-+91-9937148622 |

prerana_bgr@rediffmail.com |

  Saturday 13th December 2025 |

| | | |

R.N.I. Regd No. ODIODI/2010/46693

Breaking News

ସିନାପାଲି ବ୍ଲକ ସ୍ତରୀୟ କାର୍ଯ୍ୟାଳୟରେ ନିରନ୍ତର ବିକାଶ ତାଲିମ ଶିବିର ଅନୁଷ୍ଠିତ l   (13-Dec-2025)       ||      ଲୁତୁରପଙ୍କ କ୍ରିକେଟ କପ୍ ର ଚଏସ ଲଳିଙ୍ଗ ଉତ୍ସବ   (13-Dec-2025)       ||      ତୋଷାଳୀ ବିଦ୍ୟାମନ୍ଦିରର ସପ୍ତମ ବାର୍ଷିକ କ୍ରୀଡା ଉତ୍ସବ   (13-Dec-2025)       ||      ବନବିଭାଗ ର ବଡ ସଫଳତା, ୪ ଟ୍ରାକ୍ଟର ଖଇର ଗଣ୍ଡି ଜବତ, ହେଲେ କାଠ ମାଫିଆ କିମ୍ବା ଗାଡି ଜବତ କରିବାରେ ବିଫଳ   (13-Dec-2025)       ||      ନୂଆପଡାରେ ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Dec-2025)       ||      ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ    (13-Dec-2025)       ||      ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ    (13-Dec-2025)       ||      ଝାରସୁଗୁଡ଼ା: ଏସ୍. ୟୁ. ଜେ ର ଫେବୃଆରୀ ୧୧ ରାଜ୍ୟ ବାର୍ଷିକ ଉତ୍ସବର ରୂପରେଖ ସମ୍ପର୍କରେ ଆଲୋଚନା    (12-Dec-2025)       ||      ବାଲେଶ୍ୱର – ଜିଲ୍ଲାସ୍ତରୀୟ ଯୁବୋତ୍ସବ ଉଦଘାଟିତ   (12-Dec-2025)       ||      ବୁଢୀବଲଣ୍ଡl ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ଅର୍ଥ ତୋଷlରପାତ ମାମଲାରେ ୪ବର୍ଷ ଜେଲ ଦଣ୍ଡାଦେଶ   (12-Dec-2025)       ||      ଜିଲ୍ଲାସ୍ତରୀୟ ଯୁବୋତ୍ସବ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା   (12-Dec-2025)       ||      *ନୂଆପଡ଼ା ଜିଲ୍ଲା ଯୋଙ୍କ ପୋଲିସ କୁ ବଡ ସଫଳତା, ୫୭ ଜଣ ଦାଦନ ଶ୍ରମିକ ମହିଳା,ଓ ନାବାଳକ ଙ୍କୁ ଉଦ୍ଧାର, ଜଣେ ଦଲାଲ ଗିରଫ*   (12-Dec-2025)       ||      କୃଷି ସମବାୟ ସମିତି ବୋଡ଼େନରେ ଧାନ ମଣ୍ଡି ଉଦଘାଟନ   (12-Dec-2025)       ||      ହିତାଧିକାରୀଙ୍କୁ ଅଧିକାରୀଙ୍କ ଜୁହାର,ଘର ସମ୍ପୂର୍ଣ୍ଣ କରିବାକୁ ଅନୁରୋଧ   (12-Dec-2025)       ||      ହଧାନର ମନ୍ଥରତାରୁ ସମାଧାନ ପାଇଁ ଅତାବିରା ଏନ୍ଏସି ସ୍ତରୀୟ ଚାଷୀଙ୍କ ବୈଠକ   (12-Dec-2025)       ||      *ଉପ ଜିଲ୍ଲାପାଳ ଓ ଡିଏସପି ଙ୍କୁ ସହର ବାସୀଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଧନା*-   (12-Dec-2025)       ||      *ଆସନ୍ତା କାଲି ଠୁ ସୁବର୍ଣ୍ଣପୁର ଡିଷ୍ଟ୍ରିକ୍ ଏନୁଏଲ ଏଥଲେଟିକ ମିଟ*   (12-Dec-2025)       ||      *ନବରଙ୍ଗପୁରରେ କ୍ଷତ୍ରିୟ ଧାକଡ ସମାଜ ପଦାଧିକାରୀ ବୈଠକ*   (12-Dec-2025)       ||      ମନମୁଣ୍ଡା ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ    (12-Dec-2025)       ||      ମଣ୍ଡଳସ୍ତରୀୟ କୁଇଜ୍ ପ୍ରତିଯୋଗିତା    (12-Dec-2025)       ||     

HOME   ଜିଲ୍ଲା

ଆୟୁଷ ଡାକ୍ତର ଙ୍କ ଆନ୍ଦୋଳନ କୁ ସମର୍ଥନ ଜଣାଇଲେ ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରୀ ନାୟକ*

