-+91-9937148622 |

prerana_bgr@rediffmail.com |

  Wednesday 21st January 2026 |

| | | |

R.N.I. Regd No. ODIODI/2010/46693

Breaking News

କେନ୍ଦୁପାଲି ସ୍କୁଲରେ ବାର୍ଷିକ "ସରଗମ " ମହୋତ୍ସବ   (21-Jan-2026)       ||      ବିନିକ ହାଇସ୍କୁଲ ରେ ସ୍କାଉଟ ଗାଇଡ ର ରାଜ୍ୟ ପୁରସ୍କାର    (21-Jan-2026)       ||      ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ; ଯୁବ କଂଗ୍ରେସ ନେତା ଙ୍କ ଗୁଳିବିଦ୍ଧ ଶରୀର ଉଦ୍ଧାର - ସମ୍ବଲପୁର ସାଇଣ୍ଟିଫିକ ଟିମ୍ ର ତଦନ୍ତ ଜାରି   (21-Jan-2026)       ||      ପିଏମ୍‌ଶ୍ରୀ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ପିଏମ୍‌ଶ୍ରୀ ଉତ୍ସବ   (21-Jan-2026)       ||      ଏମଭି–୭୯ ପିଏମ୍‌ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପିଏମ୍‌ ଶ୍ରୀ ଉତ୍ସବ : ଶିକ୍ଷା ହେଉଛି ଜୀବନ ଗଢ଼ିବାର ମୂଳ ଆଧାର    (21-Jan-2026)       ||      ଲୋଇସିଂହା ବ୍ଲକ ପରିସରରେ ବନ୍ଦେ ମାତରଂ କାର୍ଯ୍ୟକ୍ରମ ଅନୁଷ୍ଠିତ   (21-Jan-2026)       ||      *ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମାଆଙ୍କ ଦ୍ୱରା, ମାଆଙ୍କର ଓ ମାଆଙ୍କ ପାଇଁ ସପ୍ତ ଶକ୍ତି ସାଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ*   (20-Jan-2026)       ||      ତୁଷୁରା ଏନ୍‌ଏସି ସ୍ତରୀୟ ରାଷ୍ଟ୍ରୀୟ ଗୀତ "ବନ୍ଦେ ମାତରଂ" ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ"   (20-Jan-2026)       ||      ବଲାଙ୍ଗୀର ଲୋକ ଉତ୍ସବର ଦ୍ଵିତୀୟ ସନ୍ଧ୍ୟା: କଳା, ସାହିତ୍ୟ ଓ ସଂସ୍କୃତି ବିଭବରେ ପରିପୂର୍ଣ୍ଣ ବଲାଙ୍ଗୀର ରେ ଏକ ମଲ୍ଟି ପରପୋଜ ଲାଇବ୍ରେରୀ ସ୍ଥାପନ ହେଉ    (20-Jan-2026)       ||      *ସୋନପୁର ଟାଉନ ହଲ ଠାରେ "ବନ୍ଦେ ମାତରମ ରାଷ୍ଟ୍ରୀୟ ଗୀତ ର ୧୫୦ ବର୍ଷ ପୂର୍ତ୍ତି ପାଳନ* -   (20-Jan-2026)       ||      *୩୭ ତମ ସର୍ବ ଭାରତୀୟ ଲାଲ୍ ମନି କ୍ରିକେଟ ବଲାଙ୍ଗିର ୱାଈ ଏସ ସି ସି ଦଳ ସେମି ଫାଇନାଲ ରେ ପ୍ରବେଶ*   (20-Jan-2026)       ||      ନୂଆପଡା ବିଧାନସଭା ବିକାଶ ସମିତି ବୈଠକ ଅନୁଷ୍ଠିତ l ସମର୍ପିତ ଭାବରେ ଲୋକଙ୍କ ସେବା କରିବା ପାଇଁ ଅଧିକାରୀ ମାନଙ୍କୁ ବିଧାୟକଙ୍କ ଆହ୍ବାନ   (20-Jan-2026)       ||      ନୂତନ ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିକ୍ରମ ପଣ୍ଡା ଙ୍କ ଯୋଗଦାନ   (20-Jan-2026)       ||      ବହ୍ନୀକନ୍ୟା ପାର୍ବତୀଗିରିଙ୍କ ଜନ୍ମଶତବାର୍ଷିକୀ ପାଳିତ   (20-Jan-2026)       ||      ବହ୍ନୀକନ୍ୟା ପାର୍ବତୀଗିରିଙ୍କ ଜନ୍ମଶତବାର୍ଷିକୀ ପାଳିତ   (20-Jan-2026)       ||      ବହ୍ନୀକନ୍ୟା ପାର୍ବତୀଗିରିଙ୍କ ଜନ୍ମଶତବାର୍ଷିକୀ ପାଳିତ   (20-Jan-2026)       ||      ଫାସଡ଼ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୧୦ତମ ବାର୍ଷିକ ଉତ୍ସବ ପାଳିତ   (20-Jan-2026)       ||      ସର୍ବ ଜନ୍ ସ୍ୱାସ୍ଥ୍ୟ ମନ୍ କାର୍ଯ୍ୟକ୍ରମ   (20-Jan-2026)       ||      ଭାଇଭଗାରୀରୁ ସୁପାରୀ ନା ଗଞ୍ଜେଇ ବେପାର କଳି ? ପୁଲିସ କଥାରେ ତାଳମେଳ ନାହିଁ !   (20-Jan-2026)       ||      ବ୍ଲକସ୍ତରୀୟ ୧୫୦ତମ ବନ୍ଦେ ମାତାରାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Jan-2026)       ||     

