-+91-9937148622 |

prerana_bgr@rediffmail.com |

  Monday 22nd July 2024 |

| | | |

R.N.I. Regd No. ODIODI/2010/46693

Breaking News

ଜିଲା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ    (21-Jul-2024)       ||      ବଲାଙ୍ଗିର ନୃସିଂହ ମନ୍ଦିର ଠାରେ ଗୁରୁ ପୁଜନୋତ୍ସବ   (21-Jul-2024)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦର ବୈଠକ   (21-Jul-2024)       ||      ଗୁରୁ ଶିଷ୍ୟ ପରମ୍ପପରା ଅତୁଟ ବନ୍ଧନ “ତସ୍ମୈଶ୍ରୀ”   (21-Jul-2024)       ||      ତହସିଲଦାର ଓ କୃଷି ଅଧିକାରୀଙ୍କ ମିଳିତ ମିଳିତ ଯାଞ୍ଚ   (21-Jul-2024)       ||      ଶ୍ରୀ ଗୋପାଳଜୀ ମନ୍ଦିର ସୋନପୁର ଠାରେ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ   (21-Jul-2024)       ||      ବନ ମହୋତ୍ସବ ଉପଲକ୍ଷେ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ   (21-Jul-2024)       ||      ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ କ୍ବାକ୍ ଓ ଗୁଣିଗାରେଡି ଚିକିତ୍ସାର ବିକଳ ଚିତ୍ର: ସରକାରୀ ସ୍ବାସ୍ଥ୍ୟସେବା ପ୍ରତି ଆସ୍ଥାନାହିଁ , ଅସଚେତନତା ଓ ଅନ୍ଧବିଶ୍ବାସକୁ ଆଶ୍ରା    (21-Jul-2024)       ||      ବିବାହିତ ମହିଳା ସ୍କଟିରେ ବସି ପ୍ରେମିକ ସହ ଫେରାର "ସିସିଟିଭି ରେ କୋଏଦ ହେଲା ଦୃଶ୍ୟ   (21-Jul-2024)       ||      ଶିକ୍ଷକ ରବିନ୍ଦ୍ରନାଥ ଦୀପଙ୍କୁ ସମ୍ବର୍ଦ୍ଧନା   (21-Jul-2024)       ||      ଉଦନ୍ତୀ ନଦୀ ପାଣିରୁ ମହିଳା ଉଦ୍ଧାର।   (21-Jul-2024)       ||      ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବଙ୍କ ବ୍ଲକ୍ ରେ ଉନ୍ନୟନ କାମରେ ଦୁର୍ନୀତି : ଜନପ୍ରତିନିଧି କରୁଛନ୍ତି ଠିକା  !   (21-Jul-2024)       ||      ପତଞ୍ଜଳୀ ଯୋଗ ସମିତି ପକ୍ଷରୁ ଗରୁ ପୁର୍ଣିମା ଉତ୍ସବ ପାଳନ   (21-Jul-2024)       ||      ଲଖପାଲିରେ ଡାଇରିଆ ଆତଙ୍କ, ୨ମୃତ, ୧୭ ଆକ୍ରାନ୍ତ, ଗାଁରୁ ୫୦୦ମିଟର ଦୂରରେ ରହିଛି ଡମ୍ପିଂୟାର୍ଡ,ସଂକ୍ରମଣ ଭୟରେ ଗ୍ରାମବାସୀ   (21-Jul-2024)       ||      ମଝି ରାସ୍ତା ରେ ଜଳିଗଲା କାର   (20-Jul-2024)       ||      ପ୍ରାକୃତିକ ବିପତ୍ତି ଓ ବିପର୍ଯ୍ୟୟ ତଥା ଅଗ୍ନିକାଣ୍ଡ ଦାଉରୁ ରକ୍ଷା ସମ୍ବନ୍ଧୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ    (20-Jul-2024)       ||      ସଟ ସାର୍କିଟ ଯୋଗୁଁ ଜଳିଲା କାର   (20-Jul-2024)       ||      ରାଜ୍ୟ ର ଏକ ନମ୍ବର ମୋଡେଲ ହସ୍ପିଟାଲ୍ ର ଦୂରାବସ୍ଥା କୁ ନେଇ ବିକ୍ଷୋପ କଲେ କୃଷକ ସଂଗଠନ*- - *କୋଠା ନିର୍ମାଣ ଓ କିଣା ଯାଇଥିବା ଚିକିତ୍ସା ଉପକରଣ ର ତଦନ୍ତ ଦାବୀ କଲେ ନାରୀ ନେତ୍ରୀ ସୋନାଲି   (20-Jul-2024)       ||      ଗଞ୍ଜେଇ ସହ ଦୁଇ ବେପାରୀ ଗିରଫ - ଗଞ୍ଜେଇ ଗୋଦାମ ପାଲଟିଛି ସୁବଳୟା ଅଞ୍ଚଳ - ମୁଖ୍ୟ ମାଫିଆଙ୍କୁ ଧରିବାରେ ପୁଲିସ ବିଫଲ   (20-Jul-2024)       ||      ବଦଳିବ କି ଜୁନାଗଡ ରାଜନୀତି ସମୀକରଣ !   (20-Jul-2024)       ||     

