-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
05-Dec-2022
ପଦ୍ମପୁର (ପ୍ରେରଣା ଖବର) କଳାହାଣ୍ଡି ବିଜେପିର ସାଧାରଣ ସମ୍ପାଦକ ତଥା କଳାହାଣ୍ଡି କୃଷକ ମୋର୍ଚ୍ଚା ନେତା ସୁଧୀର ପାଟ୍ଟଯୋଶୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଟଙ୍କା ବାଣ୍ଟୁଥିବା ଲୋକେ ଧରିଥିଲେ । ପାଇକମାଳ କେଚୋଦାଦରସ୍ଥିତ ଛେଳିମାଳ ଗାଁରେ ସେ ଟଙ୍କା ବାଣ୍ଟୁଥିବା ଭିଡିଓ ଥିବା ପେନଡ୍ରାଇଭକୁ ପ୍ରମାଣ ଭାବେ ସିଇଓଙ୍କ ଠାରେ ଦାଖଲ କରିଛି ବିଜେଡି । ଭୋଟ୍ ଦିନ ବି ପ୍ରଦୀପ ପୁରୋହିତ ଟଙ୍କା ବାଣ୍ଟୁଛି ବୋଲି ଅଭିଯୋଗ ଆଣି ବିଜେଡି ସୁଧୀର ପାଟ୍ଟଯୋଶୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି ।