-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
27-Jan-2023
ବଲାଙ୍ଗିର,- ସାଧାରଣତନ୍ତ୍ର ଦିବସରେ ସଂପର୍ଣ୍ଣା ପରିବାର ତରଫରୁ ମାଲପଡା ସ୍ଥିତ ଅଫିସ ପ୍ରାଙ୍ଗଣରେ ପତାକା ଉତ୍ତୋଳନ କରାଯାଇଥିଲା । ସମାଜସେବୀ ସୁଚିତ୍ରା ଚାନ୍ଦ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଏଥିରେ ଅନୁଷ୍ଠାନର ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଖାଉଟି ଅଦାଲତର ବିଚାରପତି ବିଭିଷଣ ସାହୁ, ଡିଗ୍ରୀ ରାଉତ, ପ୍ରମୋଦ କୁମାର ମୁଗ୍ରୀ, ଶୁଶାନ୍ତ ପଟେଲ ଓ ଅନ୍ୟାନ୍ୟ ସଭ୍ୟ ଉପସ୍ଥିତ ଥିଲେ ।