-+91-9937148622 |

prerana_bgr@rediffmail.com |

  Tuesday 19th March 2024 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ଜେଏମଏଫ୍‌ସି କୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ-ଚେକ୍ ମାଧ୍ୟମରେ ସୁନା ଗହଣା କିଣି ଲକ୍ଷାଧିକ ଟଙ୍କାର ଠକାମୀ କରିଥିବା ଅଭିଯୋଗରେ କ୍ରେତାଙ୍କୁ ୨ ବର୍ଷର ଜେଲ୍ ଦଣ୍ଡାଦେଶ    (19-Mar-2024)       ||      ଓଡିଶା ରାଜ୍ୟ ପାୱାର ଲିଫ୍ଟିଙ୍ଗ ଚାମ୍ପିଆନସିପ୍ -୨୦୨୪ ରେ ଦ୍ଵିତୀୟ ସ୍ଥାନ ଅଧିକାର କରି ନବରଙ୍ଗପୁର ଜିଲା ପାଇଁ ଗୌରବ ଆଣିଲେ ଅନିକେତ   (19-Mar-2024)       ||      କଣ୍ଟାମାଲରେ ନୂତନ ଥାନାଧିକାରୀଙ୍କ ଯୋଗଦାନ    (18-Mar-2024)       ||      ମଞ୍ଚ କଳାକାରଙ୍କ ବିଯୋଗରେ ଶୋକ ସଭା   (18-Mar-2024)       ||      ନିର୍ବାଚନ ସମୟରେ ଫେକ୍ ନିଉଜ୍ ପ୍ରତି ସାବଧାନ ରହିବା ତଥା ସମନ୍ଵୟ ରକ୍ଷା କରିବାକୁ ସାମ୍ବାଦିକ ମାନଙ୍କୁ ନିବେଦନ କଲା ତରଭା ପୋଲିସ    (18-Mar-2024)       ||      ସହର ରେ ଶାନ୍ତି ଶୃଙ୍ଖଳା ଜାରି ରଖିବାକୁ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ଅନୁଷ୍ଟିତ   (18-Mar-2024)       ||      ବାଜିଲା ନିର୍ବାଚନୀ ବିଗୁଲ୍...ତେଜିଲା ଟିକେଟ୍ କସରତ, ତିନି ପ୍ରମୁଖ ଦଳ ପାଇଁ ଦକ୍ଷ ପ୍ରାର୍ଥୀ ଖୋଜା ବଡ଼ ଚ୍ୟାଲେଞ୍ଜ   (18-Mar-2024)       ||      ଡାବୁଗାଁ ଅବକାରୀ ବିଭାଗର ଚଢ଼ାଉ,୨ ଜଣ ଗିରଫ   (18-Mar-2024)       ||      ରକ୍ତଦାନ କରି ଜୀବନ ବଞ୍ଚାଇଲେ ସମାଜସେବୀ ବାବୁଲାଲ   (18-Mar-2024)       ||      ରାମୋଡ଼ ଠାରେ ବିଶାଳ ଆଦିବାସୀ ସମାବେଶ   (18-Mar-2024)       ||      ଭ୍ରାମ୍ୟମାଣ ଅତ୍ୟାଧୁନିକ ବସ ଜରିଆରେ ରକ୍ତଦାନ ଶିବିର   (18-Mar-2024)       ||      ଭ୍ରାମ୍ୟମାଣ ଅତ୍ୟାଧୁନିକ ବସ ଜରିଆରେ ରକ୍ତଦାନ ଶିବିର   (18-Mar-2024)       ||      ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ଙ୍କୁ ନିଃଶୁଳ୍କ ଶିକ୍ଷାଦାନ   (18-Mar-2024)       ||      ପାଣି ଓ ବିଦ୍ୟୁତ୍ ପାଇଁ ଡହଲ ବିକଲ୍ ଚିତାରମା ର୍ ଲୋକ   (18-Mar-2024)       ||      ନବରଙ୍ଗପୁର ଜିଲ୍ଲା OJU ସାମ୍ବାଦିକ ସଂଘର ବନ୍ଧୁମିଳନ   (18-Mar-2024)       ||      କଣ୍ଟାମାଲ ବ୍ଲକ କାର୍ଯ୍ୟାଳୟ ସମତେ ଅନ୍ୟ ସବୁ ସ୍ଥାନରୁ ପ୍ରଚାର ପତ୍ର ହଟାଇବା କାମ ଆରମ୍ଭ    (18-Mar-2024)       ||      ବାଲିଗୁଡା ନିର୍ବାଚନ ମଣ୍ଡଳୀ  : ବାଜିଲା ନିର୍ବାଚନ ବିଗୁଲ ସଂଖ୍ୟାଲଘୁ ଭୋଟରଙ୍କ ଉପରେ ବିଜେଡି ଓ କଂଗ୍ରେସର ନଜର    (18-Mar-2024)       ||      ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (18-Mar-2024)       ||      କଣ୍ଟାମାଳ ମିଶନ ଶକ୍ତି ଭବନ ଠାରେ ବ୍ଲକ ସ୍ତରିୟ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ   (18-Mar-2024)       ||      ଷଷ୍ଠ ରାଜ୍ୟସ୍ତରୀୟ ବଉଳ ନାଟକ ଓ ଲୋକ ମହୋତ୍ସବ ଉତଘାଟିତ   (18-Mar-2024)       ||     

