-+91-9937148622 |

prerana_bgr@rediffmail.com |

  Monday 22nd July 2024 |

| | | |

R.N.I. Regd No. ODIODI/2010/46693

Breaking News

ଜିଲା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ    (21-Jul-2024)       ||      ବଲାଙ୍ଗିର ନୃସିଂହ ମନ୍ଦିର ଠାରେ ଗୁରୁ ପୁଜନୋତ୍ସବ   (21-Jul-2024)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦର ବୈଠକ   (21-Jul-2024)       ||      ଗୁରୁ ଶିଷ୍ୟ ପରମ୍ପପରା ଅତୁଟ ବନ୍ଧନ “ତସ୍ମୈଶ୍ରୀ”   (21-Jul-2024)       ||      ତହସିଲଦାର ଓ କୃଷି ଅଧିକାରୀଙ୍କ ମିଳିତ ମିଳିତ ଯାଞ୍ଚ   (21-Jul-2024)       ||      ଶ୍ରୀ ଗୋପାଳଜୀ ମନ୍ଦିର ସୋନପୁର ଠାରେ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ   (21-Jul-2024)       ||      ବନ ମହୋତ୍ସବ ଉପଲକ୍ଷେ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ   (21-Jul-2024)       ||      ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ କ୍ବାକ୍ ଓ ଗୁଣିଗାରେଡି ଚିକିତ୍ସାର ବିକଳ ଚିତ୍ର: ସରକାରୀ ସ୍ବାସ୍ଥ୍ୟସେବା ପ୍ରତି ଆସ୍ଥାନାହିଁ , ଅସଚେତନତା ଓ ଅନ୍ଧବିଶ୍ବାସକୁ ଆଶ୍ରା    (21-Jul-2024)       ||      ବିବାହିତ ମହିଳା ସ୍କଟିରେ ବସି ପ୍ରେମିକ ସହ ଫେରାର "ସିସିଟିଭି ରେ କୋଏଦ ହେଲା ଦୃଶ୍ୟ   (21-Jul-2024)       ||      ଶିକ୍ଷକ ରବିନ୍ଦ୍ରନାଥ ଦୀପଙ୍କୁ ସମ୍ବର୍ଦ୍ଧନା   (21-Jul-2024)       ||      ଉଦନ୍ତୀ ନଦୀ ପାଣିରୁ ମହିଳା ଉଦ୍ଧାର।   (21-Jul-2024)       ||      ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବଙ୍କ ବ୍ଲକ୍ ରେ ଉନ୍ନୟନ କାମରେ ଦୁର୍ନୀତି : ଜନପ୍ରତିନିଧି କରୁଛନ୍ତି ଠିକା  !   (21-Jul-2024)       ||      ପତଞ୍ଜଳୀ ଯୋଗ ସମିତି ପକ୍ଷରୁ ଗରୁ ପୁର୍ଣିମା ଉତ୍ସବ ପାଳନ   (21-Jul-2024)       ||      ଲଖପାଲିରେ ଡାଇରିଆ ଆତଙ୍କ, ୨ମୃତ, ୧୭ ଆକ୍ରାନ୍ତ, ଗାଁରୁ ୫୦୦ମିଟର ଦୂରରେ ରହିଛି ଡମ୍ପିଂୟାର୍ଡ,ସଂକ୍ରମଣ ଭୟରେ ଗ୍ରାମବାସୀ   (21-Jul-2024)       ||      ମଝି ରାସ୍ତା ରେ ଜଳିଗଲା କାର   (20-Jul-2024)       ||      ପ୍ରାକୃତିକ ବିପତ୍ତି ଓ ବିପର୍ଯ୍ୟୟ ତଥା ଅଗ୍ନିକାଣ୍ଡ ଦାଉରୁ ରକ୍ଷା ସମ୍ବନ୍ଧୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ    (20-Jul-2024)       ||      ସଟ ସାର୍କିଟ ଯୋଗୁଁ ଜଳିଲା କାର   (20-Jul-2024)       ||      ରାଜ୍ୟ ର ଏକ ନମ୍ବର ମୋଡେଲ ହସ୍ପିଟାଲ୍ ର ଦୂରାବସ୍ଥା କୁ ନେଇ ବିକ୍ଷୋପ କଲେ କୃଷକ ସଂଗଠନ*- - *କୋଠା ନିର୍ମାଣ ଓ କିଣା ଯାଇଥିବା ଚିକିତ୍ସା ଉପକରଣ ର ତଦନ୍ତ ଦାବୀ କଲେ ନାରୀ ନେତ୍ରୀ ସୋନାଲି   (20-Jul-2024)       ||      ଗଞ୍ଜେଇ ସହ ଦୁଇ ବେପାରୀ ଗିରଫ - ଗଞ୍ଜେଇ ଗୋଦାମ ପାଲଟିଛି ସୁବଳୟା ଅଞ୍ଚଳ - ମୁଖ୍ୟ ମାଫିଆଙ୍କୁ ଧରିବାରେ ପୁଲିସ ବିଫଲ   (20-Jul-2024)       ||      ବଦଳିବ କି ଜୁନାଗଡ ରାଜନୀତି ସମୀକରଣ !   (20-Jul-2024)       ||     

