-+91-9937148622 |

prerana_bgr@rediffmail.com |

  Sunday 25th January 2026 |

| | | |

R.N.I. Regd No. ODIODI/2010/46693

Breaking News

ବୋଡ଼େନ୍ ରେ ପାତାଳଗଙ୍ଗା ମହୋତ୍ସବ: ନୂଆପଡ଼ା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା   (24-Jan-2026)       ||      ଗାନ୍ଧୀଜୀ ଓ ନେତାଜୀଙ୍କ ବୈଚାରିକ ବିଭେଦକୁ ବ୍ୟକ୍ତିଗତ ବିବାଦର ରୂପ ଦିଆଯାଉଛି   (24-Jan-2026)       ||      ଲୋଇସିଂହା ଆଦିବାସୀ ଭବନ ଠାରେ ଏକ ସ୍ଵାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ   (24-Jan-2026)       ||      ଜାତୀୟ ଶିଶୁ କନ୍ୟା ଦିବସରେ ସରକାରୀ ଶୁଖା ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ଦ୍ୱାରା ଏକ ଅଭିନବ ନୁକ୍ଲଡ ନାଟକ ପ୍ରଦର୍ଶନ   (24-Jan-2026)       ||      କୁକୁଡାଗାଲି ଉପରେ ଚଢାଉ , ୫ ଗିରଫ   (24-Jan-2026)       ||      *ଆସନ୍ତା କାଲି ଠାରୁ ଶ୍ରୀ ଶ୍ରୀ ବଡ଼ ଗୋପାଳ ଜୀ ମହାପ୍ରଭୂଙ୍କ ଭବ୍ୟ ଉତ୍ସବ ଆରମ୍ଭ* - *ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ମହନ୍ତ ମହାରାଜ*-   (24-Jan-2026)       ||      ଜିଲ୍ଲା ଓକିଲ ସଂଘ ପକ୍ଷରୁ ସାଧାରଣ ପରିଷଦ ବୈଠକ, ବଲାଙ୍ଗୀରେ ପ୍ରସ୍ତାବିତ ନୂତନ ସିଭିଲ କୋର୍ଟ କୋଠା ନିର୍ମାଣ ନେଇ ଆଲୋଚନା   (24-Jan-2026)       ||      ବଲାଙ୍ଗୀର ପଲ୍ଲିଶ୍ରୀ ମେଳା ■ ୧କୋଟି ୩୦ଲକ୍ଷ ଟଙ୍କାର ବେପାର ■ ଯୋଗଦେଇଥିଲେ ୧୧ଟି ରାଜ୍ୟର ୩୦୩ ଗ୍ରୁପ   (24-Jan-2026)       ||      ଯୋଗୀସର୍ଡ଼l ପଂଚାୟତ ପରିସରରେ ଜଳ ଅର୍ପଣ ଦିବସ ପାଳିତ   (24-Jan-2026)       ||      ପାତାଳଗଙ୍ଗା ଲୋକ ମହୋତ୍ସବ ତୃତୀୟ ସନ୍ଧ୍ଯାରେ ମନ ମୋହିଛି ଦଳଗତ ନୃତ୍ଯ   (24-Jan-2026)       ||      ବୀର ସୁରେନ୍ଦ୍ର ସାଏ ପବ୍ଲିକ ସ୍କୁଲର ୧୫ତମ ବାର୍ଷିକୋତ୍ସବ   (24-Jan-2026)       ||      ସ୍ଥାନାନ୍ତରିତ ହେଲା ସୋନପୁର ବସଷ୍ଟାଣ୍ଡ; ସହରରେ ଖୁସିର ମାହୋଲ   (24-Jan-2026)       ||      ରୁଗୁଡ଼ିଖାଲ ମାନସ ବିହାର ଠାରେ ବିଶ୍ଵଶାନ୍ତି ପାଇଁ ୨୯ ତମ ଶ୍ରୀରାମ ଚରିତ ମାନସ ଯଜ୍ଞ ଅନୁଷ୍ଠିତ    (23-Jan-2026)       ||      ପର୍ଯ୍ୟଟନ ସ୍ଥଳୀରେ ପ୍ଲାଷ୍ଟିକ ମୁକ୍ତ ବଣଭୋଜି ପାଇଁ ସଚେତନତା   (23-Jan-2026)       ||      ଡାବୁଗାଁ ର ବିଭିନ୍ନ ବିଦ୍ୟାଳୟରେ ମାଁ ସରସ୍ଵତୀ ପୂଜା ପାଳନ   (23-Jan-2026)       ||      ଶିକେରପାଟ୍ ଚ୍ୟାମ୍ପିଆନ ଟ୍ରଫି ୨୦୨୬ ଉଦଘାଟିତ   (23-Jan-2026)       ||      ତୁଷୁରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମା ସରସ୍ବତୀ ଙ୍କ ପୂଜା ଓ ବିଦ୍ୟାରମ୍ଭ ସଂସ୍କାର   (23-Jan-2026)       ||      ଧରଣୀମାଲ ଗ୍ରାମ ବସ୍ତିପଡ଼ା ରେ ଧୂମଧାମ ରେ ପାଳିତ ହେଲା "ମା ସରସ୍ବତୀ" ପୂଜା   (23-Jan-2026)       ||      *ସର୍ଵ ଭାରତୀୟ ଲାଲ୍ ମନି ସ୍ମାରକୀ କ୍ରିକଫେଷ୍ଟ*- *ବିଶ୍ଵ ରେକର୍ଡ ସ୍କୋର ସହ ସମ୍ବଲପୁର ଏମ୍ ଏମ୍ ସି ସି ଦଳ ର ଚମକ୍ ପ୍ରଦ ବିଜୟ*-   (23-Jan-2026)       ||      ଚବିଶ ପ୍ରହରୀ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା   (23-Jan-2026)       ||     

