-+91-9937148622 |

prerana_bgr@rediffmail.com |

  Thursday 28th March 2024 |

| | | |

R.N.I. Regd No. ODIODI/2010/46693

Breaking News

ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂଭୋଇ    (28-Mar-2024)       ||      ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଙ୍କୁ ସୁବର୍ଣ୍ଣପୁର ଠାରେ ବିପୁଳ ସମ୍ବର୍ଦ୍ଧନା*- ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ନେଇ ଆରମ୍ଭ କଲେ ପରିବାର ସମ୍ପର୍କ ଅଭିଯାନ   (28-Mar-2024)       ||      ପୋଲିଂ ଅଧିକାରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଜନିତ ସତ୍ୟତା ସମ୍ବନ୍ଧେ ଡାକ୍ତରୀ ପରୀକ୍ଷା   (28-Mar-2024)       ||      ନିର୍ବାଚନ ଉପଲକ୍ଷେ ଗଠନ ହୋଇଛି ଏମସିଏମସି ସେଲ    (28-Mar-2024)       ||      ବୌଦ୍ଧ : କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗାଁ ପରିଦର୍ଶନ କଲେ ବୌଦ୍ଧ ଜିଲାପାଳ    (28-Mar-2024)       ||      ଭାଲୁ ଆକ୍ରମଣ ରେ ଯୁବକ ଗୁରୁତ୍ୱର   (28-Mar-2024)       ||      ଚିକିଲି ଗ୍ରାମରେ ସମ୍ପୂର୍ଣ ଆଦିବାସୀ ପରମ୍ପରାରେ ନିଆରା ଢଙ୍ଗରେ ଶିବରାତ୍ରି ପାଳିତ   (28-Mar-2024)       ||      କଣ୍ଟାମାଳରେ ୧୦୮ ହନୁମାନ ଚାଳିଶା ଓ ଶୁଭସ୍ତମ୍ଭ ସ୍ଥାପନ    (27-Mar-2024)       ||      ନାଟ୍ୟ ଅନୁଷ୍ଠାନ ଅନ୍ୱେଷଣ ତରଫରୁ ବିଶ୍ଵ ନାଟ୍ୟ ଦିବସ ପାଳିତ , ନାଟକ ଆଜିର ସମୟର ଅପରିହାର୍ଯ୍ଯ ଆବଶ୍ୟକତା।   (27-Mar-2024)       ||      କଣ୍ଟାମାଳ ପାଇଁ ମହୀଧର ରଣା ବିଜେଡି ପ୍ରାର୍ଥୀ ଘୋଷିତ   (27-Mar-2024)       ||      ଇଣ୍ଟରନ୍ୟାସନାଲ ଥିଏଟର କଣ୍ଟାମାଳ ଶାଖାର ବିଶ୍ୱନାଟ୍ୟ ଦିବସ   (27-Mar-2024)       ||      ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ - ଆସନ୍ତା ସାଧାରଣ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା I   (27-Mar-2024)       ||      ପଞ୍ଚସଖା ଗଳି ରେ ହରିହର ଭେଟ ଓ ହୋଲି ଉତ୍ସବ ପାଳନ    (27-Mar-2024)       ||      ମର୍ମନ୍ତୁଦ ସଡ଼କ ଦୃଘଟଣା,  ସରକାରୀ ବସ ଚକା ତଳେ ୨ ବନ୍ଧୁ ଙ୍କ ମୃତ୍ୟୁ      (27-Mar-2024)       ||      ସରକାରୀ ବସ୍ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ଜୀବନ ଗଲା    (27-Mar-2024)       ||      ସରକାରୀ ବସ୍ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ଜୀବନ ଗଲା    (27-Mar-2024)       ||      ସରକାରୀ ବସ୍ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ଜୀବନ ଗଲା    (27-Mar-2024)       ||      ସଂସ୍କୃତ ପରିଷଦ ବଲାଙ୍ଗିରର ବୈଠକ   (27-Mar-2024)       ||      ପେଲେସ ଲାଇନ ରାଧାକୃଷ୍ଣ ମନ୍ଦିରରେ ହରିହର ଭେଟ   (27-Mar-2024)       ||      ସିନ୍ଧେକେଲା କଟକିଆ ସମାଜ ଦ୍ୱାରା ଅଷ୍ଟପ୍ରହରି ଓ ଫାଲଗୁନ ଉତ୍ସବ ଉଦଯାପିତ   (27-Mar-2024)       ||     

