-+91-9937148622 |

prerana_bgr@rediffmail.com |

  Tuesday 6th June 2023 |

| | | |

R.N.I. Regd No. ODIODI/2010/46693

Breaking News

ସତ୍ୟ ସୁନ୍ଦର ଭଞ୍ଜଙ୍କୁ ମିଳିଲା  ପ୍ରକୃତି ବନ୍ଧୁ ପୁରସ୍କାର   (06-Jun-2023)       ||      ପଖନମୁଣ୍ଡା ବିଦ୍ୟାଳୟ ପାଇଲା ପ୍ରକୃତି ମିତ୍ର ପୁରସ୍କାର   (06-Jun-2023)       ||      ଲୋଇସିଂହା ସାମ୍ବାଦିକ ସଂଘ ତରଫରୁ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଓ ସରଗାଡ଼ ସରପଞ୍ଚ ସରୋଜ ବେହେରା ଙ୍କ ବିରୁଦ୍ଧରେ ଥାନା ରେ ଲିଖିତ ଅଭିଯୋଗ   (06-Jun-2023)       ||      ଜାଗା ମିଶନ ଯୋଜନାରେ ଜମି ବଣ୍ଟନ କଲେ ବିଧାୟକ   (06-Jun-2023)       ||      ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନକୁ ପ୍ରକୃତି ମିତ୍ର ପୁରସ୍କାର   (06-Jun-2023)       ||      କୁଣହାଁ ସମାଜ ରାଜ୍ୟ କମିଟିରେ ବିଶୃଙ୍ଖଳା ନେଇ ଜ଼ିଲ୍ଲାପାଳଙ୍କ ଠାରେ ଅଭିଯୋଗ I   (06-Jun-2023)       ||      ବିଷ ପିଇ ବିବାହିତ ଯୁବକଙ୍କ ଆତ୍ମହତ୍ଯା   (06-Jun-2023)       ||      ବଂଶାଜାଳ ନିକଟରେ ଆଇଓସିଏଲ ପାଇପ୍ ଲାଇନ୍‌ରୁ ତେଲ ଚୋରି ଘଟଣା ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ, ବିଭିନ୍ନ ଥାନାରେ୨୪ ମାମଲା      (06-Jun-2023)       ||      ବାଲ୍ ଆଧାର କେନ୍ଦ୍ର ଭିମଭୋଇ ମେଡିକାଲ କଲେଜ ହସ୍ପିଟାଲ ରେ ଉଦ୍ଘାଟିତ   (05-Jun-2023)       ||      ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ପରିବେଶ ଦିବସ ପାଳିତ    (05-Jun-2023)       ||      ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ     (05-Jun-2023)       ||      ବିଶ୍ୱ ପରିବେଶ ଦିବସରେ ପଲିଥିନ ମୁକ୍ତ ସହରର ଶପଥ ନେଲେ ଛାତ୍ରଛାତ୍ରୀ   (05-Jun-2023)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ବିଶ୍ୱପରିବେଶ ଦିବସ ପାଳିତ   (05-Jun-2023)       ||      କୁଟୁରାପାଳି ଗ୍ରାମରେ ରିଲାଏନ୍ସ ଫାଉଣ୍ଡେସନ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   (05-Jun-2023)       ||      ପରିବେଶ ସୁରକ୍ଷା ଓ ପଲିଥିନ ବ୍ୟବହାର ଉପରେ ରୋକ ଲଗାଇବାକୁ ଆଜି ସଂକଳ୍ପ ନେବା: ଜିଲ୍ଲାପାଳ    (05-Jun-2023)       ||      ହଳଦିଆ ତୈଳିକ ବୈଶ୍ୟ ସମାଜର ଗ୍ରାମ୍ୟସ୍ତରୀୟ ବୈଠକ ଅନୁଷ୍ଠିତ   (05-Jun-2023)       ||      ପାତାଳି ଶ୍ରୀକ୍ଷେତ୍ରରେ ଚୁଦୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ ଯାତ୍ରା   (05-Jun-2023)       ||      ଏସପତ୍ରାପାଳି ଠାରେ ବନବିଭାଗ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଲିତ                                                   (05-Jun-2023)       ||      ପଥରମୁଣ୍ଡା ରେ ସମଲେଇ ଓ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦଯାପିତ   (05-Jun-2023)       ||      ବଲାଙ୍ଗିର ଠାରେ ଆନ୍ତର୍ଜାତିକ ମିଲେଟ୍ ବର୍ଷ ପାଳନ ଅବସରରେ ଲନ୍ ବଲ୍ ପ୍ରତିଯୋଗିତା ଅନୁଷ୍ଠିତ ।   (05-Jun-2023)       ||     

