-+91-9937148622 |

prerana_bgr@rediffmail.com |

  Monday 13th April 2026 |

| | | |

R.N.I. Regd No. ODIODI/2010/46693

Breaking News

*ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ*   (13-Apr-2026)       ||      ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗ   (13-Apr-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ   (13-Apr-2026)       ||      ସୁନ୍ଦରଗଡ ଜିଲ୍ଲା କୁରେଇବଗା ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ   (13-Apr-2026)       ||      ପୁରାତନ ଛାତ୍ରଙ୍କ ଗୁରୁପୂଜନ ଓ ବନ୍ଧୁମିଳନ   (13-Apr-2026)       ||      *ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   (12-Apr-2026)       ||      କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   (12-Apr-2026)       ||      *ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   (12-Apr-2026)       ||      ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି    (12-Apr-2026)       ||      ରାସ୍ତା କାମରେ ଅବହେଳା, ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି    (12-Apr-2026)       ||      ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନ, ବଲାଙ୍ଗିର ଜିଲ୍ଲା କମିଟୀର ତୃତୀୟ ଜିଲ୍ଲା ସମ୍ମିଳନୀ    (12-Apr-2026)       ||      ଦକ୍ଷ ସଂଗଠକ ପ୍ରମୋଦ ସାହୁଙ୍କ ଅକାଳ ବିୟୋଗରେ ଗାନ୍ଧି ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା    (12-Apr-2026)       ||      *ପ୍ରମାଣିକ ଚଳଚ୍ଚିତ୍ର ବନ୍ଦେ ମାଗୋ ସୋନପୁର ଲୋକାର୍ପିତ*- *ଉଦ୍ଘାଟନ କଲେ ଜିଲ୍ଲାପାଳ*-   (12-Apr-2026)       ||      ବିକାଶ କାମରେ ଦୁର୍ନୀତିଖୋରଙ୍କୁ ଘୋର ବିରୋଧ କରନ୍ତୁ ଲୋକେ: ନରସିଂହ   (12-Apr-2026)       ||      ଓଡିଆ ପକ୍ଷରେ କଳାକାର ସମ୍ଭର୍ଷିତ   (12-Apr-2026)       ||      ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯକ୍ରମ–୨୦୨୬ ଆଥଲେଟିକ୍ସ ଅନୁଷ୍ଠିତ   (12-Apr-2026)       ||      ସ୍ୱାସ୍ଥ୍ୟ ଶିବିର ପାଇଁ ଯୋଜନା   (12-Apr-2026)       ||      ନିଖିଳ ଓଡିଶା ଆଶା କର୍ମୀ ସଂଘ, ବଲାଙ୍ଗିର ଜିଲ୍ଲା କମିଟିର ବୈଠକ    (11-Apr-2026)       ||      କଣ୍ଟାବାଞ୍ଜି ଠାରେ ଜାତୀୟ ସେଭେନ ବ୍ଲକ ଜାତୀୟ ସ୍ତରୀୟ ରେଫରୀ ପରୀକ୍ଷା ଶିବିର ଉଦଘାଟିତ    (11-Apr-2026)       ||      ପିଏମ୍ ଶ୍ରୀ ମହାରାଜା ଉଚ୍ଚବିଦ୍ୟାଳୟ ର ପଞ୍ଚ ସଖା ଶିକ୍ଷା ସେତୁ ନୂତନ କମିଟି ଗଠନ   (11-Apr-2026)       ||     

HOME   ଜିଲ୍ଲା

ଲୋଇସିଂହା କଲେଜ ଖେଳ ପଡିଆ ଠାରେ ଲୋଇସିଂହା ଓମେନ ଫାର୍ମର ପ୍ରଡୁସର କମ୍ପାନୀ ଲି. ର ବାର୍ଷିକ ଅଧିବେଶନ ଅନୁଷ୍ଠିତ

