-+91-9937148622 |

prerana_bgr@rediffmail.com |

  Thursday 23rd January 2025 |

| | | |

R.N.I. Regd No. ODIODI/2010/46693

Breaking News

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ବୀର ସୁରେନ୍ଦ୍ର ସାଏ ଓ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ   (23-Jan-2025)       ||      ଫୁଟବଲ ଟୁର୍ନାମେଣ୍ଟ ୱାନ ଡେ଼ ମେଚ୍ ଫାଇନାଲ, ମଧ୍ୟପୁର ବିଜୟୀ   (23-Jan-2025)       ||      ନେତାଜୀ ସୁବାସ ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ   (23-Jan-2025)       ||      ଜିଲ୍ଲା ଆସିବାସୀ କଲ୍ୟାଣ ସଂଘ ହସ୍ତକ୍ଷେପ ପରେ ମରଶରୀର ଗାଁକୁ ଫେରିଲା   (23-Jan-2025)       ||      ଲୋୟର ସୁକତେଲ ବୁଡି ଅଂଚଳ ସଂଗ୍ରାମ ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ   (23-Jan-2025)       ||      ମାନପୁର ଉଚ୍ଚ ପ୍ରାଥମିକ ସ୍କୁଲର ବାର୍ଷିକୋତ୍ସବ,,,,,,, ଶିଶୁର ପ୍ରଗତି ପାଇଁ ଜନନୀର ଭୂମିକା ଅନନ୍ୟ   (23-Jan-2025)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର   (23-Jan-2025)       ||      କିରାଣୀ ରାଜେନ୍ଦ୍ର ମଲ୍ଲିକଙ୍କ ହୃଦଘାତରେ ପରଲୋକ   (23-Jan-2025)       ||      ଅଖିଳ ଭାରତୀୟ ଗୋଣ୍ଡ ୱାନା ଗୋଣ୍ଡ ମହା ସଭା ତରଫରୁ ବିରସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ପାଳନ   (23-Jan-2025)       ||      ପୋଲିସ ମହା ନିର୍ଦ୍ଧେଶକ ୱାଏ ବି ଖୁରାନିଆ ନୂଆପଡ଼ା ରେ ସାମ୍ବାଦିକ ସମ୍ମିଳନୀ,   (23-Jan-2025)       ||      *ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ରେ ମେଗା ରକ୍ତ ଦାନ ଶିବିର*-- *ସୁବାସ ଚରଣ ପଣ୍ଡା ଙ୍କ ୪୫ ତମ ଜନ୍ମ ଦିନ ରେ ୪୫ ୟୁନିଟ ରକ୍ତ ସଂଗ୍ରହ*-   (23-Jan-2025)       ||      ମଧ୍ୟାହ୍ନ ଭୋଜନ ରେ ପୋକ, ସୋୟାବିନ ତରକାରୀ ରେ ବାହାରିଲା ପୋକ l ଭୋଜନ ବଦଳରେ ଜଳଖିଆ ଖାଇଲେ ଛାତ୍ରଛାତ୍ରୀ l   (23-Jan-2025)       ||      ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତି    (23-Jan-2025)       ||      ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତି    (23-Jan-2025)       ||      *ନବରଙ୍ଗପୁର ଜିଲ୍ଲାର ପୋଡ଼ାଗଡକୁ ନୂତନ ବ୍ଲକ ଗଠନ ନିମନ୍ତେ ଦାବୀ ଜୋରଧରିଛି*   (23-Jan-2025)       ||      ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଓ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ   (23-Jan-2025)       ||      ବହୁ ପ୍ରତିଭାର ଅଧିକାରୀ ବୈଷ୍ଣବ ଜେନାଙ୍କ ଶ୍ରାଦ୍ଧୋତ୍ସବ ପାଳିତ    (23-Jan-2025)       ||      *ଡାବୁଗାଁ ଠାରେ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ*   (23-Jan-2025)       ||      ବଲାଙ୍ଗୀର ଲୋକଉତ୍ସବର ତୃତୀୟସଂଧ୍ୟା.. ଲୋକମହୋତ୍ସବ ବଲାଙ୍ଗୀରର ଏକତା ଓ ବିକାଶକୁ ବଢାଇଛି-ବିଧାୟକ କଳିକେଶ   (23-Jan-2025)       ||      *ପାପଡାହାଣ୍ଡି ବ୍ଳକସ୍ତରିୟ ମଗଧା ଗୈାଡ ସମାଜର ବନ୍ଧୁମିଳନ*   (23-Jan-2025)       ||     

