-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
27-Aug-2023
ସୋନପୁର(ମନୋରଞ୍ଜନ ତ୍ରିପାଠୀ) - ସୋନପୁର - ସୁବର୍ଣ୍ଣପୁର ଜ଼ିଲ୍ଲା କ୍ରୀଡା ସଂଘ ପକ୍ଷ ରୁ ଆୟୋଜିତ ସିନିୟର ଫୂଟବଲ ଲିଗ ର ତୃତୀୟ ଦିବସ ରେ ତରଭା ଜୋନ ର ପ୍ରଥମ ମ୍ୟାଚ ରେ କମସରା ଏଫ ସି 4-3 ପେନାଲଟି ଗୋଲ ରେ ବିଜୟୀ ହୋଇ ଥିବା ବେଳେ ଦ୍ଵିତୀୟ ମ୍ୟାଚ ରେ ବାଲଖମାର ଦଳ 2-0 ଗୋଲ ରେ ବିଜୟୀ ହୋଇ ଛନ୍ତି l ଏବଂ ଆସନ୍ତା କାଲି ଉଭୟ ବିଜୟୀ ଦଳ ର ସେମି ଫାଇନାଲ ମ୍ୟାଚ ର ବିଜେତା ଦଳ ତରଭା ଜୋନ ର ଫାଇନାଲ ମ୍ୟାଚ ଖେଳିବ ବୋଲି କ୍ରୀଡା ସଂଘ ସମ୍ପାଦକ ପିୟୁଷ ପଣ୍ଡା ଙ୍କ ଠାରୁ ସୂଚନା ମିଳିଛି l