-+91-9937148622 |

prerana_bgr@rediffmail.com |

  Tuesday 19th March 2024 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ଜେଏମଏଫ୍‌ସି କୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ-ଚେକ୍ ମାଧ୍ୟମରେ ସୁନା ଗହଣା କିଣି ଲକ୍ଷାଧିକ ଟଙ୍କାର ଠକାମୀ କରିଥିବା ଅଭିଯୋଗରେ କ୍ରେତାଙ୍କୁ ୨ ବର୍ଷର ଜେଲ୍ ଦଣ୍ଡାଦେଶ    (19-Mar-2024)       ||      ଓଡିଶା ରାଜ୍ୟ ପାୱାର ଲିଫ୍ଟିଙ୍ଗ ଚାମ୍ପିଆନସିପ୍ -୨୦୨୪ ରେ ଦ୍ଵିତୀୟ ସ୍ଥାନ ଅଧିକାର କରି ନବରଙ୍ଗପୁର ଜିଲା ପାଇଁ ଗୌରବ ଆଣିଲେ ଅନିକେତ   (19-Mar-2024)       ||      କଣ୍ଟାମାଲରେ ନୂତନ ଥାନାଧିକାରୀଙ୍କ ଯୋଗଦାନ    (18-Mar-2024)       ||      ମଞ୍ଚ କଳାକାରଙ୍କ ବିଯୋଗରେ ଶୋକ ସଭା   (18-Mar-2024)       ||      ନିର୍ବାଚନ ସମୟରେ ଫେକ୍ ନିଉଜ୍ ପ୍ରତି ସାବଧାନ ରହିବା ତଥା ସମନ୍ଵୟ ରକ୍ଷା କରିବାକୁ ସାମ୍ବାଦିକ ମାନଙ୍କୁ ନିବେଦନ କଲା ତରଭା ପୋଲିସ    (18-Mar-2024)       ||      ସହର ରେ ଶାନ୍ତି ଶୃଙ୍ଖଳା ଜାରି ରଖିବାକୁ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ଅନୁଷ୍ଟିତ   (18-Mar-2024)       ||      ବାଜିଲା ନିର୍ବାଚନୀ ବିଗୁଲ୍...ତେଜିଲା ଟିକେଟ୍ କସରତ, ତିନି ପ୍ରମୁଖ ଦଳ ପାଇଁ ଦକ୍ଷ ପ୍ରାର୍ଥୀ ଖୋଜା ବଡ଼ ଚ୍ୟାଲେଞ୍ଜ   (18-Mar-2024)       ||      ଡାବୁଗାଁ ଅବକାରୀ ବିଭାଗର ଚଢ଼ାଉ,୨ ଜଣ ଗିରଫ   (18-Mar-2024)       ||      ରକ୍ତଦାନ କରି ଜୀବନ ବଞ୍ଚାଇଲେ ସମାଜସେବୀ ବାବୁଲାଲ   (18-Mar-2024)       ||      ରାମୋଡ଼ ଠାରେ ବିଶାଳ ଆଦିବାସୀ ସମାବେଶ   (18-Mar-2024)       ||      ଭ୍ରାମ୍ୟମାଣ ଅତ୍ୟାଧୁନିକ ବସ ଜରିଆରେ ରକ୍ତଦାନ ଶିବିର   (18-Mar-2024)       ||      ଭ୍ରାମ୍ୟମାଣ ଅତ୍ୟାଧୁନିକ ବସ ଜରିଆରେ ରକ୍ତଦାନ ଶିବିର   (18-Mar-2024)       ||      ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ଙ୍କୁ ନିଃଶୁଳ୍କ ଶିକ୍ଷାଦାନ   (18-Mar-2024)       ||      ପାଣି ଓ ବିଦ୍ୟୁତ୍ ପାଇଁ ଡହଲ ବିକଲ୍ ଚିତାରମା ର୍ ଲୋକ   (18-Mar-2024)       ||      ନବରଙ୍ଗପୁର ଜିଲ୍ଲା OJU ସାମ୍ବାଦିକ ସଂଘର ବନ୍ଧୁମିଳନ   (18-Mar-2024)       ||      କଣ୍ଟାମାଲ ବ୍ଲକ କାର୍ଯ୍ୟାଳୟ ସମତେ ଅନ୍ୟ ସବୁ ସ୍ଥାନରୁ ପ୍ରଚାର ପତ୍ର ହଟାଇବା କାମ ଆରମ୍ଭ    (18-Mar-2024)       ||      ବାଲିଗୁଡା ନିର୍ବାଚନ ମଣ୍ଡଳୀ  : ବାଜିଲା ନିର୍ବାଚନ ବିଗୁଲ ସଂଖ୍ୟାଲଘୁ ଭୋଟରଙ୍କ ଉପରେ ବିଜେଡି ଓ କଂଗ୍ରେସର ନଜର    (18-Mar-2024)       ||      ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (18-Mar-2024)       ||      କଣ୍ଟାମାଳ ମିଶନ ଶକ୍ତି ଭବନ ଠାରେ ବ୍ଲକ ସ୍ତରିୟ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ   (18-Mar-2024)       ||      ଷଷ୍ଠ ରାଜ୍ୟସ୍ତରୀୟ ବଉଳ ନାଟକ ଓ ଲୋକ ମହୋତ୍ସବ ଉତଘାଟିତ   (18-Mar-2024)       ||     

