-+91-9937148622 |

prerana_bgr@rediffmail.com |

  Monday 12th May 2025 |

| | | |

R.N.I. Regd No. ODIODI/2010/46693

Breaking News

ଲାବଣ୍ୟବତୀ ଚାରିଟେବୁଲ ଟ୍ରଷ୍ଟ ତରଫରୁ ମାତୃ ଦିବସ ପାଳିତ    (12-May-2025)       ||      ଗୋଚର ଜମିରେବେଆଇନ ଭାବେ ଗଚ୍ଛିତ   (12-May-2025)       ||      ବଲାଙ୍ଗୀର ଜିଲ୍ଳା କାରାଗାର ଅନ୍ତେବାସୀଙ୍କ ପାଇଁ ଲାଇବ୍ରେରୀ ପ୍ରଦାନ କଲା ଅଘରିଆ ସମାଜ ଟ୍ରଷ୍ଟ   (12-May-2025)       ||      କଷାଗୁମୁଡା ଠାରେ ଅଭିଭୁକ୍ତ କୋରାପୁଟ ଜିଲ୍ଲା ମଗଧା ଗୈାଡ ସମାଜର ବ୍ଳକ କମିଟି ଗଠନ   (12-May-2025)       ||      ଖପ୍ରାଖୋଳ ବ୍ଲକ କୁମ୍ଭାର ସମାଜର ହରିଶଙ୍କର ମେଳାରେ ଅନ୍ନସେବା   (12-May-2025)       ||      ସାଇଟ ନର୍ସିଂ କଲେଜରେ ବିଶ୍ୱ ସେବିକା ଦିବସ ପାଳିତ   (12-May-2025)       ||      ବରିଷ୍ଠ ଆଇନଜୀବୀ ମଦନମୋହନ ମିଶ୍ରଙ୍କ ପରଲୋକରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   (12-May-2025)       ||      ଚୋରା ଗଞ୍ଜେଇ କାରବାରର ଚେର ଲମ୍ବିଛି ଉତ୍ତରପ୍ରଦେଶରୁ ସମ୍ବଲପୁର-ଛତିଶଗଡ   (12-May-2025)       ||      ବୋଡ଼େନ ପାତାଳ ଗଙ୍ଗାରେ ବୈଶାଖ ମେଳା ପାଇଁ ଜୋର୍ ଦାର ପ୍ରସ୍ତୁତି    (12-May-2025)       ||      ପିଲା ଗୁରୁଙ୍କ କଥା ମାନିଲେ ସଫଳତା ପାଇପାରିବେ   (12-May-2025)       ||      ରାଜ୍ୟପାଳଙ୍କ ଠାରୁ ପୁରସ୍କୃତ ହେଲେ ଟୋପ ଉଚ୍ଚ ବିଦ୍ୟାଳୟ ର ଗାଇଡ ଛାତ୍ରୀ   (11-May-2025)       ||      ମାନିଗାଁ ନିକଟରେ ମୁହାଁମୁହିଁ ବାଇକ୍‌ ଦୁର୍ଘଟଣାରେ ୨ ମୃତ   (11-May-2025)       ||      ଗ୍ରୀଷ୍ମ କାଳୀନ ସ୍ବତନ୍ତ୍ର ରକ୍ତଦାନ ଶିବିର ଆୟୋଜିତ   (11-May-2025)       ||      ନୃସିଂହଚତୁର୍ଦ୍ଦଶୀ ରେ ଲକ୍ଷେ ବେଳପତ୍ର ସମର୍ପଣ ସହ ପୂଜା   (11-May-2025)       ||      ମାଟ୍ରିକ୍ ଏ–୧ରେ କୃତକାର୍ଯ୍ୟ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା   (11-May-2025)       ||      ସୋନପୁର ଠାରେ ନିଶୁଳ୍କ ଯୋଗ ବିଜ୍ଞାନ ଓ ଧ୍ୟାନ ଶିବିର   (11-May-2025)       ||      ସାହିତ୍ଯ ପତ୍ରିକା ଉଚ୍ଚାଙ୍ଗ ସାହିତ୍ଯର ସ୍ବର "ସ୍ରୋତସ୍ବତୀ"  ର ଖରା ସଂଖ୍ୟା  ଲୋକାର୍ପିତ    (11-May-2025)       ||      ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ରଚନା ପକ୍ଷରୁ ବାର୍ଷିକୋତ୍ସବ; ସାରସ୍ଵତ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ରେ ଭାଗନେଲେ ବହୁ କବି ଓ ସାହିତ୍ୟପ୍ରେମୀ    (11-May-2025)       ||      ୫କୁଇଣ୍ଟାଲ ରୁ ଉର୍ଦ୍ଧ୍ଵ ଗଞ୍ଜାଇ ସହ ମେକ୍ସ ପିକ୍ଅପ ଜବତ,ଆସାମୀ ଫେରାର   (11-May-2025)       ||      ଦୁର୍ନୀତିର ଖଜୁରୀଗଛ ସମବାୟ ବିଭାଗ: ମଞ୍ଜି ପୋତି ବଢାଇଥାନ୍ତି ମନ୍ତ୍ରୀ ଓ ଅଧିକାରୀ; କର୍ମଚାରୀଙ୍କ ନିଯୁକ୍ତିଠାରୁ ମିଥ୍ୟାଧାନକିଣା , କମିଟି ଓ ଚାଷୀଶୋଷଣର ରାକେଟ୍    (11-May-2025)       ||     

