-+91-9937148622 |

prerana_bgr@rediffmail.com |

  Friday 6th December 2024 |

| | | |

R.N.I. Regd No. ODIODI/2010/46693

Breaking News

ପାରମ୍ପରିକ ରୀତି ନୀତି ରେ ଆରମ୍ଭ ହେଲା ଜିଲ୍ଲାସ୍ତରୀୟ ମଣ୍ଡେଇ ୨୦୨୪ ସାଂସ୍କୃତିକ ଶୋଭାଯାତ୍ରା   (06-Dec-2024)       ||      ବାଳିକା ହାଇସ୍କୁଲରେ ସଂକଳ୍ପ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ   (06-Dec-2024)       ||      କେନଝରିଆପାଲିରେ କୁରାଳ ସାମାଜର ବାର୍ଷିକ ମହୋତ୍ସବ   (06-Dec-2024)       ||      ବୀରମହାରାଜପୁର ଧନୁଯାତ୍ରା ଶୁଭସ୍ତମ୍ଭ ସ୍ଥାପନ - ବିଶେଷ ଆକର୍ଷଣ ମିନାବଜାର ଓ ସମ୍ବଲପୁରୀ ମେଲୋଡି   (06-Dec-2024)       ||      କମିରାଛକ ରେ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ   (06-Dec-2024)       ||      ହଳଦୀପଦର ଗ୍ରାମରେ ରେ ବିଷପିଇ ମହିଳା ଙ୍କ ଆତ୍ମହତ୍ୟା   (06-Dec-2024)       ||      ନବରଙ୍ଗପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ଚାଷୀ ପ୍ରତିନିଧି ବୈଠକ   (06-Dec-2024)       ||      ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ୬୬ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ପାଳନ   (06-Dec-2024)       ||      ପିପି ଏକାଡେମୀ ହୀରକ ଜୟନ୍ତୀ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା    (06-Dec-2024)       ||      ବଲାଙ୍ଗୀର: ରେଲ ଧାରଣାରୁ ଅଜଣା ମହିଳାଙ୍କ ଶବ ଉଦ୍ଧାର   (06-Dec-2024)       ||      ଷୋହଳ ପ୍ରହରୀ ନମାଯଜ୍ଞ ସମାପନ/ ପୂର୍ଣ୍ଣାହୁତି    (06-Dec-2024)       ||      ଚତୁର୍ଥ ଶ୍ରେଣୀ ଛାତ୍ରକୁ ଚପଲରେ ପିଟିଲେ ଶିକ୍ଷକ ; ମୁରିବାହାଲ ପୋଲିସର ତଦନ୍ତ ଆରମ୍ଭ   (06-Dec-2024)       ||      ସୋନପୁର ବ୍ଲକ ସ୍ତରୀୟ ସୁନେତ୍ର ବୈଠକ   (06-Dec-2024)       ||      ସୁବର୍ଣ୍ଣପୁର ଠାରେ ୬୨ ତମ ଗୃହ ରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ   (06-Dec-2024)       ||      ବିଶ୍ଵ ଦରବାରରେ ପରିଚିତ ଶଲାବୁଢାଙ୍କ ପ୍ରତିମୂର୍ତ୍ତି ଜନ୍ମ ମାଟି ବିନିକାରେ ନିର୍ମାଣ ହେବ କେବେ ?   (06-Dec-2024)       ||      କୂଅ ରେ ପଡି ତିନି ବର୍ଷ ଶିଶୁ ପୁତ୍ର ଗୁରୁତର   (06-Dec-2024)       ||      ଲୋଇସିଂହା ଆଦିବାସୀ ଭବନ ଠାରେ ଲୋଇସିଂହା ଜମିଦାର ଜୟକୃଷ୍ଣ ସିଂ ରାଏ ଙ୍କ ଶୋକସଭା କାର୍ଯ୍ୟକ୍ରମ ଅନୁଷ୍ଠିତ   (06-Dec-2024)       ||      ଏନ ଡି ୟୁ ଜେ ର ସାଧାରଣ ବୈଠକ ଓ ନୂତନ କର୍ମକର୍ତା ଚୟନ    (06-Dec-2024)       ||      ସାହିତ୍ୟ ଏକାଡେମୀର ବାଙ୍ଗାଲୁରୁ କୋଠାକୁ ତିନି ତାରକା ମାନ୍ୟତା   (05-Dec-2024)       ||      ଲରାସରା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦଯାପିତ        (05-Dec-2024)       ||     

