-+91-9937148622 |

prerana_bgr@rediffmail.com |

  Tuesday 25th June 2024 |

| | | |

R.N.I. Regd No. ODIODI/2010/46693

Breaking News

ସ୍ନାନଯାତ୍ରାରେ ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫରୁ ସାମାଜିକ ସେବା ଶିବିର ଆୟୋଜିତ   (23-Jun-2024)       ||      ଗଞ୍ଜେଇ ସହ ବାଇକ୍ ଜବତ, ଜଣେ ଗିରଫ   (25-Jun-2024)       ||      ଯୁବ କଳାକାରଙ୍କ ପରଲୋକ    (25-Jun-2024)       ||      ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ବାର୍ଷିକ ଉତ୍ସବ    (25-Jun-2024)       ||      ଶହେ ବର୍ଷରେ ଖଲିଆପାଲି ପ୍ରାଥମିକ ବିଦ୍ୟାଳୟ,ପାଳିବ ଶତବାର୍ଷିକୀ ଉତ୍ସବ   (24-Jun-2024)       ||      ଆଦିବାସୀ ବିରୁଦ୍ଧରେ ଷଡଯନ୍ତ୍ର : କିସ୍ ଆଦିବାସୀ ବିଶ୍ୱବିଦ୍ୟାଳୟ ବିରୁଦ୍ଧରେ ବିଜେପି ହୀନ ରାଜନୀତି ବନ୍ଦ କରୁ    (24-Jun-2024)       ||      ବିଷଧର ସାପ ଦଂଶନରେ ସାପ ଧରାଳି ମୃତ‌   (24-Jun-2024)       ||      ନାଇକେନ୍ପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ କ୍ଲବ୍ ଫୁଟ୍ ସଚେତନତା ସ୍ବାସ୍ଥ୍ୟ ଶିବିର   (24-Jun-2024)       ||      ସିନ୍ଧେକେଲାରେ ଡ଼.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ   (24-Jun-2024)       ||      ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ଦେଶପ୍ରେମ କବିତା ଆସର ଅନୁଷ୍ଠିତ   (24-Jun-2024)       ||      ରଥଯାତ୍ରା ପୂର୍ବରୁ ଡାବୁଗାଁ ମୈଦଳପୁର ମୁଖ୍ୟରାସ୍ତା ମରାମତି ଦାବି   (24-Jun-2024)       ||      ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ସାଂସଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା   (24-Jun-2024)       ||      ରାସ୍ତା ମଝିରେ ବିଦ୍ୟୁତ୍ ଖୁଣ୍ଟ ଦେଖି ଅଟକିଗଲେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର   (24-Jun-2024)       ||      ବିଜିପୁର କାଲୁଆ ମନ୍ଦିର କଲ୍ୟାଣ ମଣ୍ଡପ ପରିସରରେ ନବନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ    (24-Jun-2024)       ||      ସୋନପୁର ଠାରେ ସ୍ୱଚ୍ଛ ଦୁଗ୍ଧ ଉତ୍ପାଦନ ତାଲିମ ଶିବିର   (24-Jun-2024)       ||      କଣ୍ଟାମାଳ ଶିବ ମନ୍ଦିର ପରିସରରେ କଣ୍ଟାମାଳ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ    (24-Jun-2024)       ||      ନୂଆପଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ପରିସର ମଧ୍ୟରେ ଡ଼ ଶ୍ୟାମ ପ୍ରକାଶ ମୁଖାର୍ଜୀ ଙ୍କ ୭୦ତମ ବଳିଦାନ ଦିବସ ପାଳିତ   (24-Jun-2024)       ||      ରାମଗଡ଼ ଠାରେ ମହିମା ଆଶ୍ରମ ଓ ଶୂନ୍ଯମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ    (23-Jun-2024)       ||      ବ୍ରହ୍ମାକୁମାରୀ ସଂସ୍ଥା ଦ୍ୱାରା ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ   (23-Jun-2024)       ||      ଦାଦନ ଖଟିବାକୁ ଯାଇଥିବା ଡୋଲାମଣୀଙ୍କ ଡୋଳା ସବୁଦିନ ପାଇଁ ବୁଝି ହୋଇଗଲା    (23-Jun-2024)       ||     

