-+91-9937148622 |
prerana_bgr@rediffmail.com |
Wednesday 30th April 2025 |
R.N.I. Regd No. ODIODI/2010/46693
Breaking News
20-Mar-2024
ବଲାଙ୍ଗୀର, ସମାଜେସବୀ ଓ ଶ୍ରମିକ ସଂଗଠକ ସ୍ୱଗର୍ତ ଅରୁଣ କୁମାର ସାହୁଙ୍କ ଜନ୍ମଦିନ ସ୍ମୃତିରେ ବଲାଙ୍ଗିର ଭୀମେଭାଇ ମେଡିକାଲ କେଲଜ ଓ ହସପିଟାଲରେ ଥିବା ବ୍ଲଡ ସଂଗ୍ରହ ଠାରେ ରକ୍ତଦାନ ଓ ତାର ସମ୍ମୁଖରେ ଅନ୍ନଦାନ କାର୍ଯ୍ୟକ୍ରମ ଅରୁଣ କୁମାର ସାହୁ ସ୍ମୃତି କମିଟି ତରଫରୁ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟାରେ ହୋଇଥିବା କାର୍ଯ୍ୟକ୍ରମରେ ପ୍ରଶାନ୍ତ କୁମାର ମିଶ୍ର, ତପସ୍ମିନୀ ପେଟଲ, ଜେିତନ୍ଦ୍ର ରାଉତ, ଭୀମେସନ ମେହର, ଯଜ୍ଞଶ୍ୱର ସାହୁ,
ବେିରନ୍ଦ୍ର ପୋଡ ପ୍ରମୁଖ ରକ୍ତଦାନ କରିଥିଲେ । ସନ୍ଧ୍ୟାରେ ସହେଯାଗ ଫାେଉଣ୍ଡସନର ସହଯୋଗରେ ଅନ୍ନଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନଙ୍କୁ ରୁଟି, ତରକାରି ଓ ଆଚାର ଆଦି ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହି ଅବସରରେ ରେଡକ୍ରସ କର୍ମୀ ରବିଚନ୍ଦ୍ର ପଶାୟତ, ପ୍ରଭାକର ଛନ୍ଦଙ୍କୁ ସ୍ମୃତି କମିଟି ତରଫରୁ ରକ୍ତଦାତା
ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମେର ଅନିଲ ମୋଦି, ବିଶ୍ୱଜିତ ନନ୍ଦ, ମଧୁସ୍ମିତା ଖୁଣ୍ଟିଆ, ଅଶୋକ ସାହୁ, ସଙ୍ଗମିତ୍ରା ସାହୁ, ଜୟପ୍ରକାଶ ସାହୁ, ବିଶ୍ୱମୟ ପୂଝାରୀ, ରେୁପଶ ସାମଲ ସହଯୋଗ କରିଥିଲେ । ସମାଜେସବୀ ଶିକ୍ଷକ ରାମନାରାୟଣ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସ୍ୱଗର୍ତ ଅରୁଣ କୁମାର ସାହୁଙ୍କର ବଡ ଭାଇ ଅକୁର ସାହୁ ଧନ୍ୟବାଦ ଅପର୍ଣ କରିଥିଲେ ।