-+91-9937148622 |

prerana_bgr@rediffmail.com |

  Friday 6th December 2024 |

| | | |

R.N.I. Regd No. ODIODI/2010/46693

Breaking News

ପାରମ୍ପରିକ ରୀତି ନୀତି ରେ ଆରମ୍ଭ ହେଲା ଜିଲ୍ଲାସ୍ତରୀୟ ମଣ୍ଡେଇ ୨୦୨୪ ସାଂସ୍କୃତିକ ଶୋଭାଯାତ୍ରା   (06-Dec-2024)       ||      ବାଳିକା ହାଇସ୍କୁଲରେ ସଂକଳ୍ପ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ   (06-Dec-2024)       ||      କେନଝରିଆପାଲିରେ କୁରାଳ ସାମାଜର ବାର୍ଷିକ ମହୋତ୍ସବ   (06-Dec-2024)       ||      ବୀରମହାରାଜପୁର ଧନୁଯାତ୍ରା ଶୁଭସ୍ତମ୍ଭ ସ୍ଥାପନ - ବିଶେଷ ଆକର୍ଷଣ ମିନାବଜାର ଓ ସମ୍ବଲପୁରୀ ମେଲୋଡି   (06-Dec-2024)       ||      କମିରାଛକ ରେ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ   (06-Dec-2024)       ||      ହଳଦୀପଦର ଗ୍ରାମରେ ରେ ବିଷପିଇ ମହିଳା ଙ୍କ ଆତ୍ମହତ୍ୟା   (06-Dec-2024)       ||      ନବରଙ୍ଗପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ଚାଷୀ ପ୍ରତିନିଧି ବୈଠକ   (06-Dec-2024)       ||      ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ୬୬ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ପାଳନ   (06-Dec-2024)       ||      ପିପି ଏକାଡେମୀ ହୀରକ ଜୟନ୍ତୀ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା    (06-Dec-2024)       ||      ବଲାଙ୍ଗୀର: ରେଲ ଧାରଣାରୁ ଅଜଣା ମହିଳାଙ୍କ ଶବ ଉଦ୍ଧାର   (06-Dec-2024)       ||      ଷୋହଳ ପ୍ରହରୀ ନମାଯଜ୍ଞ ସମାପନ/ ପୂର୍ଣ୍ଣାହୁତି    (06-Dec-2024)       ||      ଚତୁର୍ଥ ଶ୍ରେଣୀ ଛାତ୍ରକୁ ଚପଲରେ ପିଟିଲେ ଶିକ୍ଷକ ; ମୁରିବାହାଲ ପୋଲିସର ତଦନ୍ତ ଆରମ୍ଭ   (06-Dec-2024)       ||      ସୋନପୁର ବ୍ଲକ ସ୍ତରୀୟ ସୁନେତ୍ର ବୈଠକ   (06-Dec-2024)       ||      ସୁବର୍ଣ୍ଣପୁର ଠାରେ ୬୨ ତମ ଗୃହ ରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ   (06-Dec-2024)       ||      ବିଶ୍ଵ ଦରବାରରେ ପରିଚିତ ଶଲାବୁଢାଙ୍କ ପ୍ରତିମୂର୍ତ୍ତି ଜନ୍ମ ମାଟି ବିନିକାରେ ନିର୍ମାଣ ହେବ କେବେ ?   (06-Dec-2024)       ||      କୂଅ ରେ ପଡି ତିନି ବର୍ଷ ଶିଶୁ ପୁତ୍ର ଗୁରୁତର   (06-Dec-2024)       ||      ଲୋଇସିଂହା ଆଦିବାସୀ ଭବନ ଠାରେ ଲୋଇସିଂହା ଜମିଦାର ଜୟକୃଷ୍ଣ ସିଂ ରାଏ ଙ୍କ ଶୋକସଭା କାର୍ଯ୍ୟକ୍ରମ ଅନୁଷ୍ଠିତ   (06-Dec-2024)       ||      ଏନ ଡି ୟୁ ଜେ ର ସାଧାରଣ ବୈଠକ ଓ ନୂତନ କର୍ମକର୍ତା ଚୟନ    (06-Dec-2024)       ||      ସାହିତ୍ୟ ଏକାଡେମୀର ବାଙ୍ଗାଲୁରୁ କୋଠାକୁ ତିନି ତାରକା ମାନ୍ୟତା   (05-Dec-2024)       ||      ଲରାସରା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦଯାପିତ        (05-Dec-2024)       ||     

HOME   ଜିଲ୍ଲା

 ଜିଲ୍ଲାପାଲଙ୍କ ଅଭିଯୋଗ ଶୁଣାଣି ଶିବିର

24-Jan-2023



ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସଭାଗୃହରେ ଜିଲ୍ଲାପାଲ ଓ ଏସପିଙ୍କ ମିଲିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ଜିଲ୍ଲାପାଲ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଜିଲ୍ଲାପାଲ ନିଶିପୁନମ ମିଞ୍ଜ ଏବଂ ଏସପି ଅମରେଶ ପଣ୍ଡା ଯୋଗଦେଇ ଜନସାଧାରଣଙ୍କ ଆପତି ଅଭିଯୋଗ ଶୁଣିଥିଲେ ।

