-+91-9937148622 |

prerana_bgr@rediffmail.com |

  Tuesday 6th June 2023 |

| | | |

R.N.I. Regd No. ODIODI/2010/46693

Breaking News

ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ପୀଡ଼ିତଙ୍କୁ ସହାୟତା   (06-Jun-2023)       ||       ସ୍ମାର୍ଟ ସ୍ମଶାନ ଓ ବଲାଙ୍ଗିର ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖ ରାଜେନ୍ଦ୍ର ପାର୍କକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ନିମନ୍ତେ ପୌର ନିର୍ବାହୀ ଅଧିକାରୀ ଓ ପୋୖରାଧ୍ୟକ୍ଷାଙ୍କୁ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର  ଦାବିପତ୍ର ପ୍ରଦାନ   (06-Jun-2023)       ||      ସତ୍ୟ ସୁନ୍ଦର ଭଞ୍ଜଙ୍କୁ ମିଳିଲା  ପ୍ରକୃତି ବନ୍ଧୁ ପୁରସ୍କାର   (06-Jun-2023)       ||      ପଖନମୁଣ୍ଡା ବିଦ୍ୟାଳୟ ପାଇଲା ପ୍ରକୃତି ମିତ୍ର ପୁରସ୍କାର   (06-Jun-2023)       ||      ଲୋଇସିଂହା ସାମ୍ବାଦିକ ସଂଘ ତରଫରୁ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଓ ସରଗାଡ଼ ସରପଞ୍ଚ ସରୋଜ ବେହେରା ଙ୍କ ବିରୁଦ୍ଧରେ ଥାନା ରେ ଲିଖିତ ଅଭିଯୋଗ   (06-Jun-2023)       ||      ଜାଗା ମିଶନ ଯୋଜନାରେ ଜମି ବଣ୍ଟନ କଲେ ବିଧାୟକ   (06-Jun-2023)       ||      ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନକୁ ପ୍ରକୃତି ମିତ୍ର ପୁରସ୍କାର   (06-Jun-2023)       ||      କୁଣହାଁ ସମାଜ ରାଜ୍ୟ କମିଟିରେ ବିଶୃଙ୍ଖଳା ନେଇ ଜ଼ିଲ୍ଲାପାଳଙ୍କ ଠାରେ ଅଭିଯୋଗ I   (06-Jun-2023)       ||      ବିଷ ପିଇ ବିବାହିତ ଯୁବକଙ୍କ ଆତ୍ମହତ୍ଯା   (06-Jun-2023)       ||      ବଂଶାଜାଳ ନିକଟରେ ଆଇଓସିଏଲ ପାଇପ୍ ଲାଇନ୍‌ରୁ ତେଲ ଚୋରି ଘଟଣା ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ, ବିଭିନ୍ନ ଥାନାରେ୨୪ ମାମଲା      (06-Jun-2023)       ||      ବାଲ୍ ଆଧାର କେନ୍ଦ୍ର ଭିମଭୋଇ ମେଡିକାଲ କଲେଜ ହସ୍ପିଟାଲ ରେ ଉଦ୍ଘାଟିତ   (05-Jun-2023)       ||      ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ପରିବେଶ ଦିବସ ପାଳିତ    (05-Jun-2023)       ||      ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ     (05-Jun-2023)       ||      ବିଶ୍ୱ ପରିବେଶ ଦିବସରେ ପଲିଥିନ ମୁକ୍ତ ସହରର ଶପଥ ନେଲେ ଛାତ୍ରଛାତ୍ରୀ   (05-Jun-2023)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ବିଶ୍ୱପରିବେଶ ଦିବସ ପାଳିତ   (05-Jun-2023)       ||      କୁଟୁରାପାଳି ଗ୍ରାମରେ ରିଲାଏନ୍ସ ଫାଉଣ୍ଡେସନ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   (05-Jun-2023)       ||      ପରିବେଶ ସୁରକ୍ଷା ଓ ପଲିଥିନ ବ୍ୟବହାର ଉପରେ ରୋକ ଲଗାଇବାକୁ ଆଜି ସଂକଳ୍ପ ନେବା: ଜିଲ୍ଲାପାଳ    (05-Jun-2023)       ||      ହଳଦିଆ ତୈଳିକ ବୈଶ୍ୟ ସମାଜର ଗ୍ରାମ୍ୟସ୍ତରୀୟ ବୈଠକ ଅନୁଷ୍ଠିତ   (05-Jun-2023)       ||      ପାତାଳି ଶ୍ରୀକ୍ଷେତ୍ରରେ ଚୁଦୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ ଯାତ୍ରା   (05-Jun-2023)       ||      ଏସପତ୍ରାପାଳି ଠାରେ ବନବିଭାଗ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଲିତ                                                   (05-Jun-2023)       ||     

