-+91-9937148622 |

prerana_bgr@rediffmail.com |

  Tuesday 6th June 2023 |

| | | |

R.N.I. Regd No. ODIODI/2010/46693

Breaking News

ସତ୍ୟ ସୁନ୍ଦର ଭଞ୍ଜଙ୍କୁ ମିଳିଲା  ପ୍ରକୃତି ବନ୍ଧୁ ପୁରସ୍କାର   (06-Jun-2023)       ||      ପଖନମୁଣ୍ଡା ବିଦ୍ୟାଳୟ ପାଇଲା ପ୍ରକୃତି ମିତ୍ର ପୁରସ୍କାର   (06-Jun-2023)       ||      ଲୋଇସିଂହା ସାମ୍ବାଦିକ ସଂଘ ତରଫରୁ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଓ ସରଗାଡ଼ ସରପଞ୍ଚ ସରୋଜ ବେହେରା ଙ୍କ ବିରୁଦ୍ଧରେ ଥାନା ରେ ଲିଖିତ ଅଭିଯୋଗ   (06-Jun-2023)       ||      ଜାଗା ମିଶନ ଯୋଜନାରେ ଜମି ବଣ୍ଟନ କଲେ ବିଧାୟକ   (06-Jun-2023)       ||      ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନକୁ ପ୍ରକୃତି ମିତ୍ର ପୁରସ୍କାର   (06-Jun-2023)       ||      କୁଣହାଁ ସମାଜ ରାଜ୍ୟ କମିଟିରେ ବିଶୃଙ୍ଖଳା ନେଇ ଜ଼ିଲ୍ଲାପାଳଙ୍କ ଠାରେ ଅଭିଯୋଗ I   (06-Jun-2023)       ||      ବିଷ ପିଇ ବିବାହିତ ଯୁବକଙ୍କ ଆତ୍ମହତ୍ଯା   (06-Jun-2023)       ||      ବଂଶାଜାଳ ନିକଟରେ ଆଇଓସିଏଲ ପାଇପ୍ ଲାଇନ୍‌ରୁ ତେଲ ଚୋରି ଘଟଣା ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ, ବିଭିନ୍ନ ଥାନାରେ୨୪ ମାମଲା      (06-Jun-2023)       ||      ବାଲ୍ ଆଧାର କେନ୍ଦ୍ର ଭିମଭୋଇ ମେଡିକାଲ କଲେଜ ହସ୍ପିଟାଲ ରେ ଉଦ୍ଘାଟିତ   (05-Jun-2023)       ||      ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ପରିବେଶ ଦିବସ ପାଳିତ    (05-Jun-2023)       ||      ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ     (05-Jun-2023)       ||      ବିଶ୍ୱ ପରିବେଶ ଦିବସରେ ପଲିଥିନ ମୁକ୍ତ ସହରର ଶପଥ ନେଲେ ଛାତ୍ରଛାତ୍ରୀ   (05-Jun-2023)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ବିଶ୍ୱପରିବେଶ ଦିବସ ପାଳିତ   (05-Jun-2023)       ||      କୁଟୁରାପାଳି ଗ୍ରାମରେ ରିଲାଏନ୍ସ ଫାଉଣ୍ଡେସନ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   (05-Jun-2023)       ||      ପରିବେଶ ସୁରକ୍ଷା ଓ ପଲିଥିନ ବ୍ୟବହାର ଉପରେ ରୋକ ଲଗାଇବାକୁ ଆଜି ସଂକଳ୍ପ ନେବା: ଜିଲ୍ଲାପାଳ    (05-Jun-2023)       ||      ହଳଦିଆ ତୈଳିକ ବୈଶ୍ୟ ସମାଜର ଗ୍ରାମ୍ୟସ୍ତରୀୟ ବୈଠକ ଅନୁଷ୍ଠିତ   (05-Jun-2023)       ||      ପାତାଳି ଶ୍ରୀକ୍ଷେତ୍ରରେ ଚୁଦୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ ଯାତ୍ରା   (05-Jun-2023)       ||      ଏସପତ୍ରାପାଳି ଠାରେ ବନବିଭାଗ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଲିତ                                                   (05-Jun-2023)       ||      ପଥରମୁଣ୍ଡା ରେ ସମଲେଇ ଓ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦଯାପିତ   (05-Jun-2023)       ||      ବଲାଙ୍ଗିର ଠାରେ ଆନ୍ତର୍ଜାତିକ ମିଲେଟ୍ ବର୍ଷ ପାଳନ ଅବସରରେ ଲନ୍ ବଲ୍ ପ୍ରତିଯୋଗିତା ଅନୁଷ୍ଠିତ ।   (05-Jun-2023)       ||     

