-+91-9937148622 |

prerana_bgr@rediffmail.com |

  Monday 18th May 2026 |

| | | |

R.N.I. Regd No. ODIODI/2010/46693

Breaking News

କଳା ପଲସର ଆତଙ୍କ ଆସିଲେ ଝାମ୍ପିଲେ   (18-May-2026)       ||      ବାଲି ମାଫିଆଙ୍କ ଘରେ ବଡ ଧରଣର ରେଡ୍, ୨୫ ଲକ୍ଷ ଟଙ୍କା ଜବତ   (18-May-2026)       ||      ପେଟ୍ରୋଲ ପମ୍ପରେ ସଙ୍କଟ, ଖୁଚୁରା ଦୋକାନରେ ଲିଟର ପିଛା ୧୪୦ ଟଙ୍କାରେ ବିକ୍ରି: ଅଞ୍ଚଳରେ ବଢ଼ୁଛି ଚର୍ଚ୍ଚା   (18-May-2026)       ||      କଟକ ଟାଙ୍ଗି ବ୍ଲକରେ ଅରିନ୍ଦମ ରାୟ ଓ ଅଭୟ ବରିକଙ୍କୁ ଗରଫ ଦାବିରେ ବ୍ଲକ୍ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ   (18-May-2026)       ||      ଆନ୍ତର୍ଜାତୀୟ ‘ଆର୍ଟ ଅଫ ଗିଭିଙ୍ଗ ଡେ’ ଅବସରରେ ଏକତ୍ରିତ ହେଲେ ଗ୍ରାମବାସୀ; ନିଃସ୍ୱାର୍ଥ ସେବାର ମହତ୍ତ୍ୱ ଉପରେ ଜୋର ଦେଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   (18-May-2026)       ||      ଦୁଲଦୁଲି କଲା ପରିଷଦ ପକ୍ଷରୁ ନବମ ଲୋକକଳା ଉତ୍ସଵ ୨୧ ରୁ    (18-May-2026)       ||      ସହରରେ ଆରମ୍ଭ ହେଲା କନଭେ ପାଟ୍ରୋଲିଂରାତି ସାଢ଼େ ୧୦ରେ ଦୋକାନ ବନ୍ଦ*   (18-May-2026)       ||      ପ୍ରବଳ ଗରମରେ ଘନ ଘନ ବିଦ୍ୟୁତ କାଟ୍ ଅଫିସରେ ଅଭିଯୋଗ କଲେ କାର୍ଣ୍ଣପାତ କରୁ ନଥିବା ଅଭିଯୋଗ    (18-May-2026)       ||      ଡୁଙ୍ଗୁରିପାଲି ଥାନା ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପରିଚୟ ପତ୍ର ପ୍ରଦାନ ଉତ୍ସବ କାର୍ଯ୍ୟକ୍ରମ     (17-May-2026)       ||      ଦଶମ ସିବିଏସସି ପରୀକ୍ଷାର ଏ-ୱାନ ଛାତ୍ର ଶିବାଶିସ ବାଘ ସମ୍ବର୍ଦ୍ଧିତ    (17-May-2026)       ||      ଓଡ଼ିଆ କବିତାରେ ନବରସ♦️ ସାହିତ୍ୟ ଅକାଦେମି ଏବଂ ଓଡିଶା ସାହିତ୍ୟ ଏକାଡେମୀର ଆବିଷ୍କାର କାର୍ଯ୍ୟକ୍ରମ    (17-May-2026)       ||      ୬୬ତମ ଓଡିଶା ରାଜ୍ୟ ସିିନିୟର ସୁଇମିଂ ଚମ୍ପିୟାନସିପ୍ ଉଦ୍‌ଯାପିତ   (17-May-2026)       ||      ୧୪ ବର୍ଷ ରୁ କମ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚମ୍ପିୟାନ ସିପ ର ଷଷ୍ଠ ଦିବସ   (17-May-2026)       ||      ଧର୍ମଗଡ଼ ଯାଦବ ଜିଲ୍ଲା ମହାସଭା କାର୍ଯ୍ୟାଳୟ ଉଦଘାଟନ ଓ ସମ୍ବର୍ଦ୍ଧନା ସଭା ।   (17-May-2026)       ||      ବରିଷ୍ଠ ନାଗରିକଙ୍କୁ ସ୍ୱତନ୍ତ୍ର ପରିଚୟ ପତ୍ର ବଣ୍ଟନ   (17-May-2026)       ||      ଡାବୁଗାଁ ରେ ଜଗନ୍ନାଥ ଲୋକ କଳା ପରିଷଦ ର ବୈଠକ   (17-May-2026)       ||      *ସୋନପୁର ଥାନାରେ ଜିଲ୍ଲା ପୋଲିସ ପକ୍ଷରୁ ବରିଷ୍ଠ ନାଗରିକ ଙ୍କୁ ପରିଚୟ ପତ୍ର ପ୍ରଦାନ*-   (17-May-2026)       ||      ଟ୍ରାକ୍ଟର ଦୁର୍ଘଟଣା ରେ ଚାଷୀ ମୃତ।   (17-May-2026)       ||      *ମାନିଗାଁ ରେ ଆରମ୍ବ ହେଲା ନିଶା ମୁକ୍ତ ଅଭିଯାନ*   (17-May-2026)       ||      ଅପରାଧୀଙ୍କ ନିକଟରେ ଖୁବ୍ ଶୀଘ୍ର ପହଂଚି କାବୁ କରିବା ପାଇଁ ନୂଆବାଜର ଛକରେ ପୋଲିସ ପକ୍ଷରୁ ମକ ଡ୍ରିଲ୍   (17-May-2026)       ||     

