-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
29-Sep-2023
ବଲାଙ୍ଗିର (ପ୍ରେରଣା ଖବର ): ଜିଲ୍ଲା ଯୋଜନା କମିଟି ର ସଦସ୍ୟ ଭାବରେ ବଲାଙ୍ଗୀର ମୁନିସିପାଲିଟି ୱାର୍ଡ ନମ୍ବର ୭ ର କାଉନସିଲର ସମ୍ଭୁ ନାଗ ଓ ୱାର୍ଡ ନମ୍ବର ୧୪ ର କାଉନସିଲର ସଞ୍ଜୁ ଲତା ଦନ୍ତl ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି l ଜିଲ୍ଲାର ୨ ମୁନିସିପାଲିଟି ଓ ୩ ଏନ୍ ଏ ସି ର ମୋଟ୍ ୮୩ ଜଣ କାଉନସିଲରଙ୍କୁ ନେଇ ଅନୁଷ୍ଠିତ ଭୋଟ ରେ ଏହି ଦୁଇ କାଉନସିଲର ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି l ନବ ମନୋନୀତ ଦୁଇ କାଉନସିଲରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି l