-+91-9937148622 |

prerana_bgr@rediffmail.com |

  Friday 6th December 2024 |

| | | |

R.N.I. Regd No. ODIODI/2010/46693

Breaking News

ସୀମା ସୁରକ୍ଷା ବାହିନୀ ରେ କାର୍ଯ୍ୟରତ ବୀର ଯବାନ ଙ୍କ କେନ୍ସର୍ ରୋଗ ରେ ମୃତ୍ୟୁ        (06-Dec-2024)       ||      ଏସସିଏସଟି ମିଳିତମଞ୍ଚ ପକ୍ଷରୁ ବାବାସାହେବଙ୍କ ମହାପରିନିର୍ବାଣଦିବସ ପାଳିତ   (06-Dec-2024)       ||      ପୁସ୍ତକ ମେଳାରେ ତପସ୍ଵିନୀ ପରିବାର ତରଫରୁ ଆଲୋଚନାଚକ୍ର   (06-Dec-2024)       ||      ଅତାବିରା ମହାବିଦ୍ୟାଳୟ ରେ ମହିଳା ଆତ୍ମ ସୁରକ୍ଷା ତାଲିମ ଶିବିର   (06-Dec-2024)       ||      ରେଳ ଲାଇନ୍ ରେ କଟି ମହିଳାଙ୍କ ଆତ୍ମହତ୍ୟା   (06-Dec-2024)       ||      ହିନ୍ଦୁ ସୁରକ୍ଷା ମଞ୍ଚ ତରଫରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ   (06-Dec-2024)       ||      ରେଢ଼ାଖୋଲ ଥାନା ଅଞ୍ଚଳରେ ନିଶା ବଟିକା ଖୁଆଇ ଯୁବତୀଙ୍କୁ ଦୁଷ୍କର୍ମ , ବୈଷ୍ଣୋବ ଝୁଲି ଆଶ୍ରମର ବାବା ପ୍ରଫୁଲ୍ଲ ମହଲା ଗିରଫ   (06-Dec-2024)       ||      ପାରମ୍ପରିକ ରୀତି ନୀତି ରେ ଆରମ୍ଭ ହେଲା ଜିଲ୍ଲାସ୍ତରୀୟ ମଣ୍ଡେଇ ୨୦୨୪ ସାଂସ୍କୃତିକ ଶୋଭାଯାତ୍ରା   (06-Dec-2024)       ||      ବାଳିକା ହାଇସ୍କୁଲରେ ସଂକଳ୍ପ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ   (06-Dec-2024)       ||      କେନଝରିଆପାଲିରେ କୁରାଳ ସାମାଜର ବାର୍ଷିକ ମହୋତ୍ସବ   (06-Dec-2024)       ||      ବୀରମହାରାଜପୁର ଧନୁଯାତ୍ରା ଶୁଭସ୍ତମ୍ଭ ସ୍ଥାପନ - ବିଶେଷ ଆକର୍ଷଣ ମିନାବଜାର ଓ ସମ୍ବଲପୁରୀ ମେଲୋଡି   (06-Dec-2024)       ||      କମିରାଛକ ରେ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ   (06-Dec-2024)       ||      ହଳଦୀପଦର ଗ୍ରାମରେ ରେ ବିଷପିଇ ମହିଳା ଙ୍କ ଆତ୍ମହତ୍ୟା   (06-Dec-2024)       ||      ନବରଙ୍ଗପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ଚାଷୀ ପ୍ରତିନିଧି ବୈଠକ   (06-Dec-2024)       ||      ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ୬୬ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ପାଳନ   (06-Dec-2024)       ||      ପିପି ଏକାଡେମୀ ହୀରକ ଜୟନ୍ତୀ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା    (06-Dec-2024)       ||      ବଲାଙ୍ଗୀର: ରେଲ ଧାରଣାରୁ ଅଜଣା ମହିଳାଙ୍କ ଶବ ଉଦ୍ଧାର   (06-Dec-2024)       ||      ଷୋହଳ ପ୍ରହରୀ ନମାଯଜ୍ଞ ସମାପନ/ ପୂର୍ଣ୍ଣାହୁତି    (06-Dec-2024)       ||      ଚତୁର୍ଥ ଶ୍ରେଣୀ ଛାତ୍ରକୁ ଚପଲରେ ପିଟିଲେ ଶିକ୍ଷକ ; ମୁରିବାହାଲ ପୋଲିସର ତଦନ୍ତ ଆରମ୍ଭ   (06-Dec-2024)       ||      ସୋନପୁର ବ୍ଲକ ସ୍ତରୀୟ ସୁନେତ୍ର ବୈଠକ   (06-Dec-2024)       ||     