HOME   ଜିଲ୍ଲା

ଏସଏସଏ, ୟୁନିଟ ଲୋଇସିଂହା ଓ ଆଗଲପୁର ପକ୍ଷରୁ ବିଶ୍ୱରତ୍ନ ଡ଼. ଭୀମରାଓ ଆମ୍ବେଦକରଙ୍କ ୬୬ ତମ ମହା ପରିନିର୍ବାଣ ଦିବସ ପାଳନ

08-Dec-2022



ଲୋଇସିଂହା/ଆଗଲପୁର (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ବୁର୍ଡl ପଂଚାୟତ ଅନ୍ତର୍ଗତ ବାଞ୍ଜିପାଳି ଆମ୍ବେଦକର ନଗର ଠାରେ ଏସଏସଏ, ୟୁନିଟ ଲୋଇସିଂହା ପକ୍ଷରୁ ବିଶ୍ୱରତ୍ନ ଡ଼. ଭୀମରାଓ ଆମ୍ବେଦକରଙ୍କ ୬୬ତମ ମହା ପରିନିର୍ବାଣ ଦିବସ ପାଳନ କରାଯାଇଛି l ସଂଘର ସମସ୍ତ ସଭ୍ୟ ସଭ୍ୟାଙ୍କ ଉପସ୍ଥିତୀରେ ବାବାସାହେବଙ୍କ ଷ୍ଟେଚୁରେ ପ୍ରଦୀପ ପ୍ରଜ୍ବଳନ ଏବଂ ପୁଷ୍ପମାଲ୍ୟ ଅର୍ପଣ କରି ବୁଦ୍ଧ ବନ୍ଦନା ଏବଂ ଭାରତୀୟ ସମ୍ବିଧାନର ମୁଖବନ୍ଧକୁ ପଠନ କରାଯାଇଥିଲା l ବାବାସାହେବଙ୍କ ବିଚାରଧାରା ଓ ସିଦ୍ଧlନ୍ତକୁ ଆଗକୁ ନେଇ ସାମ୍ବିଧାନିକ ଲୋକତନ୍ତ୍ର ଏବଂ ଜାତିବିହୀନ ସମାଜ ଗଠନ କରିବା ପାଇଁ ସମସ୍ତେ ଶପଥପାଠ କରିଥିଲେ l ଏହି ଅବସରରେ ସମାଜସେବୀ ଧୀମାନ ବିଜୟ ମହାନନ୍ଦ, ଧୀମାନ ଜଗନ୍ନାଥ ମେଘ, ମୂଳନୀବାସୀ ମହିଳା ସମିତିର ରାଜ୍ୟ ସଭାନେତ୍ରୀ ଧୀମତି ବନିତା ସାମଲ, ବଲାଙ୍ଗୀର ଜିଲ୍ଲା ମୂଳ ନିବାସୀ ମହିଳା ସଂଗଠକ ଧୀମତି ସୁଭଦ୍ରା ସୁନା ଅତିଥି ରୂପରେ ଯୋଗଦାନ କରି ଭାରତରତ୍ନ ବାବାସାହେବ ଆମ୍ବେଦକରଙ୍କ ଲିଖିତ ସମ୍ବିଧାନ କିପରି ସମଗ୍ର ନାରୀ ସମାଜକୁ ମୁକ୍ତି କରିଛନ୍ତି ତାହା ବକ୍ତବ୍ୟ ରଖିଥିଲେ l ସମସ୍ତ ଭାରତକୁ ଏକ ସୂତ୍ରରେ ବାନ୍ଧି ରଖି ଗୁରୁତ୍ୱାରୋପ କରିଥିଲେ l