HOME   ଅପରାଧ

ଗୁମାକିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକୋତ୍ସବ

15-Jan-2024



ବାଲିଗୁଡା,(ସୁଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଋତୁଙ୍ଗିଆ ଗ୍ରାମପଞ୍ଚାୟତର ଗୁମାକିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ବିଧାୟକ ଚକ୍ରମଣି କହଁର ଯୋଗଦେଇ ଶ୍ରୀ ଜଗନ୍ନାଥ ଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଉଦଘାଟନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ବାଲିଗୁଡା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଂଶୀଧର ସାହୁ, ସମ୍ମାନୀତ ଅତିଥି ଭାବେ ଋତୁଙ୍ଗିଆ ସ୍ଥିତ ଗିରିଜନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ସାମଲ ଏବଂ ସିଆରସିସି ସଚ୍ଚିନ୍ଦ୍ର କୁମାର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ l ୨୦୦୮ ମସିହାରେ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟରେ ପ୍ରଥମ ଥର ପାଇଁ ଏହି ଉତ୍ସବ ଅନୁଷ୍ଠିତ ହୋଇଥିବାରୁ ସ୍ଥାନୀୟ ବିଧାୟକ ଏବଂ ଅଭିଭାବକ ମହଲରେ ଆନନ୍ଦ

