-+91-9937148622 |
prerana_bgr@rediffmail.com |
Monday 10th February 2025 |
R.N.I. Regd No. ODIODI/2010/46693
Breaking News
10-Jul-2024
ନବରଙ୍ଗପୁର(ମିହିର ଶଙ୍କର ପାତ୍ର,)
ନବରଙ୍ଗପୁର ଜିଲ୍ଲା ପରିଷଦ ବୈଠକ ରୁ ଝରିଗାଁ ଫେରୁଥିବା ସମୟରେ ହଠାତ୍ ଝରିଗାଁ ବିଧାୟକ ଶ୍ରୀ ନରସିଂହ ଭତ୍ରା ଡାବୁଗାଁ ଥାନା ରେ ଯାଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଡାବୁଗାଁ ଥାନା ସବ ଇନସ୍ପେକ୍ଟର ବିଜୁରାମ ବାଘ ସହ ଆଲୋଚନା ସମୟରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା କାର୍ଯ୍ୟକାରୀ ସଭ୍ୟ ଜୟନ୍ତ କୁମାର ପାତ୍ର, ବିଜେପି ର ବରିଷ୍ଠ ନେତା ପଞ୍ଚାନନ ଭଓ୍ବାଲି ଏବଂ ସୁଜନ ଭକ୍ତ ମଧ୍ୟ ଉପସ୍ଥିତ ଥିଲେ। ଏହି ଆଲୋଚନା ସମୟରେ ଲୋକ ଙ୍କୁ ନ୍ୟାୟ ମିଳିବା ଏବଂ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟୀ ରହିବା ଉପରେ ଯୁବ ବିଧାୟକ ଶ୍ରୀ ନରସିଂହ ଭତ୍ରା ଗୁରୁତ୍ଵ ଦେଇଥିଲେ