ଶିବିରରେ ସର୍ବମୋଟ ୪୨ ଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ୨୬ଟି ବ୍ୟକ୍ତିଗତ, ୧୬ଟି ସାମୁହିକ ଅଭିଯୋଗ ହୋଇଥିବା ବେଳେ ୧୮ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା । ଅବଶିଷ୍ଠ ଅଭିଯୋଗ ଗୁଡିକ ନିର୍ଦ୍ଧାରିତ ସମୟ ମଧ୍ୟରେ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଲ ନିର୍ଦେଶ ଦେଇଥିଲେ । ଏହି ଅବଶରରେ ୭ଜଣ ହିତାଧିକାରୀଙ୍କୁ ଭତା,୧୫ ଜଣ ଏସଏଚଜି ମହିଲାଙ୍କୁ ୫ଲକ୍ଷ ୫୯ ହଜାର ଟଙ୍କା ରୂଣ ପ୍ରଦାନ, ଜଣକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ଏବଂ ଜଣକୁ ଜାତୀୟ ପରିବାର କଲ୍ୟାଣ ଯୋଜନାରେ ୨୦ ହଜାର ଟଙ୍କାର ଚେକ  ପ୍ରଦାନ କରାଯାଇଥିଲା । ବିଡିଓ ହେମସାଗର ଭୋଇଙ୍କ ତତ୍ୱାବଧାନରେ ହୋଇଥିବା ଏହି ଶିବିରକୁ ଜିଲ୍ଲା ପରିଷଦ ସିଇଓ ନିହାର ରଞ୍ଜନ କହଁର, ବୀରମହାରାଜପର ଉପଜିଲ୍ଲାପାଲ ଅଶୋକ ଭୋଇ, ଅତିରିକ୍ତ ତହସିଲଦାର ସୋମନାଥ ବେହେରା ପ୍ରମୁଖ ମଂଚାସୀନ ହୋଇଥିଲେ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କ୍ଷିରୋଧ ଭୂଷଣ ରାଏ ପରିଚାଲନା କରିଥିବା ବେଲେ ଜିଲ୍ଲା ଏବଂ ବ୍ଲକର ସମସ୍ତ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ । 
 


News Comment




Photo in News

Advertisment
Lastest News
  ଜିଲ୍ଲା  
ପାରମ୍ପରିକ ରୀତି ନୀତି ରେ ଆରମ୍ଭ ହେଲା ଜିଲ୍ଲାସ୍ତରୀୟ ମଣ୍ଡେଇ ୨୦୨୪ ସାଂସ୍କୃତିକ ଶୋଭାଯାତ୍ରା   06-Dec-2024
  ଜିଲ୍ଲା  
ବାଳିକା ହାଇସ୍କୁଲରେ ସଂକଳ୍ପ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ   06-Dec-2024
  ଜିଲ୍ଲା  
କେନଝରିଆପାଲିରେ କୁରାଳ ସାମାଜର ବାର୍ଷିକ ମହୋତ୍ସବ   06-Dec-2024
  ଜିଲ୍ଲା  
ବୀରମହାରାଜପୁର ଧନୁଯାତ୍ରା ଶୁଭସ୍ତମ୍ଭ ସ୍ଥାପନ - ବିଶେଷ ଆକର୍ଷଣ ମିନାବଜାର ଓ ସମ୍ବଲପୁରୀ ମେଲୋଡି   06-Dec-2024
  ଜିଲ୍ଲା  
କମିରାଛକ ରେ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ   06-Dec-2024
  ଜିଲ୍ଲା  
ହଳଦୀପଦର ଗ୍ରାମରେ ରେ ବିଷପିଇ ମହିଳା ଙ୍କ ଆତ୍ମହତ୍ୟା   06-Dec-2024
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ଚାଷୀ ପ୍ରତିନିଧି ବୈଠକ   06-Dec-2024
  ଜିଲ୍ଲା  
ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ୬୬ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ପାଳନ   06-Dec-2024
  ଜିଲ୍ଲା  
ପିପି ଏକାଡେମୀ ହୀରକ ଜୟନ୍ତୀ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା   06-Dec-2024
  ରାଜ୍ୟ  
ବଲାଙ୍ଗୀର: ରେଲ ଧାରଣାରୁ ଅଜଣା ମହିଳାଙ୍କ ଶବ ଉଦ୍ଧାର   06-Dec-2024
  ଜିଲ୍ଲା  
ଷୋହଳ ପ୍ରହରୀ ନମାଯଜ୍ଞ ସମାପନ/ ପୂର୍ଣ୍ଣାହୁତି    06-Dec-2024
  ରାଜ୍ୟ  
ଚତୁର୍ଥ ଶ୍ରେଣୀ ଛାତ୍ରକୁ ଚପଲରେ ପିଟିଲେ ଶିକ୍ଷକ ; ମୁରିବାହାଲ ପୋଲିସର ତଦନ୍ତ ଆରମ୍ଭ   06-Dec-2024

You Might Also Like