-+91-9937148622 |

prerana_bgr@rediffmail.com |

  Tuesday 19th March 2024 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ଜେଏମଏଫ୍‌ସି କୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ-ଚେକ୍ ମାଧ୍ୟମରେ ସୁନା ଗହଣା କିଣି ଲକ୍ଷାଧିକ ଟଙ୍କାର ଠକାମୀ କରିଥିବା ଅଭିଯୋଗରେ କ୍ରେତାଙ୍କୁ ୨ ବର୍ଷର ଜେଲ୍ ଦଣ୍ଡାଦେଶ    (19-Mar-2024)       ||      ଓଡିଶା ରାଜ୍ୟ ପାୱାର ଲିଫ୍ଟିଙ୍ଗ ଚାମ୍ପିଆନସିପ୍ -୨୦୨୪ ରେ ଦ୍ଵିତୀୟ ସ୍ଥାନ ଅଧିକାର କରି ନବରଙ୍ଗପୁର ଜିଲା ପାଇଁ ଗୌରବ ଆଣିଲେ ଅନିକେତ   (19-Mar-2024)       ||      କଣ୍ଟାମାଲରେ ନୂତନ ଥାନାଧିକାରୀଙ୍କ ଯୋଗଦାନ    (18-Mar-2024)       ||      ମଞ୍ଚ କଳାକାରଙ୍କ ବିଯୋଗରେ ଶୋକ ସଭା   (18-Mar-2024)       ||      ନିର୍ବାଚନ ସମୟରେ ଫେକ୍ ନିଉଜ୍ ପ୍ରତି ସାବଧାନ ରହିବା ତଥା ସମନ୍ଵୟ ରକ୍ଷା କରିବାକୁ ସାମ୍ବାଦିକ ମାନଙ୍କୁ ନିବେଦନ କଲା ତରଭା ପୋଲିସ    (18-Mar-2024)       ||      ସହର ରେ ଶାନ୍ତି ଶୃଙ୍ଖଳା ଜାରି ରଖିବାକୁ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ଅନୁଷ୍ଟିତ   (18-Mar-2024)       ||      ବାଜିଲା ନିର୍ବାଚନୀ ବିଗୁଲ୍...ତେଜିଲା ଟିକେଟ୍ କସରତ, ତିନି ପ୍ରମୁଖ ଦଳ ପାଇଁ ଦକ୍ଷ ପ୍ରାର୍ଥୀ ଖୋଜା ବଡ଼ ଚ୍ୟାଲେଞ୍ଜ   (18-Mar-2024)       ||      ଡାବୁଗାଁ ଅବକାରୀ ବିଭାଗର ଚଢ଼ାଉ,୨ ଜଣ ଗିରଫ   (18-Mar-2024)       ||      ରକ୍ତଦାନ କରି ଜୀବନ ବଞ୍ଚାଇଲେ ସମାଜସେବୀ ବାବୁଲାଲ   (18-Mar-2024)       ||      ରାମୋଡ଼ ଠାରେ ବିଶାଳ ଆଦିବାସୀ ସମାବେଶ   (18-Mar-2024)       ||      ଭ୍ରାମ୍ୟମାଣ ଅତ୍ୟାଧୁନିକ ବସ ଜରିଆରେ ରକ୍ତଦାନ ଶିବିର   (18-Mar-2024)       ||      ଭ୍ରାମ୍ୟମାଣ ଅତ୍ୟାଧୁନିକ ବସ ଜରିଆରେ ରକ୍ତଦାନ ଶିବିର   (18-Mar-2024)       ||      ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ଙ୍କୁ ନିଃଶୁଳ୍କ ଶିକ୍ଷାଦାନ   (18-Mar-2024)       ||      ପାଣି ଓ ବିଦ୍ୟୁତ୍ ପାଇଁ ଡହଲ ବିକଲ୍ ଚିତାରମା ର୍ ଲୋକ   (18-Mar-2024)       ||      ନବରଙ୍ଗପୁର ଜିଲ୍ଲା OJU ସାମ୍ବାଦିକ ସଂଘର ବନ୍ଧୁମିଳନ   (18-Mar-2024)       ||      କଣ୍ଟାମାଲ ବ୍ଲକ କାର୍ଯ୍ୟାଳୟ ସମତେ ଅନ୍ୟ ସବୁ ସ୍ଥାନରୁ ପ୍ରଚାର ପତ୍ର ହଟାଇବା କାମ ଆରମ୍ଭ    (18-Mar-2024)       ||      ବାଲିଗୁଡା ନିର୍ବାଚନ ମଣ୍ଡଳୀ  : ବାଜିଲା ନିର୍ବାଚନ ବିଗୁଲ ସଂଖ୍ୟାଲଘୁ ଭୋଟରଙ୍କ ଉପରେ ବିଜେଡି ଓ କଂଗ୍ରେସର ନଜର    (18-Mar-2024)       ||      ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (18-Mar-2024)       ||      କଣ୍ଟାମାଳ ମିଶନ ଶକ୍ତି ଭବନ ଠାରେ ବ୍ଲକ ସ୍ତରିୟ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ   (18-Mar-2024)       ||      ଷଷ୍ଠ ରାଜ୍ୟସ୍ତରୀୟ ବଉଳ ନାଟକ ଓ ଲୋକ ମହୋତ୍ସବ ଉତଘାଟିତ   (18-Mar-2024)       ||     

HOME   ଜିଲ୍ଲା

ଯୋରନ୍ଦା ଗାଦି ଭାଙ୍ଗିବାର ପ୍ରତିବାଦ ଓ ଥଇଥାନ ଦାବି କରି ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ I

