-+91-9937148622 |

prerana_bgr@rediffmail.com |

  Wednesday 11th September 2024 |

| | | |

R.N.I. Regd No. ODIODI/2010/46693

Breaking News

ଲଗାଣ ବର୍ଷା ଯୋଗୁଁ ମାଲକାନଗିରି,ଗଞ୍ଜାମ ଓ କୋରାପୁଟ ଜିଲ୍ଲାର ସ୍କୁଲ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ଘୋଷଣା   (10-Sep-2024)       ||      ସୁଭଦ୍ରା ଯୋଜନା ର ତଦାରଖ ପାଇଁ ବରିଷ୍ଠ ଅଧିକାରୀ ଙ୍କୁ ଦାୟିତ୍ଵ ପ୍ରଦାନ    (10-Sep-2024)       ||      ନୂଆଖାଇ ଅବସରରେ ୭ ତମ ଏକ ଦିବସୀୟ ମହିଳା ଫୁଟବଲ ପ୍ରଦର୍ଶନୀ ୫/୪ ରେ ସୁନ୍ଦରଗଡ ବିଜୟୀ   (10-Sep-2024)       ||      କଲଗାଂପାଲି ନେ ନୂଆଁଖାଇ ଆର୍ ଜୁହାର୍ ଭେଟ    (10-Sep-2024)       ||      ବିଶ୍ବାତ୍ମ ବିଦ୍ୟା ମନ୍ଦିର ବଲାଙ୍ଗିରର ୩୦ ତମ ପ୍ରତିଷ୍ଠା ଦିବସ   (10-Sep-2024)       ||      ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ   (10-Sep-2024)       ||      ଜିଲ୍ଲାପାଳ ରାୟଗଡଙ୍କ ଜିଲ୍ଲା ସଂସ୍କୃତି ଭବନ ପରିଦର୍ଶନ   (10-Sep-2024)       ||      ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାଲଗୋଦାମ ପଡ଼ାରେ ବିଭତ୍ସ ହତ୍ୟାକାଣ୍ଡ    (10-Sep-2024)       ||      ପରବାସୀ କୁଟୁମର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ   (10-Sep-2024)       ||      ଏକତ୍ରିତ ହୋଇ ନୁଆଁ ଖାଇଲେ କର୍ଲା ମୁହାଁଣ ଗ୍ରାମବାସୀ   (10-Sep-2024)       ||      ସାନଟିକାରେ ନୂଆଁଖାଇ ଭେଟଘାଟ   (10-Sep-2024)       ||      ପଞ୍ଚାୟତ ବାଳିକା ହାଇସ୍କୁଲ ଭୁକ୍ତାରେ ହାତାଧୁଆ ଦିବସ ପାଳିତ    (10-Sep-2024)       ||      ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଦିତି ଔଷଧ ଦୋକାନ ଗୃହ ଉଦଘାଟିତ   (10-Sep-2024)       ||      ଭୈରୋପୁରରେ ନୂଆଁଖାଇ ଭେଟଘାଟ    (10-Sep-2024)       ||      ନୂଆପଡ଼ା ଏନଏସି ଅଞ୍ଚଳକୁ ସମୁଦ୍ର ମାଡି ଆସିଲା   (10-Sep-2024)       ||      ବିଭାଗୀୟ ଯନ୍ତ୍ରୀ ସୁଧିର ପଣ୍ଡାଙ୍କ ଅବହେଳା, ୨୦ ବର୍ଷ ହେବ ୪୦ଲକ୍ଷ ଟଙ୍କାର କ୍ଲଷ୍ଟର ବିଲ୍ଡିଂ ସ୍ୱାହା,ଉଦ୍‌ଘାଟନ ପୂର୍ବରୁ ମରାମତି କାମ ଚାଲିଛି   (09-Sep-2024)       ||      ନଳିନୀପ୍ରଭା ଶତପଥୀଙ୍କ ଭକ୍ତିିରସାତ୍ମକ କବିତା ସଂକଳନ ‘ଭକ୍ତି କୁସୁମ’ ଲୋକାର୍ପିତ   (09-Sep-2024)       ||      ଝାଏଁରେ ବନ୍ଦପାଲି କଳାପଟା ଛକରେ ନୂଆଁଖାଇ ଭେଟଘାଟ    (09-Sep-2024)       ||      ଆର୍ ଜି କର ହସ୍ପିଟାଲ୍ ମହିଳା ଡ଼ାକ୍ତରଙ୍କ ମୃତ୍ୟୁ ଘଟଣା, ଏକ ମାସ ପରେ ନ୍ୟାୟ ପାଇଲେନି ପରିବାର- ଫୋଗସି ଏସୋସିଏସନ୍ ବରଗଡ଼ ଶାଖା ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ    (09-Sep-2024)       ||      ନୁଆଁଖାଇରେ ବିଭିତ୍ସ ହତ୍ୟାକାଣ୍ଡ, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା    (09-Sep-2024)       ||     