HOME   ରାଜନୀତି

ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର କାର୍ଯ୍ୟକାରିଣୀ ବୈଠକ

20-Aug-2023



ବଲାଙ୍ଗିର(ପ୍ରେରଣା ଖବର ):  ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଜ଼ିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇ ଙ୍କ ସଭାପତିତ୍ୱ ରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକ ରେ ନକଲି ଆଦିବାସୀ କର୍ମଚାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ରାଜ୍ୟସ୍ତରୀୟ ଯାଞ୍ଚ କମିଟି ର ଅଧ୍ୟକ୍ଷ ତଥା ଉତ୍ତରାଞ୍ଚଳ ରାଜସ୍ବ କମିଶନର ସମ୍ବଲପୁର ଟାଲଟୁଲ ନୀତି ଅବଲମ୍ବନ ନ କରି ତ୍ୱରାନ୍ୱିତ କରିବାକୁ ଦାବୀ କରାଯାଇଛି l ଅଣ- ଆଦିବାସୀଙ୍କ ଜବରଦଖଲ ରେ ଥିବା ଆଦିବାସୀ ମାନଙ୍କ ଜମି ଫେରସ୍ତ, ଜମି ହସ୍ତାନ୍ତର ଅନୁମତି ବନ୍ଦ, ଆଦିବାସୀ ଏବଂ

ଅନ୍ୟାନ୍ୟ ବନବାସୀ ଙ୍କ ଜଙ୍ଗଲ ଜମି ଅଧିକାର ସ୍ୱୀକୃତି ଆଇନ ଅନୁସାରେ ଜଙ୍ଗଲ ଜମି ର ପଟ୍ଟା ପ୍ରଦାନ, ବେଛାପରି ଗାଁ ଗୁଡିକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ, ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟ ଗୁଡିକ ରେ ସିଟ ର ଅଭାବ ହେଉଛି ତେଣୁ ସିଟ ବୃଦ୍ଧି, ଏଟ୍ରୋସିଟି କେଶ ରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା, ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିବା,କେନ୍ଦୁପତ୍ର ରୁ ଜିଏସଟି ପ୍ରତ୍ୟାହାର କରିବା, ଟିଟିଲାଗଡ଼ ବ୍ଲକ, ବଙ୍ଗୋମୁଣ୍ଡା, ବଲାଙ୍ଗିର ବ୍ଲକ, ଲୋଇସିଂହା ବ୍ଲକ, ଆଗଲପୁର ବ୍ଲକ, ପୁଇଁତଲା ବ୍ଲକ କୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ରେ ସାମିଲ କରିବା ପାଇଁ ଆଲୋଚନା କରାଯାଇଥିଲା l ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ,ସେବlଶ୍ରମ କନ୍ୟାଶ୍ରମ ଗୁଡିକ ରେ ସିଟ ସଂଖ୍ୟା ବୃଦ୍ଧି କରିବା,ହଷ୍ଟେଲ ବୃଦ୍ଧି କରିବା, ଶିକ୍ଷକ ପଦବୀ ପୂରଣ କରିବା, ଆଦିବାସୀ ମାନଙ୍କ ପାଇଁ ଖାଲି ପଡ଼ିଥିବା ପଦବୀ ଗୁଡିକୁ ସ୍ୱତନ୍ତ୍ର ନିଯୁକ୍ତି ପ୍ରକ୍ରିୟା ରେ ପୂରଣ କରିବା ପାଇଁ ସଭା ରେ ଦାବୀ କରିବା ପାଇଁ ଆନ୍ଦୋଳନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା l ବୈଠକ ରେ  ମୁଖ୍ୟଅତିଥି ଭାବରେ  ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ସ୍ୱତନ୍ତ୍ର ଅତିଥି ଭାବରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବ୍ରଜ ମୋହନ ବିଶି ,ସାଧାରଣ ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦା,ଜ଼ିଲ୍ଲାକାର୍ଯ୍ୟକାରୀ ସଭାପତି ବନଳତା ମାଝି,ବ୍ଲକ ସଭାପତି ଭୁବନେଶ୍ୱର କୁଅଁର ପାଟଣାଗଡ ,

