-+91-9937148622 |

prerana_bgr@rediffmail.com |

  Saturday 4th February 2023 |

| | | |

R.N.I. Regd No. ODIODI/2010/46693

Breaking News

ଅପରିଷ୍କାର ଘେରରେ ବୀରମହାରାଜପୁର ଦୈନିକ ପରିବା ବଜାର -ମାସକୁ ଲକ୍ଷାଧିକ ଟଙ୍କା ବଟି ଆଦାୟ - କ୍ରେତା ବିକ୍ରେତାଙ୍କ ପାଇଁ ପିଇବା ପାଣିର ସୁବିଧା ନାହିଁ -ସୁରକ୍ଷିତ ନୁହେଁ ବଜାର ପରିସର   (04-Feb-2023)       ||      ପାପକ୍ଷୟ ମହୋତ୍ସବ ୩ୟ ସନ୍ଧ୍ୟା,ପର୍ଯ୍ୟଟନ ସ୍ଥଳୀ ର ବିକାଶ,ଡାକ୍ତର ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀ ଓ ୫ଟି ଙ୍କ ଠାରେ ଦାବି କରିବି - ସୁର (ଭବାନୀପାଟଣାର ନୃତ୍ୟାଙ୍ଗନା ଓ ସମ୍ବଲପୁରର ଲହରୀରେ ଦର୍ଶକ ମତୁଆଲ)    (04-Feb-2023)       ||      ଅପରିଷ୍କାର ଘେରରେ ବୀରମହାରାଜପୁର ଦୈନିକ ପରିବା ବଜାର ।   (04-Feb-2023)       ||      ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ସରକାରୀ ବୃତ୍ତି ପରୀକ୍ଷାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ସଫଳତା   (04-Feb-2023)       ||      ଲୋଇସିଂହା ଓମେନ୍ସ ଫାର୍ମର ସର୍ଭିସେସ ପ୍ରଡୁସର କମ୍ପାନୀ ଲିମିଟେଡ଼ର ପ୍ରଥମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ   (03-Feb-2023)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ – ଆଧୁନିକ ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ ଚାଷ ର ଅଭିବୃଦ୍ଧି ଉପରେ ଗୁରୁତ୍ଵାରୋପ   (03-Feb-2023)       ||      ଖୋରଧା ରେ ହେବ ରାଜ୍ୟସ୍ତରୀୟ ବିଦ୍ୟାର୍ଥୀ ବିଜ୍ଞାନ ମନ୍ଥନ   (03-Feb-2023)       ||      ଖଲିଆପାଲି ମହିମାପୀଠରେ ମାଘମେଳା ଆରମ୍ଭ...   (03-Feb-2023)       ||      ବଲାଙ୍ଗୀର ସିଭିଲ କୋର୍ଟ ପରିସରରେ ଉଦ୍‌ଘାଟିତ ହେଲା ଭର୍ଚୁଆଲ ହାଇକୋର୍ଟ    (03-Feb-2023)       ||      ଛକୋରମାଲ ପଞ୍ଚାୟତ ବାଦିପଡ଼ିଆ ଗ୍ରାମରେ ଜିଲ୍ଲାପ୍ରଶାସନର ଜନ ସମ୍ପର୍କ ଶିବିର ଅନୁଷ୍ଠିତ-   (03-Feb-2023)       ||      PSO ଫେରାଇଲେ ଜୟ ନାରାୟଣ ମିଶ୍ର,   (03-Feb-2023)       ||      ପଣ୍ଡକିଟାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଉଦଯାପିତ   (03-Feb-2023)       ||      ଦ୍ୱିତୀୟ ଗନ୍ଧରାଢୀ ଲୋକକଳା ପାଇଁ ଶୁଭଖମ୍ବ ସ୍ଥାପନ   (03-Feb-2023)       ||      ପାପକ୍ଷୟ ମହୋତ୍ସବ ୨ୟ ସନ୍ଧ୍ୟା(ବଲାଙ୍ଗିରର ପଞ୍ଚମ ଆର ସମ୍ବଲପୁରର ନଟରାଜ କଳା ପରିଷଦ ଲୋକନୃତ୍ୟରେ ଝୁମିଲେ ଦର୍ଶକ)     (03-Feb-2023)       ||      ମା ମାହେଶ୍ବରୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ   (03-Feb-2023)       ||      ପୌର ଅଧିକାରୀ ଓ ଜନ ପ୍ରତିନିଧି ଙ୍କ ଦୁର୍ବ୍ୟବହାର ପ୍ରତିବାଦ ରେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଅଫିସ ଘେରାଉ   (03-Feb-2023)       ||      ଫେବୃଆରୀ  ମାସ ପାଇଁ ପଞ୍ଚାୟତ ଲୋକ ସେବା ଶିବିର କାର୍ଯକ୍ରମ  ଧାର୍ଯ୍ୟ   (02-Feb-2023)       ||      ଫେବୃଆରୀ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ  ।   (02-Feb-2023)       ||      ମା ଝାଡେଶ୍ବରୀ ମହାବିଦ୍ୟାଳୟ ଓ ମଥୁରା ପ୍ରସାଦ ସରକାରୀ ଉଚ୍ଚ ବିଦ୍ୟାଳୟରେ ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ଚନ୍ଦ୍ରଶେଖର ବେହେରାଙ୍କ ୧୫୦ତମ ଜନ୍ମ ବାର୍ଷିକୀ ସଭା ପାଳିତ।   (02-Feb-2023)       ||      ବୌଦ୍ଧ ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସେବସ୍ତିଆନ କୁଜୁର ଙ୍କ ଚାକିରୀ ରୁ ଅବସର ଗ୍ରହଣ, ସହକାରୀ ଜ଼ିଲ୍ଲାପାଳ ସସ୍ମିତା ପ୍ରଧାନ ନେଲେ ଡି. ଏସ. ଡବ୍ଲୁ. ଓ. ଦାୟିତ୍ୱ    (01-Feb-2023)       ||     