HOME   ଦେଶ ବିଦେଶ

ମହାନ ଫୁଟବଲ ଖେଳାଳି ପେଲେ ଗୁରୁତର

03-Dec-2022



ଦୋହା: କତାରରେ ଚାଲିଥିବା ଫୁଟବଲ ବିଶ୍ୱକପ ଅବସରରେ ଏକ ଚିନ୍ତାଜନକ ଖବର ପ୍ରଶଂସକଙ୍କୁ ନିରାଶ କରିଛି । ବ୍ରାଜିଲର ମହାନ ଫୁଟବଲ ଖେଳାଳି ୮୨ ବର୍ଷୀୟ ପେଲେ ଗୁରୁତର ଭାବେ ଅସୁସ୍ଥ ହୋଇ ପଡିଛନ୍ତି । ତାଙ୍କର ଅଧିକାଂଶ ଅଙ୍ଗ କାର୍ଯ୍ୟ କରୁ ନାହିଁ ବୋଲି ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି । ନିୟମିତ ଚେକଅପ ପାଇଁ ସେ ସାଓପାଓଲୋ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡିଥିଲା । ପେଲେ କ୍ୟାନସର ରୋଗରେ ଆକ୍ରାନ୍ତ ଥିଲେ । ଏହି ଖବର ପ୍ରସାରିତ ହେବା ବିଭିନ୍ନ ମହଲରେ ତାଙ୍କ ସୁସ୍ଥ ହେବା ନେଇ ପ୍ରାର୍ଥନା କରାଯାଉଛି । ୭ମାସ ତଳେ ତାଙ୍କ ଅବସ୍ଥା ଗୁରୁତର ହେବାକୁ ଡାକ୍ତରଖାନାରେ ଭର୍ତି ହୋଇଥିଲେ ।ଏହା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ସୂଚନାଯୋଗ୍ୟ, ପେଲେ ବ୍ରାଜିଲକୁ ୩ ଥର ବିଶ୍ୱ ଚାମ୍ପିୟନ କରାଇବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ୧୯୫୮ ଫାଇନାଲରେ ସେ ସୁଡାନ ବିପକ୍ଷରେ ୨ଟି ଗୋଲ ସ୍କୋର କରିଥିଲେ । ସେ ତାଙ୍କ ପ୍ରଫେଶନାଲ କ୍ୟାରିୟରରେ ୧୩୬୧ ମ୍ୟାଚ ଖେଳି ୧୨୮୧ ଗୋଲ ସ୍କୋର କରିଛନ୍ତି । ବ୍ରାଜିଲ ପକ୍ଷରୁ ୯୧ ମ୍ୟାଚରେ ୭୭ ଗୋଲ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ପୀଡ଼ିତଙ୍କୁ ସହାୟତା   06-Jun-2023
  ଜିଲ୍ଲା  
 ସ୍ମାର୍ଟ ସ୍ମଶାନ ଓ ବଲାଙ୍ଗିର ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖ ରାଜେନ୍ଦ୍ର ପାର୍କକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ନିମନ୍ତେ ପୌର ନିର୍ବାହୀ ଅଧିକାରୀ ଓ ପୋୖରାଧ୍ୟକ୍ଷାଙ୍କୁ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର  ଦାବିପତ୍ର ପ୍ରଦାନ   06-Jun-2023
  ଜିଲ୍ଲା  
ସତ୍ୟ ସୁନ୍ଦର ଭଞ୍ଜଙ୍କୁ ମିଳିଲା  ପ୍ରକୃତି ବନ୍ଧୁ ପୁରସ୍କାର   06-Jun-2023
  ଜିଲ୍ଲା  
ପଖନମୁଣ୍ଡା ବିଦ୍ୟାଳୟ ପାଇଲା ପ୍ରକୃତି ମିତ୍ର ପୁରସ୍କାର   06-Jun-2023
  ଜିଲ୍ଲା  
ଲୋଇସିଂହା ସାମ୍ବାଦିକ ସଂଘ ତରଫରୁ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଓ ସରଗାଡ଼ ସରପଞ୍ଚ ସରୋଜ ବେହେରା ଙ୍କ ବିରୁଦ୍ଧରେ ଥାନା ରେ ଲିଖିତ ଅଭିଯୋଗ   06-Jun-2023
  ଜିଲ୍ଲା  
ଜାଗା ମିଶନ ଯୋଜନାରେ ଜମି ବଣ୍ଟନ କଲେ ବିଧାୟକ   06-Jun-2023
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନକୁ ପ୍ରକୃତି ମିତ୍ର ପୁରସ୍କାର   06-Jun-2023
  ଜିଲ୍ଲା  
କୁଣହାଁ ସମାଜ ରାଜ୍ୟ କମିଟିରେ ବିଶୃଙ୍ଖଳା ନେଇ ଜ଼ିଲ୍ଲାପାଳଙ୍କ ଠାରେ ଅଭିଯୋଗ I   06-Jun-2023
  ଜିଲ୍ଲା  
ବିଷ ପିଇ ବିବାହିତ ଯୁବକଙ୍କ ଆତ୍ମହତ୍ଯା   06-Jun-2023
  ଜିଲ୍ଲା  
ବଂଶାଜାଳ ନିକଟରେ ଆଇଓସିଏଲ ପାଇପ୍ ଲାଇନ୍‌ରୁ ତେଲ ଚୋରି ଘଟଣା ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ, ବିଭିନ୍ନ ଥାନାରେ୨୪ ମାମଲା      06-Jun-2023
  ଜିଲ୍ଲା  
ବାଲ୍ ଆଧାର କେନ୍ଦ୍ର ଭିମଭୋଇ ମେଡିକାଲ କଲେଜ ହସ୍ପିଟାଲ ରେ ଉଦ୍ଘାଟିତ   05-Jun-2023
  ମହାନଗର  
ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ପରିବେଶ ଦିବସ ପାଳିତ    05-Jun-2023

You Might Also Like