HOME   ଦେଶ ବିଦେଶ

ଆସନ୍ତା ମାସରୁ କୋର୍ଟରେ କେସ୍‌ ଲଢ଼ିବ ରୋବର୍ଟ ।

08-Jan-2023



ନୂଆଦିଲ୍ଲୀ : ଏଣିକି କୋର୍ଟରେ କେସ୍‌ ଲଢ଼ିବ ରୋବର୍ଟ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆସନ୍ତା ମାସଠାରୁ କୋର୍ଟରେ କେସ୍‌ ଲଢ଼ିବ ରୋବର୍ଟ  । ଆସନ୍ତା ମାସରୁ ଆମେରିକାରେ ରୋବର୍ଟ କେସ ଲଢ଼ିବାର ବାସ୍ତବିକ ଚିତ୍ର ଦେଖିବାକୁ ମିଳିବ । ‘ଡୁନଟ୍‌ପେ’ ନାମକ କମ୍ପାନି ପ୍ରସ୍ତୁତ କରିଥିବା ଆପ୍‌ ସାହାଯ୍ୟରେ କୋର୍ଟରେ କେସ୍‌ ଲଢ଼ିବ ରୋବର୍ଟ  । ସେହି ଆପ୍‌ ହେଉଛି କୃତ୍ରିମ ବୁଦ୍ଧିମତ୍ତା (ଏଆଇ)  । ଏହି ଏଆଇ ସାହାଯ୍ୟରେ କୋର୍ଟରେ ମୁଦାଲାଙ୍କ ପାଇଁ କେସ୍ ଲଢ଼ିପାରିବ ରୋବର୍ଟ। ଡୁନଟ୍‌ପେ ଆପ୍ ହେଉଛି ବିଶ୍ବର ପ୍ରଥମ ରୋବଟ ଓକିଲ  ।

