-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
06-Feb-2023
କୋରାପୁଟ (ପ୍ରେରଣା ଖବର): ଷ୍ଟେଟ ୟୁନିଅନ୍ ଅଫ ଜର୍ଣ୍ଣାଲିଷ୍ଟ (ଏସ୍ ୟୁ ଜେ) କୋରାପୁଟ ଜିଲ୍ଲା ଶାଖା ସଭାପତି ବିଦ୍ୟାଧର ଚୌଧୁରୀଙ୍କ ନେତୃତ୍ବରେ ବହୁ ସାମ୍ବାଦିକ ୫ଟି ସଚିବଙ୍କୁ ଦେଖା ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଛନ୍ତି । ସାମ୍ବାଦିକଙ୍କ ସମସ୍ୟା ଗୁଡିକର ସମାଧାନ ସକାଶେ କୋରାପୁଟ ଗସ୍ତରେ ଥିବା ୫ଟି ସଚିବଙ୍କୁ ଅବଗତ କରାଇଥିବାରୁ ଏସ୍ ୟୁ ଜେ ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ବିଦ୍ୟାଧର ଚୌଧୁରୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି ।
ଭୁବନେଶ୍ବର ଠାରେ ସାମ୍ବାଦିକ ଭବନ ନିର୍ମାଣ କରିବା , ସାମ୍ବାଦିକ ବୀମାରାଶି ୨ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି କରିବା ,ସାମ୍ବାଦିକଙ୍କୁ ଜୀବନ ବ୍ୟାପି ଭତା ପ୍ରଦାନ କରିବା , ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଏକ୍ରିଡେସନ କରିବା ଆଦି ବାବୀ ସମ୍ବଳିତ ଦାବି ପତ୍ର ୫ ଟି ସଚିବଙ୍କୁ ପ୍ରଦାନ କରିଛନ୍ତି । ବିଚାର କରାଯିବ ବୋଲି ୫ଟି ସଚିବ ଆଶ୍ବାସନା ଦେଇଛନ୍ତି l