-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
12-Dec-2022
ବଲାଙ୍ଗିର (ପ୍ରେରଣା ଖବର) ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରୁ ବଞ୍ଚିତ. ସଂଗୀତା ସା ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ବିଡିଓ ଙ୍କ ପର୍ଯ୍ୟନ୍ତ ସମସ୍ତ୍ ଙ୍କୁ ହରି ଗୁହାରି କଲା ପରେ ମଧ୍ୟ କୌଣସି ସୁଫଳ ମିଳି ନାହିଁ l ଆବାସ ଯୋଜନା ଓ ବାର୍ଦ୍ଧକ୍ୟ ଭତ୍ତା ରୁ ବଞ୍ଚିତ ସଂଗୀତା ସବୁ କ୍ଷେତ୍ର ରେ ନିରାଶ ହେଲା ପରେ ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ଦ୍ୱାରସ୍ଥ ହୋଇଛନ୍ତି l ସଙ୍ଗୀତା ସା ହେଉଛନ୍ତି ବଲାଙ୍ଗିର ଜିଲା ଦେଓଗାଁ ବ୍ଲକ ବାସିନ୍ଦା l ମୋତେ ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ସାମିଲ କରାଯାଉ ବୋଲି ସଂଗୀତା ଜିଲ୍ଲାପାଳ ଙ୍କୁ ନିବେଦନ କରିଛନ୍ତି l