30-Sep-2023



ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା କଲେଜ ଖେଳ ପଡିଆ ଠାରେ ଲୋଇସିଂହା ଓମେନ ଫାର୍ମର ପ୍ରଡୁସର କମ୍ପାନୀ ଲି. ର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ମହିଳା କୃଷକ ଉତ୍ପାଦକ କମ୍ପାନୀ ର ସଦସ୍ୟା ମାନେ ଉପସ୍ଥିତ ଥିଲେ l କମ୍ପାନୀ ର ଅଧ୍ୟକ୍ଷ୍ୟା ଶ୍ରୀମତୀଅଞ୍ଜଳି ନାଗ ଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସଭା ଆରମ୍ଭରୁ କମ୍ପା ନୀ ର ନିର୍ଦେଶିକା ମାନଙ୍କ ଦ୍ୱାରା ସ୍ବାଗତଂ ସଂଗୀ ତ ପରିବେଷଣକରାଯାଇ ଉପସ୍ଥିତ ଅତିଥି ତଥା କମ୍ପାନୀ ର ସଦ୍ୟସା ମାନଙ୍କୁ ଭବ୍ୟ ସ୍ୱା ଗତ କରା ଯାଇଥିଲା l ପରେ ପରେ ନିର୍ଦେଶିକା ଶ୍ରୀମତୀ ସୁନନ୍ଦା ବେଶରା ସ୍ବା ଗତଂ ଭାଷଣ ଦେବା ସହ ଅତିଥି ପରିଚୟ କରିଥିଲେ l ପରେଅଧ୍ୟକ୍ଷ୍ୟା ଶ୍ରୀମତୀ ଅଞ୍ଜଳି ନାଗ ବାର୍ଷିକ ବିବରଣୀ ପଠନ କରି ପ୍ରକାଶ କଲେ ଯେ ବର୍ତମାନ କମ୍ପାନୀ ଲୋଇସିଂ ହା ବ୍ଲକ ରେ ୧୨ଗୋଟି ପଂଚାୟତ ରେ କାର୍ଯ୍ୟ କରୁଅଛି ଏବଂ ଏବେ କମ୍ପାନୀ ରେ ୮ ଶହ ରୁ ଉର୍ଦ୍ଧ ମହିଳା ଚାଷୀ ଅଂ ଶୀଦା ର ଭାବେ ଜଡିତ ଅଛନ୍ତି, ଏହିସଂ ଖ୍ୟା କୁ ଆସନ୍ତା ବର୍ଷ ୨୦୨୫ ସୁଦ୍ଧା ୩ ହଜାର ମହିଳା ଚଷିନୁ ଯୋଡିବା ର ଯୋଜନା ରହିଛି l ୨୦୨୨ ଖରିଫ ଋତୁ ରେ ୧୩୯୭ କୁଇଣ୍ଟା ଲ ଧାନ ସଦସ୍ୟା ମାନଙ୍କ ଠା ରୁ କିଣା ଯାଇଅଛି, ଏଥିରେ
ପୂଜା ,ସ୍ୱର୍ଣ୍ଣା, ଯମୁନା ,୨୦୦୧, ୧୧୫୩, ୧୧୫୬ ଏବଂ ସ୍ୱର୍ଣ୍ଣା ସବ-୧ ଇତ୍ୟାଦି ଧା ନ ଗୁଡିକ ରହି ଅଛି l
କମ୍ପାନୀ ବିଭିନ୍ନ ସମୟରେ ଫାଉଣ୍ଡେସନ ଧାନ କୃଷିବିଜ୍ଞାନ କେନ୍ଦ୍ର,କଳାହାଣ୍ଡି, ଇରୀ, କଟକ ପ୍ରସାଦ ଧାନବିହନକେନ୍ଦ୍ର ଠା ରୁ ଆଣିଅଛି l ବର୍ତମା ନ କମ୍ପାନୀ ର ଅଂଶଧନ ଭା ବେ ୧୦,୮୭,୫୦୦ ଟଙ୍କା ଜମା ହୋଇଥିବା ବେଳେ 
ପ୍ରଥମ ବର୍ଷରେ କମ୍ପାନୀ ଦ୍ୱାରା କେବଳ ଧାନବିହନ ବ୍ୟବସା ୟ ହିଁ କରା ଯା ଇପା ରିଅଛି, ଆସନ୍ତା ଭବିଷ୍ୟତରେ ଆହୁରିଅନେ କ ବ୍ୟବସା ୟ କରାଯା ଇ କମ୍ପା ନୀ କୁ ଏବଂ ଅଂଶୀଦାର ମା ନଙ୍କୁ ଲାଭା ନ୍ବିତ କରାଯିବା ର ଯୋଜନା କରାଯାଇଛି l ଏତଦ ବ୍ୟତୀତକମ୍ପା ନୀ ର କର୍ମଚାରୀ ,ନିର୍ଦେଶିକା , ସଦସ୍ୟା ମାନଙ୍କ ବୌ ଦ୍ଧିକ ବୃଦ୍ଧି ନିମନ୍ତେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ତାଲିମ କା ର୍ଯ୍ୟ ଅନୁଷ୍ଠିତ ହୋଇଅଛି ଏବଂ ଆଗକୁ ମଧ୍ୟ ଅନେକ ଯୋ ଜନା କରିବାର ଅଛି l କମ୍ପା ନୀ ର ନିର୍ଦେଶିକା ଶ୍ରୀମତୀ ଜୁଲି ପ୍ରଧାନ ଏବଂ ଶ୍ରୀମତୀ ଇତିଶ୍ରୀ ଦାଶ ଆଗାମୀ ବର୍ଷର ଯୋଜନା ବିଷୟରେ ସୂଚନାଦେବା ସହିତ ବା ର୍ଷିକ ବଜେଟକୁ ଆଗତ କରିଥିଲେ l ଅନ୍ତରାଷ୍ଟ୍ରୀୟ ଧାନ ଗବେଷଣା କେନ୍ଦ୍ର ସଂସ୍ଥା ର ସ୍ପେସିଆଲିଷ୍ଟ ଶ୍ରୀଯୁକ୍ତ ଦିଲ୍ଲୀପ ରା ଉତ କହିଥିଲେ ପ୍ରକାଶ କଲେ ଆପଣଙ୍କ ଚାଷୀ ଉତ୍ପାଦକ କମ୍ପା ନୀ ଯେ ଉଁଭଳି ଭାବେ ଅଳ୍ପ ସମୟରେ ଅନେ କ ବ୍ୟବସାୟ ତଥା ଅଂ ଶୀ ଦା ର ଭା ବେ ୮୦୦ ରୁ ଉର୍ଦ୍ଧ ଲୋ କଙ୍କୁ ଜଡିତ କରି ପାରିଛି ତା ହା ବହୁତ ବଡ ବିଷୟ କାହିଁକିନା ଗୋଟିଏ ବର୍ଷ ମଧ୍ୟ ରେ କୋଟିଏ ଟଙ୍କା ରୁ ଅଧିକ ବଜେଟ କରି
ତା ହା କୁ ସଠିକ ବିନିଯୋ ଗ କରି ଦେଖାଇବା ତାହା ନିଶ୍ଚିତ ଐତିହାସିକ l ଚାଷୀ ଉତ୍ପାଦ କମ୍ପା ନୀ ର ଆଗକୁ ବଢିବା ର ଯେ ଉଁ ସବୁ ମୂଳକଥା
ରହିଅଛି ସେ ସବୁ ମଧ୍ୟରୁ ଅନ୍ୟତମ ଅଛି ସା ଧୁତା ବା ସଚୋ ଟପନ ଯାହା ଆପଣଙ୍କ କମ୍ପାନୀ ର ସର୍ବୋତ୍ତମ ସ୍ତରରେ ଅଛି ବୋଲିଅନୁଭବ କରିପାରିଲି ସେଥି ନିମନ୍ତେ ଆପଣ ସମସ୍ତଙ୍କୁ ଧନ୍ୟବାଦ ଆସେସ ଲାଇଭଲିହୁଡ୍ସ ଫାଉଣ୍ଡେସନ ର ପ୍ରକଳ୍ପ ମୁଖ୍ୟ ଶ୍ରୀ ବିଶ୍ୱରଂଜନ ପରିଡା କହିଥିଲେ କିଲୋଇସିଂହା ଓମେନ ଫାର୍ମର ପ୍ରଡୁସର କମ୍ପାନୀ ଲି. ରେ ଯେ ଉଁ ସବୁ ଯୋ ଜନା
କରା ଯା ଇଅଛି ସେଥି ମଧ୍ୟରୁ ବ୍ୟବସା ୟ ଲା ଗି ହେ ବା କୁ ଥିବା ଆବଶ୍ୟକୀୟ ସହଯୋଗ ଏବଂ ସା ହା ଯ୍ୟ ଆସେସ ଲାଇଭଲିହୁଡ୍ସ 
ଫାଉଣ୍ଡେସନ ତରଫ ରୁ କରା ଯିବ , ବାର୍ଷିକ ସା ଧା ରଣ ସଭା କମ୍ପା ନୀ ର ସମସ୍ତ ସଦ୍ୟସା ମା ନଙ୍କ ନିମନ୍ତେ ଅତ୍ୟନ୍ତଗୁରୁତ୍ୱପୂର୍ଣ କା ହିଁକିନା ସମସ୍ତ ସଦ୍ୟସା ଜଣେ ଜଣେ ମା ଲିକ ଏହି କମ୍ପା ନୀ ର ତେ ଣୁକରି କଂ ପା ନୀ ରେ ହେ ଉଥିବା ସମସ୍ତ ବ୍ୟବସା ୟ ରଆୟ ବ୍ୟୟ ତଥା ଲାଭ ର ସବିଶେ ଷ ସୂଚନା ରହିବ ଆପଣଙ୍କ ଅଧିକା ର l ଏତଦ ବ୍ୟତିତ ତିନି ଜଣ ସର୍ବୋତ୍ତମ ମହିଳା ଚା ଷୀ ଙ୍କୁ ପୁରସ୍କୃତ କରାଯିବା ସହିତ ସଦ୍ୟସା ମା ନଙ୍କର ଅଭିଜ୍ଞନ୍ତା ମା ନଜା ଣିବା କୁ ମିଳିଥିଲା l କମ୍ପା ନୀ ମା ଧ୍ୟମରେ ଚା ଲୁଥିବା ମହିଳା ଉଦ୍ୟୋ ଗୀ କା ର୍ଯ୍ୟକର୍ମର ପରୀ କ୍ଷର୍ଥୀ ଶ୍ରୀ ମତୀ କ୍ଷିତିସୂତା ବିଶ୍ୱା ଳ ଙ୍କଅନୁଭବ ଅଭିଭାଷଣରେ କହିଥିଲେ କି ସିଏ କିଭଳି ଜଣେ ସା ଧା ରଣ ଗୃହଣି ରୁ ଆଜି ଜଣେ ସଫଳ ବ୍ୟବସାୟୀ ଭା ବେ ଜୀବନ ପରିବର୍ତ୍ତନକରିଛନ୍ତି l ଲୋଇସିଂହା ଓମେନ ଫାର୍ମର ପ୍ରଡୁସର କମ୍ପାନୀ ଲି. ର କର୍ମଚା ରୀ ଶ୍ରୀ ସୁମନ୍ତବିଶ୍ୱାଳ କମ୍ପା ନୀ ର ଲକ୍ଷ୍ୟ , ଉଦ୍ଦେଶ୍ୟ ଏବଂ ନିଜର ପ୍ରାରମ୍ଭିକ ଅନୁଭବ ବିଷୟରେ ସବିଶେ ଷ ବିବରଣୀ ପ୍ରଦା ନ କରିଥିଲେ l ଏହା ବ୍ୟତିତ କାର୍ଯ୍ୟକ୍ରମ ପରେ ସଦସ୍ୟା ଙ୍କ ଖେଳକୁଦ ପ୍ରତିଯୋଗିତା ହୋ ଇଥିଲା , ସମସ୍ତ ଖେ ଳା କୃତି ପ୍ରତିଯୋଗୀ ଙ୍କୁପୁରସ୍କୃତ କରାଯିବା ସହ କାର୍ଯ୍ୟକ୍ରମ ସମାପ୍ତ କରାଗଲା l


