-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
05-Dec-2022
lତୁରେକେଲା(ଆନନ୍ଦ ମୋଟେ) ସାରା ରାଜ୍ୟ ରେ ଆଜି ରାଜ୍ୟ ବହୁମୁଖି ସ୍ବାସ୍ଥ୍ୟ କର୍ମୀ ଓ ସ୍ଵାସ୍ଥ୍ୟ ପରିଦର୍ଶକ ସଂଘ ତରଫରୁ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଦାୟିତ୍ଵ ରେ ଥିବା ଡାକ୍ତର ଙ୍କୁ ୫ ଦଫା ଦାବି ପତ୍ର ମୂଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦେଇ ଛନ୍ତି l ଆଜି ତୁରେକେଲା ସ୍ବାସ୍ଥ୍ୟ କର୍ମୀ ଓ ସ୍ଵାସ୍ଥ୍ୟ ପରିଦର୍ଶକ ସଂଘ ତରଫରୁ ସ୍ଥାନୀୟ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଙ୍କୁ ଦାବୀ ପତ୍ର ଦେଇଛନ୍ତି l ସଂଘ ର ଚେୟାରମେନ ସୁଶୀଳା କିସାନ୍, ସଭାପତି ବୈଷ୍ଣବୀ ନାଗ,ଉପସଭାପତି ଅଶୋକ କୁ ସାହୁ , ସମ୍ପାଦ ସିକନ୍ଦର ଭୋଇ ,କୋଷl ଧ୍ୟ କ୍ଷ
ଆଶ ସ କୁ ପଶାୟତ,ସଦସ୍ୟ ରାଜକୁମାର ଭୋଇ, ଦୟାନିଧି ନାୟକ, ମିନି ମାଝୀ, ଯୋଗେଶ୍ୱର ମଲ୍ଲିକ, ନାମି ତା ମିଶ୍ର, ପ୍ରଭାସିନୀ ମଲ୍ଲିକ, ପ୍ରଣିତା ରାୟ, ପଙ୍କଜିନି ବାରିକ୍,ପାଙ୍କଜୀନି ଦୁରା , ପ୍ରଦୀପ ବାଗ୍, ସିମଞ୍ଚଲ୍ ପ୍ରଧାନ, ଯୋଉତି ଶଙ୍କର ବେହେରା, ରୀମା ଭୋଈ ପ୍ରମୁଖ ଉପସ୍ଥିତ ଥିଲେ l
ଯଦି ଦାବୀ ପୂରଣ ନ ହେଲେ ଆସନ୍ତା ପର୍ଯ୍ୟାୟ ରେ କଳା ବେଚ୍ ପିନ୍ଧି ଅଭିନବ ବିକ୍ଷୋଭ ପ୍ରଦର୍ଶନ କରିବା କୁ ସଂଘ ତରଫରୁ ଦାବୀ କରାଯାଇଛି l