-+91-9937148622 |

prerana_bgr@rediffmail.com |

  Monday 9th December 2024 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁରୀ କଳା ସଂସ୍କୃତି ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଟୋନିସ ରୋହିଦାସ ସମ୍ଵର୍ଦ୍ଧିତ    (08-Dec-2024)       ||      ନିଶା ନିବାରଣ ସଚେତନତା ନେଇ ବଜରଙ୍ଗ ଦଳ ପକ୍ଷରୁ ଗଣ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ   (08-Dec-2024)       ||      ବରଗଡ ସୋହେଲାରେ ଚାଷୀ ସମାବେଶ, ଚାଷୀଭାଇମାନେ ପାଇଲେ ୮୦୦ ଟଙ୍କା ଇନ୍‌ପୁଟ ସହାୟତା, କ୍ବିଣ୍ଟାଲ ପିଚ୍ଛା ୩୧୦୦ ଟଙ୍କା   (08-Dec-2024)       ||      ରୌପ୍ୟ ଜୟନ୍ତୀ ସମାରୋହ ଉଲୁଣ୍ଡା ବ୍ଲକ ରେ ପଏଁରୀ ତିହାର ସାଂସ୍କୃତିକ କାର୍ଯ୍ୟକ୍ରମ   (08-Dec-2024)       ||      ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ମିନି ଷ୍ଟାଡିୟମ ଠାରେ ଓଡିଶା ସରକାର ଙ୍କ ଇନପୁଟ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (08-Dec-2024)       ||      ଜିଲ୍ଲାସ୍ତରୀୟ କୃଷକ ସମାବେଶ :   (08-Dec-2024)       ||      ଡାବୁଗାଁ ରେ ଆଳୁ ବିହନ ବଣ୍ଟନ କାର୍ଯ୍ୟକ୍ରମ   (08-Dec-2024)       ||      ଅତାବିରା ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା   (08-Dec-2024)       ||      ଷ୍ଟେଟ୍ ୟୁନିୟନ୍ ଅଫ ଜର୍ଣାଲିଷ୍ଟର ଜୟପୁର ଠାରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ    (08-Dec-2024)       ||      କଲ୍ଛିକଚାର କୁ ରାଜସ୍ବ ଗ୍ରାମର ମାନ୍ୟତା ଦାବି   (08-Dec-2024)       ||      ଜିଲ୍ଲା ସ୍ତରୀୟ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ର ଶୁଭାରମ୍ଭ   (08-Dec-2024)       ||      ତିନି ଦିନିଆ ବର୍ଣାଳି (ଲିଙ୍ଗ ସମତା) ତାଲିମ ଶିବିର    (08-Dec-2024)       ||      ବଙ୍ଗାବାହାଲ ରେ ବଡଭାଇକୁ ମରଣାନ୍ତକ ଆକ୍ରମଣ କଲା ସାନଭାଇ , ପୋଲିସ ଦ୍ବାରା ଗିରଫ ସାନଭାଇ କୁ କୋର୍ଟ ଚାଲାଣ   (08-Dec-2024)       ||      ସ୍କୁଟି କୁ ପିଟିଲା ପିକ୍ଅପ୍ ଭ୍ୟାନ, ଦୁଇ ଯୁବକ ଗୁରୁତର ଆହତ   (08-Dec-2024)       ||      ବଙ୍ଗାବାହାଲ ରେ ବଡଭାଇକୁ ମରଣାନ୍ତକ ଆକ୍ରମଣ କଲା ସାନଭାଇ ଭାଇ, ପୋଲିସ ଦ୍ବାରା ଗିରଫ ସାନଭାଇ କୁ କୋର୍ଟ ଚାଲାଣ   (08-Dec-2024)       ||      ପିପି ଏକାଡେମୀ ୧୯୮୯ ମେଟ୍ରିକ୍ ବ୍ୟାଚର ବନ୍ଧୁ ମିଳନ ୧୫ରେ    (08-Dec-2024)       ||      ଅମ୍ବାପାଲିରେ ନାଟ୍ୟ ଗୁରୁ ତଥା ସ୍କୁଲର ପ୍ରତିଷ୍ଠାତା ସ୍ୱର୍ଗୀୟ ହରେକୃଷ୍ଣ ପୂଜାରୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ   (08-Dec-2024)       ||      ଖପ୍ରାଖୋଲ ପୋଲିସ ହାବୁଡ଼ରେ ଦୁର୍ଯ୍ୟୋଧନ ଓ ଶତୃଘ୍ନ   (08-Dec-2024)       ||      ଟ୍ରଲର ରେ ଧକ୍କା ହୋଇ ଜଣେ ମୃତ ଜଣେ ଗୁରୁତର   (07-Dec-2024)       ||      ଫସଲ ବିବିଧ କରଣ କାର୍ଯ୍ୟକ୍ରମରେ କୃଷକ ତାଲିମ ଶିବିର   (07-Dec-2024)       ||     

