-+91-9937148622 |

prerana_bgr@rediffmail.com |

  Tuesday 17th September 2024 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରାଥମିକ ଚିକିତ୍ସା ଦିବସରେ ବିଦ୍ୟାଳୟରେ ପ୍ରାଥମିକ ଚିକିତ୍ସା କର୍ମଶାଳା    (15-Sep-2024)       ||      ଆଜି ମୋଦୀ ବାଣ୍ଟିବେ ‘ସୁଭଦ୍ରା’ ଟଙ୍କା: ପ୍ରଥମଥର ଓଡ଼ିଶାରେ ଜନ୍ମଦିନ ପାଳିବେ   (17-Sep-2024)       ||      ଆଦିମ ଜନଜାତି ଡଙ୍ଗରିଆ କନ୍ଧ ହୁଣ୍ଡାଡି ୱଡାକାଙ୍କୁ ପ୍ରଧାନମନ୍ତ୍ରୀ ଦେବେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ରାୟଗଡ଼ା ଜିଲ୍ଲା ପାଇଁ ଗର୍ବର ଦିନ   (16-Sep-2024)       ||      କେଳାକଟା ଗ୍ରାମରେ ସାଧୁ ସନ୍ଥ ସମାବେଶ ସହିତ ହେଲା ଉତ୍ସବ ମୁଖର   (16-Sep-2024)       ||      ବିଜୟାନନ୍ଦ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଦାବି    (16-Sep-2024)       ||      ମାଁ ଛେଉଣ୍ଡ ହାତୀ ଶାବକ କୁ ଉଦ୍ଧାର କରି ନନ୍ଦନ କାନନ ପଠାଇବା ପାଇଁ ନର୍ଲା ବନ ବିଭାଗର ପ୍ରସ୍ତୁତି   (16-Sep-2024)       ||      ବିଦ୍ୟୁତ ବିଭାଗ ଶାଖା ରେଙ୍ଗାଲିକ୍ୟାମ୍ପ ପକ୍ଷରୁ ଦେବଶିଳ୍ପୀ ବିଶ୍ଵକର୍ମା ଙ୍କ ପୂଜା ପାଳିତ   (16-Sep-2024)       ||      ନୂଆଁଦିଲ୍ଲୀ ରେ ଆୟୋଜିତ ସାତ ଦିବସୀୟ ଜାତୀୟ ସ୍ତରୀୟ କମ୍ୟୁନିଟି ସଙ୍ଗୀତ କାର୍ଯ୍ୟକ୍ରମରେ ଯୋଗଦେଲେ ଗାଇଡ କ୍ୟାପଟେନ ଅନସୂୟା ଦେବତା   (16-Sep-2024)       ||      ଟିକ୍ରାପଡା ଗାନ୍ଧି ପାଠାଗାର ରେ ନୁଆଁଖାଇ ଭେଟଘାଟ   (16-Sep-2024)       ||      ପ୍ରଧାନମନ୍ତ୍ରୀ ମୋଦିଜୀ ଙ୍କ ଜନ୍ମଦିନ ରେ ମିଳିବ ପ୍ରଥମ କିସ୍ତି ସୁଭଦ୍ରା ଯୋଜନା* *କନ୍ଧମାଳ ଜିଲ୍ଲାରେ ମୋଟ 142917 ମହିଳା ଆବେଦନ କାରି*   (16-Sep-2024)       ||      ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସୃଷ୍ଟି ଓ ପାଳନ କର୍ତ୍ତା ବିଶ୍ୱକର୍ମା ପୂଜା ଅନୁଷ୍ଠିତ    (16-Sep-2024)       ||      ବରଗଡ଼ ରେ ମହମ୍ମଦ ଜୟନ୍ତୀ ମହାସମାରୋହ ରେ ପାଳିତ: ଭବ୍ୟ ଶୋଭାଯାତ୍ରା ସହ ନଗରଭ୍ରମଣ    (16-Sep-2024)       ||      ରୂପ କାଫେ ଏଣ୍ଡ ରେଷ୍ଟୁରାଣ୍ଟ ର ଶୁଭ ଉଦ୍ଘାଟନ - ଉଦ୍ଘାଟନ କଲେ ସୁବର୍ଣ୍ଣପୁର ଏସପି   (16-Sep-2024)       ||      ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ପାଳିତ ହେଲା ବିଶ୍ୱକର୍ମା ପୂଜା।   (16-Sep-2024)       ||      ବୈଗାପଡା ରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ   (16-Sep-2024)       ||      ତପ୍ତପାଣି ଘାଟିରେ ଗଛକୁ ଧକ୍କା ଦେଲା ଯାତ୍ରୀବାହି ବସ୍   (16-Sep-2024)       ||      ବାହାର ରାଜ୍ୟକୁ ଚାଲାଣ ହେଉଥିବା ଶ୍ରମିକଙ୍କୁ ଉଦ୍ଧାର କଲା ବେଲପଡ଼ା ପୋଲିସ    (16-Sep-2024)       ||      ରଚନାର ନୁଆଁଖାଇ ଭେଟଘାଟ ଓ କବିତା ଆସର "ଶରତର ସୁର ଅନୁଷ୍ଠିତ "   (16-Sep-2024)       ||      ଲୋଇସିଂହା ସିଡିପିଓ ସଭାଗୃହ ରେ ସୁଭଦ୍ରା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ, ବିଜେପି କର୍ମକର୍ତା ଙ୍କ ଦ୍ୱାରା ସୁଭଦ୍ରା ପଦଯାତ୍ରା   (16-Sep-2024)       ||      ଜୀବନ ନାଟକରେ ଖୁସିର ସନ୍ଧାନ କରୁଛନ୍ତି ନଟ    (16-Sep-2024)       ||     

HOME   ଜିଲ୍ଲା

ମାୟାବର୍ହା ହାଇସ୍କୁଲ ରେ ଉତ୍କଳ ଦିବସ ପାଳିତ

02-Apr-2024



ଡୁଙ୍ଗୁରିପାଲି-ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲ ରେ ଉତ୍କଳ ଦିବସ ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତ ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି।   ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ଦିବସ ର ଉଦ୍ଦେଶ୍ୟ କହିବା ସହିତ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ପ୍ରାରମ୍ଭରେ  ଓଡ଼ିଶାର ବରପୁତ୍ରଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଦେଇ ପୂଜାର୍ଚ୍ଚନା କରାଯାଇଥିଲା ।

କାର୍ଯ୍ୟକ୍ରମକୁ ଦଶମ ଶ୍ରେଣୀର ଛାତ୍ରୀ ଲିପ୍ସା ଯୁଆଡି ସଂଯୋଜନା କରିଥିଲେ । ପ୍ରିତୀ ଖର୍ସେଲ ଓ ରେଖା ବଗର୍ତ୍ତି  ଙ୍କ ପ୍ରତିନିଧିତ୍ୱ ରେ ଛାତ୍ରଛାତ୍ରୀ ବୃନ୍ଦ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜନନିକା ନାଏକ,   ଲିପ୍ସା ଜୁଆଡି, ସୁଜିତ୍ ସାହୁ, ବିଷ୍ଣୁ ପ୍ରିୟା, ପୂଜା  ପ୍ରମୁଖ ଦିବସ ବିଷୟରେ ମତ ପ୍ରକାଶ କରିଥିଲେ ।

ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ, ସଞ୍ଜୀବ କୁମାର ପୂଜାରୀ ନିଜସ୍ଵ ମତବ୍ୟକ୍ତ କରିଥିଲେ । କିରଣ କୁମାର ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପ୍ରାଥମିକ ଚିକିତ୍ସା ଦିବସରେ ବିଦ୍ୟାଳୟରେ ପ୍ରାଥମିକ ଚିକିତ୍ସା କର୍ମଶାଳା   15-Sep-2024
  ରାଜ୍ୟ  
ଆଜି ମୋଦୀ ବାଣ୍ଟିବେ ‘ସୁଭଦ୍ରା’ ଟଙ୍କା: ପ୍ରଥମଥର ଓଡ଼ିଶାରେ ଜନ୍ମଦିନ ପାଳିବେ   17-Sep-2024
  ଜିଲ୍ଲା  
ଆଦିମ ଜନଜାତି ଡଙ୍ଗରିଆ କନ୍ଧ ହୁଣ୍ଡାଡି ୱଡାକାଙ୍କୁ ପ୍ରଧାନମନ୍ତ୍ରୀ ଦେବେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ରାୟଗଡ଼ା ଜିଲ୍ଲା ପାଇଁ ଗର୍ବର ଦିନ   16-Sep-2024
  ଜିଲ୍ଲା  
କେଳାକଟା ଗ୍ରାମରେ ସାଧୁ ସନ୍ଥ ସମାବେଶ ସହିତ ହେଲା ଉତ୍ସବ ମୁଖର   16-Sep-2024
  ଜିଲ୍ଲା  
ବିଜୟାନନ୍ଦ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଦାବି   16-Sep-2024
  ଜିଲ୍ଲା  
ମାଁ ଛେଉଣ୍ଡ ହାତୀ ଶାବକ କୁ ଉଦ୍ଧାର କରି ନନ୍ଦନ କାନନ ପଠାଇବା ପାଇଁ ନର୍ଲା ବନ ବିଭାଗର ପ୍ରସ୍ତୁତି   16-Sep-2024
  ଜିଲ୍ଲା  
ବିଦ୍ୟୁତ ବିଭାଗ ଶାଖା ରେଙ୍ଗାଲିକ୍ୟାମ୍ପ ପକ୍ଷରୁ ଦେବଶିଳ୍ପୀ ବିଶ୍ଵକର୍ମା ଙ୍କ ପୂଜା ପାଳିତ   16-Sep-2024
  ଜିଲ୍ଲା  
ନୂଆଁଦିଲ୍ଲୀ ରେ ଆୟୋଜିତ ସାତ ଦିବସୀୟ ଜାତୀୟ ସ୍ତରୀୟ କମ୍ୟୁନିଟି ସଙ୍ଗୀତ କାର୍ଯ୍ୟକ୍ରମରେ ଯୋଗଦେଲେ ଗାଇଡ କ୍ୟାପଟେନ ଅନସୂୟା ଦେବତା   16-Sep-2024
  ଜିଲ୍ଲା  
ଟିକ୍ରାପଡା ଗାନ୍ଧି ପାଠାଗାର ରେ ନୁଆଁଖାଇ ଭେଟଘାଟ   16-Sep-2024
  ଜିଲ୍ଲା  
ପ୍ରଧାନମନ୍ତ୍ରୀ ମୋଦିଜୀ ଙ୍କ ଜନ୍ମଦିନ ରେ ମିଳିବ ପ୍ରଥମ କିସ୍ତି ସୁଭଦ୍ରା ଯୋଜନା* *କନ୍ଧମାଳ ଜିଲ୍ଲାରେ ମୋଟ 142917 ମହିଳା ଆବେଦନ କାରି*   16-Sep-2024
  ଜିଲ୍ଲା  
ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସୃଷ୍ଟି ଓ ପାଳନ କର୍ତ୍ତା ବିଶ୍ୱକର୍ମା ପୂଜା ଅନୁଷ୍ଠିତ   16-Sep-2024
  ଜିଲ୍ଲା  
ବରଗଡ଼ ରେ ମହମ୍ମଦ ଜୟନ୍ତୀ ମହାସମାରୋହ ରେ ପାଳିତ: ଭବ୍ୟ ଶୋଭାଯାତ୍ରା ସହ ନଗରଭ୍ରମଣ   16-Sep-2024

You Might Also Like