HOME   ଜିଲ୍ଲା

କ୍ଷମl ମାଗିଲେ ‘ଅଲ୍‌ ଇଣ୍ଡିଆ ‌ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌’(ଏଆଇୟୁଡିଏଫ୍‌)ର ମୁଖ୍ୟ ବଦରୁଦ୍ଧିନ୍‌ ଅଜମଲ 

04-Dec-2022



ନୂଆଦିଲ୍ଲୀ : ହିନ୍ଦୁମାନଙ୍କ ବିବାହ ବିଷୟରେ ବିବାଦୀୟ ମନ୍ତବ୍ୟ ନେଇ ଲୋକଙ୍କ ନରବନ୍ଦୀ ହୋଇଥିଲେ ‘ଅଲ୍‌ ଇଣ୍ଡିଆ ‌ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌’(ଏଆଇୟୁଡିଏଫ୍‌)ର ମୁଖ୍ୟ ବଦରୁଦ୍ଧିନ୍‌ ଅଜମଲ  । ସେ କହିଥିଲେ ଯେ, ଅଧିକ ସନ୍ତାନ ଜନ୍ମ କରାଇବା ଲାଗି ମୁସଲମାନଙ୍କ ପରି ହିନ୍ଦୁମାନେ ସେମାନଙ୍କର ସନ୍ତାନ ସନ୍ତତିଙ୍କୁ ତରୁଣ ବୟସରେ ବିବାହ ଦେବା ଉଚିତ। ତାଙ୍କର ଏଭଳି ମନ୍ତବ୍ୟକୁ ପାଇଁ ସେ ସମାଲୋଚନାର ଶିକାର ହୋଇଥିଲେ  । ଏହି ଘଟଣାର ଦିନକ ପରେ ସେ କ୍ଷମା ମାଗିଛନ୍ତି  ।

ଅଜମଲଙ୍କ ମନ୍ତବ୍ୟ ପାଇଁ ତାଙ୍କୁ ତୀବ୍ର ସମାଲୋଚନା କରି ‘ବିଜେପି’ ବିଧାୟକ ଦିଗନ୍ତ କଲିତା କହିଥିଲେ, ସେ ବାଂଲାଦେଶକୁ ଚାଲିଯିବା ଉଚିତ। ଆମର ତାଙ୍କଠାରୁ କିଛି ଶିକ୍ଷା କରିବାର ନାହିଁ। ଏଇଟା ରାମସୀତାଙ୍କ ଦେଶ। ଏଠାରେ ବାଂଲାଦେଶୀଙ୍କୁ ସ୍ଥାନ ନାହିଁ । ମୁସଲ୍‌ମାନଙ୍କଠାରୁ ଆମର କିଛି ଶିଖିବାର ନାହିଁ

ଏଥି ସହ ବିଜେପି ମୁଖପାତ୍ର ରଞ୍ଜୀବ ଶର୍ମା କହିଛନ୍ତି ଯେ, ଅଜମଲ ଆମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କହିଥିବା ଶବ୍ଦକୁ ସମଗ୍ର ସଭ୍ୟ ସମାଜ ଚ୍ୟାଲେଞ୍ଜ କରିବା ଉଚିତ।

