-+91-9937148622 |

prerana_bgr@rediffmail.com |

  Saturday 4th February 2023 |

| | | |

R.N.I. Regd No. ODIODI/2010/46693

Breaking News

ଅପରିଷ୍କାର ଘେରରେ ବୀରମହାରାଜପୁର ଦୈନିକ ପରିବା ବଜାର -ମାସକୁ ଲକ୍ଷାଧିକ ଟଙ୍କା ବଟି ଆଦାୟ - କ୍ରେତା ବିକ୍ରେତାଙ୍କ ପାଇଁ ପିଇବା ପାଣିର ସୁବିଧା ନାହିଁ -ସୁରକ୍ଷିତ ନୁହେଁ ବଜାର ପରିସର   (04-Feb-2023)       ||      ପାପକ୍ଷୟ ମହୋତ୍ସବ ୩ୟ ସନ୍ଧ୍ୟା,ପର୍ଯ୍ୟଟନ ସ୍ଥଳୀ ର ବିକାଶ,ଡାକ୍ତର ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀ ଓ ୫ଟି ଙ୍କ ଠାରେ ଦାବି କରିବି - ସୁର (ଭବାନୀପାଟଣାର ନୃତ୍ୟାଙ୍ଗନା ଓ ସମ୍ବଲପୁରର ଲହରୀରେ ଦର୍ଶକ ମତୁଆଲ)    (04-Feb-2023)       ||      ଅପରିଷ୍କାର ଘେରରେ ବୀରମହାରାଜପୁର ଦୈନିକ ପରିବା ବଜାର ।   (04-Feb-2023)       ||      ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ସରକାରୀ ବୃତ୍ତି ପରୀକ୍ଷାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ସଫଳତା   (04-Feb-2023)       ||      ଲୋଇସିଂହା ଓମେନ୍ସ ଫାର୍ମର ସର୍ଭିସେସ ପ୍ରଡୁସର କମ୍ପାନୀ ଲିମିଟେଡ଼ର ପ୍ରଥମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ   (03-Feb-2023)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ – ଆଧୁନିକ ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ ଚାଷ ର ଅଭିବୃଦ୍ଧି ଉପରେ ଗୁରୁତ୍ଵାରୋପ   (03-Feb-2023)       ||      ଖୋରଧା ରେ ହେବ ରାଜ୍ୟସ୍ତରୀୟ ବିଦ୍ୟାର୍ଥୀ ବିଜ୍ଞାନ ମନ୍ଥନ   (03-Feb-2023)       ||      ଖଲିଆପାଲି ମହିମାପୀଠରେ ମାଘମେଳା ଆରମ୍ଭ...   (03-Feb-2023)       ||      ବଲାଙ୍ଗୀର ସିଭିଲ କୋର୍ଟ ପରିସରରେ ଉଦ୍‌ଘାଟିତ ହେଲା ଭର୍ଚୁଆଲ ହାଇକୋର୍ଟ    (03-Feb-2023)       ||      ଛକୋରମାଲ ପଞ୍ଚାୟତ ବାଦିପଡ଼ିଆ ଗ୍ରାମରେ ଜିଲ୍ଲାପ୍ରଶାସନର ଜନ ସମ୍ପର୍କ ଶିବିର ଅନୁଷ୍ଠିତ-   (03-Feb-2023)       ||      PSO ଫେରାଇଲେ ଜୟ ନାରାୟଣ ମିଶ୍ର,   (03-Feb-2023)       ||      ପଣ୍ଡକିଟାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଉଦଯାପିତ   (03-Feb-2023)       ||      ଦ୍ୱିତୀୟ ଗନ୍ଧରାଢୀ ଲୋକକଳା ପାଇଁ ଶୁଭଖମ୍ବ ସ୍ଥାପନ   (03-Feb-2023)       ||      ପାପକ୍ଷୟ ମହୋତ୍ସବ ୨ୟ ସନ୍ଧ୍ୟା(ବଲାଙ୍ଗିରର ପଞ୍ଚମ ଆର ସମ୍ବଲପୁରର ନଟରାଜ କଳା ପରିଷଦ ଲୋକନୃତ୍ୟରେ ଝୁମିଲେ ଦର୍ଶକ)     (03-Feb-2023)       ||      ମା ମାହେଶ୍ବରୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ   (03-Feb-2023)       ||      ପୌର ଅଧିକାରୀ ଓ ଜନ ପ୍ରତିନିଧି ଙ୍କ ଦୁର୍ବ୍ୟବହାର ପ୍ରତିବାଦ ରେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଅଫିସ ଘେରାଉ   (03-Feb-2023)       ||      ଫେବୃଆରୀ  ମାସ ପାଇଁ ପଞ୍ଚାୟତ ଲୋକ ସେବା ଶିବିର କାର୍ଯକ୍ରମ  ଧାର୍ଯ୍ୟ   (02-Feb-2023)       ||      ଫେବୃଆରୀ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ  ।   (02-Feb-2023)       ||      ମା ଝାଡେଶ୍ବରୀ ମହାବିଦ୍ୟାଳୟ ଓ ମଥୁରା ପ୍ରସାଦ ସରକାରୀ ଉଚ୍ଚ ବିଦ୍ୟାଳୟରେ ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ଚନ୍ଦ୍ରଶେଖର ବେହେରାଙ୍କ ୧୫୦ତମ ଜନ୍ମ ବାର୍ଷିକୀ ସଭା ପାଳିତ।   (02-Feb-2023)       ||      ବୌଦ୍ଧ ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସେବସ୍ତିଆନ କୁଜୁର ଙ୍କ ଚାକିରୀ ରୁ ଅବସର ଗ୍ରହଣ, ସହକାରୀ ଜ଼ିଲ୍ଲାପାଳ ସସ୍ମିତା ପ୍ରଧାନ ନେଲେ ଡି. ଏସ. ଡବ୍ଲୁ. ଓ. ଦାୟିତ୍ୱ    (01-Feb-2023)       ||     

HOME   ଜିଲ୍ଲା

ଯୋରନ୍ଦା ଗାଦି ଭାଙ୍ଗିବାର ପ୍ରତିବାଦ ଓ ଥଇଥାନ ଦାବି କରି ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ I

08-Dec-2022



କୁଚିଣ୍ଡା(ସଂଜୀବ ପାଣିଗ୍ରାହୀ)
ଢେଙ୍କାନାଲ ସ୍ଥିତ ଯୋରନ୍ଦା ଗାଦିରେ ଧୁନି ମନ୍ଦିର ଓ ଆଶ୍ରମକୁ ଅଦାଲତର ରାୟ ଆଲରେ ଭାଙ୍ଗି ଦେଇଥିବାରୁ ଏହାର ପ୍ରତିବାଦରେ କୁଚିଣ୍ଡା ମହିମା ଆଶ୍ରମର ପୀଠାଦେଶ ଶେଷ ଦେବ ବାର୍ଲା, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ଓ ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ପ୍ରମୁଖଙ୍କ ନେତୃତ୍ୱରେ ଝୁଲେନ୍ ପୋଲ ନିକଟସ୍ଥ ଆଶ୍ରମ ପରିସରରୁ ବାହାରି ସହର ପରିକ୍ରମା ପୂର୍ବକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଉପ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଇଥିଲା । ଏହି ଦାବିପତ୍ର ରେ ଆପୋଷ ସନ୍ଧାନ ନକରି ଅତୀତ ଐତିହକୁ ଜିଲ୍ଲା ପ୍ରଶାସନ ଭାଙ୍ଗିଦେବା ଘଟଣାକୁ ତୀବ୍ର ନିନ୍ଦା କରିବା ସହ ପୁନଃ ନିର୍ମାଣ କରି ମହିମା ଧର୍ମର ବାବା ମାନଙ୍କୁ ଥଇଥାନ କରିବାକୁ ଦାବି କରାଯାଇଛି । ଉପ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଦାବିପତ୍ର ଗ୍ରହଣ କରିଥିଲେ I