HOME   ଜିଲ୍ଲା

ଜିଲା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ

21-Jul-2024



ହରଭଙ୍ଗା(ଦେବବ୍ରତ ଦାଶଙ୍କ ରିପୋର୍ଟ) ବୌଦ୍ଧ ଜିଲା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ସଭାପତି ଶଶାଙ୍କ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କର୍ମଚାରୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉପସ୍ଥିତ ସଦସ୍ୟମାନଙ୍କୁ ଜିଲା ସଂଘର ସାଧାରଣ ସମ୍ପାଦକ ରବିନ୍ଦ୍ର କୁମାର ପଟ୍ଟନାୟକ ସ୍ୱାଗତ କରିବା ସହିତ ସଂଘର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ସଭାପତି ଶ୍ରୀମିଶ୍ର ସଂଘିୟ ଏକତା ବଳରେ ସବୁକାର୍ଯ୍ୟ ସମ୍ଭବ ବୋଲି ପ୍ରକାଶ କରିବା ସହିତ ଜିଲା ସାମ୍ବାଦିକ ସଂଘ ଜିଲାରେ ଏକ ଅଗ୍ରଣୀ ଅନୁଷ୍ଠାନ ହୋଇଥିବାବେଳେ ଏହାର ଉଦ୍ଦେଶ୍ୟ ସବୁବେଳେ ସମାଜର ବିକାଶ ପାଇଁ କାର୍ଯ୍ୟ କରିବା ବୋଲି କହିଥିଲେ । ବହୁ ବରିଷ୍ଠ ସାମ୍ବାଦିକଙ୍କ ଆଶିର୍ବାଦ ଜିଲା ସାମ୍ବାଦିକ ସଂଘ ଉପରେ ରହିଥିବାବେଳେ ସ୍ୱର୍ଗୀୟ ସଦସ୍ୟମାନଙ୍କ ସ୍ମୃତିକୁ ଉଜ୍ଜିବିତ କରି ରଖିବା ପାଇଁ  ସଂଘ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ବୈଠକରେ ଆଲୋଚନା ହୋଇଥିଲା । ସଂଘର ନୂତନ କାର୍ଯ୍ୟାଳୟ ପାଇଁ ପାଣ୍ଠି ଯୋଗାଡ ସହିତ ଏକ ନିର୍ମାଣ କମିଟି ଗଠନ କରାଯାଇଥିଲା । ଉକ୍ତ କମିଟିର ପ୍ରତ୍ୟକ୍ଷ ତତ୍ୱାବଧାନରେ ସଂଘ ପାଇଁ ପ୍ରସ୍ତାବିତ ସ୍ଥାନରେ ନୂତନ କାର୍ଯ୍ୟାଳୟ ନିର୍ମାଣ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ସଂଘ ପରିଚାଳନାରେ ଶୃଙ୍ଖଳା ପାଇଁ ସଂଘର ସମ୍ବିଧାନକୁ ସଂଶୋଧନ କରାଯିବାକୁ ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତି ଗ୍ରହଣ କରାଯାଇଥିଲା । ସଂଘର କାର୍ଯ୍ୟକାରୀ କମିଟିରେ ନିଆଯାଇଥିବା ନିଷ୍ପତି ଗୁଡିକୁ ସାଧାରଣ ପରିଷଦ ବୈଠକରେ ସବମ୍ମତିକ୍ରମେ ଅନୁମୋଦନ କରାଯାଇଥିଲା । ଶୃଙ୍ଖଳା କମିଟି ଅଧ୍ୟକ୍ଷ ଦେବାଶିଷ ପୁରୋହିତ ସଂଘିୟ ଶୃଙ୍ଖଳା ଓ ନୂତନ କାର୍ଯ୍ୟଧାରା ଦ୍ୱାରା ସଂଘ ସାଧାରଣରେ ଆଦୃତ ହୋଇପାରିବ, ତେଣୁ ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବାକୁ ଗୁରୁତ୍ୱାରୋପ କରିଥିଲେ । ସେହିପରି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂପଦ କୁମାର ଅଗ୍ରୱାଲା  ରାଜ୍ୟ ସଂଘ ଓ ଜିଲା ସଂଘ ମଧ୍ୟରେ ସମନ୍ୱୟ ରକ୍ଷା କରିବାସହ ସଂଘରେ କୌଣସି ବିଶୃଙ୍ଖଳାକୁ ପ୍ରଶ୍ରୟ ଦିଆଯିବନାହିଁ ବୋଲି ପ୍ରକାଶ କରିଥିଲେ । ସାମ୍ବାଦିକ କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ଅଜିତ କୁମାର ବାରିକ୍ ସଂଘ