HOME   ଜିଲ୍ଲା

କଣ୍ଟାମାଳ ପାଇଁ ବିଜେପି ରୁ କହ୍ନେଇ ଡାଙ୍ଗ ଓ କଂଗ୍ରେସରୁ ମନୋଜ ଆଚାର୍ଯ୍ୟ ପ୍ରାର୍ଥୀ ଘୋଷିତ

02-Apr-2024



କଣ୍ଟାମାଳ, (ପ୍ରେରଣା ଖବର) ସାଧାରଣ ନିର୍ବାଚନ ନିମନ୍ତେ କଣ୍ଟାମାଳ ବିଧାନସଭା ପାଇଁ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ଦଳ ପକ୍ଷରୁ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି l  ପୂର୍ବରୁ ବିଜେଡି ଦଳ ତାର ପ୍ରାର୍ଥୀ ନାମ ଘୋଷଣା କରିଥିବାବେଳେ ଆଜି ମଧ୍ୟାହ୍ନ ସମୟରେ ଉଭୟ ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ଅନୁଷ୍ଠାନିକ ଭାବେ ନାମ ଘୋଷଣା କରିଛନ୍ତି l ବୌଦ୍ଧ ଜିଲ୍ଲା ର କଣ୍ଟାମାଳ ବିଧାନସଭା କ୍ଷେତ୍ର ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି ) ରୁ କହ୍ନାଇ ଚରଣ ଡାଙ୍ଗ ଙ୍କୁ ପୁନର୍ବାର ଦଳ ପ୍ରାର୍ଥୀ କରିଛି l  ସେହିପରି କଂଗ୍ରେସ ଦଳ ଚଳିତ ନିର୍ବାଚନ ରେ ନୂତନ ଭାବେ ବାଲିଗୁଡାର ଟାଣୁଆ ନେତା ମନୋଜ ଆଚାର୍ଯ୍ୟ ଙ୍କୁ କଣ୍ଟାମାଳରୁ ପ୍ରାର୍ଥୀ ଭାବେ ଘୋଷଣା କରିଛି   l    ତୃତୀୟ ଥର ପାଇଁ ବିଜେପି ଦଳ କଣ୍ଟାମାଳ ପାଇଁ ଶ୍ରୀଯୁକ୍ତ ଡାଙ୍ଗ ଙ୍କ କାର୍ଯ୍ୟଦକ୍ଷତା, ସାଙ୍ଗଠନିକ ସ୍ଥିତି ଓ ଲୋକପ୍ରିୟତା ଉପରେ ଆସ୍ଥା ପ୍ରକଟ କରି ପ୍ରାର୍ଥୀ କରିଛି  l  ଦଳ ତରଫରୁ ପୁନଃ ଶ୍ରୀ ଡାଙ୍ଗ ଙ୍କ ନାମ ଘୋଷଣା ପରେ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି କର୍ମୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି   l   ବିଭିନ୍ନ ସ୍ଥାନରେ ବିଜେପି ଓ କଂଗ୍ରେସ କର୍ମୀ  ଆତସବାଜି ସହ ମିଷ୍ଟାନ ବଣ୍ଟନ କରି ଖୁସିରେ ପରସ୍ପରକୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଥିଲା  l   ସେହିପରି ଜିଲ୍ଲାର ଅନ୍ୟତମ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପିରୁ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ  ଓ ବରିଷ୍ଠ ଆଇନଜୀବୀ ତଥା ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ର ଙ୍କୁ କଂଗ୍ରେସ ଦଳ ପ୍ରାର୍ଥୀ କରିଛି l  ତିନି ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ସରିଥିବାବେଳେ କଣ୍ଟାମାଳ ବ୍ଲକର ବିଭିନ୍ନ ଛକ, ବଜାର, ଚା ଦୋକାନ ରେ ନିର୍ବାଚନୀ ଖଟି ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି  l