News Comment




Photo in News

Advertisment
Lastest News
  ଜିଲ୍ଲା  
*ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ*   13-Apr-2026
  ଜିଲ୍ଲା  
ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗ   13-Apr-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ   13-Apr-2026
  ଜିଲ୍ଲା  
ସୁନ୍ଦରଗଡ ଜିଲ୍ଲା କୁରେଇବଗା ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ   13-Apr-2026
  ଜିଲ୍ଲା  
ପୁରାତନ ଛାତ୍ରଙ୍କ ଗୁରୁପୂଜନ ଓ ବନ୍ଧୁମିଳନ   13-Apr-2026
  ଜିଲ୍ଲା  
*ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   12-Apr-2026
  ଜିଲ୍ଲା  
କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   12-Apr-2026
  ଜିଲ୍ଲା  
*ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   12-Apr-2026
  ଜିଲ୍ଲା  
ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି   12-Apr-2026
  ଜିଲ୍ଲା  
ରାସ୍ତା କାମରେ ଅବହେଳା, ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି   12-Apr-2026
  ଜିଲ୍ଲା  
ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନ, ବଲାଙ୍ଗିର ଜିଲ୍ଲା କମିଟୀର ତୃତୀୟ ଜିଲ୍ଲା ସମ୍ମିଳନୀ   12-Apr-2026
  ଜିଲ୍ଲା  
ଦକ୍ଷ ସଂଗଠକ ପ୍ରମୋଦ ସାହୁଙ୍କ ଅକାଳ ବିୟୋଗରେ ଗାନ୍ଧି ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା   12-Apr-2026

You Might Also Like