-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
08-Dec-2022
କର୍ଲାମୁଣ୍ଡ (ପ୍ରଦିପ କୁମାର ସାହୁ)
ପଦ୍ମପୁର ଉପ ନିର୍ବାଚନ ରେ ବିଜେଡି ପ୍ର।ଥିନୀ ବର୍ଷା ବରିହା ବହୁ ସଂଖ୍ୟକ ଭୋଟ ପାଇ ବିଜୟୀ ହେବା ପରେ ବିଜେଡି ମହଲରେ ଖୁସିର ଲହରୀ ଖେଳିଯାଇଛି।ଏହି କ୍ରମ ରେ କଳାହାଣ୍ଡି ଜିଲ୍ଲା ନର୍ଲା ବିଧାୟକ ଭୁପିନ୍ଦର ସିଂ ଖୁସିବ୍ୟକ୍ତ ପ୍ରକଟ କରି ଶୁଭେଚ୍ଛା ଜଣେଇଛନ୍ତି। ଅନ୍ୟ ପଟେ କର୍ଲାମୁଣ୍ଡା ବ୍ଲକ ସଦର ମହକୁମା ଠାରେ ବିଜେଡି କର୍ମୀ ଘିନୁ ସାହୁ ଓ ରାମ ଗୋପାଳ ସାହୁ ଙ୍କ ନେତୃତ୍ୱରେ କର୍ମୀମାନେ ବାଣ ଫୁଟାଇ ଖୁସି ଜାହିର କରିଥିବା ବେଳେ ରିଷିଡା ରେ ଜିପି ସଭାପତି ନନ୍ଦ କିଶୋର ରଣା,ସରପଞ୍ଚ ସେବତୀ ରଣା,ସମିତି ସଭ୍ୟ ନିମାଇଁ ଚରଣ ବେହେରାଛାତ୍ର ସଭାପତି ସଲିମ ଶେଖର ରଣା ,ମିଡ଼ିଆ ସେଲ ତ୍ରିଶଙ୍କ ରଣାମୁକେଶ ନାୟକ ,ସୀମାଞ୍ଚଳ ଭୋଇ, ତାରାଚନ ପୋଡ଼, ମନୋଜ ରଣାକୈଳାଶ କୁମୁରା,ରଞ୍ଜନ ନାୟକ ,ବଣ୍ଟି ନାଏକ, ଶୁଭମ କେଡିଆ, ଅଜୟ କୁମାର ପ୍ରମୁଖ ଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀ ବିଜୟ ଉତ୍ସବ ମନେଇଥିଲେ।