04-Sep-2023




      ସମ୍ବଲପୁର .(ସଂଜୀବପାଣିଗ୍ରାହୀ) - ରାଜ୍ୟ ରେ ଆୟୁଷ ଡାକ୍ତର ପଦବୀ ସୃଷ୍ଟି ଓ ସେଗୁଡ଼ିକର ଆୟୁଷ ଡାକ୍ତର ଙ୍କ ସ୍ଥାୟି ନିଯୁକ୍ତି ଦାବୀ କୁ ନେଇ ସମଗ୍ର ରାଜ୍ୟ ରେ ୭ ଟି ସ୍ଥାନରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ ଚାଳିଛି । ସମ୍ବଲପୁର ମାଝିପାଲି ଠାରେ ଥିବା ହୋମିପାଥିକ ମହାବିଦ୍ୟାଳୟ ରେ ମଧ୍ୟ ଆୟୁଷ ଡାକ୍ତର ମାନେ ଏହି ଆନ୍ଦୋଳନ ଜାରୀ ରଖିଛନ୍ତି । ଆନ୍ଦୋଳନ ର ତୃତୀୟ ଦିନରେ ଆଜି ସେମାନଙ୍କର ଆନ୍ଦୋଳନ କୁ ସମର୍ଥନ ଜଣେଇବା ପାଇଁ ପହଞ୍ଚି ଥିଲେ ରେଙ୍ଗାଲି ବିଧାୟକ ଶ୍ରୀ ନାଉରୀ ନାୟକ । ଆନ୍ଦୋଳନରତ ଛାତ୍ରଛାତ୍ରୀ ଙ୍କ ସହିତ ଧାରଣାରେ ବସିଥିଲେ ।
      ଆନ୍ଦୋଳନ ରେ ଯୋଗ ଦେଇ ବିଧାୟକ ଶ୍ରୀ ନାଉରୀ ନାୟକ କହିଛନ୍ତି ଯେ....
*ଦୀର୍ଘ ୨୩ ବର୍ଷ ଧରି ରାଜ୍ୟ ରେ ନିରଙ୍କୁଶ ଭାବରେ ଶାସନ କଳା ପରେ ମଧ୍ଯ ରାଜ୍ୟବାସୀ ଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗେଇ ଦେବାରେ ଏଇ ସରକାର ଅସଫଳ ରହିଛନ୍ତି । ସ୍ବାସ୍ଥ୍ୟ ସେବା ଭଳି ଏକ ଜରୁରିକାଳୀନ ଓ ଗୁରୁତ୍ୱପୂର୍ଣ୍ଣ ସେବା ରେ ମଧ୍ଯ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । କେନ୍ଦ୍ର ସରକାର ସମଗ୍ର ଦେଶର ଆୟୁଷ ଡାକ୍ତର ଙ୍କୁ ଗୁରୁତ୍ଵ ଦେଉଥିବା ବେଳେ ଆମ ରାଜ୍ୟ ସରକାର ଏଦିଗରେ ନୀରବଦ୍ରଷ୍ଟା ସାଜିଛନ୍ତି । ରାଜ୍ୟ ରେ ହଜାର ହଜାର ଆୟୁଷ ଡାକ୍ତର ଶିକ୍ଷା ଲାଭ କରି ବେକାରୀ ବସିଥିବା ବେଳେ, ରାଜ୍ୟ ସରକାର ଆୟୁଷ ଡାକ୍ତର ପଦବୀ ସୃଷ୍ଟି କରି, ତାଙ୍କୁ ସ୍ଥାୟୀ ନିଯୁକ୍ତି ଦେଇ ରାଜ୍ୟବସୀ ଙ୍କୁ ସ୍ବାସ୍ଥ୍ୟ ସେବା ପହଞ୍ଚାଇ ପାରୁ ନାହାଁନ୍ତି । ରାଜ୍ୟ ରେ ଶେଷ ଥର ପାଇଁ ୨୧ ବର୍ଷ ପୁର୍ବରୁ ଖୁବ୍ କମ୍ ପଦବୀ ଭର୍ତ୍ତି ହୋଇଥିବ ବେଳେ ଆଜି ଯାଏଁ ଆଉ ପଦବୀ ସୃଷ୍ଟି କରାଯାଇ ନାହିଁ କି ନିଯୁକ୍ତି ଦିଆଯାଇ ନାହିଁ ।*
     *ଏହା ସହିତ ରାଜ୍ୟ ରେ ମୋଟ ୫୬୨ଟି ହୋମିଓପାଥିକ ଓ ୬୧୯ଟି ଆୟୁର୍ବେଦିକ ଡିସ୍ପେନ୍ସରି ରହିଛି । କିନ୍ତୁ, ଦୁଃଖର କଥା ଯେ ସମସ୍ତ ପ୍ରସଙ୍ଗ ଭଳି ସ୍ୱାସ୍ଥ୍ୟ ସେବା କ୍ଷେତ୍ର ରେ ମଧ୍ଯ ସରକାର ଚିରାଚରିତ ଢଙ୍ଗରେ ତାଙ୍କର ପାତରଅନ୍ତର ନୀତି ଅବଲମ୍ବନ କରୁଛନ୍ତି । ଏହି ୧୧୮୧ ଗୋଟି  ଡିସ୍ପେନ୍ସରି ମଧ୍ୟରୁ ୮୦ ପ୍ରତିଶତ ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବାବେକେ ମାତ୍ର ୨୦ପ୍ରତିଶତ ପଶ୍ଚିମାଞ୍ଚଳ ରେ ରହିଛି । ଯାହାକି ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ଘଟଣା ।*
    *ଏଣୁ ରାଜ୍ୟ ରେ ଆନ୍ଦୋଳନରତ ଆୟୁଷ ଡାକ୍ତର ଙ୍କ ସମସ୍ତ ଦାବିକୁ ଯଥୋଚିତ୍ ସମ୍ମନ୍ ଦେଇ ସେଗୁଡିକ ର ଶିଘ୍ର ଓ ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ।*
    ଓଡ଼ିଶା ବିଧାନସଭାର ଆସନ୍ତା ଅଧିବେଶନ ସୁଦ୍ଧା ଦାବୀ ପୂରଣ ନ ହେଲେ, ମୁଁ ବିଧାନସଭାରେ ଏହି ଦାବୀ କୁ ନେଇ ଦୃଢ଼ ଶଦ୍ଦରେ ସ୍ୱରଉତ୍ତୋଲନ କରିବି ବୋଲି ସେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।
    ଆଜିର ଆନ୍ଦୋଳନ ରେ ବିଧାୟକ *ଶ୍ରୀ ନାଉରୀ ନାୟକ* ଙ୍କ ସମେତ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ *ଆଶିଷ ହୋତା*, ଶାସନ ମଣ୍ଡଳ ସାଧାରଣ ସମ୍ପାଦକ *ମଣ୍ଟ ଭୋଇ* ଓ ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ *ମାନସ ରଞ୍ଜନ ବକ୍ସି* ସାମିଲ ଥିଲେ ।