HOME   ଦେଶ ବିଦେଶ

ଦିଲ୍ଲୀ ନାଟକ: କିଛି ଘଂଟା ମଧ୍ୟରେ ଦଳକୁ ଫେରିଆସିଲେ ଆପରେ ସାମିଲ ହୋଇଥିବା କଂଗ୍ରେସ ପାର୍ଷଦ

10-Dec-2022



ନୂଆଦିଲ୍ଲୀ: ଦିଲ୍ଲୀରେ ରାଜନୈତିକ ଡ୍ରାମ ଆରମ୍ଭ ହୋଇଯାଇଛି । ଦିଲ୍ଲୀ ଏମସିଡି ଫଳାଫଳ ଆସିବା କିଛି ସମୟ ପରେ କଂଗ୍ରେସର ୨ଜଣ ପାର୍ଷଦ ସବିଲା ବେଗମ ଓ ନାଜିଆ ଖାତୁନ ଆପରେ ମିଶିଥିଲେ । ଫଳରେ ଆପର ସଂଖ୍ୟା ୧୩୬ରେ ପଂହଚି ଯାଇଥିଲା । ତେବେ ଏହାର କିଛି ଘଂଟା ପରେ ଉକ୍ତ ୨ ପାର୍ଷଦ ଏବଂ ଦିଲ୍ଲୀ କଂଗ୍ରେସ ଉପାଧ୍ୟକ୍ଷ ଅଲୀ ମେହେଦି କ୍ଷମା ମାଗି ନିଜ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି । ମେହେଦି କହିଛନ୍ତି, ମୁଁ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ କାର୍ଯ୍ୟକର୍ତା ଥିଲି ଏବଂ ରହିବି । ଦିଲ୍ଲୀରେ ତାଙ୍କର ଏହି ନିଷ୍ପତିକୁ ଦଳର କର୍ମକର୍ତାମାନେ ତୀବ୍ର ବିରୋଧ କରିଥିଲେ । ଫଳରେ ଦଳକୁ ଫେରିବା ବ୍ୟତୀତ ସେମାନଙ୍କ ପାଖରେ କୌଣସି ବିକଳ୍ପ ନ ଥିଲା । ଏପରିକି ସେ ଭିଡିଓ ମାଧ୍ୟମରେ ସର୍ବସମ୍ମୁଖରେ କ୍ଷମା ମାଗିଥିଲେ ।

