-+91-9937148622 |

prerana_bgr@rediffmail.com |

  Sunday 13th October 2024 |

| | | |

R.N.I. Regd No. ODIODI/2010/46693

Breaking News

ବିଜେପୁର ଦୁର୍ଗା ପୂଜା କମିଟି ପକ୍ଷରୁ ମିଠା ଅନ୍ନ-ଭୋଗ ର ଆୟୋଜନ   (13-Oct-2024)       ||      ଦଶହରା ଉପଲକ୍ଷେ ରାଧାରାଣୀ ପଡାରେ ସ୍ପେଶିଆଲ୍ ମୁଗ ହଲୱା ବଣ୍ଟନ   (13-Oct-2024)       ||      ରଥପୁର ଦୁର୍ଗାପୂଜା କମଟି ପକ୍ଷରୁ ରକ୍ତଦାନ ଶିବର    (13-Oct-2024)       ||      *ମା ସୁରେଶ୍ଵରୀ ଙ୍କ ପୀଠରେ ଆୟୋଜିତ ନବ ଦିନାତ୍ମକ ଚଣ୍ଡୀ ଯଜ୍ଞ ଉଦଯାପିତ*-- *ମା ଙ୍କ କୃପା ଲାଭ କରି ଯଜ୍ଞ ରେ ସାମିଲ୍ ହେଲେ ବହୂ ବିଶିଷ୍ଟ ବ୍ୟକ୍ତି*   (13-Oct-2024)       ||      ବୀରମହାରାଜପୁର ବଜରଙ୍ଗ ଦଳର ଶସ୍ତ୍ର ପୂଜା   (13-Oct-2024)       ||      ବଲାଙ୍ଗୀର: ଧର୍ମପରାୟଣ ମହିଳାଙ୍କ ପରଲୋକ   (13-Oct-2024)       ||      ପୁଣି ଫେରୁଛନ୍ତି କି ବାଂଲାଦେଶୀ? ହିନ୍ଦୁ ମହାସଂଘ ପକ୍ଷରୁ ସତର୍କ ସୂଚନା*   (13-Oct-2024)       ||      କାମ୍ପା ଯୋଜନାରେ ବ୍ୟାପକ ଦୁର୍ନୀତି: ଉପମୁଖ୍ୟମନ୍ତ୍ରୀଙ୍କ ତନାଘନା : ଭିଜିଲାନ୍ସ ଆଣିଲା ଫାଇଲ୍ : ରାତିଅଧିଆ ଫରେଷ୍ଟରଙ୍କୁ ନିଲମ୍ବନ    (13-Oct-2024)       ||      ନବଦିନାତ୍ମକ ନବଦୁର୍ଗା ପୂଜନ ଉଦଯାପିତ ହେଲା ବୁଧାପାଲିରେ   (13-Oct-2024)       ||      ବଲାଙ୍ଗୀର ରେଞ୍ଜ୍ ରେ ପୁଣି ଏକ ଦନ୍ତାର ମୃତ୍ୟୁ ! ଏଲିଫ୍ୟାଣ୍ଟ୍ ଟ୍ରାକରମାନେ ଅଧିକାରୀଙ୍କ ଘରୋଇ ଚାକର    (13-Oct-2024)       ||      ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଙ୍କୁ ଡାବୁଗାଁ ଦୂର୍ଗା ପୂଜା କମିଟି ଦ୍ବାରା ସ୍ବାଗତ   (12-Oct-2024)       ||      ଦ୍ଵୀ ଦିଵସୀୟ ଫୁଟଵଲ ଟୁଣ୍ଣାମେଣ୍ଟ ଅନୁଷ୍ଟିତ   (12-Oct-2024)       ||      ବିଜେପୁର ଦୁର୍ଗା ମଣ୍ଡପରେ ନବକୁମାରୀ ପୂଜା ଅନୁଷ୍ଠିତ   (12-Oct-2024)       ||      ଚଳନା ରେ ପଞ୍ଚ ବାର୍ଷିକ କ୍ଷତ୍ରୀୟ ଖଣ୍ଡା ପୂଜା ପାଳିତ   (12-Oct-2024)       ||      ପାଇକ ସମାଜ ପକ୍ଷରୁ ଖଣ୍ଡା ପୂଜା ବିଜୟ ଦଶମୀ ପର୍ବ ପାଳନ ।   (12-Oct-2024)       ||      ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ– ୨୦୨୪ ପାଳିତ    (12-Oct-2024)       ||      ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶାରଦୀୟ ସଂଖ୍ୟା ସୁବର୍ଣ୍ଣଦୀପ ଲୋକାର୍ପିତ   (12-Oct-2024)       ||      ଝାର ତରଭା ରୁ କଟାପାଲି ସଂଯୋଗୀ ରାସ୍ତା ବିପର୍ଯ୍ୟସ୍ତ     (11-Oct-2024)       ||      ମାହେଶ୍ଵରୀ ମନ୍ଦିରରେ ଦଶହରା ପୂଜା ଏବଂ ଡୁମାଲ ସମ୍ପ୍ରଦାୟର ନୂଆଁଖାଇ ପର୍ବ ପାଳନ   (12-Oct-2024)       ||      ନବରାତ୍ରୀର ଅନ୍ତିମ ଦିନ କନ୍ୟା ପୂଜନ ଦିବସ*   (11-Oct-2024)       ||     