ଲାଲମନ ନାଗ ଉପସ୍ଥିତ ଥିବା ସହ ସଭାକୁ ଧୀମାନ ଅଶୋକ ନନ୍ଦ, ଧିମାନ ଦୈତାରୀ ନନ୍ଦ ପରିଚାଳନା କରିଥିଲେ l ଧୀମାନ ଅଭିନାଶ ନାଗ ଏବଂ ଧୀମାନ ସୁନିଲ ନନ୍ଦ ପ୍ରମୁଖ ଉପସ୍ଥିତ ରହି ବାବାସାହେବଙ୍କ ବିଚାର ଏବଂ ଜୀବନଦର୍ଶନ ଉପରେ ଆଲୋଚନା କରି ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ଶେଷ କରିଥିଲେ l ଏହି ପରିପ୍ରେକ୍ଷୀରେ ଆମ୍ବେଦକର ଯୁବାମଞ୍ଚ ଆଗଲପୁର ପକ୍ଷରୁ ଆଗଲପୁର କଲ୍ୟାଣମଣ୍ଡପ ଠାରେ ମଧ୍ୟ ବାବା ସାହେବ ଆମ୍ବେଦକରଙ୍କ ମହା ପରିନିର୍ବାଣ ଦିବସ ପାଳନ କରାଗଲା l ଧୀମାନ ହିମାଂଶୁ ବିଭାର, ସନୋଜ ନାଗ, ରାଜେନ୍ଦ୍ର ସୁନା, ପ୍ରହଲ୍ଲାଦ ମହାନନ୍ଦ, ପ୍ରକାଶ ଦୀପ, ଧୀମତି ସାନ୍ଧ୍ୟlରାଣୀ ନାଗ ପ୍ରମୁଖ ପ୍ରମୂଖ ଅତିଥି ଭାବେ ଯୋଗ ଦେଇଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ଜେଏମଏଫ୍‌ସି କୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ-ଚେକ୍ ମାଧ୍ୟମରେ ସୁନା ଗହଣା କିଣି ଲକ୍ଷାଧିକ ଟଙ୍କାର ଠକାମୀ କରିଥିବା ଅଭିଯୋଗରେ କ୍ରେତାଙ୍କୁ ୨ ବର୍ଷର ଜେଲ୍ ଦଣ୍ଡାଦେଶ   19-Mar-2024
  ଜିଲ୍ଲା  
ଓଡିଶା ରାଜ୍ୟ ପାୱାର ଲିଫ୍ଟିଙ୍ଗ ଚାମ୍ପିଆନସିପ୍ -୨୦୨୪ ରେ ଦ୍ଵିତୀୟ ସ୍ଥାନ ଅଧିକାର କରି ନବରଙ୍ଗପୁର ଜିଲା ପାଇଁ ଗୌରବ ଆଣିଲେ ଅନିକେତ   19-Mar-2024
  ଜିଲ୍ଲା  
କଣ୍ଟାମାଲରେ ନୂତନ ଥାନାଧିକାରୀଙ୍କ ଯୋଗଦାନ    18-Mar-2024
  ଜିଲ୍ଲା  
ମଞ୍ଚ କଳାକାରଙ୍କ ବିଯୋଗରେ ଶୋକ ସଭା   18-Mar-2024
  ଜିଲ୍ଲା  
ନିର୍ବାଚନ ସମୟରେ ଫେକ୍ ନିଉଜ୍ ପ୍ରତି ସାବଧାନ ରହିବା ତଥା ସମନ୍ଵୟ ରକ୍ଷା କରିବାକୁ ସାମ୍ବାଦିକ ମାନଙ୍କୁ ନିବେଦନ କଲା ତରଭା ପୋଲିସ   18-Mar-2024
  ଜିଲ୍ଲା  
ସହର ରେ ଶାନ୍ତି ଶୃଙ୍ଖଳା ଜାରି ରଖିବାକୁ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ଅନୁଷ୍ଟିତ   18-Mar-2024
  ଜିଲ୍ଲା  
ବାଜିଲା ନିର୍ବାଚନୀ ବିଗୁଲ୍...ତେଜିଲା ଟିକେଟ୍ କସରତ, ତିନି ପ୍ରମୁଖ ଦଳ ପାଇଁ ଦକ୍ଷ ପ୍ରାର୍ଥୀ ଖୋଜା ବଡ଼ ଚ୍ୟାଲେଞ୍ଜ   18-Mar-2024
  ଜିଲ୍ଲା  
ଡାବୁଗାଁ ଅବକାରୀ ବିଭାଗର ଚଢ଼ାଉ,୨ ଜଣ ଗିରଫ   18-Mar-2024
  ଜିଲ୍ଲା  
ରକ୍ତଦାନ କରି ଜୀବନ ବଞ୍ଚାଇଲେ ସମାଜସେବୀ ବାବୁଲାଲ   18-Mar-2024
  ଜିଲ୍ଲା  
ରାମୋଡ଼ ଠାରେ ବିଶାଳ ଆଦିବାସୀ ସମାବେଶ   18-Mar-2024
  ଜିଲ୍ଲା  
ଭ୍ରାମ୍ୟମାଣ ଅତ୍ୟାଧୁନିକ ବସ ଜରିଆରେ ରକ୍ତଦାନ ଶିବିର   18-Mar-2024
  ଜିଲ୍ଲା  
ଭ୍ରାମ୍ୟମାଣ ଅତ୍ୟାଧୁନିକ ବସ ଜରିଆରେ ରକ୍ତଦାନ ଶିବିର   18-Mar-2024

You Might Also Like