ସେମାନେ ଫେରି ଆସିବା ପରେ ଆପ ସିଟ ପୁନର୍ବାର ୧୩୪କୁ ଖସି ଆସିଥିଲା । ସୂଚନାଯୋଗ୍ୟ, ଦିଲ୍ଲୀ ନଗର ନିଗମରେ ୧୫ ବର୍ଷ ଧରି ରାଜୁତି କରୁଥିବା ବିଜେପି ହଟେଇ ଆପ କ୍ଷମତାକୁ ଆସିଛି । ୨୫୦ ସିଟରୁ ଆପକୁ ୧୩୪, ବିଜେପି ୧୦୪ ଓ କଂଗ୍ରେସ ୯ ସିଟ ହାସଲ କରିଥିଲେ । ୩ଟି ସିଟ ନିର୍ଦ୍ଦଳୀୟଙ୍କ ହାତକୁ ଯାଉଛି । ଆଗକୁ ମେୟର ନିର୍ବାଚନ ଥିବାରୁ ଆପ ଅଧିକରୁ ଅଧିକ ପାର୍ଷଦ ନିଜ ଆଡକୁ ଆଣିବାକୁ ଚେଷ୍ଟା କରୁଛି । ଅପରପକ୍ଷରେ ବିଜେପି ମଧ୍ୟ କିଛି ଅସମ୍ଭବ ନୁହେଁ ବୋଲି କହିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ   21-Jul-2024
  ଜିଲ୍ଲା  
ବଲାଙ୍ଗିର ନୃସିଂହ ମନ୍ଦିର ଠାରେ ଗୁରୁ ପୁଜନୋତ୍ସବ   21-Jul-2024
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦର ବୈଠକ   21-Jul-2024
  ଜିଲ୍ଲା  
ଗୁରୁ ଶିଷ୍ୟ ପରମ୍ପପରା ଅତୁଟ ବନ୍ଧନ “ତସ୍ମୈଶ୍ରୀ”   21-Jul-2024
  ଜିଲ୍ଲା  
ତହସିଲଦାର ଓ କୃଷି ଅଧିକାରୀଙ୍କ ମିଳିତ ମିଳିତ ଯାଞ୍ଚ   21-Jul-2024
  ଜିଲ୍ଲା  
ଶ୍ରୀ ଗୋପାଳଜୀ ମନ୍ଦିର ସୋନପୁର ଠାରେ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ   21-Jul-2024
  ଜିଲ୍ଲା  
ବନ ମହୋତ୍ସବ ଉପଲକ୍ଷେ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ   21-Jul-2024
  ରାଜ୍ୟ  
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ କ୍ବାକ୍ ଓ ଗୁଣିଗାରେଡି ଚିକିତ୍ସାର ବିକଳ ଚିତ୍ର: ସରକାରୀ ସ୍ବାସ୍ଥ୍ୟସେବା ପ୍ରତି ଆସ୍ଥାନାହିଁ , ଅସଚେତନତା ଓ ଅନ୍ଧବିଶ୍ବାସକୁ ଆଶ୍ରା   21-Jul-2024
  ଜିଲ୍ଲା  
ବିବାହିତ ମହିଳା ସ୍କଟିରେ ବସି ପ୍ରେମିକ ସହ ଫେରାର "ସିସିଟିଭି ରେ କୋଏଦ ହେଲା ଦୃଶ୍ୟ   21-Jul-2024
  ଜିଲ୍ଲା  
ଶିକ୍ଷକ ରବିନ୍ଦ୍ରନାଥ ଦୀପଙ୍କୁ ସମ୍ବର୍ଦ୍ଧନା   21-Jul-2024
  ଜିଲ୍ଲା  
ଉଦନ୍ତୀ ନଦୀ ପାଣିରୁ ମହିଳା ଉଦ୍ଧାର।   21-Jul-2024
  ଜିଲ୍ଲା  
ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବଙ୍କ ବ୍ଲକ୍ ରେ ଉନ୍ନୟନ କାମରେ ଦୁର୍ନୀତି : ଜନପ୍ରତିନିଧି କରୁଛନ୍ତି ଠିକା  !   21-Jul-2024

You Might Also Like