08-Dec-2022



କୁଚିଣ୍ଡା(ସଂଜୀବ ପାଣିଗ୍ରାହୀ)
ଢେଙ୍କାନାଲ ସ୍ଥିତ ଯୋରନ୍ଦା ଗାଦିରେ ଧୁନି ମନ୍ଦିର ଓ ଆଶ୍ରମକୁ ଅଦାଲତର ରାୟ ଆଲରେ ଭାଙ୍ଗି ଦେଇଥିବାରୁ ଏହାର ପ୍ରତିବାଦରେ କୁଚିଣ୍ଡା ମହିମା ଆଶ୍ରମର ପୀଠାଦେଶ ଶେଷ ଦେବ ବାର୍ଲା, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ଓ ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ପ୍ରମୁଖଙ୍କ ନେତୃତ୍ୱରେ ଝୁଲେନ୍ ପୋଲ ନିକଟସ୍ଥ ଆଶ୍ରମ ପରିସରରୁ ବାହାରି ସହର ପରିକ୍ରମା ପୂର୍ବକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଉପ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଇଥିଲା । ଏହି ଦାବିପତ୍ର ରେ ଆପୋଷ ସନ୍ଧାନ ନକରି ଅତୀତ ଐତିହକୁ ଜିଲ୍ଲା ପ୍ରଶାସନ ଭାଙ୍ଗିଦେବା ଘଟଣାକୁ ତୀବ୍ର ନିନ୍ଦା କରିବା ସହ ପୁନଃ ନିର୍ମାଣ କରି ମହିମା ଧର୍ମର ବାବା ମାନଙ୍କୁ ଥଇଥାନ କରିବାକୁ ଦାବି କରାଯାଇଛି । ଉପ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଦାବିପତ୍ର ଗ୍ରହଣ କରିଥିଲେ I


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ଜେଏମଏଫ୍‌ସି କୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ-ଚେକ୍ ମାଧ୍ୟମରେ ସୁନା ଗହଣା କିଣି ଲକ୍ଷାଧିକ ଟଙ୍କାର ଠକାମୀ କରିଥିବା ଅଭିଯୋଗରେ କ୍ରେତାଙ୍କୁ ୨ ବର୍ଷର ଜେଲ୍ ଦଣ୍ଡାଦେଶ   19-Mar-2024
  ଜିଲ୍ଲା  
ଓଡିଶା ରାଜ୍ୟ ପାୱାର ଲିଫ୍ଟିଙ୍ଗ ଚାମ୍ପିଆନସିପ୍ -୨୦୨୪ ରେ ଦ୍ଵିତୀୟ ସ୍ଥାନ ଅଧିକାର କରି ନବରଙ୍ଗପୁର ଜିଲା ପାଇଁ ଗୌରବ ଆଣିଲେ ଅନିକେତ   19-Mar-2024
  ଜିଲ୍ଲା  
କଣ୍ଟାମାଲରେ ନୂତନ ଥାନାଧିକାରୀଙ୍କ ଯୋଗଦାନ    18-Mar-2024
  ଜିଲ୍ଲା  
ମଞ୍ଚ କଳାକାରଙ୍କ ବିଯୋଗରେ ଶୋକ ସଭା   18-Mar-2024
  ଜିଲ୍ଲା  
ନିର୍ବାଚନ ସମୟରେ ଫେକ୍ ନିଉଜ୍ ପ୍ରତି ସାବଧାନ ରହିବା ତଥା ସମନ୍ଵୟ ରକ୍ଷା କରିବାକୁ ସାମ୍ବାଦିକ ମାନଙ୍କୁ ନିବେଦନ କଲା ତରଭା ପୋଲିସ   18-Mar-2024
  ଜିଲ୍ଲା  
ସହର ରେ ଶାନ୍ତି ଶୃଙ୍ଖଳା ଜାରି ରଖିବାକୁ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ଅନୁଷ୍ଟିତ   18-Mar-2024
  ଜିଲ୍ଲା  
ବାଜିଲା ନିର୍ବାଚନୀ ବିଗୁଲ୍...ତେଜିଲା ଟିକେଟ୍ କସରତ, ତିନି ପ୍ରମୁଖ ଦଳ ପାଇଁ ଦକ୍ଷ ପ୍ରାର୍ଥୀ ଖୋଜା ବଡ଼ ଚ୍ୟାଲେଞ୍ଜ   18-Mar-2024
  ଜିଲ୍ଲା  
ଡାବୁଗାଁ ଅବକାରୀ ବିଭାଗର ଚଢ଼ାଉ,୨ ଜଣ ଗିରଫ   18-Mar-2024
  ଜିଲ୍ଲା  
ରକ୍ତଦାନ କରି ଜୀବନ ବଞ୍ଚାଇଲେ ସମାଜସେବୀ ବାବୁଲାଲ   18-Mar-2024
  ଜିଲ୍ଲା  
ରାମୋଡ଼ ଠାରେ ବିଶାଳ ଆଦିବାସୀ ସମାବେଶ   18-Mar-2024
  ଜିଲ୍ଲା  
ଭ୍ରାମ୍ୟମାଣ ଅତ୍ୟାଧୁନିକ ବସ ଜରିଆରେ ରକ୍ତଦାନ ଶିବିର   18-Mar-2024
  ଜିଲ୍ଲା  
ଭ୍ରାମ୍ୟମାଣ ଅତ୍ୟାଧୁନିକ ବସ ଜରିଆରେ ରକ୍ତଦାନ ଶିବିର   18-Mar-2024

You Might Also Like