HOME   ଜିଲ୍ଲା

ଡାବୁଗାଁ ବ୍ଲକରେ ଶିକ୍ଷକ ମାନଙ୍କୁ ଟାବଲେଟ ବଣ୍ଟନ

09-Dec-2023



ନବରଙ୍ଗପୁର:(ମିହିର ଶଙ୍କର ପାତ୍ର): ଡାବୁଗାଁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟ ଠାରେ ଶିକ୍ଷକ ମାନଙ୍କୁ ଶୁକ୍ରବାର ଟାବଲେଟ ବଣ୍ଟନ କରାଯାଇଛି । ଉକ୍ତ ଟାବଲେଟ ମାଧ୍ୟମରେ ଶିକ୍ଷକ ମାନେ ଅନଲାଇନରେ ଇ- ଆଟେନାନ୍ସ ପକାଇବେ । ଏହି ଟାବଲେଟ ରେ ସରକାରଙ୍କ ତରଫରୁ ୯ ଟି ଆପ ଦିଆଯାଇଛି । ଏହି ଆପ ମାଧ୍ୟମରେ ଶିକ୍ଷକ ମାନେ ବିଭିନ୍ନ ଅନଲାଇନ୍ କାର୍ଯ୍ୟ କରିବେ । ବ୍ଲକ୍ ଅଧୀନ ମୋଟ ୧୮୪ ଜଣ ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କୁ ଏହି ଟାବଲେଟ ବଣ୍ଟନ କରାଯାଇଛି । ଏହି ଟାବଲେଟ ବଣ୍ଟନ ସମୟରେ ବ୍ଲକ୍ ଶିକ୍ଷା ଅଧିକାରୀ ଶିବ ଶଙ୍କର ମଣ୍ଡଳ , ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ତଥା ବିଆର୍ ସିସି ଭଗବାନ ମାଝୀ , ଅତିରିକୁ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ ଓ ଦେବରାଜ ଗୋପାଳ , ସିଆର ସି ସି ହେମନୁ କୁମାର ପଣ୍ଡା , ପ୍ରସନ୍ନ କୁମାର ଦଣ୍ଡସେନା ଙ୍କ ସମେତ ସମସ୍ତ ସିଆରସିସି ଓ ଶିକ୍ଷୟିତ୍ରୀ ଶିକ୍ଷକ ମାନେ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁରୀ କଳା ସଂସ୍କୃତି ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଟୋନିସ ରୋହିଦାସ ସମ୍ଵର୍ଦ୍ଧିତ   08-Dec-2024
  ଜିଲ୍ଲା  
ନିଶା ନିବାରଣ ସଚେତନତା ନେଇ ବଜରଙ୍ଗ ଦଳ ପକ୍ଷରୁ ଗଣ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ   08-Dec-2024
  ଜିଲ୍ଲା  
ବରଗଡ ସୋହେଲାରେ ଚାଷୀ ସମାବେଶ, ଚାଷୀଭାଇମାନେ ପାଇଲେ ୮୦୦ ଟଙ୍କା ଇନ୍‌ପୁଟ ସହାୟତା, କ୍ବିଣ୍ଟାଲ ପିଚ୍ଛା ୩୧୦୦ ଟଙ୍କା   08-Dec-2024
  ଜିଲ୍ଲା  
ରୌପ୍ୟ ଜୟନ୍ତୀ ସମାରୋହ ଉଲୁଣ୍ଡା ବ୍ଲକ ରେ ପଏଁରୀ ତିହାର ସାଂସ୍କୃତିକ କାର୍ଯ୍ୟକ୍ରମ   08-Dec-2024
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ମିନି ଷ୍ଟାଡିୟମ ଠାରେ ଓଡିଶା ସରକାର ଙ୍କ ଇନପୁଟ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ   08-Dec-2024
  ଜିଲ୍ଲା  
ଜିଲ୍ଲାସ୍ତରୀୟ କୃଷକ ସମାବେଶ :   08-Dec-2024
  ଜିଲ୍ଲା  
ଡାବୁଗାଁ ରେ ଆଳୁ ବିହନ ବଣ୍ଟନ କାର୍ଯ୍ୟକ୍ରମ   08-Dec-2024
  ଜିଲ୍ଲା  
ଅତାବିରା ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା   08-Dec-2024
  ଜିଲ୍ଲା  
ଷ୍ଟେଟ୍ ୟୁନିୟନ୍ ଅଫ ଜର୍ଣାଲିଷ୍ଟର ଜୟପୁର ଠାରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ   08-Dec-2024
  ଜିଲ୍ଲା  
କଲ୍ଛିକଚାର କୁ ରାଜସ୍ବ ଗ୍ରାମର ମାନ୍ୟତା ଦାବି   08-Dec-2024
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ର ଶୁଭାରମ୍ଭ   08-Dec-2024
  ଜିଲ୍ଲା  
ତିନି ଦିନିଆ ବର୍ଣାଳି (ଲିଙ୍ଗ ସମତା) ତାଲିମ ଶିବିର   08-Dec-2024

You Might Also Like