ନୂଆ ବୈଜ୍ଞାନିକଙ୍କ କହିବା ଅନୁଯାୟୀ , ଆସନ୍ତା ଫେବ୍ରୁଆରିରେ ପ୍ରଥମଥର ପାଇଁ ରୋବଟ ଜଣେ ମୁଦାଲାଙ୍କ ପାଇଁ କେସ୍ ଲଢ଼ିବ। ତେବେ ସେ କେଉଁ କୋର୍ଟରେ ଓ କେଉଁ ମୁଦାଲାଙ୍କ ପାଇଁ କେସ୍‌ ଲଢ଼ିବ ତାହା ଡୁନଟ୍‌ପେ ପ୍ରକାଶ କରିନାହଁନ୍ତି । ଡୁନଟ୍‌ପେ କମ୍ପାନିର ଉଦ୍ଦେଶ୍ୟ ଅଧିକ ଅର୍ଥ ନେଉଥିବା ଓକିଲଙ୍କ ଦୌରାତ୍ମ୍ୟରୁ ମହକିଲଙ୍କୁ ବଞ୍ଚାଇବା  । ଏହି ଏଆଇ ଆପ୍‌ ସ୍ମାର୍ଟଫୋନ୍‌ରେ ଚାଲିବା ସହ ଇୟରପିସ୍ ସାହାଯ୍ୟରେ କୋର୍ଟର ଶୁଣାଣିରେ ଭାଗନେଇ ଯୁକ୍ତି ଉପସ୍ଥାପନ କରିପାରିବ ।ଏହି ରୋବର୍ଟ ଯେକୌଣସି ମାମଲା ଏବଂ ସରକାରଙ୍କ ବିରୋଧରେ ଲଢ଼ିପାରିବ । ଆଉ ଯେକୌଣସି ଦୋଷୀଙ୍କୁ ଦୋଷୀ ବୋଲି ପ୍ରମାଣ କରିବାରେ ସକ୍ଷମ ହେବ ବୋଲି ଡୁନଟ୍‌ପେ କମ୍ପାନି ଦାବି କରିଛି । ତେବେ ଏହି କ୍ମପାନୀ ୨୦୧୫ରେ ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନୀ ଜୋଶୁଆ ବ୍ରାଉଡରଙ୍କ ଦ୍ବାରା କାଲିଫର୍ଣ୍ଣିଆରେ ପ୍ରତିଷ୍ଠା କରାଯାଇଥିଲା  ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସତ୍ୟ ସୁନ୍ଦର ଭଞ୍ଜଙ୍କୁ ମିଳିଲା  ପ୍ରକୃତି ବନ୍ଧୁ ପୁରସ୍କାର   06-Jun-2023
  ଜିଲ୍ଲା  
ପଖନମୁଣ୍ଡା ବିଦ୍ୟାଳୟ ପାଇଲା ପ୍ରକୃତି ମିତ୍ର ପୁରସ୍କାର   06-Jun-2023
  ଜିଲ୍ଲା  
ଲୋଇସିଂହା ସାମ୍ବାଦିକ ସଂଘ ତରଫରୁ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଓ ସରଗାଡ଼ ସରପଞ୍ଚ ସରୋଜ ବେହେରା ଙ୍କ ବିରୁଦ୍ଧରେ ଥାନା ରେ ଲିଖିତ ଅଭିଯୋଗ   06-Jun-2023
  ଜିଲ୍ଲା  
ଜାଗା ମିଶନ ଯୋଜନାରେ ଜମି ବଣ୍ଟନ କଲେ ବିଧାୟକ   06-Jun-2023
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନକୁ ପ୍ରକୃତି ମିତ୍ର ପୁରସ୍କାର   06-Jun-2023
  ଜିଲ୍ଲା  
କୁଣହାଁ ସମାଜ ରାଜ୍ୟ କମିଟିରେ ବିଶୃଙ୍ଖଳା ନେଇ ଜ଼ିଲ୍ଲାପାଳଙ୍କ ଠାରେ ଅଭିଯୋଗ I   06-Jun-2023
  ଜିଲ୍ଲା  
ବିଷ ପିଇ ବିବାହିତ ଯୁବକଙ୍କ ଆତ୍ମହତ୍ଯା   06-Jun-2023
  ଜିଲ୍ଲା  
ବଂଶାଜାଳ ନିକଟରେ ଆଇଓସିଏଲ ପାଇପ୍ ଲାଇନ୍‌ରୁ ତେଲ ଚୋରି ଘଟଣା ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ, ବିଭିନ୍ନ ଥାନାରେ୨୪ ମାମଲା      06-Jun-2023
  ଜିଲ୍ଲା  
ବାଲ୍ ଆଧାର କେନ୍ଦ୍ର ଭିମଭୋଇ ମେଡିକାଲ କଲେଜ ହସ୍ପିଟାଲ ରେ ଉଦ୍ଘାଟିତ   05-Jun-2023
  ମହାନଗର  
ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ପରିବେଶ ଦିବସ ପାଳିତ    05-Jun-2023
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ     05-Jun-2023
  ଜିଲ୍ଲା  
ବିଶ୍ୱ ପରିବେଶ ଦିବସରେ ପଲିଥିନ ମୁକ୍ତ ସହରର ଶପଥ ନେଲେ ଛାତ୍ରଛାତ୍ରୀ   05-Jun-2023

You Might Also Like