-+91-9937148622 |

prerana_bgr@rediffmail.com |

  Saturday 2nd March 2024 |

| | | |

R.N.I. Regd No. ODIODI/2010/46693

Breaking News

ଗୋକୁଲେଶ୍ୱର ଗ୍ରାମ ଠାରେ ଅଙ୍ଗନୱାଡ଼ି କେନ୍ଦ୍ର,୨ ର ଶୁଭ ଉଦଘାଟନ   (02-Mar-2024)       ||      ପାଷ୍ଟିକୁଡ଼ି କଲୋନୀ ପଡ଼ା ଠାରେ ଗୋଷ୍ଠି କେନ୍ଦ୍ର ଶୁଭ ଉଦଘାଟନ   (02-Mar-2024)       ||      କୋକୋଡ ମାଲ ଗ୍ରାମ ରେ ଅଙ୍ଗନୱାଡ଼ି କେନ୍ଦ୍ର ଶୁଭ ଉଦଘାଟନ   (02-Mar-2024)       ||      ରାଜନୀତି ବିଜ୍ଞାନ ବିଭାଗ ରେ ଡକ୍ଟରେଟ୍ ଉପାଧି ଲାଭ   (02-Mar-2024)       ||      ଖୁଣ୍ଟିଗୋରା ଛକ ନିକଟରେ ବାଇକ ଦୁର୍ଘଟଣା , ୨ ଜଣ ଗୁରୁତର ଆହତ    (02-Mar-2024)       ||      ଅଙ୍ଗନଵାଡି କର୍ମୀ ରୁ ସୁପରଭାଇଜର ପଦୋନ୍ନତି ରେ ବ୍ୟାପକ ହେରାଫେରି ଅଭିଯୋଗ, ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ    (02-Mar-2024)       ||      କଣ୍ଟାମାଳ ବ୍ଲକର ଉପାନ୍ତ ଅଞ୍ଚଳକୁ ଅଚାନକ ପରିଦର୍ଶନରେ ଜିଲ୍ଲାପାଳ ଓ ଏସପି, ନାଦେନ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ   (02-Mar-2024)       ||      ସ୍ୱାସ୍ଥ୍ୟ ଶିକ୍ଷା ଓ ସେବା କ୍ଷେତ୍ରରେ ଯୋଡି ହେଲା ଆଉ ଏକ ଉଜ୍ଜ୍ୱଳ ଫର୍ଦ୍ଦ, ୫ଟି ମେଡିକାଲ କଲେଜର ଟିଚିଂ ହସ୍‌ପିଟାଲର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ୪ଟି ମେଡିକାଲ କଲେଜର ରୂପାନ୍ତରଣ ପାଇଁ ଭିତ୍ତିପ୍ରସ୍ତର ଦେଲେ ଉଦ୍‌ଘାଟନ, ବଲାଙ୍ଗିର ଭୋଇ ମେଡିକାଲ କଲେଜରେ ୬୫୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ   (02-Mar-2024)       ||      ବଲାଙ୍ଗୀର ସହର ମଧ୍ୟରେ ଥିବା ଇନକମ ଟେକ୍ସ ଅଫିସ କାର୍ଯ୍ୟ ନିମ୍ନମାନର ନେଇ ଅଭିଯୋଗ, (ପେପର ବ୍ଲକ ବସା କାମରୁ ବାରିହେଉଛି ଦୁର୍ନୀତି ର ଗନ୍ଧ, ବିଲଡିଂ କଥା ନକହିବା ଭଲ )    (02-Mar-2024)       ||      ସିନ୍ଧେକେଲା କୁ ଏନଏସି ମାନ୍ୟତା ଦାବିକୁ ନେଇ ଶାନ୍ତି ଶୃଙ୍ଖଳା ସହ ୧୨ ଘଣ୍ଟିଆ ବନ୍ଦ ପାଳନ   (02-Mar-2024)       ||      ମୋ ଛୋଟ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ    (02-Mar-2024)       ||      ମହାନଦୀ ଆଳତୀ ଘାଟରେ ପୂର୍ବତନ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ   (02-Mar-2024)       ||      ବନ୍ଦ ହେବାକୁ ବସିଲାଣି ମଣ୍ଡି, ଲ୍ୟାମ୍ସ କର୍ମଚାରୀଙ୍କ ଅବହେଳା ଯୋଗୁଁ ପଞ୍ଜୀକରଣ ପରେବି ଧାନ ବିକ୍ରୟ କରି ପାରି ନାହାନ୍ତି ଚାଷୀ   (02-Mar-2024)       ||      ଲୋଇସିଂହା ମହିଳା ପ୍ରଡ୍ୟୁସର କମ୍ପାନୀର ଅତିରିକ୍ତ ସାଧାରଣ ପରିଷଦ ବୈଠକ   (01-Mar-2024)       ||      ନୂତନ ଜିଲ୍ଲା ଚ଼ିକିତ୍ସାଳୟ ଠାରେ ଆହାର ବ୍ୟବସ୍ଥା   (01-Mar-2024)       ||      କଣ୍ଟାମାଳ ରେ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ   (01-Mar-2024)       ||      ସିନ୍ଧେକେଲା ଜୋନର ୧୨ ଟି ପଞ୍ଚାୟତ କୁ ନେଇ ବିଜେଡ଼ିର ବିଶାଳ ଜନ ସମାବେଶ   (01-Mar-2024)       ||      ସାମ୍ବାଦିକ ଭବନର କମ୍ୟୁନିଟି ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ    (01-Mar-2024)       ||      ବଲାଙ୍ଗିର : ନିଜର ୩ ଦଫ ଦାବି ନେଇ ଆନ୍ଦୋଳନରେ ବସିଲେ ପେକ୍‌ସ କର୍ମଚାରୀ     (01-Mar-2024)       ||      ଆହୁରି ଗବେଷଣା କରିବି- ସୀମାରାଣୀ   (01-Mar-2024)       ||     

