-+91-9937148622 |

prerana_bgr@rediffmail.com |

  Wednesday 29th March 2023 |

| | | |

R.N.I. Regd No. ODIODI/2010/46693

Breaking News

ରେନବୋ କ୍ୟାମ୍ପରେ ବଲାଙ୍ଗିର ର କୃତିତ୍ୱ   (29-Mar-2023)       ||      ଆନନ୍ଦ ଉଲ୍ଲାସ ର ସହ ପାଳିତ ହେଲା ଚୈତ୍ର ପର୍ବ ।   (29-Mar-2023)       ||      ବିକାଶ ଉଚ୍ଚ ଶିକ୍ଷା କ୍ୟାମ୍ପସରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ନିଆରା ଢଙ୍ଗରେ ‘ଇଣ୍ଡିଆ ଏଟ୍ ଓସ୍କାସ୍‌ର୍’ ପାଳିତ   (28-Mar-2023)       ||      ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ଚୈତ୍ର ପର୍ବ- ବିଶ୍ୱ ଶାନ୍ତି ପାଇଁ ଛେନାପଣା ଦେଇ ପୂଜାର୍ଚ୍ଚନା    (28-Mar-2023)       ||      ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ପଞ୍ଚମ ସନ୍ଧ୍ୟା    (28-Mar-2023)       ||      ନିଶାମୁକ୍ତ ସମାଜ ଗଠନ ଦିଗରେ ରେଡ଼କ୍ରସର କର୍ମଶାଳା    (28-Mar-2023)       ||      ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା କୁ ନେଇ ଉଠିଲା ପ୍ରଶ୍ନ   (28-Mar-2023)       ||      ମହାଜନଗୁଡ଼ା ଠାରେ ଦାଦନ ର ମୃତଦେହ ରଖି ୨୬ ନମ୍ୱର ଜାତୀୟ ରାଜପଥ ଅବରୋଧ l   (28-Mar-2023)       ||      ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀରେ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ପାଇଲା   (28-Mar-2023)       ||      ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ଶୋକସଭା   (28-Mar-2023)       ||      ରୁୁଗୁଡିପଡା ଦୁର୍ଗାମଣ୍ଡପରେ ଆରମ୍ଭ ହେଲା ମାଁ ଙ୍କ ବାସନ୍ତୀକ ଦୁର୍ଗାପୁଜା   (28-Mar-2023)       ||      ସାଇକେଲ ଚୋର ଗିରଫ ୧୫ ସାଇକେଲ ଜବତ   (28-Mar-2023)       ||      ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନା ରେ ଭର୍ତି    (28-Mar-2023)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜଣ ଶୁଣାଣି   (28-Mar-2023)       ||      କ୍ୟାରିୟର କାଉନସିଲିଂ କାର୍ଯ୍ୟକ୍ରମ   (28-Mar-2023)       ||      କନ୍ଦାଜୁରୀ ଠାରେ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଅନୁଷ୍ଠିତ   (28-Mar-2023)       ||      ସମ୍ବଲପୁର ନାଟ୍ଯକଳା ପରିଷଦ ପକ୍ଷରୁ ବିଶ୍ବ ନାଟ୍ୟଦିବସ ପାଳିତ   (28-Mar-2023)       ||      ଅଗ୍ରଣୀ ମହିଳା ଚାଷୀ ବିଜୟିନୀ    (28-Mar-2023)       ||      ବିଶ୍ଵ ନାଟ୍ଯ ଦିବସ ଅବସରରେ ନାଟ୍ଯ କ୍ରାନ୍ତି ଅନୁଷ୍ଠାନ ପକ୍ଷରୁ ଆଲୋଚନାଚକ୍ର   (27-Mar-2023)       ||      ୩୪ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି: ୧୫ ଦିନ ନିମନ୍ତେ  ଆମିଷ ଦ୍ରବ୍ୟ ବିକ୍ରି ଓ ସେବନ ବନ୍ଦ ପାଇଁ ନିଷ୍ପତି    (27-Mar-2023)       ||     