HOME   ଜିଲ୍ଲା

ମହାଜନଗୁଡ଼ା ଠାରେ ଦାଦନ ର ମୃତଦେହ ରଖି ୨୬ ନମ୍ୱର ଜାତୀୟ ରାଜପଥ ଅବରୋଧ l

28-Mar-2023



କଳାହାଣ୍ଡି,କୋକସରା(ତ୍ରିନଥ ବେଶ୍ରା )
ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ଠାରେ ରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ର ୩ ଦିନପରେ ଆମ୍ବୁଲାନ୍ସ ରେ  ଆଜି ଶବ ଗାଁ କୁ ପହଞ୍ଚିବା ପରେ କ୍ଷତିପୂରଣ ଓ ନ୍ୟାୟ ଦାବିରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହାଜନଗୁଡା ନିକଟରେ ଜାତୀୟ ରାଜପଥ ୨୬ ଅବରୋଧ କଲେ ପରିବାର ଓ ଗ୍ରାମବାସୀ।ସୁଚନା ମତେ ଆଜିକୁ ୩ ମାସ ତଳେ ମହାଜନଗୁଡା ର ଲୁଦ୍ର ପ୍ରସାଦ ବେଶ୍ରା ଙ୍କ ପୁଅ ମହେନ୍ଦ୍ର ବେଶ୍ରା ବୟସ -୨୦ ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ର କାଦୁବାଟି ପାଦିୟମ ଜଗନ୍ନାଥ ଟେକ୍ସ ଟାଇଲ ରେ ଶ୍ରମିକ ଭାବେ କାମ କରୁ ଥିଲେ, ସେ ଗତ ଶନିବାରଦିନ ତାଙ୍କର ଝୁଲନ୍ତା ଶବ ସନ୍ଦେହ ଜନକ ଅବସ୍ଥାରେ ଠାବ ହୋଇଥିଲା।ପରେ ଠିକାସଂସ୍ଥା ପକ୍ଷରୁ ମୃତକ ଯୁବକ ଙ୍କ ଶବ କୁ ଆମ୍ବୁଲାନ୍ସ ରେ ଗାଁ କୁ ପଠାଇଥିବା ବେଳେ ଶବ ଆସିବା ପରେ କ୍ଷତିପୂରଣ ଓ ନ୍ୟାୟ ଦାବିରେ ପରିବାର ପକ୍ଷରୁ ରାସ୍ତା ଅବରୋଧ କରିଛନ୍ତି।ଫଳରେ ଭବାନୀପାଟଣା ଜୟପୁର ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ , କୋକସରା ବ୍ଲକ ତହସିଲ ଦାର ଓ କାଉ ଡୋଳା ସରପଞ୍ଚ ଦେବୀ ସିଂ ତାଣ୍ଡି ଆମପାଣି ଓ କୋକସରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା ଜାରି ରଖିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସତ୍ୟ ସୁନ୍ଦର ଭଞ୍ଜଙ୍କୁ ମିଳିଲା  ପ୍ରକୃତି ବନ୍ଧୁ ପୁରସ୍କାର   06-Jun-2023
  ଜିଲ୍ଲା  
ପଖନମୁଣ୍ଡା ବିଦ୍ୟାଳୟ ପାଇଲା ପ୍ରକୃତି ମିତ୍ର ପୁରସ୍କାର   06-Jun-2023
  ଜିଲ୍ଲା  
ଲୋଇସିଂହା ସାମ୍ବାଦିକ ସଂଘ ତରଫରୁ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଓ ସରଗାଡ଼ ସରପଞ୍ଚ ସରୋଜ ବେହେରା ଙ୍କ ବିରୁଦ୍ଧରେ ଥାନା ରେ ଲିଖିତ ଅଭିଯୋଗ   06-Jun-2023
  ଜିଲ୍ଲା  
ଜାଗା ମିଶନ ଯୋଜନାରେ ଜମି ବଣ୍ଟନ କଲେ ବିଧାୟକ   06-Jun-2023
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନକୁ ପ୍ରକୃତି ମିତ୍ର ପୁରସ୍କାର   06-Jun-2023
  ଜିଲ୍ଲା  
କୁଣହାଁ ସମାଜ ରାଜ୍ୟ କମିଟିରେ ବିଶୃଙ୍ଖଳା ନେଇ ଜ଼ିଲ୍ଲାପାଳଙ୍କ ଠାରେ ଅଭିଯୋଗ I   06-Jun-2023
  ଜିଲ୍ଲା  
ବିଷ ପିଇ ବିବାହିତ ଯୁବକଙ୍କ ଆତ୍ମହତ୍ଯା   06-Jun-2023
  ଜିଲ୍ଲା  
ବଂଶାଜାଳ ନିକଟରେ ଆଇଓସିଏଲ ପାଇପ୍ ଲାଇନ୍‌ରୁ ତେଲ ଚୋରି ଘଟଣା ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ, ବିଭିନ୍ନ ଥାନାରେ୨୪ ମାମଲା      06-Jun-2023
  ଜିଲ୍ଲା  
ବାଲ୍ ଆଧାର କେନ୍ଦ୍ର ଭିମଭୋଇ ମେଡିକାଲ କଲେଜ ହସ୍ପିଟାଲ ରେ ଉଦ୍ଘାଟିତ   05-Jun-2023
  ମହାନଗର  
ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ପରିବେଶ ଦିବସ ପାଳିତ    05-Jun-2023
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ     05-Jun-2023
  ଜିଲ୍ଲା  
ବିଶ୍ୱ ପରିବେଶ ଦିବସରେ ପଲିଥିନ ମୁକ୍ତ ସହରର ଶପଥ ନେଲେ ଛାତ୍ରଛାତ୍ରୀ   05-Jun-2023

You Might Also Like