HOME   ଜିଲ୍ଲା

ଏସଏସଏ, ୟୁନିଟ ଲୋଇସିଂହା ଓ ଆଗଲପୁର ପକ୍ଷରୁ ବିଶ୍ୱରତ୍ନ ଡ଼. ଭୀମରାଓ ଆମ୍ବେଦକରଙ୍କ ୬୬ ତମ ମହା ପରିନିର୍ବାଣ ଦିବସ ପାଳନ

08-Dec-2022



ଲୋଇସିଂହା/ଆଗଲପୁର (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ବୁର୍ଡl ପଂଚାୟତ ଅନ୍ତର୍ଗତ ବାଞ୍ଜିପାଳି ଆମ୍ବେଦକର ନଗର ଠାରେ ଏସଏସଏ, ୟୁନିଟ ଲୋଇସିଂହା ପକ୍ଷରୁ ବିଶ୍ୱରତ୍ନ ଡ଼. ଭୀମରାଓ ଆମ୍ବେଦକରଙ୍କ ୬୬ତମ ମହା ପରିନିର୍ବାଣ ଦିବସ ପାଳନ କରାଯାଇଛି l ସଂଘର ସମସ୍ତ ସଭ୍ୟ ସଭ୍ୟାଙ୍କ ଉପସ୍ଥିତୀରେ ବାବାସାହେବଙ୍କ ଷ୍ଟେଚୁରେ ପ୍ରଦୀପ ପ୍ରଜ୍ବଳନ ଏବଂ ପୁଷ୍ପମାଲ୍ୟ ଅର୍ପଣ କରି ବୁଦ୍ଧ ବନ୍ଦନା ଏବଂ ଭାରତୀୟ ସମ୍ବିଧାନର ମୁଖବନ୍ଧକୁ ପଠନ କରାଯାଇଥିଲା l ବାବାସାହେବଙ୍କ ବିଚାରଧାରା ଓ ସିଦ୍ଧlନ୍ତକୁ ଆଗକୁ ନେଇ ସାମ୍ବିଧାନିକ ଲୋକତନ୍ତ୍ର ଏବଂ ଜାତିବିହୀନ ସମାଜ ଗଠନ କରିବା ପାଇଁ ସମସ୍ତେ ଶପଥପାଠ କରିଥିଲେ l ଏହି ଅବସରରେ ସମାଜସେବୀ ଧୀମାନ ବିଜୟ ମହାନନ୍ଦ, ଧୀମାନ ଜଗନ୍ନାଥ ମେଘ, ମୂଳନୀବାସୀ ମହିଳା ସମିତିର ରାଜ୍ୟ ସଭାନେତ୍ରୀ ଧୀମତି ବନିତା ସାମଲ, ବଲାଙ୍ଗୀର ଜିଲ୍ଲା ମୂଳ ନିବାସୀ ମହିଳା ସଂଗଠକ ଧୀମତି ସୁଭଦ୍ରା ସୁନା ଅତିଥି ରୂପରେ ଯୋଗଦାନ କରି ଭାରତରତ୍ନ ବାବାସାହେବ ଆମ୍ବେଦକରଙ୍କ ଲିଖିତ ସମ୍ବିଧାନ କିପରି ସମଗ୍ର ନାରୀ ସମାଜକୁ ମୁକ୍ତି କରିଛନ୍ତି ତାହା ବକ୍ତବ୍ୟ ରଖିଥିଲେ l ସମସ୍ତ ଭାରତକୁ ଏକ ସୂତ୍ରରେ ବାନ୍ଧି ରଖି ଗୁରୁତ୍ୱାରୋପ କରିଥିଲେ l