HOME   ଜିଲ୍ଲା

ନୂଆପଡ଼ା ଜିଲ୍ଲାରେ ମିଶନ ଶକ୍ତି ଦ୍ଵାରା ଏକ ଲକ୍ଷ ଜାତୀୟ ପତାକା ବଣ୍ଟନ

14-Aug-2024



ନୂଆପଡ଼ା (ରାମନାଥ ପଣ୍ଡା)
ନୂଆପଡ଼ା ଜିଲ୍ଲାରେ ୭୮ ତମ ସ୍ବାଧିନତା ଦିବସ ପାଳନ ଉପଲକ୍ଷେ ହର୍ ଘର୍ ତିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ତଥା ମିଶନ ଶକ୍ତି ଅଧିକାରୀ ମାନଙ୍କ ସହଯୋଗ କ୍ରମେ ନୂଆପଡ଼ା ବ୍ଲକରେ ୨୨୫୦୦,କୋମନା ବ୍ଲକରେ ୨୨୫୦୦,ଖରୀଆର ବ୍ଲକ ୧୯୦୦୦,ସିନାପାଲି ବ୍ଲକ ୧୯୦୦୦,ବୋଡ଼େନ ବ୍ଲକରେ ୧୪୦୦୦ ଓ ସି ବି ଡି ଏ ସୁନାବେଡା ପାଇଁ ୩୦୦୦ ଜାତୀୟ ପତାକା ବଣ୍ଟନ କରାଯାଇଥିବା ସୂଚନା ମିଳିଛି । ହର୍ ଘର୍ ତିରଙ୍ଗା କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାରେ ସମୁଦାୟ ଏକ ଲକ୍ଷ ଜାତୀୟ ପତାକା ବଣ୍ଟନ କରାଯାଇଛି ।ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବା ପାଇଁ ଜିଲ୍ଲାର ସମସ୍ତ ଅଧିକାରୀ,ବ୍ଲକର ବିଡିଓ ଙ୍କ ସମେତ ସମସ୍ତ ଅଧିକାରୀ,ପୋଲିସ ପ୍ରଶାସନ ,ମିଶନ ଶକ୍ତିର ଜିଲ୍ଲା ଓ ବ୍ଲକ ଅଧିକାରୀ ତଥା ବିଭିନ୍ନ କ୍ୟାଡ଼ର ଯଥା ଏମ ବି କେ ,ସି ଆର୍ ପି, କୃଷି ମିତ୍ର, ପ୍ରାଣୀ ମିତ୍ର,ବି ଏଲ ଏଫ୍ ଓ ଜି ପି ଏଲ ଏଫ୍ ମେମ୍ବର ସମ୍ପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।ପ୍ରଚାର ପ୍ରସାର ତଥା ବଣ୍ଟନ କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ,ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକର ଅଧ୍ୟାପକ ଅଧ୍ୟାପିକା,ଛାତ୍ର ଛାତ୍ରୀ,ସମସ୍ତ ପଞ୍ଚାୟତର ସରପଂଚ ପୂର୍ଣ୍ଣ ମାତ୍ରାରେ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିବାର ଭୂମିକା ଗ୍ରହଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲାବଣ୍ୟବତୀ ଚାରିଟେବୁଲ ଟ୍ରଷ୍ଟ ତରଫରୁ ମାତୃ ଦିବସ ପାଳିତ    12-May-2025