HOME   ଜିଲ୍ଲା

ହୀରାପୁର ଠାରେ ପଂଚାୟତ ସ୍ତରୀୟ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

12-Feb-2024



ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ଅଧିନସ୍ଥ ହୀରାପୁର ପଂଚାୟତ ହାଇସ୍କୁଲ ଖେଳ ପଡିଆରେ ପଂଚାୟତ ସ୍ତରୀୟ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଓଡିଶା ସରକାର ଙ୍କ ଏହି ଲୋକାଭିମୁଖୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ହୀରାପୁର ପଂଚାୟତ ର ସମିତିସଭ୍ୟ ତଥା ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଯୋଗ ଦେଇଥିଲେ l ନାଏବ ସରପଞ୍ଚ ମିଥିଲା ବେହେରା ଙ୍କ ସଭାପତିତ୍ୱରେ ବିଜେଡି ବ୍ଲକ ଯୁବ ସମ୍ପାଦକ ରାଜକିଶୋର ସ୍ୱାଇଁ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପଂଚାୟତ ସରକାରୀ କାର୍ଯ୍ୟକ୍ରମ ଦାୟିତ୍ୱ ରେ ପିଇଓ ହୁତାସନ ସୁନା, ନୋଡାଲ ଅଫିସର ଭାବେ ପଂଚାୟତ ସମିତି ଲୋଇସିଂହା ତରଫରୁ ପି.ଏ ରାଜେନ୍ଦ୍ର ବାବୁ, ବ୍ଲକ ସଭାପତି ହୃଦାନନ୍ଦ ବେହେରା, ଜିଲ୍ଲାପରିଷଦ ସଭ୍ୟା ଲିଳିମା ବେହେରା, ପ୍ରଦୁମ୍ନ କାଳସାଏ, ୱାର୍ଡ଼ ସଭ୍ୟା ଚିନା ଦୀପ ମଂଚାସୀନ ଥିଲେ l

