-+91-9937148622 |

prerana_bgr@rediffmail.com |

  Wednesday 17th April 2024 |

| | | |

R.N.I. Regd No. ODIODI/2010/46693

Breaking News

ଫୋକସରେ ପଶ୍ଚିମଓଡିଶା.. କଣ୍ଟାବାଞ୍ଜି ଆସନରେ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ବିଜେଡି ମହଲରେ ଖୁସିର ଲହରୀ, କୋସଲ ପ୍ରସଙ୍ଗ ଉଠିବାରୁ ମୁଖ୍ୟମନ୍ତ୍ରୀ ଭୟଭିତ-ନରସିଂହ   (17-Apr-2024)       ||      ବିଜୁ ବାବୁଙ୍କ ତିରୋଧାନ ଦିବସ ରେ ନେତା ଓ କର୍ମୀ କଲେ ଶପଥ ପାଠ ବିଶାଳ ବାଇକ ଶୋଭାଯାତ୍ରା ରେ ଶକ୍ତି ପ୍ରଦର୍ଶନ କଲେ ବିଧାୟକ ଶ୍ରୀ ପୂଜାରୀ   (17-Apr-2024)       ||      ବଲାଙ୍ଗିର ସହର ଛାତି ଉପରେ ଅସହାୟ ଯୁବକର ଅନାହାର ମୃତ୍ୟୁ; ପଚା ଶବ ଟେକିବାକୁ ହାତ ବାନ୍ଧି ଦେଲା ପୌର ପ୍ରଶାସନ, ପିପିଇ କିଟ୍ ପିନ୍ଧି ଶବକୁ ଉଦ୍ଧାର କଲା ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ   (17-Apr-2024)       ||      ଆମ୍ବଗାଁରେ ଜୋନ ସ୍ତରୀୟ ତୈଳିକ ସମାଜ ଗଠିତ, ବିଜୟ ସାହୁ ସଭାପତି ଓ ପ୍ରଭାତ ସାହୁ ସଂପାଦକ   (17-Apr-2024)       ||      ବିଜେଡିର ଟାର୍ଗେଟରେ ସଦରବ୍ଲକ,ଖଲିଆପାଲିରେ ଯୁବସମାବେଶ   (16-Apr-2024)       ||      ସୋନପୁର ବିଜେପି ରେ ବିଦ୍ରୋହ, ସ୍ଵାଧୀନ ସାଂସଦ ବଳରାମଙ୍କୁ ଦେବେ ସମର୍ଥନ    (16-Apr-2024)       ||      ଟେରାକୋଟାରେ ଭୋଟରସଚେତନା କାର୍ଯ୍ୟକ୍ରମ   (16-Apr-2024)       ||      ଆଦିବାସୀଙ୍କୁ ଜୀବିକା ଜଗାଉଛି କାଇ ବା "ଚାପଡ଼ା ଅଣ୍ଡା   (16-Apr-2024)       ||      ବିଜେପି ପ୍ରାର୍ଥୀ ବାଇକ ଶୋଭାଯାତ୍ରାରେ ରେ ପ୍ରଚାର-ବ୍ଳକ ଉପାଧ୍ୟକ୍ଷ ସମେତ ୯ ସରପଞ୍ଚ ଓ ଜଣେ ସମିତିସଭ୍ଯ ସହ ଶହ ଶହ କର୍ମୀ ବିଜେପିରେ ଯୋଗଦାନ   (16-Apr-2024)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ ସୋନପୁର ଅଞ୍ଚଳ ରେ ଶୋକ   (16-Apr-2024)       ||      ବିଜେପି ର ମିଶ୍ରଣ ପର୍ବ : ଶତାଧିକ କର୍ମୀ ଙ୍କ ଯୋଗଦାନ   (15-Apr-2024)       ||      ବିଜେଡିମୁହାଁ ଯୁବକ ଓ କୃଷକ, ଖଗସୀକନା,ଅଏଁଲାପାଲିର ଦେଢଶହ ଲୋକ ବିଜେଡିରେ ସାମିଲ   (15-Apr-2024)       ||      ଛିଣ୍ଡୁନି କଣ୍ଟାବାଞ୍ଜିର ଅଛିଣ୍ଡାଗଣିତ... ନୀରୁପମା ମାଝିଙ୍କ ସପକ୍ଷରେ ବାହାରିଲା ଆଦିବାସୀକଲ୍ୟାଣସଂଘ   (15-Apr-2024)       ||      ହନୁମାନ ଜୟନ୍ତିରେ ରାଜନେତାଙ୍କ ପଣା ରାଜନୀତି   (15-Apr-2024)       ||      ସୋନପୁର ରେ ପ୍ରିୟବ୍ରତ ଓ ବୀରମହାରାଜପୁର ପାଇଁ କଂଗ୍ରେସ ର ପ୍ରାର୍ଥୀ ହେଲେ ପ୍ରଦୀପ   (15-Apr-2024)       ||      ତୃତୀୟ ଜିଲ୍ଲା ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ   (15-Apr-2024)       ||      ସମ୍ରାଟ ଅଶୋକ,ମହାତ୍ମା ଫୁଲେ ଓ ଡଃ.ଅମ୍ଵେଦକର ଙ୍କ ଜୟନ୍ତୀ ପାଳିତ   (15-Apr-2024)       ||      ଜିଲ୍ଲା ଦଳିତ ବିକାଶ ମଞ୍ଚ, ବଲାଙ୍ଗୀର ଦ୍ୱାରା ଆମ୍ବେଦକର ଜୟନ୍ତୀ ପାଳିତ   (15-Apr-2024)       ||      ଉଲିଗୁଞ୍ଜେର ଠାରୁ ନର୍ଲା କୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ନିମ୍ନମାନର ଅଭିଯୋଗ,   (15-Apr-2024)       ||      ଲୋଇସିଂହା ବନବିଭାଗ ପକ୍ଷରୁ ୧୨ କ୍ଵିଣ୍ଟାଲ ଖଇର କାଠ ଜବତ   (15-Apr-2024)       ||     