HOME   ଦେଶ ବିଦେଶ

ମହାନ ଫୁଟବଲ ଖେଳାଳି ପେଲେ ଗୁରୁତର

03-Dec-2022



ଦୋହା: କତାରରେ ଚାଲିଥିବା ଫୁଟବଲ ବିଶ୍ୱକପ ଅବସରରେ ଏକ ଚିନ୍ତାଜନକ ଖବର ପ୍ରଶଂସକଙ୍କୁ ନିରାଶ କରିଛି । ବ୍ରାଜିଲର ମହାନ ଫୁଟବଲ ଖେଳାଳି ୮୨ ବର୍ଷୀୟ ପେଲେ ଗୁରୁତର ଭାବେ ଅସୁସ୍ଥ ହୋଇ ପଡିଛନ୍ତି । ତାଙ୍କର ଅଧିକାଂଶ ଅଙ୍ଗ କାର୍ଯ୍ୟ କରୁ ନାହିଁ ବୋଲି ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି । ନିୟମିତ ଚେକଅପ ପାଇଁ ସେ ସାଓପାଓଲୋ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡିଥିଲା । ପେଲେ କ୍ୟାନସର ରୋଗରେ ଆକ୍ରାନ୍ତ ଥିଲେ । ଏହି ଖବର ପ୍ରସାରିତ ହେବା ବିଭିନ୍ନ ମହଲରେ ତାଙ୍କ ସୁସ୍ଥ ହେବା ନେଇ ପ୍ରାର୍ଥନା କରାଯାଉଛି । ୭ମାସ ତଳେ ତାଙ୍କ ଅବସ୍ଥା ଗୁରୁତର ହେବାକୁ ଡାକ୍ତରଖାନାରେ ଭର୍ତି ହୋଇଥିଲେ ।ଏହା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ସୂଚନାଯୋଗ୍ୟ, ପେଲେ ବ୍ରାଜିଲକୁ ୩ ଥର ବିଶ୍ୱ ଚାମ୍ପିୟନ କରାଇବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ୧୯୫୮ ଫାଇନାଲରେ ସେ ସୁଡାନ ବିପକ୍ଷରେ ୨ଟି ଗୋଲ ସ୍କୋର କରିଥିଲେ । ସେ ତାଙ୍କ ପ୍ରଫେଶନାଲ କ୍ୟାରିୟରରେ ୧୩୬୧ ମ୍ୟାଚ ଖେଳି ୧୨୮୧ ଗୋଲ ସ୍କୋର କରିଛନ୍ତି । ବ୍ରାଜିଲ ପକ୍ଷରୁ ୯୧ ମ୍ୟାଚରେ ୭୭ ଗୋଲ କରିଛନ୍ତି ।


News Comment




Photo in News

Advertisment
Lastest News
  ରାଜ୍ୟ  
ସ୍ନାନଯାତ୍ରାରେ ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫରୁ ସାମାଜିକ ସେବା ଶିବିର ଆୟୋଜିତ   23-Jun-2024
  ଜିଲ୍ଲା  
ଗଞ୍ଜେଇ ସହ ବାଇକ୍ ଜବତ, ଜଣେ ଗିରଫ   25-Jun-2024
  ଜିଲ୍ଲା  
ଯୁବ କଳାକାରଙ୍କ ପରଲୋକ   25-Jun-2024
  ଜିଲ୍ଲା  
ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ବାର୍ଷିକ ଉତ୍ସବ   25-Jun-2024
  ଜିଲ୍ଲା  
ଶହେ ବର୍ଷରେ ଖଲିଆପାଲି ପ୍ରାଥମିକ ବିଦ୍ୟାଳୟ,ପାଳିବ ଶତବାର୍ଷିକୀ ଉତ୍ସବ   24-Jun-2024
  ଜିଲ୍ଲା  
ଆଦିବାସୀ ବିରୁଦ୍ଧରେ ଷଡଯନ୍ତ୍ର : କିସ୍ ଆଦିବାସୀ ବିଶ୍ୱବିଦ୍ୟାଳୟ ବିରୁଦ୍ଧରେ ବିଜେପି ହୀନ ରାଜନୀତି ବନ୍ଦ କରୁ   24-Jun-2024
  ଜିଲ୍ଲା  
ବିଷଧର ସାପ ଦଂଶନରେ ସାପ ଧରାଳି ମୃତ‌   24-Jun-2024
  ଜିଲ୍ଲା  
ନାଇକେନ୍ପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ କ୍ଲବ୍ ଫୁଟ୍ ସଚେତନତା ସ୍ବାସ୍ଥ୍ୟ ଶିବିର   24-Jun-2024
  ଜିଲ୍ଲା  
ସିନ୍ଧେକେଲାରେ ଡ଼.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ   24-Jun-2024
  ଜିଲ୍ଲା  
ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ଦେଶପ୍ରେମ କବିତା ଆସର ଅନୁଷ୍ଠିତ   24-Jun-2024
  ଜିଲ୍ଲା  
ରଥଯାତ୍ରା ପୂର୍ବରୁ ଡାବୁଗାଁ ମୈଦଳପୁର ମୁଖ୍ୟରାସ୍ତା ମରାମତି ଦାବି   24-Jun-2024
  ଜିଲ୍ଲା  
ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ସାଂସଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା   24-Jun-2024

You Might Also Like