News Comment




Photo in News

Advertisment
Lastest News
  ଜିଲ୍ଲା  
କଳା ପଲସର ଆତଙ୍କ ଆସିଲେ ଝାମ୍ପିଲେ   18-May-2026
  ଜିଲ୍ଲା  
ବାଲି ମାଫିଆଙ୍କ ଘରେ ବଡ ଧରଣର ରେଡ୍, ୨୫ ଲକ୍ଷ ଟଙ୍କା ଜବତ   18-May-2026
  ରାଜ୍ୟ  
ପେଟ୍ରୋଲ ପମ୍ପରେ ସଙ୍କଟ, ଖୁଚୁରା ଦୋକାନରେ ଲିଟର ପିଛା ୧୪୦ ଟଙ୍କାରେ ବିକ୍ରି: ଅଞ୍ଚଳରେ ବଢ଼ୁଛି ଚର୍ଚ୍ଚା   18-May-2026
  ଜିଲ୍ଲା  
କଟକ ଟାଙ୍ଗି ବ୍ଲକରେ ଅରିନ୍ଦମ ରାୟ ଓ ଅଭୟ ବରିକଙ୍କୁ ଗରଫ ଦାବିରେ ବ୍ଲକ୍ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ   18-May-2026
  ରାଜ୍ୟ  
ଆନ୍ତର୍ଜାତୀୟ ‘ଆର୍ଟ ଅଫ ଗିଭିଙ୍ଗ ଡେ’ ଅବସରରେ ଏକତ୍ରିତ ହେଲେ ଗ୍ରାମବାସୀ; ନିଃସ୍ୱାର୍ଥ ସେବାର ମହତ୍ତ୍ୱ ଉପରେ ଜୋର ଦେଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   18-May-2026
  ଜିଲ୍ଲା  
ଦୁଲଦୁଲି କଲା ପରିଷଦ ପକ୍ଷରୁ ନବମ ଲୋକକଳା ଉତ୍ସଵ ୨୧ ରୁ   18-May-2026
  ଅପରାଧ  
ସହରରେ ଆରମ୍ଭ ହେଲା କନଭେ ପାଟ୍ରୋଲିଂରାତି ସାଢ଼େ ୧୦ରେ ଦୋକାନ ବନ୍ଦ*   18-May-2026
  ରାଜ୍ୟ  
ପ୍ରବଳ ଗରମରେ ଘନ ଘନ ବିଦ୍ୟୁତ କାଟ୍ ଅଫିସରେ ଅଭିଯୋଗ କଲେ କାର୍ଣ୍ଣପାତ କରୁ ନଥିବା ଅଭିଯୋଗ    18-May-2026
  ଜିଲ୍ଲା  
ଡୁଙ୍ଗୁରିପାଲି ଥାନା ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପରିଚୟ ପତ୍ର ପ୍ରଦାନ ଉତ୍ସବ କାର୍ଯ୍ୟକ୍ରମ    17-May-2026
  ଜିଲ୍ଲା  
ଦଶମ ସିବିଏସସି ପରୀକ୍ଷାର ଏ-ୱାନ ଛାତ୍ର ଶିବାଶିସ ବାଘ ସମ୍ବର୍ଦ୍ଧିତ   17-May-2026
  ରାଜ୍ୟ  
ଓଡ଼ିଆ କବିତାରେ ନବରସ♦️ ସାହିତ୍ୟ ଅକାଦେମି ଏବଂ ଓଡିଶା ସାହିତ୍ୟ ଏକାଡେମୀର ଆବିଷ୍କାର କାର୍ଯ୍ୟକ୍ରମ   17-May-2026
  ରାଜ୍ୟ  
୬୬ତମ ଓଡିଶା ରାଜ୍ୟ ସିିନିୟର ସୁଇମିଂ ଚମ୍ପିୟାନସିପ୍ ଉଦ୍‌ଯାପିତ   17-May-2026

You Might Also Like