-+91-9937148622 |
prerana_bgr@rediffmail.com |
Monday 10th February 2025 |
R.N.I. Regd No. ODIODI/2010/46693
Breaking News
07-Feb-2024
ଭୁବନେଶ୍ବର (ପ୍ରେରଣା ଖବର ): ରାଜଧାନୀରୁ ୪ ଶହ ଗ୍ରାମ ବ୍ରାଉନସୁଗର ଜବତ। ପାହାଳ ଅଞ୍ଚଳରୁ ଜବତ କଲା ସ୍ପେଶାଲ କ୍ରାଇମ ୟୁନିଟ । ଜବତ ଧଳାଜହର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା । ଖୋର୍ଦ୍ଧା ରୁ ପାହାଳ ଚାଲାଣ ବେଳେ ଧରିଲା ସ୍ପେଶାଲ କ୍ରାଇମ ୟୁନିଟ। ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଦୁଇ ଅଭିଯୁକ୍ତଙ୍କ ଘର ଖୁଣ୍ଟୁଣି ବୋଲି ଜଣାପଡିଛି। ଆଗକୁ ସେମାନଙ୍କ ନାଁ ରେ କଣ କେସ ରହିଛି ଓ ତାଙ୍କର ମାଷ୍ଟରମାଇଣ୍ଡ କିଏ ସେ ନେଇ ଖୋଳତାଡ଼ ହେବ ବୋଲି କହିଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା । ବାଇଟ : ସଞ୍ଜୀବ ପଣ୍ଡା, ପୋଲିସ କମିଶନର