-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
08-Dec-2022
ସମ୍ବଲପୁର,(ସଂଜୀବ ପାଣିଗ୍ରାହୀ)
ଓଡିଶା ସରକାରଙ୍କ ନିର୍ଦ୍ଦେଶ ପରେ ବିଭିନ୍ନ ଜିଲ୍ଲା ମାନଙ୍କରେ ପ୍ରଶାସନିକ ଅଧିକାରୀ ମାନେ ଏବେ ଟକିଜ ମୁହାଁ ହୋଇଛନ୍ତି । ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ପାଇଁ କରିଥିବା ‘ଦମନ’ ଯୋଜନା ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ଦମନକୁ ଦେଖିବା ପାଇଁ ବୁଧବାର ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ବିଭାଗର ୬୦ରୁ ଉର୍ଦ୍ଧ୍ବ କର୍ମଚାରୀ ମଳିତ ଭାବେ ଏହି ଚଳଚ୍ଚିତ୍ର ଦେଖିଛନ୍ତି I ଏହି ଚଳଚ୍ଚିତ୍ରରେ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ପାଇଁ ଜଣେ ଡାକ୍ତରଙ୍କ ସଂଘର୍ଷମୟ ଜୀବନକୁ ଉପସ୍ଥାପନା କରାଯାଇଛି I