HOME   ଦେଶ ବିଦେଶ

ଆସନ୍ତା ମାସରୁ କୋର୍ଟରେ କେସ୍‌ ଲଢ଼ିବ ରୋବର୍ଟ ।

08-Jan-2023



ନୂଆଦିଲ୍ଲୀ : ଏଣିକି କୋର୍ଟରେ କେସ୍‌ ଲଢ଼ିବ ରୋବର୍ଟ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆସନ୍ତା ମାସଠାରୁ କୋର୍ଟରେ କେସ୍‌ ଲଢ଼ିବ ରୋବର୍ଟ  । ଆସନ୍ତା ମାସରୁ ଆମେରିକାରେ ରୋବର୍ଟ କେସ ଲଢ଼ିବାର ବାସ୍ତବିକ ଚିତ୍ର ଦେଖିବାକୁ ମିଳିବ । ‘ଡୁନଟ୍‌ପେ’ ନାମକ କମ୍ପାନି ପ୍ରସ୍ତୁତ କରିଥିବା ଆପ୍‌ ସାହାଯ୍ୟରେ କୋର୍ଟରେ କେସ୍‌ ଲଢ଼ିବ ରୋବର୍ଟ  । ସେହି ଆପ୍‌ ହେଉଛି କୃତ୍ରିମ ବୁଦ୍ଧିମତ୍ତା (ଏଆଇ)  । ଏହି ଏଆଇ ସାହାଯ୍ୟରେ କୋର୍ଟରେ ମୁଦାଲାଙ୍କ ପାଇଁ କେସ୍ ଲଢ଼ିପାରିବ ରୋବର୍ଟ। ଡୁନଟ୍‌ପେ ଆପ୍ ହେଉଛି ବିଶ୍ବର ପ୍ରଥମ ରୋବଟ ଓକିଲ  ।

ନୂଆ ବୈଜ୍ଞାନିକଙ୍କ କହିବା ଅନୁଯାୟୀ , ଆସନ୍ତା ଫେବ୍ରୁଆରିରେ ପ୍ରଥମଥର ପାଇଁ ରୋବଟ ଜଣେ ମୁଦାଲାଙ୍କ ପାଇଁ କେସ୍ ଲଢ଼ିବ। ତେବେ ସେ କେଉଁ କୋର୍ଟରେ ଓ କେଉଁ ମୁଦାଲାଙ୍କ ପାଇଁ କେସ୍‌ ଲଢ଼ିବ ତାହା ଡୁନଟ୍‌ପେ ପ୍ରକାଶ କରିନାହଁନ୍ତି । ଡୁନଟ୍‌ପେ କମ୍ପାନିର ଉଦ୍ଦେଶ୍ୟ ଅଧିକ ଅର୍ଥ ନେଉଥିବା ଓକିଲଙ୍କ ଦୌରାତ୍ମ୍ୟରୁ ମହକିଲଙ୍କୁ ବଞ୍ଚାଇବା  । ଏହି ଏଆଇ ଆପ୍‌ ସ୍ମାର୍ଟଫୋନ୍‌ରେ ଚାଲିବା ସହ ଇୟରପିସ୍ ସାହାଯ୍ୟରେ କୋର୍ଟର ଶୁଣାଣିରେ ଭାଗନେଇ ଯୁକ୍ତି ଉପସ୍ଥାପନ କରିପାରିବ ।ଏହି ରୋବର୍ଟ ଯେକୌଣସି ମାମଲା ଏବଂ ସରକାରଙ୍କ ବିରୋଧରେ ଲଢ଼ିପାରିବ । ଆଉ ଯେକୌଣସି ଦୋଷୀଙ୍କୁ ଦୋଷୀ ବୋଲି ପ୍ରମାଣ କରିବାରେ ସକ୍ଷମ ହେବ ବୋଲି ଡୁନଟ୍‌ପେ କମ୍ପାନି ଦାବି କରିଛି । ତେବେ ଏହି କ୍ମପାନୀ ୨୦୧୫ରେ ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନୀ ଜୋଶୁଆ ବ୍ରାଉଡରଙ୍କ ଦ୍ବାରା କାଲିଫର୍ଣ୍ଣିଆରେ ପ୍ରତିଷ୍ଠା କରାଯାଇଥିଲା  ।