ଖେଳିଯାଇଥିଲା l ପ୍ରଧାନ ଶିକ୍ଷକଙ୍କ ବାର୍ଷିକ  ବିବରଣୀ ପଠନରେ ବିଦ୍ୟାଳୟର ଅସୁବିଧା ଗୁଡିକୁ ଦୂର କରିବା ପାଇଁ ବିଧାୟକ ଶ୍ରୀ କହଁର ପ୍ରତିଶ୍ରୁତି ଦେଇଥିଲେ l ମୁଖ୍ୟବକ୍ତା ଛାତ୍ରଛାତ୍ରୀଙ୍କ ବୌଦ୍ଧିକ, ମାନସିକ ତଥା ଶୈଖିକ ଶିକ୍ଷାର ବିକାଶରେ ଅଭିଭାବଙ୍କ ଭୂମିକା ସମ୍ପର୍କରେ ବୁଝାଇଥିଲେ l କ୍ରୀଡ଼ା, ବକୃତା, ଚିତ୍ରାଙ୍କନ ଓ କୁଟପ୍ରଶ୍ନର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା l ଶିକ୍ଷକ ସତ୍ୟ ନାରାୟଣ ତ୍ରିପାଠୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗଙ୍ଗାଧର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବୋଡ଼େନ୍ ରେ ପାତାଳଗଙ୍ଗା ମହୋତ୍ସବ: ନୂଆପଡ଼ା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା   24-Jan-2026
  ଜିଲ୍ଲା  
ଗାନ୍ଧୀଜୀ ଓ ନେତାଜୀଙ୍କ ବୈଚାରିକ ବିଭେଦକୁ ବ୍ୟକ୍ତିଗତ ବିବାଦର ରୂପ ଦିଆଯାଉଛି   24-Jan-2026
  ଜିଲ୍ଲା  
ଲୋଇସିଂହା ଆଦିବାସୀ ଭବନ ଠାରେ ଏକ ସ୍ଵାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ   24-Jan-2026
  ଜିଲ୍ଲା  
ଜାତୀୟ ଶିଶୁ କନ୍ୟା ଦିବସରେ ସରକାରୀ ଶୁଖା ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ଦ୍ୱାରା ଏକ ଅଭିନବ ନୁକ୍ଲଡ ନାଟକ ପ୍ରଦର୍ଶନ   24-Jan-2026
  ଜିଲ୍ଲା  
କୁକୁଡାଗାଲି ଉପରେ ଚଢାଉ , ୫ ଗିରଫ   24-Jan-2026
  ଜିଲ୍ଲା  
*ଆସନ୍ତା କାଲି ଠାରୁ ଶ୍ରୀ ଶ୍ରୀ ବଡ଼ ଗୋପାଳ ଜୀ ମହାପ୍ରଭୂଙ୍କ ଭବ୍ୟ ଉତ୍ସବ ଆରମ୍ଭ* - *ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ମହନ୍ତ ମହାରାଜ*-   24-Jan-2026
  ଜିଲ୍ଲା  
ଜିଲ୍ଲା ଓକିଲ ସଂଘ ପକ୍ଷରୁ ସାଧାରଣ ପରିଷଦ ବୈଠକ, ବଲାଙ୍ଗୀରେ ପ୍ରସ୍ତାବିତ ନୂତନ ସିଭିଲ କୋର୍ଟ କୋଠା ନିର୍ମାଣ ନେଇ ଆଲୋଚନା   24-Jan-2026
  ଜିଲ୍ଲା  
ବଲାଙ୍ଗୀର ପଲ୍ଲିଶ୍ରୀ ମେଳା ■ ୧କୋଟି ୩୦ଲକ୍ଷ ଟଙ୍କାର ବେପାର ■ ଯୋଗଦେଇଥିଲେ ୧୧ଟି ରାଜ୍ୟର ୩୦୩ ଗ୍ରୁପ   24-Jan-2026
  ଜିଲ୍ଲା  
ଯୋଗୀସର୍ଡ଼l ପଂଚାୟତ ପରିସରରେ ଜଳ ଅର୍ପଣ ଦିବସ ପାଳିତ   24-Jan-2026
  ଜିଲ୍ଲା  
ପାତାଳଗଙ୍ଗା ଲୋକ ମହୋତ୍ସବ ତୃତୀୟ ସନ୍ଧ୍ଯାରେ ମନ ମୋହିଛି ଦଳଗତ ନୃତ୍ଯ   24-Jan-2026
  ଜିଲ୍ଲା  
ବୀର ସୁରେନ୍ଦ୍ର ସାଏ ପବ୍ଲିକ ସ୍କୁଲର ୧୫ତମ ବାର୍ଷିକୋତ୍ସବ   24-Jan-2026
  ଜିଲ୍ଲା  
ସ୍ଥାନାନ୍ତରିତ ହେଲା ସୋନପୁର ବସଷ୍ଟାଣ୍ଡ; ସହରରେ ଖୁସିର ମାହୋଲ   24-Jan-2026

You Might Also Like