HOME   ଜିଲ୍ଲା

ସମାଜସେବୀ ପ୍ରଶାନ୍ତ ପାଢୀ ଶିଶୁ କଲ୍ଯାଣ ସମିତି ର ଅଧ୍ୟକ୍ଷ ନିଯୁକ୍ତ I

09-Dec-2022



ସମ୍ବଲପୁର (ସଂଜୀବ ପାଣିଗ୍ରାହୀ)
 ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୧୬ ଗୋଟି ଜିଲ୍ଲା ଶିଶୁ କଲ୍ୟାଣ ସମିତି ଗୁଡିକର ପୁନର୍ଗଠନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି l ବିଜ୍ଞପ୍ତି ସଂଖ୍ୟା ୨୦୫୪୭ ଅନୁଯାୟୀ ସମ୍ବଲପୁର ଜିଲ୍ଲା ଶିଶୁ କଲ୍ଯାଣ ସମିତିର ଅଧ୍ୟକ୍ଷ ରୂପେ ବିଶିଷ୍ଟ ଶ୍ରମିକ ନେତା, ସମାଜସେବୀ ପ୍ରଶାନ୍ତ କୁମାର ପାଢ଼ୀଙ୍କୁ ନିଯୁକ୍ତି ମିଳିଛି I ସମିତି ର ସଦସ୍ୟ ରୂପେ ସାମ୍ବାଦିକ ଶିବ ଶଙ୍କର ନନ୍ଦ, ଯଦୁମଣି କୁମ୍ଭାର, କବିତା ପଣ୍ଡା ଓ ବାସନ୍ତୀ ବେହେରା ନିଯୁକ୍ତି ପାଇଛନ୍ତି I ଗତ ୧୫ ଜୁଲାଇ ଦିନ ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନିଯୁକ୍ତି ଚୟନ ପରୀକ୍ଷା କରିଥିଲେ l ଅଧ୍ୟକ୍ଷ ରୂପେ ନିଯୁକ୍ତି ପାଇଥିବା ଶ୍ରୀପାଢୀ ପୂର୍ବରୁ କିଶୋର ନ୍ୟାୟ ବୋର୍ଡ ର ସଦସ୍ୟ ରୂପେ ୭ ବର୍ଷ କାର୍ଯ୍ୟ କରିଛନ୍ତି I କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଅନୁଷ୍ଠିତ ଗୁଡ଼ାଏ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଯୋଗ ଦେଇଛନ୍ତି I ଆଇନ ସେବା ଯୋଗାଇଦେବା, ସାମାଜିକ କାର୍ଯ୍ୟ, ସାମ୍ବାଦିକତା, ଶ୍ରମିକ ସଙ୍ଗଠନ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିଜ୍ଞତା ମଧ୍ୟ ରହିଛି I ପୂର୍ବରୁ ରାଜ୍ଯ ସରକାରଙ୍କ ରାଜ୍ଯ ଶ୍ରମ ସଂସ୍ଥାର ନିର୍ଦ୍ଦେଶକ ,ଶ୍ରମ ଉପଦେଷ୍ଟା ପରିଷଦ, ସର୍ବନିମ୍ନ ମଜୁରୀ ବୋର୍ଡ ,ଶିଶୁ ଶ୍ରମିକ ଉପଦେଷ୍ଟା ପରିଷଦ, ପୂର୍ବତଟ ରେଲ ଉପଦେଷ୍ଟା ସମିତି ର ସଦସ୍ୟ ରହିଛନ୍ତି I ତାଙ୍କ ନିଯୁକ୍ତିକୁ ସବୁ ମହଲରେ ସ୍ୱାଗତ କରାଯାଇଛି 


