-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
02-Dec-2022
କଟକ(ଦୀପକ ଷଡଙ୍ଗୀ) : ଝଡ଼ିଗଲା ମଲା ଜହ୍ନ । ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ କଟକସ୍ଥିତ ବାସଭବନରେ ଝରଣା ଦାସଙ୍କ ଦେହାନ୍ତ ହୋଇଛି । ଅଭିନେତ୍ରୀ ଝରଣା ଦାସଙ୍କ ଦେହାନ୍ତ ଅମଡ଼ା ବାଟ, ଅଦିନ ମେଘରେ କରିଥିଲେ । ସୁନ୍ଦର ଅଭିନୟ ଫିଲ୍ମ, ରେଡ଼ିଓ, ଟେଲିସିରିଏଲ୍ ରେ ତାଙ୍କ ସ୍ୱରର ଯାଦୁ ମତୁଆଲା କରେ । ବିଳମ୍ୱିତ ରାତିରେ ତାଙ୍କର ମୃତ୍ୟୁ ସୂଚନା ମୃତ୍ୟୁବେଳକୁ ୮୨ ବୟସ ହୋଇଥିଲା । ତାଙ୍କ ମୃତ୍ୟୁରେ ସାରା ଓଲିଉଡ୍ ମର୍ମାହତ । ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ପରିବାରକୁ ସମବେଦନା ଜଣାଇଛନ୍ତି l