HOME   ଦେଶ ବିଦେଶ

ଜାତିସଂଘରେ ଆଗତ ପ୍ରସ୍ତାବରୁ ଦୂରେଇ ରହିଲା ଭାରତ, ପାକିସ୍ତାନ ପାଇଁ ନେଲା ଏମିତି ନିଷ୍ପତ୍ତି

10-Dec-2022



ନୂଆଦିଲ୍ଲୀ: ଜାତିସଂଘରେ  ଆମେରିକା ଏବଂ ଆର୍ୟଲାଣ୍ଡ ପକ୍ଷରୁ ଆଗତ ପସ୍ତାବରେ ଭାରତ ନୀରବତା ବଜାୟ ରଖିଛି। ଏହି ପ୍ରସ୍ତାବରେ ଭାରତ ନିଜକୁ ଦୂରେଇ ରଖି ଅନୁପସ୍ଥିତ ରହିଛି । ପ୍ରତିବନ୍ଧକ ଲଗାଯାଇଥିବା କେତେକ ଦେଶକୁ ସହାୟତା ଯୋଗାଇ ଦେବା ଲାଗି ହୋଇଥିବା କଟକଣା ହଟାଇବା ପସ୍ତାବ ଆମେରିକା ଏବଂ ଆର୍ୟଲାଣ୍ଡ  ଦ୍ୱାରା ଆଗତ କରାଯାଇଥିଲା । ଏହି ବିଲ ଜାତିସଂଘରେ ପାସ ହୋଇ ଯାଇଛି ।

ଏହି ପ୍ରସ୍ତାବ ଉପରେ ଭୋଟିଂ ସମୟରେ ଭାରତ ପାକିସ୍ତାନ ପ୍ରସଙ୍ଗ ଉଠାଇ ଅନୁପସ୍ଥିତ ରହିଥିଲା । ଭାରତ କହିଥିଲା, ପ୍ରତିବନ୍ଧକ ଲାଗିଥିବା ଦେଶ ବିଶେଷକରି ପଡୋଶୀ ଦେଶ ଯିଏ କି ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି, ସେ ଦେଶକୁ ଏପରି ସହାୟତା ଯୋଗାଇଦେଲେ ତାହା ଆତଙ୍କବାଦୀଙ୍କ କାମରେ  ଲାଗିପାରେ  ।