HOME   ଜିଲ୍ଲା

ଚନ୍ଦ୍ରଯାନ ର ସଫଳ ଅବତରଣ ପାଇଁ ଉତଫୁଲ୍ଲିତ କଲେଜ ଛାତ୍ରୀଙ୍କ ଚମତ୍କାର ପ୍ରଦର୍ଶନ

24-Aug-2023



ସୋନପୁର (ମନୋରଞ୍ଜନ ତ୍ରିପାଠୀ ): ଦୀର୍ଘ  ୪୦ ଦିନ ବ୍ୟାପି ଚନ୍ଦ୍ରଯାନ -୩ ର ଉତ୍କଣ୍ଠାପୂର୍ଣ୍ଣ ଯାତ୍ରା  ରେ ଭାରତ ଆଜି ଚତୁର୍ଥ ନମ୍ବର ଦେଶ ଭାବେ ସଫଳ ହୋଇଥିବାରୁ  ଇସ୍ରୋ ବୈଜ୍ଞାନିକ ଙ୍କ ସହ ସାରା ଭାରତ ବାସୀ ଉତଫୁଲ୍ଲିତ ହୋଇ ଉଠିଛନ୍ତି l  ଏହାର ସଫଳ ଅବତରଣ ପାଇଁ ଗତ କାଲି ସୁବର୍ଣ୍ଣପୁର ଶ୍ରୀ ଗୋପାଳଜୀ ତଡିତ. ମନ୍ତ୍ର ଶ୍ୱାସ ଯୋଗାଳୟ ଠାରେ ୧୦୮ଥର ସାମୁହିକ ମହା ମୃତ୍ୟୁଞ୍ଜୟ ମନ୍ତ୍ର ପଠନ କରାଯାଇଥିଲା l ଏବଂ ଏହାର ଐତିହାସିକ ସଫଳତା ପରେ ଏହି ଅନୁଷ୍ଠାନ ସମେତ ଗତ କାଲି   ସନ୍ଧ୍ୟା ରେ ସୋନପୁର ନିଉଁ ଟାଉନ ହଲ ଠାରେ ମଧ୍ୟ ଏକ ବର୍ଣାଢ୍ୟ ଉତ୍ସବ ରେ ହଜାର ସଂଖ୍ୟକ ସହର ବାସୀ  ଜ଼ିଲ୍ଲା ପ୍ରଶାସନ ର ଉପସ୍ଥିତ ବୁଦ୍ଧି ବଳ ରେ ଏହାର ସିଧା ପ୍ରସାରଣ ଦେଖିଵା ର ସୁଯୋଗ ନେଲେ l ଏବଂ ଖୁବ ମଜାନେଲେ l ଆଜି ସୋନପୁର ବିଜୁ ପଟ୍ଟନାୟକ ମହିଳା  ଡିଗ୍ରୀ କଲେଜ ଛାତ୍ରୀ ମାନେ ବିମୁଗ୍ଧ ହୋଇ ଏକ ଆକର୍ଷଣୀୟ ଡେମୋ ମାଧ୍ୟମ ରେ ଇସ୍ରୋ ବୈଜ୍ଞାନିକ ମାନଙ୍କୁ କୃତଜ୍ଞତା ଜଣାଇ ତାଙ୍କ ଦୀର୍ଘାୟୁ କାମନା କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଜେପୁର ଦୁର୍ଗା ପୂଜା କମିଟି ପକ୍ଷରୁ ମିଠା ଅନ୍ନ-ଭୋଗ ର ଆୟୋଜନ   13-Oct-2024
  ଜିଲ୍ଲା  