ତଥା ସଦସ୍ୟମାନଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ପାଇଁ କଲ୍ୟାଣ ପାଣ୍ଠି ବୃଦ୍ଧିରେ ସମସ୍ତଙ୍କର ଯୋଗଦାନ ପାଇଁ ନିବେଦନ କରିଥିଲେ । ଶେଷରେ କାର୍ଯ୍ୟକ୍ରମ ସଂଯୋଜକ ଦେବାଶିଷ ପୁରୋହିତ ସଂଘ ପକ୍ଷରୁ ଆଗାମୀ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ । ବୈଠକରେ ଜିଲା ସଦରମହକୁମା ସମେତ ତିନି ବ୍ଲକରୁ ସଦସ୍ୟମାନେ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶେଷରେ ବରିଷ୍ଠ ସଦସ୍ୟ ସୀତାକାନ୍ତ ସିଂହ ଧନ୍ୟବାଦ ପ୍ରଦାନ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ବୀର ସୁରେନ୍ଦ୍ର ସାଏ ଓ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ   23-Jan-2025
  ଜିଲ୍ଲା  
ଫୁଟବଲ ଟୁର୍ନାମେଣ୍ଟ ୱାନ ଡେ଼ ମେଚ୍ ଫାଇନାଲ, ମଧ୍ୟପୁର ବିଜୟୀ   23-Jan-2025
  ଜିଲ୍ଲା  
ନେତାଜୀ ସୁବାସ ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ   23-Jan-2025
  ଜିଲ୍ଲା  
ଜିଲ୍ଲା ଆସିବାସୀ କଲ୍ୟାଣ ସଂଘ ହସ୍ତକ୍ଷେପ ପରେ ମରଶରୀର ଗାଁକୁ ଫେରିଲା   23-Jan-2025
  ଜିଲ୍ଲା  
ଲୋୟର ସୁକତେଲ ବୁଡି ଅଂଚଳ ସଂଗ୍ରାମ ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ   23-Jan-2025
  ଜିଲ୍ଲା  
ମାନପୁର ଉଚ୍ଚ ପ୍ରାଥମିକ ସ୍କୁଲର ବାର୍ଷିକୋତ୍ସବ,,,,,,, ଶିଶୁର ପ୍ରଗତି ପାଇଁ ଜନନୀର ଭୂମିକା ଅନନ୍ୟ   23-Jan-2025
  ଜିଲ୍ଲା  
ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର   23-Jan-2025
  ଜିଲ୍ଲା  
କିରାଣୀ ରାଜେନ୍ଦ୍ର ମଲ୍ଲିକଙ୍କ ହୃଦଘାତରେ ପରଲୋକ   23-Jan-2025
  ଜିଲ୍ଲା  
ଅଖିଳ ଭାରତୀୟ ଗୋଣ୍ଡ ୱାନା ଗୋଣ୍ଡ ମହା ସଭା ତରଫରୁ ବିରସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ପାଳନ   23-Jan-2025
  ଜିଲ୍ଲା  
ପୋଲିସ ମହା ନିର୍ଦ୍ଧେଶକ ୱାଏ ବି ଖୁରାନିଆ ନୂଆପଡ଼ା ରେ ସାମ୍ବାଦିକ ସମ୍ମିଳନୀ,   23-Jan-2025
  ଜିଲ୍ଲା  
*ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ରେ ମେଗା ରକ୍ତ ଦାନ ଶିବିର*-- *ସୁବାସ ଚରଣ ପଣ୍ଡା ଙ୍କ ୪୫ ତମ ଜନ୍ମ ଦିନ ରେ ୪୫ ୟୁନିଟ ରକ୍ତ ସଂଗ୍ରହ*-   23-Jan-2025
  ଜିଲ୍ଲା  
ମଧ୍ୟାହ୍ନ ଭୋଜନ ରେ ପୋକ, ସୋୟାବିନ ତରକାରୀ ରେ ବାହାରିଲା ପୋକ l ଭୋଜନ ବଦଳରେ ଜଳଖିଆ ଖାଇଲେ ଛାତ୍ରଛାତ୍ରୀ l   23-Jan-2025

You Might Also Like