  ଜିଲ୍ଲା  
ଗୋଚର ଜମିରେବେଆଇନ ଭାବେ ଗଚ୍ଛିତ   12-May-2025
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଳା କାରାଗାର ଅନ୍ତେବାସୀଙ୍କ ପାଇଁ ଲାଇବ୍ରେରୀ ପ୍ରଦାନ କଲା ଅଘରିଆ ସମାଜ ଟ୍ରଷ୍ଟ   12-May-2025
  ଜିଲ୍ଲା  
କଷାଗୁମୁଡା ଠାରେ ଅଭିଭୁକ୍ତ କୋରାପୁଟ ଜିଲ୍ଲା ମଗଧା ଗୈାଡ ସମାଜର ବ୍ଳକ କମିଟି ଗଠନ   12-May-2025
  ଜିଲ୍ଲା  
ଖପ୍ରାଖୋଳ ବ୍ଲକ କୁମ୍ଭାର ସମାଜର ହରିଶଙ୍କର ମେଳାରେ ଅନ୍ନସେବା   12-May-2025
  ଜିଲ୍ଲା  
ସାଇଟ ନର୍ସିଂ କଲେଜରେ ବିଶ୍ୱ ସେବିକା ଦିବସ ପାଳିତ   12-May-2025
  ଜିଲ୍ଲା  
ବରିଷ୍ଠ ଆଇନଜୀବୀ ମଦନମୋହନ ମିଶ୍ରଙ୍କ ପରଲୋକରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   12-May-2025
  ଜିଲ୍ଲା  
ଚୋରା ଗଞ୍ଜେଇ କାରବାରର ଚେର ଲମ୍ବିଛି ଉତ୍ତରପ୍ରଦେଶରୁ ସମ୍ବଲପୁର-ଛତିଶଗଡ   12-May-2025
  ଜିଲ୍ଲା  
ବୋଡ଼େନ ପାତାଳ ଗଙ୍ଗାରେ ବୈଶାଖ ମେଳା ପାଇଁ ଜୋର୍ ଦାର ପ୍ରସ୍ତୁତି   12-May-2025
  ଜିଲ୍ଲା  
ପିଲା ଗୁରୁଙ୍କ କଥା ମାନିଲେ ସଫଳତା ପାଇପାରିବେ   12-May-2025
  ଜିଲ୍ଲା  
ରାଜ୍ୟପାଳଙ୍କ ଠାରୁ ପୁରସ୍କୃତ ହେଲେ ଟୋପ ଉଚ୍ଚ ବିଦ୍ୟାଳୟ ର ଗାଇଡ ଛାତ୍ରୀ   11-May-2025
  ଜିଲ୍ଲା  
ମାନିଗାଁ ନିକଟରେ ମୁହାଁମୁହିଁ ବାଇକ୍‌ ଦୁର୍ଘଟଣାରେ ୨ ମୃତ   11-May-2025

You Might Also Like