ହୀରାପୁର ପଂଚାୟତ ଅନ୍ତର୍ଗତ ସମସ୍ତ ୱାର୍ଡ଼ ସଭ୍ୟସଭ୍ୟା ଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସରୋଜ ମହାକୁର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଭାପତି ଙ୍କ ଅନୁମତିକ୍ରମେ ଆନୁଷ୍ଠାନିକ ଭାବେ ହୀରାପୁର ପିଇଓ ହୁତାଶନ ସୁନା ଧନ୍ୟବାଦ ଅର୍ପଣ କରିଥିଲେ l ରୋହିତ ସେଠ୍, ପ୍ରଦୀପ ବନଛୋର, ଗୋବିନ୍ଦ ପରୁଆ, ସୁଦାମ ମାଝୀ, ବିକାଶ ପଧାନ, ଶରତ ଠେଲା, ସୁଶାନ୍ତ ପଧାନ, କୁନୁ ସେଠ୍ ଉକ୍ତ କାର୍ଯ୍ୟକ୍ରମ ରେ ବିଶେଷ ସହଯୋଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
କେନ୍ଦୁପାଲି ସ୍କୁଲରେ ବାର୍ଷିକ "ସରଗମ " ମହୋତ୍ସବ   21-Jan-2026
  ଜିଲ୍ଲା  
ବିନିକ ହାଇସ୍କୁଲ ରେ ସ୍କାଉଟ ଗାଇଡ ର ରାଜ୍ୟ ପୁରସ୍କାର   21-Jan-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ; ଯୁବ କଂଗ୍ରେସ ନେତା ଙ୍କ ଗୁଳିବିଦ୍ଧ ଶରୀର ଉଦ୍ଧାର - ସମ୍ବଲପୁର ସାଇଣ୍ଟିଫିକ ଟିମ୍ ର ତଦନ୍ତ ଜାରି   21-Jan-2026
  ଜିଲ୍ଲା  
ପିଏମ୍‌ଶ୍ରୀ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ପିଏମ୍‌ଶ୍ରୀ ଉତ୍ସବ   21-Jan-2026
  ଜିଲ୍ଲା  
ଏମଭି–୭୯ ପିଏମ୍‌ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପିଏମ୍‌ ଶ୍ରୀ ଉତ୍ସବ : ଶିକ୍ଷା ହେଉଛି ଜୀବନ ଗଢ଼ିବାର ମୂଳ ଆଧାର   21-Jan-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ପରିସରରେ ବନ୍ଦେ ମାତରଂ କାର୍ଯ୍ୟକ୍ରମ ଅନୁଷ୍ଠିତ   21-Jan-2026
  ଜିଲ୍ଲା  
*ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମାଆଙ୍କ ଦ୍ୱରା, ମାଆଙ୍କର ଓ ମାଆଙ୍କ ପାଇଁ ସପ୍ତ ଶକ୍ତି ସାଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ*   20-Jan-2026
  ଜିଲ୍ଲା  
ତୁଷୁରା ଏନ୍‌ଏସି ସ୍ତରୀୟ ରାଷ୍ଟ୍ରୀୟ ଗୀତ "ବନ୍ଦେ ମାତରଂ" ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ"   20-Jan-2026
  ଜିଲ୍ଲା  
ବଲାଙ୍ଗୀର ଲୋକ ଉତ୍ସବର ଦ୍ଵିତୀୟ ସନ୍ଧ୍ୟା: କଳା, ସାହିତ୍ୟ ଓ ସଂସ୍କୃତି ବିଭବରେ ପରିପୂର୍ଣ୍ଣ ବଲାଙ୍ଗୀର ରେ ଏକ ମଲ୍ଟି ପରପୋଜ ଲାଇବ୍ରେରୀ ସ୍ଥାପନ ହେଉ   20-Jan-2026
  ଜିଲ୍ଲା  
*ସୋନପୁର ଟାଉନ ହଲ ଠାରେ "ବନ୍ଦେ ମାତରମ ରାଷ୍ଟ୍ରୀୟ ଗୀତ ର ୧୫୦ ବର୍ଷ ପୂର୍ତ୍ତି ପାଳନ* -   20-Jan-2026
  ଜିଲ୍ଲା  
*୩୭ ତମ ସର୍ବ ଭାରତୀୟ ଲାଲ୍ ମନି କ୍ରିକେଟ ବଲାଙ୍ଗିର ୱାଈ ଏସ ସି ସି ଦଳ ସେମି ଫାଇନାଲ ରେ ପ୍ରବେଶ*   20-Jan-2026
  ଜିଲ୍ଲା  
ନୂଆପଡା ବିଧାନସଭା ବିକାଶ ସମିତି ବୈଠକ ଅନୁଷ୍ଠିତ l ସମର୍ପିତ ଭାବରେ ଲୋକଙ୍କ ସେବା କରିବା ପାଇଁ ଅଧିକାରୀ ମାନଙ୍କୁ ବିଧାୟକଙ୍କ ଆହ୍ବାନ   20-Jan-2026

You Might Also Like