ତେବେ ଏଆଇୟୁଡିଏଫ୍‌ର ମୁଖ୍ୟ ବଦରୁଦ୍ଧିନ୍‌ ଅଜମଲ୍‌ କହିଛନ୍ତି, ତାଙ୍କର ଏଭଳି ମନ୍ତବ୍ୟ ଯୋଗୁଁ ସେ ଲଜ୍ଜିତ ଅଛନ୍ତି  । ସେ କୌଣସି ସମ୍ପ୍ରଦାୟର ଭାବାବେଗକୁ ଆଘାତ ଦେବା ତାଙ୍କର ଉଦ୍ଦେଶ୍ୟ ନ ଥିଲା। ଦେଇଥିବା ମନ୍ତବ୍ୟ ପାଇଁ ସେ ଦୁଃଖିତ । ଜଣେ ବରିଷ୍ଠ ନେତା ହିସାବରେ ସେ ଏଭଳି ମନ୍ତବ୍ୟ ଦେବା ଅନୁଚିତ ।  ତାଙ୍କ ମନ୍ତବ୍ୟ ଯୋଗୁଁ କଷ୍ଟ ପାଇଥିବା ସମସ୍ତଙ୍କୁ ସେ କ୍ଷମା ଭିକ୍ଷା କରୁଛନ୍ତି । ଏଥିସହ ସେ କହିଛନ୍ତି ସରକାର ସଂଖ୍ୟାଲଘୁଙ୍କ ପ୍ରତି ଉଚିତ ବିଚାର କରିବା ସହ ଯଥାଶୀଘ୍ର ସେମାନଙ୍କୁ ଶିକ୍ଷା ଏବଂ କର୍ମସଂସ୍ଥାନ ଯୋଗାଇ ଦିଅନ୍ତୁ । ଏବଂ ଜନସଂଖ୍ୟା ନିୟନ୍ତ୍ରଣ ବିଷୟରେ ବି ଚିନ୍ତା କରିବା ଉଚିତ ବୋଲି ସେ କହିଛନ୍ତି।

 


News Comment




Photo in News

Advertisment
Lastest News
  ଜିଲ୍ଲା  
ପାରମ୍ପରିକ ରୀତି ନୀତି ରେ ଆରମ୍ଭ ହେଲା ଜିଲ୍ଲାସ୍ତରୀୟ ମଣ୍ଡେଇ ୨୦୨୪ ସାଂସ୍କୃତିକ ଶୋଭାଯାତ୍ରା   06-Dec-2024
  ଜିଲ୍ଲା  
ବାଳିକା ହାଇସ୍କୁଲରେ ସଂକଳ୍ପ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ   06-Dec-2024
  ଜିଲ୍ଲା  
କେନଝରିଆପାଲିରେ କୁରାଳ ସାମାଜର ବାର୍ଷିକ ମହୋତ୍ସବ   06-Dec-2024
  ଜିଲ୍ଲା  
ବୀରମହାରାଜପୁର ଧନୁଯାତ୍ରା ଶୁଭସ୍ତମ୍ଭ ସ୍ଥାପନ - ବିଶେଷ ଆକର୍ଷଣ ମିନାବଜାର ଓ ସମ୍ବଲପୁରୀ ମେଲୋଡି   06-Dec-2024
  ଜିଲ୍ଲା  
କମିରାଛକ ରେ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ   06-Dec-2024
  ଜିଲ୍ଲା  
ହଳଦୀପଦର ଗ୍ରାମରେ ରେ ବିଷପିଇ ମହିଳା ଙ୍କ ଆତ୍ମହତ୍ୟା   06-Dec-2024
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ଚାଷୀ ପ୍ରତିନିଧି ବୈଠକ   06-Dec-2024
  ଜିଲ୍ଲା  
ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ୬୬ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ପାଳନ   06-Dec-2024
  ଜିଲ୍ଲା  
ପିପି ଏକାଡେମୀ ହୀରକ ଜୟନ୍ତୀ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା   06-Dec-2024
  ରାଜ୍ୟ  
ବଲାଙ୍ଗୀର: ରେଲ ଧାରଣାରୁ ଅଜଣା ମହିଳାଙ୍କ ଶବ ଉଦ୍ଧାର   06-Dec-2024
  ଜିଲ୍ଲା  
ଷୋହଳ ପ୍ରହରୀ ନମାଯଜ୍ଞ ସମାପନ/ ପୂର୍ଣ୍ଣାହୁତି    06-Dec-2024
  ରାଜ୍ୟ  
ଚତୁର୍ଥ ଶ୍ରେଣୀ ଛାତ୍ରକୁ ଚପଲରେ ପିଟିଲେ ଶିକ୍ଷକ ; ମୁରିବାହାଲ ପୋଲିସର ତଦନ୍ତ ଆରମ୍ଭ   06-Dec-2024

You Might Also Like