News Comment




Photo in News

Advertisment
Lastest News
  ରାଜନୀତି  
ଫୋକସରେ ପଶ୍ଚିମଓଡିଶା.. କଣ୍ଟାବାଞ୍ଜି ଆସନରେ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ବିଜେଡି ମହଲରେ ଖୁସିର ଲହରୀ, କୋସଲ ପ୍ରସଙ୍ଗ ଉଠିବାରୁ ମୁଖ୍ୟମନ୍ତ୍ରୀ ଭୟଭିତ-ନରସିଂହ   17-Apr-2024
  ଜିଲ୍ଲା  
ବିଜୁ ବାବୁଙ୍କ ତିରୋଧାନ ଦିବସ ରେ ନେତା ଓ କର୍ମୀ କଲେ ଶପଥ ପାଠ ବିଶାଳ ବାଇକ ଶୋଭାଯାତ୍ରା ରେ ଶକ୍ତି ପ୍ରଦର୍ଶନ କଲେ ବିଧାୟକ ଶ୍ରୀ ପୂଜାରୀ   17-Apr-2024
  ଜିଲ୍ଲା  
ବଲାଙ୍ଗିର ସହର ଛାତି ଉପରେ ଅସହାୟ ଯୁବକର ଅନାହାର ମୃତ୍ୟୁ; ପଚା ଶବ ଟେକିବାକୁ ହାତ ବାନ୍ଧି ଦେଲା ପୌର ପ୍ରଶାସନ, ପିପିଇ କିଟ୍ ପିନ୍ଧି ଶବକୁ ଉଦ୍ଧାର କଲା ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ   17-Apr-2024
  ଜିଲ୍ଲା  
ଆମ୍ବଗାଁରେ ଜୋନ ସ୍ତରୀୟ ତୈଳିକ ସମାଜ ଗଠିତ, ବିଜୟ ସାହୁ ସଭାପତି ଓ ପ୍ରଭାତ ସାହୁ ସଂପାଦକ   17-Apr-2024
  ଜିଲ୍ଲା  
ବିଜେଡିର ଟାର୍ଗେଟରେ ସଦରବ୍ଲକ,ଖଲିଆପାଲିରେ ଯୁବସମାବେଶ   16-Apr-2024
  ଜିଲ୍ଲା  
ସୋନପୁର ବିଜେପି ରେ ବିଦ୍ରୋହ, ସ୍ଵାଧୀନ ସାଂସଦ ବଳରାମଙ୍କୁ ଦେବେ ସମର୍ଥନ   16-Apr-2024
  ଜିଲ୍ଲା  
ଟେରାକୋଟାରେ ଭୋଟରସଚେତନା କାର୍ଯ୍ୟକ୍ରମ   16-Apr-2024
  ଜିଲ୍ଲା  
ଆଦିବାସୀଙ୍କୁ ଜୀବିକା ଜଗାଉଛି କାଇ ବା "ଚାପଡ଼ା ଅଣ୍ଡା   16-Apr-2024
  ଜିଲ୍ଲା  
ବିଜେପି ପ୍ରାର୍ଥୀ ବାଇକ ଶୋଭାଯାତ୍ରାରେ ରେ ପ୍ରଚାର-ବ୍ଳକ ଉପାଧ୍ୟକ୍ଷ ସମେତ ୯ ସରପଞ୍ଚ ଓ ଜଣେ ସମିତିସଭ୍ଯ ସହ ଶହ ଶହ କର୍ମୀ ବିଜେପିରେ ଯୋଗଦାନ   16-Apr-2024
  ଜିଲ୍ଲା  
ସାମ୍ବାଦିକ ଙ୍କ ପିତୃ ବିୟୋଗ ସୋନପୁର ଅଞ୍ଚଳ ରେ ଶୋକ   16-Apr-2024
  ରାଜନୀତି  
ବିଜେପି ର ମିଶ୍ରଣ ପର୍ବ : ଶତାଧିକ କର୍ମୀ ଙ୍କ ଯୋଗଦାନ   15-Apr-2024
  ଜିଲ୍ଲା  
ବିଜେଡିମୁହାଁ ଯୁବକ ଓ କୃଷକ, ଖଗସୀକନା,ଅଏଁଲାପାଲିର ଦେଢଶହ ଲୋକ ବିଜେଡିରେ ସାମିଲ   15-Apr-2024

You Might Also Like