି ମାନଙ୍କର ପ୍ରତିନିଧିତ୍ୱର ଐତିହାସିକ ପୃଷ୍ଠାଭୂମିକୁ ଣ ଜାଣି (ଛୁଆଅଛୁଆଁ ଭେଦଭାବ ଏବଂ ସ୍ୱତନ୍ତ୍ର ମୂଳଅଧିବାସୀ ସଂସ୍କୃତି)   ନ ଜାଣି ଜାତି ଜାତି ମଧ୍ୟରେ ଅଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳ ସୃଷ୍ଟି କରିବା ପାଇଁ ଏହି ସଂରକ୍ଷଣ ବିରୋଧୀ ଷଡ଼ଯନ୍ତ୍ର ଅଟେ l ଦାବୀ ହେଉଛି ଏସସିଏସଟି ଙ୍କର ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ଦିଆଯାଇଥିବା ରାୟ କୁ ପ୍ରତ୍ୟାହାର କରିନେବା ଏବଂ ଏସସିଏସଟି ସଂରକ୍ଷଣ କ୍ରିମିଲିୟର ନ ଲାଗୁ କରିବା l ଏସସିଏସଟି ମାନଙ୍କର ବେକଳକ ରହିଯାଇଥିବା ସଂରକ୍ଷଣ କୁ ପୂର୍ଣ୍ଣ ଭାବରେ ଲାଗୁ କରିବା l ପ୍ରାଇଭେଟ ସେକ୍ଟର ରେ ମଧ୍ୟ ଏସସିଏସଟି ମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବା l

ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ଦ୍ୱାରା ଦିଆ ଯାଇଥିବା ରାୟ କିପରି ଏସଏସିଏସଟି ସଂରକ୍ଷଣ ବିରୋଧୀ ଷଡଯନ୍ତ୍ର କୁ ନେଇ ଆଜି ଭାରତବନ୍ଦ ଡାକରା ଦିଆଯାଇଛି l ଏହିପରିପ୍ରେକ୍ଷୀରେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ଲୋଇସିଂହା, ଆଗଲପୁର ସାଲେଭଟା ରେ ଦେଖିବାକୁ ମିଳିଥିଲା l ଶତାଧିକ ଏସସିଏସଟି ଲୋକ ଜମା ହୋଇ 26 ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ l ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ରାୟ ଲାଗୁ ହେଲେ ମୁଖ୍ୟତଃ ଏହା ଏସସି ଏବଂ ଏସଟି ସଂରକ୍ଷଣ ର ମୂଳ ଭାବନା ଏବଂ ଉଦ୍ଦେଶ୍ୟ କୁ କ୍ଷୁର୍ଣ୍ଣ କରୁଅଛି l ଏସସି ଏସଟି ସମୁଦାୟ ଅନ୍ତର୍ଭୁକ୍ତ ବିଭିନ୍ନ ଜାତି ଜାତି ମଧ୍ୟରେ ଆଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳ ସୃଷ୍ଟି କରିବ l ସଂରକ୍ଷଣ କେବଳ ଗୋଟିଏ ପିଢ଼ିରେ ସୀମିତ ହୋଇ ରହିଯିବ l ଏସସିଏସଟି ସଂରକ୍ଷଣରେ କ୍ରିମିଲିୟର ଲାଗୁ ହେବ l ଏସସି ଏସଟି ଗୋଷ୍ଠୀ କୁ ସମ୍ପର୍ଣ୍ଣ କହି ସରକାରୀ ସୁବିଧା ଓ ସୁଯୋଗ ରୁ ବଂଚିତ ରଖିବା l ଭାରତୀୟ ସମାଜ ରେ ଜାତିର ବାସ୍ତବତା କୁ ଉପେକ୍ଷା କରିବା l ସାମାଜିକ ନ୍ୟାୟର ଧାରଣା କୁ ପ୍ରତ୍ୟାକ୍ଷାନ / ଅସ୍ବୀକାର କରିବା ଭାରତୀୟ ସମ୍ବିଧାନ ର ଅନୁଚ୍ଛେଦ ଗୁଡିକୁ ଉଦ୍ଦେଶ୍ୟମୂଳକ ଭାବରେ ଅପବ୍ୟାକ୍ଷା କରିବା ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ଏହା ଏକ ଉପକରଣ ଭାବରେ ବ୍ୟବହୃତ ହେବ l


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର   16-Feb-2026
  ଜିଲ୍ଲା  
*୧୭ ତମ ଅଲ୍ ଇଣ୍ଡିଆ ରମଧୁନ କପ୍ ଫୁଟବଲ୍*- *ଉଦଘାଟନୀ ମ୍ୟାଚ୍ ରେ ୩-୨ ଗୋଲ୍ ରେ କଲିକତା ଦଳ ବିଜୟୀ*   16-Feb-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୩୭ ଟି ଅଭିଯୋଗର ଶୁଣାଣି   16-Feb-2026
  ଜିଲ୍ଲା  
‘ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ’   16-Feb-2026
  ରାଜ୍ୟ  
ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ♦️ଗୋଟିଏ ଦିନରେ ୧ଲକ୍ଷ ଲିଟର ଦହି ଓ ୧୨ହଜାର ଲିଟର ଘିଅ ଅଧିକ ବିକ୍ରି   16-Feb-2026
  ଜିଲ୍ଲା  
*ଶ୍ରୀ ରାମେଶ୍ୱର ଶୈବ ପୀଠ ରେ ୩୭ ତମ ସାମୁହିକ ବ୍ରତୋପନୟନ ଉତ୍ସବ ପାଳିତ*-   16-Feb-2026
  ଜିଲ୍ଲା  
ଅଲ ଇଣ୍ଡିଆ ଭଲିବଲ୍‌ ଟୁର୍ନାମେଣ୍ଟ ରେ ଫାଇନାଲକୁ ଜବଲପୁର   16-Feb-2026
  ଜିଲ୍ଲା  
ବେଆଇନ ଗୋରୁ ଚଲାଣ ବେଳେ ମାଡି ବସିଲେ ବଜରଙ୍ଗ ଦଳ   16-Feb-2026
  ଜିଲ୍ଲା  
ଏମ୍.ଭି-୭୯ ଗ୍ରାମ ପାଖରେ ରହିଥିବା ନୂଆଗୁଡା ସାହିରେ ଟ୍ରାନ୍ସଫର୍ମର ପୋଡି ଯିବାର ୩ ଦିନ ବିତିଯିବା ପରେ ବି ବିଦ୍ୟୁତ ସଂଯୋଗ ହୋଇପାରୁନି   16-Feb-2026
  ଜିଲ୍ଲା  
ଶିବରାତ୍ରୀ ଅବସରରେ କେଲିଆ ଶୈବ ପୀଠ ରେ ହଜାର ହଜାର ଭକ୍ତଙ୍କ ଭିଡ଼   16-Feb-2026
  ଜିଲ୍ଲା  
ପଞ୍ଚ ଦିବସୀୟ ପ୍ରବୋଧନ ତାଲିମ ଉଦଯାପିତ   15-Feb-2026
  ଜିଲ୍ଲା  
ସୀତାରାମ କଳା ଅନୁଷ୍ଠାନ ପକ୍ଷରୁ ମହାଶିବ ରାତ୍ରୀ ଉପଲକ୍ଷେ ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ   15-Feb-2026

You Might Also Like