-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
27-Jan-2023
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) ଆଜି ସକାଳେ ନିଜ ଘରେ ନିଆଁ ପୋଉଁ ଥିବା ବେଳେ ନିଆଁ ସଂସ୍ପର୍ଶରେ ଆସି ଜନେ ୭୦ ବର୍ଷିୟା ବୃଦ୍ଧା ଗୁରୁତର ହୋଇଥିବା ଜଣାଯାଇଛି l ପ୍ରଥମେ ମହିଳା ଜଣଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ ରେ ଭର୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତରଣ କରାଯାଇଛି l ଏପରି କିଛି ଆହବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଳକ ଡେଙ୍ଗ ଗାଁ ରେ l ଆଜି ସକାଳେ କ୍ଷୀର ରଣା (୭୦) ନାମକ ଏହି ମହିଳା ନିଆଁ ପୋଉଁ ଥିବା ସମୟରେ ହଠାତ୍ ନିଆଁ ଦେହରେ ଲାଗିଯାଇଥିଲା l ପ୍ରଥମେ ୧୦୮ ଆମ୍ବୁଲାନ୍ସ ଯୋଗେ ବୃଦ୍ଧା ଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କୁ ଅଣାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତରଣ କରାଯାଇଛି l