HOME   ଜିଲ୍ଲା

ସୀମାନ୍ତ ରେ ବାଘ ଆତଙ୍କ,ବଳଦ କୁ ମାରି ଖାଇଲା ବାଘ, ଅଂଚଳରେ ଭୟ ର ବାତାବରଣ

27-Nov-2022



କୋରାପୁଟ (ପ୍ରେରଣା ଖବର ବ୍ୟୁରୋ) କୋରାପୁଟ ଜିଲ୍ଲା ବନ୍ଧୁ ଗାଁ ବ୍ଲକର ଓଡିଶା ଆନ୍ଧ୍ର ସୀମାନ୍ତରେ  ବାଘ  ଆତଙ୍କ ଦେଖାଦେଇଛି ।ଏହାକୁ ନେଇ ସୀମାନ୍ତରେ ଭୟ ସୃଷ୍ଟି ହୋଇଛି। ଉଭୟ ଓଡିଶା ଆନ୍ଦ୍ର ବନବିଭାଗ ପକ୍ଷରୁ ମଧ୍ୟ ତପ୍ତରତା ଦେଖାଦେଇଛି  ।ଓଡିଶା ର ୫୦୦ ମିଟର ଭିତରକୁ  ଏକ  ବାଘ *କାପୋଲୋଡା ପଂଚାୟତର ସୀମାନ୍ତ ଝାଙ୍କରିକାରିଲି ଗାଁର ପାଖ ଜଙ୍ଗଲରେ* ଜଣ ଙ୍କ ବଳଦ ମାରି ଦେଇଥିବା ସନ୍ଦେହ କରାଯାଉଛି । ଖବର ପାଇଁ

ନାରାୟଣପାଟଣା ରେଂଜର ଏ କେ ପାଢି ସମେତ ୫ ଜଣ ଫରେଷ୍ଟର ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ଦିନ ଯାକ ଆନ୍ଦ୍ର ର ପାରବତିପୁର ମାନ୍ୟମ ଜିଲ୍ଲାର ବନ ଅଧିକାରୀ ଙ୍କ ସହ ଗାଁ ରେ ଡେରା ପକେଇ ବାଘର ଗତିବିଧି ଉପରେ ନଜର ରଖିଛନ୍ତି । ବାଘ ବୁଲୁଥୁବା  ଖବର ବିଜୁଳି ବେଗରେ ଆଖ ପାଖ ଗାଁ ରେ ପ୍ରଚାର ହେବାପରେ ସାଧାରଣରେ ଆତଙ୍କର ବାତାବରଣ ଖେଳିଯାଇଛି ।ଗାଁ ଗାଁ ରେ ବନବିଭାଗର ଅଧିକାରୀ ,ଫରେଷ୍ଟ ଗାର୍ଡ ସଜାଗ ରହି ସଚେତନ କରିବାରେ ଲାଗିପଡିଛନ୍ତି ।ଚାରିଜଣ ଫରେଷ୍ଟର ବିଭିନ୍ନ ଗାଁ ଗୁଡିକୁ ଯାଇ ସଜାଗ ରହିବାକୁ ଗ୍ରାମବାସୀ ଙ୍କୁ ସୁଚନା ଦେଇଛନ୍ତି ।ତିନି ଦିନ ତଳେ  ସୀମାନ୍ତ ରେ ଏକ ଛେଳି କୁ ମାରିଥିବା   ସୁଚନା ମିଳିଥିଲା । 