ଦଶହରା ଉପଲକ୍ଷେ ରାଧାରାଣୀ ପଡାରେ ସ୍ପେଶିଆଲ୍ ମୁଗ ହଲୱା ବଣ୍ଟନ   13-Oct-2024
  ଜିଲ୍ଲା  
ରଥପୁର ଦୁର୍ଗାପୂଜା କମଟି ପକ୍ଷରୁ ରକ୍ତଦାନ ଶିବର   13-Oct-2024
  ଜିଲ୍ଲା  
*ମା ସୁରେଶ୍ଵରୀ ଙ୍କ ପୀଠରେ ଆୟୋଜିତ ନବ ଦିନାତ୍ମକ ଚଣ୍ଡୀ ଯଜ୍ଞ ଉଦଯାପିତ*-- *ମା ଙ୍କ କୃପା ଲାଭ କରି ଯଜ୍ଞ ରେ ସାମିଲ୍ ହେଲେ ବହୂ ବିଶିଷ୍ଟ ବ୍ୟକ୍ତି*   13-Oct-2024
  ଜିଲ୍ଲା  
ବୀରମହାରାଜପୁର ବଜରଙ୍ଗ ଦଳର ଶସ୍ତ୍ର ପୂଜା   13-Oct-2024
  ଜିଲ୍ଲା  
ବଲାଙ୍ଗୀର: ଧର୍ମପରାୟଣ ମହିଳାଙ୍କ ପରଲୋକ   13-Oct-2024
  ଜିଲ୍ଲା  
ପୁଣି ଫେରୁଛନ୍ତି କି ବାଂଲାଦେଶୀ? ହିନ୍ଦୁ ମହାସଂଘ ପକ୍ଷରୁ ସତର୍କ ସୂଚନା*   13-Oct-2024
  ଜିଲ୍ଲା  
କାମ୍ପା ଯୋଜନାରେ ବ୍ୟାପକ ଦୁର୍ନୀତି: ଉପମୁଖ୍ୟମନ୍ତ୍ରୀଙ୍କ ତନାଘନା : ଭିଜିଲାନ୍ସ ଆଣିଲା ଫାଇଲ୍ : ରାତିଅଧିଆ ଫରେଷ୍ଟରଙ୍କୁ ନିଲମ୍ବନ   13-Oct-2024
  ଜିଲ୍ଲା  
ନବଦିନାତ୍ମକ ନବଦୁର୍ଗା ପୂଜନ ଉଦଯାପିତ ହେଲା ବୁଧାପାଲିରେ   13-Oct-2024
  ଜିଲ୍ଲା  
ବଲାଙ୍ଗୀର ରେଞ୍ଜ୍ ରେ ପୁଣି ଏକ ଦନ୍ତାର ମୃତ୍ୟୁ ! ଏଲିଫ୍ୟାଣ୍ଟ୍ ଟ୍ରାକରମାନେ ଅଧିକାରୀଙ୍କ ଘରୋଇ ଚାକର   13-Oct-2024
  ଜିଲ୍ଲା  
ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଙ୍କୁ ଡାବୁଗାଁ ଦୂର୍ଗା ପୂଜା କମିଟି ଦ୍ବାରା ସ୍ବାଗତ   12-Oct-2024
  ଜିଲ୍ଲା  
ଦ୍ଵୀ ଦିଵସୀୟ ଫୁଟଵଲ ଟୁଣ୍ଣାମେଣ୍ଟ ଅନୁଷ୍ଟିତ   12-Oct-2024

You Might Also Like