News Comment




Photo in News

Advertisment
Lastest News
  ଜିଲ୍ଲା  
ଅପରିଷ୍କାର ଘେରରେ ବୀରମହାରାଜପୁର ଦୈନିକ ପରିବା ବଜାର -ମାସକୁ ଲକ୍ଷାଧିକ ଟଙ୍କା ବଟି ଆଦାୟ - କ୍ରେତା ବିକ୍ରେତାଙ୍କ ପାଇଁ ପିଇବା ପାଣିର ସୁବିଧା ନାହିଁ -ସୁରକ୍ଷିତ ନୁହେଁ ବଜାର ପରିସର   04-Feb-2023
  ଜିଲ୍ଲା  
ପାପକ୍ଷୟ ମହୋତ୍ସବ ୩ୟ ସନ୍ଧ୍ୟା,ପର୍ଯ୍ୟଟନ ସ୍ଥଳୀ ର ବିକାଶ,ଡାକ୍ତର ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀ ଓ ୫ଟି ଙ୍କ ଠାରେ ଦାବି କରିବି - ସୁର (ଭବାନୀପାଟଣାର ନୃତ୍ୟାଙ୍ଗନା ଓ ସମ୍ବଲପୁରର ଲହରୀରେ ଦର୍ଶକ ମତୁଆଲ)   04-Feb-2023
  ଜିଲ୍ଲା  
ଅପରିଷ୍କାର ଘେରରେ ବୀରମହାରାଜପୁର ଦୈନିକ ପରିବା ବଜାର ।   04-Feb-2023
  ଜିଲ୍ଲା  
୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ସରକାରୀ ବୃତ୍ତି ପରୀକ୍ଷାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ସଫଳତା   04-Feb-2023
  ଜିଲ୍ଲା  
ଲୋଇସିଂହା ଓମେନ୍ସ ଫାର୍ମର ସର୍ଭିସେସ ପ୍ରଡୁସର କମ୍ପାନୀ ଲିମିଟେଡ଼ର ପ୍ରଥମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ   03-Feb-2023
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ – ଆଧୁନିକ ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ ଚାଷ ର ଅଭିବୃଦ୍ଧି ଉପରେ ଗୁରୁତ୍ଵାରୋପ   03-Feb-2023
  ଜିଲ୍ଲା  
ଖୋରଧା ରେ ହେବ ରାଜ୍ୟସ୍ତରୀୟ ବିଦ୍ୟାର୍ଥୀ ବିଜ୍ଞାନ ମନ୍ଥନ   03-Feb-2023
  ରାଜ୍ୟ  
ଖଲିଆପାଲି ମହିମାପୀଠରେ ମାଘମେଳା ଆରମ୍ଭ...   03-Feb-2023
  ରାଜ୍ୟ  
ବଲାଙ୍ଗୀର ସିଭିଲ କୋର୍ଟ ପରିସରରେ ଉଦ୍‌ଘାଟିତ ହେଲା ଭର୍ଚୁଆଲ ହାଇକୋର୍ଟ    03-Feb-2023
  ଜିଲ୍ଲା  
ଛକୋରମାଲ ପଞ୍ଚାୟତ ବାଦିପଡ଼ିଆ ଗ୍ରାମରେ ଜିଲ୍ଲାପ୍ରଶାସନର ଜନ ସମ୍ପର୍କ ଶିବିର ଅନୁଷ୍ଠିତ-   03-Feb-2023
  ଜିଲ୍ଲା  
PSO ଫେରାଇଲେ ଜୟ ନାରାୟଣ ମିଶ୍ର,   03-Feb-2023
  ଜିଲ୍ଲା  
ପଣ୍ଡକିଟାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଉଦଯାପିତ   03-Feb-2023

You Might Also Like