ଦଶରଥ ଛତ୍ରିଆ ଲୋଇସିଂହା ,ବ୍ଲକ ସଭାପତି ନିମାଇଁ ଝାଙ୍କର ବଲାଙ୍ଗିର, ସନ୍ତୋଷ ପୁଟା ସଇଁତଲା,ରସିକ ଧରୁଆ ବେଲପଡା , ମନରଞ୍ଜନ ଭୋଇ ବଙ୍ଗୋମୁଣ୍ଡା , ରାଜୀବ କୁଅଁର ମୁରିବାହାଲ , ବରୁଣଚନ୍ଦ୍ର ଭୋଇ  ଆଗଲପୁର, ବ୍ଲକକାର୍ଯ୍ୟକାରୀ ସଭାପତି ଭୁବନେଶ୍ୱର ଧରୁଆ, ଦେଓଗାଁ ବ୍ଲକ କାର୍ଯ୍ୟକାରୀ ସଭାପତି ସୁରଥ ଧରୁଆ,ଟିଟିଲାଗଡ଼ କାର୍ଯ୍ୟକାରୀ ସଭାପତି ଦେବସିଂ ମାଝି, ଜ଼ିଲ୍ଲା କୋଷାଧକ୍ଷ ପ୍ରଫୁଲ୍ଲ ତୁମୁନିଆଁ, ପ୍ରମୁଖ ମଞ୍ଚାସିନ ଥିଲେ l ଗିରିଧାରୀ ଭୋଇ, ଥବିର ପୁଝାରୀ, ନିତ୍ୟାନନ୍ଦ ମାଝି, ଟଙ୍କଧର ଧରୁଆ, ମାହେଶ୍ୱରୀ ମାଝି, ପତ୍ରଙ୍ଗୀ ମାଝି, ସାରଥୀ ବାଗ, ଘନ ଭୋଇ, ମଧୁ ବିଶ୍ୱାଳ,ରାଜ ଭୋଇ,ବିକ୍ରମ ଭୋଇ, ଭୁବନ ମାଝି, ଜଗଜୀବନ ଭୋଇ,ସହିତ ଚଉଦ ଟି ବ୍ଲକ ର କର୍ମକର୍ତ୍ତା ଉପସ୍ଥିତ ଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ   21-Jul-2024
  ଜିଲ୍ଲା  
ବଲାଙ୍ଗିର ନୃସିଂହ ମନ୍ଦିର ଠାରେ ଗୁରୁ ପୁଜନୋତ୍ସବ   21-Jul-2024
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦର ବୈଠକ   21-Jul-2024
  ଜିଲ୍ଲା  
ଗୁରୁ ଶିଷ୍ୟ ପରମ୍ପପରା ଅତୁଟ ବନ୍ଧନ “ତସ୍ମୈଶ୍ରୀ”   21-Jul-2024
  ଜିଲ୍ଲା  
ତହସିଲଦାର ଓ କୃଷି ଅଧିକାରୀଙ୍କ ମିଳିତ ମିଳିତ ଯାଞ୍ଚ   21-Jul-2024
  ଜିଲ୍ଲା  
ଶ୍ରୀ ଗୋପାଳଜୀ ମନ୍ଦିର ସୋନପୁର ଠାରେ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ   21-Jul-2024
  ଜିଲ୍ଲା  
ବନ ମହୋତ୍ସବ ଉପଲକ୍ଷେ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ   21-Jul-2024
  ରାଜ୍ୟ  
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ କ୍ବାକ୍ ଓ ଗୁଣିଗାରେଡି ଚିକିତ୍ସାର ବିକଳ ଚିତ୍ର: ସରକାରୀ ସ୍ବାସ୍ଥ୍ୟସେବା ପ୍ରତି ଆସ୍ଥାନାହିଁ , ଅସଚେତନତା ଓ ଅନ୍ଧବିଶ୍ବାସକୁ ଆଶ୍ରା   21-Jul-2024
  ଜିଲ୍ଲା  
ବିବାହିତ ମହିଳା ସ୍କଟିରେ ବସି ପ୍ରେମିକ ସହ ଫେରାର "ସିସିଟିଭି ରେ କୋଏଦ ହେଲା ଦୃଶ୍ୟ   21-Jul-2024
  ଜିଲ୍ଲା  
ଶିକ୍ଷକ ରବିନ୍ଦ୍ରନାଥ ଦୀପଙ୍କୁ ସମ୍ବର୍ଦ୍ଧନା   21-Jul-2024
  ଜିଲ୍ଲା  
ଉଦନ୍ତୀ ନଦୀ ପାଣିରୁ ମହିଳା ଉଦ୍ଧାର।   21-Jul-2024
  ଜିଲ୍ଲା  
ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବଙ୍କ ବ୍ଲକ୍ ରେ ଉନ୍ନୟନ କାମରେ ଦୁର୍ନୀତି : ଜନପ୍ରତିନିଧି କରୁଛନ୍ତି ଠିକା  !   21-Jul-2024

You Might Also Like