 ୫୦୦ ମିଟର ଓଡିଶା ସୀମାମଧ୍ୟକୁ ପଶିଆସିଥିବା ସୁଚନା ମିଳିଥିଲା ।ବାଘ କୋଉଠିରୁ ଆସିଛି ତାହାର କୌଣସି ଖୋଜ ଖବର ସଠିକ୍ ବନ ବିଭାଗ ପାଖରେ ନଥିବା ବେଳେ ତାର ତଦନ୍ତ କରାଯାଉଥିବା ର କହିଛନ୍ତି ନାରାୟଣପାଟଣା ରେଜଂର ଏ କେ ପାଢୀ ।ସେପଟେ ବାଘ ର ଗତିବିଧି ଠାବ କରିବା ପାଇଁ ଉଭୟ ଆନ୍ଦ୍ର ଓଡିଶା ବନବିଭାଗର ମିଳିତ ଭାବେ ଟ୍ରାପ୍ କ୍ୟାମେରା ର ବ୍ୟବସ୍ଥା କରାଯାଇଥିବା ବେଳେ ପାରବତିପୁର ବନ ବିଭାଗର ଏକ ଟାଇଗର ଏକ୍ସପୋର୍ଟ ଟିମ୍ ସୀମାନ୍ତରେ ରହି ନଜର ରଖିଛନ୍ତି ।
 ଘଟଣା ସ୍ଥଳର ପାଦ ଚିହ୍ନ ପଡିଥିବାରୁ  ବାଘଟି ଥିବା ଆଶଙ୍କା କରୁଛି   ବନ ବିଭାଗ ।
 କୌଣସି କ୍ଷତି କାହାର ନକରେ ବାଘକୁ ଠାବ କରିବାକୁ ଆଖ ପାଖ ଗାଁ ର ଲୋକଙ୍କୁ ସହ ସମ୍ପର୍କ ରଖି ସଚେତନ କରୁଛି   ବନ ବିଭାଗ କହିଛି ।


News Comment




Photo in News

Advertisment
Lastest News
  ରାଜନୀତି  
ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂଭୋଇ   28-Mar-2024
  ଜିଲ୍ଲା  
ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଙ୍କୁ ସୁବର୍ଣ୍ଣପୁର ଠାରେ ବିପୁଳ ସମ୍ବର୍ଦ୍ଧନା*- ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ନେଇ ଆରମ୍ଭ କଲେ ପରିବାର ସମ୍ପର୍କ ଅଭିଯାନ   28-Mar-2024
  ଜିଲ୍ଲା  
ପୋଲିଂ ଅଧିକାରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଜନିତ ସତ୍ୟତା ସମ୍ବନ୍ଧେ ଡାକ୍ତରୀ ପରୀକ୍ଷା   28-Mar-2024
  ରାଜନୀତି  
ନିର୍ବାଚନ ଉପଲକ୍ଷେ ଗଠନ ହୋଇଛି ଏମସିଏମସି ସେଲ   28-Mar-2024
  ଜିଲ୍ଲା  
ବୌଦ୍ଧ : କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗାଁ ପରିଦର୍ଶନ କଲେ ବୌଦ୍ଧ ଜିଲାପାଳ   28-Mar-2024
  ଜିଲ୍ଲା  
ଭାଲୁ ଆକ୍ରମଣ ରେ ଯୁବକ ଗୁରୁତ୍ୱର   28-Mar-2024
  ଜିଲ୍ଲା  
ଚିକିଲି ଗ୍ରାମରେ ସମ୍ପୂର୍ଣ ଆଦିବାସୀ ପରମ୍ପରାରେ ନିଆରା ଢଙ୍ଗରେ ଶିବରାତ୍ରି ପାଳିତ   28-Mar-2024
  ଜିଲ୍ଲା  
କଣ୍ଟାମାଳରେ ୧୦୮ ହନୁମାନ ଚାଳିଶା ଓ ଶୁଭସ୍ତମ୍ଭ ସ୍ଥାପନ    27-Mar-2024
  ଜିଲ୍ଲା  
ନାଟ୍ୟ ଅନୁଷ୍ଠାନ ଅନ୍ୱେଷଣ ତରଫରୁ ବିଶ୍ଵ ନାଟ୍ୟ ଦିବସ ପାଳିତ , ନାଟକ ଆଜିର ସମୟର ଅପରିହାର୍ଯ୍ଯ ଆବଶ୍ୟକତା।   27-Mar-2024
  ଜିଲ୍ଲା  
କଣ୍ଟାମାଳ ପାଇଁ ମହୀଧର ରଣା ବିଜେଡି ପ୍ରାର୍ଥୀ ଘୋଷିତ   27-Mar-2024
  ଜିଲ୍ଲା  
ଇଣ୍ଟରନ୍ୟାସନାଲ ଥିଏଟର କଣ୍ଟାମାଳ ଶାଖାର ବିଶ୍ୱନାଟ୍ୟ ଦିବସ   27-Mar-2024
  ଜିଲ୍ଲା  
ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ - ଆସନ୍ତା ସାଧାରଣ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା I   27-Mar-2024

You Might Also Like