ଆର୍ୟଲାଣ୍ଡ ଏବଂ ଆମେରିକା ପକ୍ଷରୁ ଆଗତ ପ୍ରସ୍ତାବକୁ ଜାତିସଂଘର ୧୫ରୁ ୧୪ ଦେଶ ସମର୍ଥନ କରିଥିଲେ । କେବଳ ଭାରତ ହିଁ ଏଥିରେ ଅନୁପସ୍ଥିତ ଥିଲା । ବିଲ ପାସ ହେବା ପରେ ଆମେରିକା କହିଥିଲା ଏହି ପ୍ରସ୍ତାବ ଅଗଣିତ ଲୋକଙ୍କ ଜୀବନ ବଞ୍ଚାଇବ ।ଅନ୍ୟପକ୍ଷେ ପରିଷଦର ଅଧ୍ୟକ୍ଷ ତଥା ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କମ୍ବୋଜ ଭାରତର ମତଦାନ ପ୍ରସଙ୍ଗରେ କହିଛନ୍ତି,  ଆମର ଚିନ୍ତା, ଏହି ସହାୟତାରୁ ଆତଙ୍କବାଦୀ ସଂଗଠନ ଯେପରି ଫାଇଦ ନ ଉଠାନ୍ତୁ । କମ୍ବୋଜ ଏହି ପ୍ରସଙ୍ଗରେ ପରୋକ୍ଷରେ ପାକିସ୍ତାନ ଏବଂ ସେଠାରେ ଥିବା ଆତଙ୍କୀ ସଂଗଠନ ପ୍ରତି ଅଙ୍ଗୁଳି ଉଠାଇଥିଲେ ।ସେ କହିଥିଲେ, ଆମ ପଡୋଶୀ  ଦେଶରେ ଥିବା ଅନେକ ଆତଙ୍କୀ ସଂଗଠନର ଅନେକ ମାମଲା ଏବେ ସାମ୍ନାକୁ ଆସିଛି । ଏହି ପରିଷଦ ଦ୍ୱାରା ପ୍ରସ୍ତୁତ ତାଲିକାରେ ଏଥିରୁ ଅନେକ ସଂଗଠନର ନାଁ ରହିଛି । ସେ ଜମାତ-ଉଦ-ଦାବା ସଂଗଠନର ନାଁ ନେଇ କହିଥିଲେ, ଏହି ସଂଗଠନ ଏକ ସାମାଜିକ ସଂଗଠନ ବୋଲି କହୁଥିଲେ ହେଁ ପ୍ରକୃତରେ ଏହା ଲସ୍କର-ଏ-ତୋଏବା ପାଇଁ କାମ କରୁଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରେନବୋ କ୍ୟାମ୍ପରେ ବଲାଙ୍ଗିର ର କୃତିତ୍ୱ   29-Mar-2023
  ଜିଲ୍ଲା  
ଆନନ୍ଦ ଉଲ୍ଲାସ ର ସହ ପାଳିତ ହେଲା ଚୈତ୍ର ପର୍ବ ।   29-Mar-2023
  ଜିଲ୍ଲା  
ବିକାଶ ଉଚ୍ଚ ଶିକ୍ଷା କ୍ୟାମ୍ପସରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ନିଆରା ଢଙ୍ଗରେ ‘ଇଣ୍ଡିଆ ଏଟ୍ ଓସ୍କାସ୍‌ର୍’ ପାଳିତ   28-Mar-2023
  ଜିଲ୍ଲା  
ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ଚୈତ୍ର ପର୍ବ- ବିଶ୍ୱ ଶାନ୍ତି ପାଇଁ ଛେନାପଣା ଦେଇ ପୂଜାର୍ଚ୍ଚନା    28-Mar-2023
  ଜିଲ୍ଲା  
ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ପଞ୍ଚମ ସନ୍ଧ୍ୟା   28-Mar-2023
  ଜିଲ୍ଲା  
ନିଶାମୁକ୍ତ ସମାଜ ଗଠନ ଦିଗରେ ରେଡ଼କ୍ରସର କର୍ମଶାଳା    28-Mar-2023
  ଜିଲ୍ଲା  
ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା କୁ ନେଇ ଉଠିଲା ପ୍ରଶ୍ନ   28-Mar-2023
  ଜିଲ୍ଲା  
ମହାଜନଗୁଡ଼ା ଠାରେ ଦାଦନ ର ମୃତଦେହ ରଖି ୨୬ ନମ୍ୱର ଜାତୀୟ ରାଜପଥ ଅବରୋଧ l   28-Mar-2023
  ଜିଲ୍ଲା  
ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀରେ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ପାଇଲା   28-Mar-2023
ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ଶୋକସଭା   28-Mar-2023
  ଜିଲ୍ଲା  
ରୁୁଗୁଡିପଡା ଦୁର୍ଗାମଣ୍ଡପରେ ଆରମ୍ଭ ହେଲା ମାଁ ଙ୍କ ବାସନ୍ତୀକ ଦୁର୍ଗାପୁଜା   28-Mar-2023
  ଜିଲ୍ଲା  
ସାଇକେଲ ଚୋର ଗିରଫ ୧୫ ସାଇକେଲ ଜବତ   28-Mar-2023

You Might Also Like