HOME   ଜିଲ୍ଲା

ଫରେଷ୍ଟ ସ୍ମାର୍ଟ ପାର୍କ ଠାରେ ହର୍ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଟିତ - ଯୋଗ ଦେଲେ ବିଭିନ୍ନ ସଂଗଠନ- *ଶାନ୍ତି ଶୃଙ୍ଖଳା ଓ ଭାଇଚାରା ରକ୍ଷା ପାଇଁ ପରାମର୍ଶ କଲେ ଏସପି*-

14-Aug-2024



ସୋନପୁର  (ମନୋରଞ୍ଜନ ତ୍ରିପାଠୀ) ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ କୁ  ଲୋକାଭିମୁଖୀ ତଥା ସବୁ ବର୍ଗ ର ଜନସାଧାରଣ ଙ୍କୁ ଏହି ମହତ୍ ପର୍ବ ଜାତୀୟ ପର୍ବ ରେ ସାମିଲ ପୂର୍ବକ ଯାତୀୟତାବୋଧ ରେ ଉଦବୁଦ୍ଧ କରିବା ଲକ୍ଷ୍ୟ ନେଇ ଆଜି ସ୍ବଚ୍ଛ ଭାରତ ସଙ୍ଗଠନ ଓ ପତଞ୍ଜଳୀ ଯୋଗ ସମିତି ପକ୍ଷରୁ ଫରେଷ୍ଟ ସ୍ମାର୍ଟ ପାର୍କ ଠାରେ  ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା  ପରିକ୍ରମା ର ଆୟୋଜନ କରାଯାଇଥିଲା l  ସୁବର୍ଣ୍ଣପୁର ଏସପି ଶ୍ରୀ ୟସ ପ୍ରତାପ ଶ୍ରୀମାଲ ଓ ଏଡିଏମ୍ ଶ୍ରୀମତୀ ଅଞଳିନା ପଧାନ ଅତିଥି ଭାବରେ ଯୋଗ ଦେଇ ଶାନ୍ତି ଶୃଙ୍ଖଳା ଓ ଭାଇଚାରା ବଜାୟ ରଖିବା ପାଇଁ ଉପସ୍ଥିତ ଛାତ୍ର ଛାତ୍ରୀ ଓ ସିଭିଲ ସୋସାଇଟି କୁ ନିବେଦନ କରିଥଲେ l ଏବଂ ପ୍ରତି ଘରେ ଘରେ ଏ ବାର୍ତ୍ତା ପହଞ୍ଚାଇ ଏକ ସୁଦୃଢ଼ ଭାରତ ଗଠନ କରିବା କୁ ସଂକଳ୍ପ ନେବାକୁ କହିଥିଲେ l ସ୍ବଚ୍ଛ ଭାରତ ସଙ୍ଗଠନ ର କୋଡିନେଟର ମନୋରଞ୍ଜନ ତ୍ରୀପାଠୀ ଓ ପତଞ୍ଜଲୀ ଯୋଗ ସମିତି ର କୋଡ଼ି ନେଟର ରବୀନ୍ଦ୍ର ଜେନା କାର୍ଯ୍ଯ କ୍ରମ କୁ ସଂଯୋଜନା କରିଥିବା ବେଳେ  ଯୋଗ ସମିତି ର ସଭାପତି ଗୋପାଳ ନେଗୀ, ସମ୍ପାଦକ ଶ୍ରିବନ୍ତ ମିଶ୍ର, ସ୍ୱଚ୍ଛ ଭାରତ ସଭାପତି ସାୟଦ ଅଲିମୁଲ ଇସଲାମ, କୋଶଳ ହାଇସ୍କୁଲ ର ଅଧ୍ୟକ୍ଷ ସଞ୍ଜୟ ସାହୁ, ବରିଷ୍ଠ ନାଗରିକ ସଂଘ ସମ୍ପାଦକ ଜ୍ୟୋତି ରଞ୍ଜନ ପଟ୍ଟନାୟକ, ଯଶୋଦା ଦେବୀ ନର୍ସିଂ ସ୍କୁଲ୍ ଅଧ୍ୟକ୍ଷ ଦିବାକର ନାୟକ, ଅଧ୍ୟାପିକା ନେହା ସାହୁ, ଅର୍ଚ୍ଚନା ବରିହା ଙ୍କ ତତ୍ତ୍ୱl ବଧାନରେ କାର୍ଯ୍ଯକ୍ରମ ସୂଚାରୁ ପରିଚାଳନା କରଯାଇଥିଲା l ମହିଳା କଲେଜ୍ ଇଂରାଜୀ ଅଧ୍ୟାପକ ମଦନ ସୁନ୍ଦର  ଖେତୀ , ଇନ୍ଦୁ ମତି