 


News Comment




Photo in News

Advertisment
Lastest News
  ଜିଲ୍ଲା  
ସିନାପାଲି ବ୍ଲକ ସ୍ତରୀୟ କାର୍ଯ୍ୟାଳୟରେ ନିରନ୍ତର ବିକାଶ ତାଲିମ ଶିବିର ଅନୁଷ୍ଠିତ l   13-Dec-2025
  ଜିଲ୍ଲା  
ଲୁତୁରପଙ୍କ କ୍ରିକେଟ କପ୍ ର ଚଏସ ଲଳିଙ୍ଗ ଉତ୍ସବ   13-Dec-2025
  ଜିଲ୍ଲା  
ତୋଷାଳୀ ବିଦ୍ୟାମନ୍ଦିରର ସପ୍ତମ ବାର୍ଷିକ କ୍ରୀଡା ଉତ୍ସବ   13-Dec-2025
  ଜିଲ୍ଲା  
ବନବିଭାଗ ର ବଡ ସଫଳତା, ୪ ଟ୍ରାକ୍ଟର ଖଇର ଗଣ୍ଡି ଜବତ, ହେଲେ କାଠ ମାଫିଆ କିମ୍ବା ଗାଡି ଜବତ କରିବାରେ ବିଫଳ   13-Dec-2025
  ଜିଲ୍ଲା  
ନୂଆପଡାରେ ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର କାର୍ଯ୍ୟକ୍ରମ ଅନୁଷ୍ଠିତ   13-Dec-2025
  ଜିଲ୍ଲା  
ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ   13-Dec-2025
  ଜିଲ୍ଲା  
ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ   13-Dec-2025
  ଜିଲ୍ଲା  
ଝାରସୁଗୁଡ଼ା: ଏସ୍. ୟୁ. ଜେ ର ଫେବୃଆରୀ ୧୧ ରାଜ୍ୟ ବାର୍ଷିକ ଉତ୍ସବର ରୂପରେଖ ସମ୍ପର୍କରେ ଆଲୋଚନା   12-Dec-2025
  ଜିଲ୍ଲା  
ବାଲେଶ୍ୱର – ଜିଲ୍ଲାସ୍ତରୀୟ ଯୁବୋତ୍ସବ ଉଦଘାଟିତ   12-Dec-2025
  ଜିଲ୍ଲା  
ବୁଢୀବଲଣ୍ଡl ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ଅର୍ଥ ତୋଷlରପାତ ମାମଲାରେ ୪ବର୍ଷ ଜେଲ ଦଣ୍ଡାଦେଶ   12-Dec-2025
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଯୁବୋତ୍ସବ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା   12-Dec-2025
  ଜିଲ୍ଲା  
*ନୂଆପଡ଼ା ଜିଲ୍ଲା ଯୋଙ୍କ ପୋଲିସ କୁ ବଡ ସଫଳତା, ୫୭ ଜଣ ଦାଦନ ଶ୍ରମିକ ମହିଳା,ଓ ନାବାଳକ ଙ୍କୁ ଉଦ୍ଧାର, ଜଣେ ଦଲାଲ ଗିରଫ*   12-Dec-2025

You Might Also Like