HOME   ଜିଲ୍ଲା

ଭାଲୁ ଆକ୍ରମଣ ରେ ଯୁବକ ଗୁରୁତ୍ୱର

28-Mar-2024



ନବରଙ୍ଗପୁର (-ମିହିର ଶଙ୍କର ପାତ୍ର,) ବନ୍ଦକନା ଗ୍ରାମ ନିକଟ ଜଙ୍ଗଲରେ ଭାଲୁ ଆକ୍ରମଣ ରେ ଯୁବକ ଗୁରୁତ୍ୱର।ଆଜି ସକାଳ 6 ଘଣ୍ଟା ବେଳେ ମହୁଲ ଗୋଟାଇବା ପାଇଁ ଝରିଗାଁ ବନବିଭାଗ ଅଧୀନରେ ଥିବା ଜଙ୍ଗଳକୁ ବନ୍ଦକନା ଗ୍ରାମର ଯୁବକ ତ୍ରିନାଥ ମୁଦୁଲି ଯାଇଥିଲା। ମହୁଲ ଗୋଟାଉଥିବା ସମୟରେ ପଛପଟୁ ଭାଲୁ ଆକ୍ରମଣ କରିଥିଲା। ଏହି ଖବର ଜାଣିବା ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଗ୍ରାମବାସୀ ମାନେ ଆମ୍ବୁଲାନ୍ସ ମାଧ୍ୟମରେ ଡାବୁଗାଁ ସ୍ୱାସ୍ଥକେନ୍ଦ୍ର କୁ ଆଣିଥିଲେ  ତାଙ୍କ ଅବସ୍ଥା ଗୁରୁତ୍ୱର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତରିତ କରାଯାଇଛି। ବର୍ତ୍ତମାନ ଏହି ବିଷୟରେ ସ୍ଥାନୀୟ ସରପଞ୍ଚଙ୍କ ଶହ ଯାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକେ । ପୋଲିସ ଏଵଂ ବନବିଭାଗ କର୍ମଚାରିଙ୍କ ତଦନ୍ତ ପରେ  ପ୍ରକୃତ ଘଟଣାଟି ଜଣାପଡିବ ବୋଲି ଉଚ୍ଚ ଅଧିକାରୀ କହିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସୀମା ସୁରକ୍ଷା ବାହିନୀ ରେ କାର୍ଯ୍ୟରତ ବୀର ଯବାନ ଙ୍କ କେନ୍ସର୍ ରୋଗ ରେ ମୃତ୍ୟୁ        06-Dec-2024
  ଜିଲ୍ଲା  
ଏସସିଏସଟି ମିଳିତମଞ୍ଚ ପକ୍ଷରୁ ବାବାସାହେବଙ୍କ ମହାପରିନିର୍ବାଣଦିବସ ପାଳିତ   06-Dec-2024
  ଜିଲ୍ଲା  
ପୁସ୍ତକ ମେଳାରେ ତପସ୍ଵିନୀ ପରିବାର ତରଫରୁ ଆଲୋଚନାଚକ୍ର   06-Dec-2024
ଅତାବିରା ମହାବିଦ୍ୟାଳୟ ରେ ମହିଳା ଆତ୍ମ ସୁରକ୍ଷା ତାଲିମ ଶିବିର   06-Dec-2024
  ଜିଲ୍ଲା  
ରେଳ ଲାଇନ୍ ରେ କଟି ମହିଳାଙ୍କ ଆତ୍ମହତ୍ୟା   06-Dec-2024
  ଜିଲ୍ଲା  
ହିନ୍ଦୁ ସୁରକ୍ଷା ମଞ୍ଚ ତରଫରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ   06-Dec-2024
  ଅପରାଧ  
ରେଢ଼ାଖୋଲ ଥାନା ଅଞ୍ଚଳରେ ନିଶା ବଟିକା ଖୁଆଇ ଯୁବତୀଙ୍କୁ ଦୁଷ୍କର୍ମ , ବୈଷ୍ଣୋବ ଝୁଲି ଆଶ୍ରମର ବାବା ପ୍ରଫୁଲ୍ଲ ମହଲା ଗିରଫ   06-Dec-2024
  ଜିଲ୍ଲା  
ପାରମ୍ପରିକ ରୀତି ନୀତି ରେ ଆରମ୍ଭ ହେଲା ଜିଲ୍ଲାସ୍ତରୀୟ ମଣ୍ଡେଇ ୨୦୨୪ ସାଂସ୍କୃତିକ ଶୋଭାଯାତ୍ରା   06-Dec-2024
  ଜିଲ୍ଲା  
ବାଳିକା ହାଇସ୍କୁଲରେ ସଂକଳ୍ପ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ   06-Dec-2024
  ଜିଲ୍ଲା  
କେନଝରିଆପାଲିରେ କୁରାଳ ସାମାଜର ବାର୍ଷିକ ମହୋତ୍ସବ   06-Dec-2024
  ଜିଲ୍ଲା  
ବୀରମହାରାଜପୁର ଧନୁଯାତ୍ରା ଶୁଭସ୍ତମ୍ଭ ସ୍ଥାପନ - ବିଶେଷ ଆକର୍ଷଣ ମିନାବଜାର ଓ ସମ୍ବଲପୁରୀ ମେଲୋଡି   06-Dec-2024
  ଜିଲ୍ଲା  
କମିରାଛକ ରେ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ   06-Dec-2024

You Might Also Like