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ଜେଏମଏଫ୍‌ସି କୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ-ଚେକ୍ ମାଧ୍ୟମରେ ସୁନା ଗହଣା କିଣି ଲକ୍ଷାଧିକ ଟଙ୍କାର ଠକାମୀ କରିଥିବା ଅଭିଯୋଗରେ କ୍ରେତାଙ୍କୁ ୨ ବର୍ଷର ଜେଲ୍ ଦଣ୍ଡାଦେଶ   19-Mar-2024
  ଜିଲ୍ଲା  
ଓଡିଶା ରାଜ୍ୟ ପାୱାର ଲିଫ୍ଟିଙ୍ଗ ଚାମ୍ପିଆନସିପ୍ -୨୦୨୪ ରେ ଦ୍ଵିତୀୟ ସ୍ଥାନ ଅଧିକାର କରି ନବରଙ୍ଗପୁର ଜିଲା ପାଇଁ ଗୌରବ ଆଣିଲେ ଅନିକେତ   19-Mar-2024
  ଜିଲ୍ଲା  
କଣ୍ଟାମାଲରେ ନୂତନ ଥାନାଧିକାରୀଙ୍କ ଯୋଗଦାନ    18-Mar-2024
  ଜିଲ୍ଲା  
ମଞ୍ଚ କଳାକାରଙ୍କ ବିଯୋଗରେ ଶୋକ ସଭା   18-Mar-2024
  ଜିଲ୍ଲା  
ନିର୍ବାଚନ ସମୟରେ ଫେକ୍ ନିଉଜ୍ ପ୍ରତି ସାବଧାନ ରହିବା ତଥା ସମନ୍ଵୟ ରକ୍ଷା କରିବାକୁ ସାମ୍ବାଦିକ ମାନଙ୍କୁ ନିବେଦନ କଲା ତରଭା ପୋଲିସ   18-Mar-2024
  ଜିଲ୍ଲା  
ସହର ରେ ଶାନ୍ତି ଶୃଙ୍ଖଳା ଜାରି ରଖିବାକୁ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ଅନୁଷ୍ଟିତ   18-Mar-2024
  ଜିଲ୍ଲା  
ବାଜିଲା ନିର୍ବାଚନୀ ବିଗୁଲ୍...ତେଜିଲା ଟିକେଟ୍ କସରତ, ତିନି ପ୍ରମୁଖ ଦଳ ପାଇଁ ଦକ୍ଷ ପ୍ରାର୍ଥୀ ଖୋଜା ବଡ଼ ଚ୍ୟାଲେଞ୍ଜ   18-Mar-2024
  ଜିଲ୍ଲା  
ଡାବୁଗାଁ ଅବକାରୀ ବିଭାଗର ଚଢ଼ାଉ,୨ ଜଣ ଗିରଫ   18-Mar-2024
  ଜିଲ୍ଲା  
ରକ୍ତଦାନ କରି ଜୀବନ ବଞ୍ଚାଇଲେ ସମାଜସେବୀ ବାବୁଲାଲ   18-Mar-2024
  ଜିଲ୍ଲା  
ରାମୋଡ଼ ଠାରେ ବିଶାଳ ଆଦିବାସୀ ସମାବେଶ   18-Mar-2024
  ଜିଲ୍ଲା  
ଭ୍ରାମ୍ୟମାଣ ଅତ୍ୟାଧୁନିକ ବସ ଜରିଆରେ ରକ୍ତଦାନ ଶିବିର   18-Mar-2024
  ଜିଲ୍ଲା  
ଭ୍ରାମ୍ୟମାଣ ଅତ୍ୟାଧୁନିକ ବସ ଜରିଆରେ ରକ୍ତଦାନ ଶିବିର   18-Mar-2024

You Might Also Like