ପୁରୋହିତ, ପ୍ରମୋଦ ସାହୁ, ବି ଇ ଓ ପ୍ରତାପ ଦାଶ , ନାରାୟଣ ରଥ, ପୌର କର୍ମଚାରୀ ହରି ଚୌଧୁରୀ, ରୁଦ୍ର ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ସ୍ବଚ୍ଛ ଭାରତ, ଯୋଗ ସମିତି, ଯଶୋଦା ଦେବୀ ନର୍ସିଂ ସ୍କୁଲ୍, କୋଶଳ ହାଇସ୍କୁଲ, ଗୋପlଲ୍ହି ଯୋଗାଳୟ, ବରିଷ୍ଠ ନାଗରିକ ସଂଘ ପ୍ରମୁଖ ସଂଗଠନ ସକ୍ରିୟ ସାମିଲ ରହି   ସମସ୍ତ ସଦସ୍ୟ ସହଯୋଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଲଗାଣ ବର୍ଷା ଯୋଗୁଁ ମାଲକାନଗିରି,ଗଞ୍ଜାମ ଓ କୋରାପୁଟ ଜିଲ୍ଲାର ସ୍କୁଲ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ଘୋଷଣା   10-Sep-2024
  ଜିଲ୍ଲା  
ସୁଭଦ୍ରା ଯୋଜନା ର ତଦାରଖ ପାଇଁ ବରିଷ୍ଠ ଅଧିକାରୀ ଙ୍କୁ ଦାୟିତ୍ଵ ପ୍ରଦାନ   10-Sep-2024
  ଜିଲ୍ଲା  
ନୂଆଖାଇ ଅବସରରେ ୭ ତମ ଏକ ଦିବସୀୟ ମହିଳା ଫୁଟବଲ ପ୍ରଦର୍ଶନୀ ୫/୪ ରେ ସୁନ୍ଦରଗଡ ବିଜୟୀ   10-Sep-2024
  ଜିଲ୍ଲା  
କଲଗାଂପାଲି ନେ ନୂଆଁଖାଇ ଆର୍ ଜୁହାର୍ ଭେଟ   10-Sep-2024
  ଜିଲ୍ଲା  
ବିଶ୍ବାତ୍ମ ବିଦ୍ୟା ମନ୍ଦିର ବଲାଙ୍ଗିରର ୩୦ ତମ ପ୍ରତିଷ୍ଠା ଦିବସ   10-Sep-2024
  ଜିଲ୍ଲା  
ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ   10-Sep-2024
  ଜିଲ୍ଲା  
ଜିଲ୍ଲାପାଳ ରାୟଗଡଙ୍କ ଜିଲ୍ଲା ସଂସ୍କୃତି ଭବନ ପରିଦର୍ଶନ   10-Sep-2024
  ଅପରାଧ  
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାଲଗୋଦାମ ପଡ଼ାରେ ବିଭତ୍ସ ହତ୍ୟାକାଣ୍ଡ   10-Sep-2024
  ଜିଲ୍ଲା  
ପରବାସୀ କୁଟୁମର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ   10-Sep-2024
  ଜିଲ୍ଲା  
ଏକତ୍ରିତ ହୋଇ ନୁଆଁ ଖାଇଲେ କର୍ଲା ମୁହାଁଣ ଗ୍ରାମବାସୀ   10-Sep-2024
  ଜିଲ୍ଲା  
ସାନଟିକାରେ ନୂଆଁଖାଇ ଭେଟଘାଟ   10-Sep-2024
  ଜିଲ୍ଲା  
ପଞ୍ଚାୟତ ବାଳିକା ହାଇସ୍କୁଲ ଭୁକ୍ତାରେ ହାତାଧୁଆ ଦିବସ ପାଳିତ   10-Sep-2024

You Might Also Like