ଲାଲମନ ନାଗ ଉପସ୍ଥିତ ଥିବା ସହ ସଭାକୁ ଧୀମାନ ଅଶୋକ ନନ୍ଦ, ଧିମାନ ଦୈତାରୀ ନନ୍ଦ ପରିଚାଳନା କରିଥିଲେ l ଧୀମାନ ଅଭିନାଶ ନାଗ ଏବଂ ଧୀମାନ ସୁନିଲ ନନ୍ଦ ପ୍ରମୁଖ ଉପସ୍ଥିତ ରହି ବାବାସାହେବଙ୍କ ବିଚାର ଏବଂ ଜୀବନଦର୍ଶନ ଉପରେ ଆଲୋଚନା କରି ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ଶେଷ କରିଥିଲେ l ଏହି ପରିପ୍ରେକ୍ଷୀରେ ଆମ୍ବେଦକର ଯୁବାମଞ୍ଚ ଆଗଲପୁର ପକ୍ଷରୁ ଆଗଲପୁର କଲ୍ୟାଣମଣ୍ଡପ ଠାରେ ମଧ୍ୟ ବାବା ସାହେବ ଆମ୍ବେଦକରଙ୍କ ମହା ପରିନିର୍ବାଣ ଦିବସ ପାଳନ କରାଗଲା l ଧୀମାନ ହିମାଂଶୁ ବିଭାର, ସନୋଜ ନାଗ, ରାଜେନ୍ଦ୍ର ସୁନା, ପ୍ରହଲ୍ଲାଦ ମହାନନ୍ଦ, ପ୍ରକାଶ ଦୀପ, ଧୀମତି ସାନ୍ଧ୍ୟlରାଣୀ ନାଗ ପ୍ରମୁଖ ପ୍ରମୂଖ ଅତିଥି ଭାବେ ଯୋଗ ଦେଇଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଅପରିଷ୍କାର ଘେରରେ ବୀରମହାରାଜପୁର ଦୈନିକ ପରିବା ବଜାର -ମାସକୁ ଲକ୍ଷାଧିକ ଟଙ୍କା ବଟି ଆଦାୟ - କ୍ରେତା ବିକ୍ରେତାଙ୍କ ପାଇଁ ପିଇବା ପାଣିର ସୁବିଧା ନାହିଁ -ସୁରକ୍ଷିତ ନୁହେଁ ବଜାର ପରିସର   04-Feb-2023
  ଜିଲ୍ଲା  
ପାପକ୍ଷୟ ମହୋତ୍ସବ ୩ୟ ସନ୍ଧ୍ୟା,ପର୍ଯ୍ୟଟନ ସ୍ଥଳୀ ର ବିକାଶ,ଡାକ୍ତର ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀ ଓ ୫ଟି ଙ୍କ ଠାରେ ଦାବି କରିବି - ସୁର (ଭବାନୀପାଟଣାର ନୃତ୍ୟାଙ୍ଗନା ଓ ସମ୍ବଲପୁରର ଲହରୀରେ ଦର୍ଶକ ମତୁଆଲ)   04-Feb-2023
  ଜିଲ୍ଲା  
ଅପରିଷ୍କାର ଘେରରେ ବୀରମହାରାଜପୁର ଦୈନିକ ପରିବା ବଜାର ।   04-Feb-2023
  ଜିଲ୍ଲା  
୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ସରକାରୀ ବୃତ୍ତି ପରୀକ୍ଷାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ସଫଳତା   04-Feb-2023
  ଜିଲ୍ଲା  
ଲୋଇସିଂହା ଓମେନ୍ସ ଫାର୍ମର ସର୍ଭିସେସ ପ୍ରଡୁସର କମ୍ପାନୀ ଲିମିଟେଡ଼ର ପ୍ରଥମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ   03-Feb-2023
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ – ଆଧୁନିକ ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ ଚାଷ ର ଅଭିବୃଦ୍ଧି ଉପରେ ଗୁରୁତ୍ଵାରୋପ   03-Feb-2023
  ଜିଲ୍ଲା  
ଖୋରଧା ରେ ହେବ ରାଜ୍ୟସ୍ତରୀୟ ବିଦ୍ୟାର୍ଥୀ ବିଜ୍ଞାନ ମନ୍ଥନ   03-Feb-2023
  ରାଜ୍ୟ  
ଖଲିଆପାଲି ମହିମାପୀଠରେ ମାଘମେଳା ଆରମ୍ଭ...   03-Feb-2023
  ରାଜ୍ୟ  
ବଲାଙ୍ଗୀର ସିଭିଲ କୋର୍ଟ ପରିସରରେ ଉଦ୍‌ଘାଟିତ ହେଲା ଭର୍ଚୁଆଲ ହାଇକୋର୍ଟ    03-Feb-2023
  ଜିଲ୍ଲା  
ଛକୋରମାଲ ପଞ୍ଚାୟତ ବାଦିପଡ଼ିଆ ଗ୍ରାମରେ ଜିଲ୍ଲାପ୍ରଶାସନର ଜନ ସମ୍ପର୍କ ଶିବିର ଅନୁଷ୍ଠିତ-   03-Feb-2023
  ଜିଲ୍ଲା  
PSO ଫେରାଇଲେ ଜୟ ନାରାୟଣ ମିଶ୍ର,   03-Feb-2023
  ଜିଲ୍ଲା  
ପଣ୍ଡକିଟାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଉଦଯାପିତ   03-Feb-2023

You Might Also Like