HOME   ରାଜନୀତି

ଜୟନାରାୟଣ ମିଶ୍ରଙ୍କୁ ପଦ୍ମପୁର ବାରଣ ହେଉ: ସିଇଓଙ୍କୁ ଫେରାଦ୍ ହେଲା ବିଜେଡି

27-Nov-2022



ଭୁବନେଶ୍ୱର(ପ୍ରେରଣା ଖବର) :  ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁରେ ସିଇଓଙ୍କୁ ଫେରାଦ୍ ହେଲା ବିଜେଡି । ଗତକାଲି ପଦ୍ମପୁର ଉପନିର୍ବାଚନ ପ୍ରଚାରରେ ମହିଳାମାନଙ୍କ ଉଦ୍ଦେଶ୍ୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରିଛି ବିଜେଡିର ପ୍ରତିନିଧି ଦଳ । ଶାସକ ଦଳର ପ୍ରତିନିଧିମାନେ ପିଟିସନ ସହିତ ପେନ ଡ୍ରାଇଭ ପ୍ରମାଣ ସଦୃଶ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଇଛନ୍ତି । ପଦ୍ମପୁର ଉପନିର୍ବାଚନରେ ତାଙ୍କୁ ପ୍ରଚାର କରିବାକୁ ବ୍ୟାନ କରିବାକୁ ଦାବି କରିଛି ବିଜେଡି ।


ଆଗକୁ ପଦ୍ମପୁର ପ୍ରଚାର ସମୟରେ କୌଣସି ଆପତ୍ତିଜନକ ଟିପ୍ପଣୀ ଦେବାରୁ ତାଙ୍କୁ କ୍ଷାନ୍ତ କରିବା ପାଇଁ ବିଜେଡି ସିଇଓଙ୍କୁ ନିବେଦନ କରିଛି । ଅଶାଳୀନ ତଥା ଆପତ୍ତିଜନକ ମନ୍ତବ୍ୟ ଦେବାରେ ଜୟନାରାୟଣ ପରିଚିତ ବୋଲି ପିଟିସନରେ ବିଜେଡି ଉଲ୍ଲେଖ କରିଛି । ଯେଉଁଥି ପାଇଁ ସେ ଗିରଫ ମଧ୍ୟ ହୋଇଥିଲେ । ହତ୍ୟା ମାମଲାରେ ବେଲ୍ ପାଇ ବିଜେପୁର ନିର୍ବାଚନ ସମୟରେ ଆସିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଗୋକୁଲେଶ୍ୱର ଗ୍ରାମ ଠାରେ ଅଙ୍ଗନୱାଡ଼ି କେନ୍ଦ୍ର,୨ ର ଶୁଭ ଉଦଘାଟନ   02-Mar-2024
  ଜିଲ୍ଲା  
ପାଷ୍ଟିକୁଡ଼ି କଲୋନୀ ପଡ଼ା ଠାରେ ଗୋଷ୍ଠି କେନ୍ଦ୍ର ଶୁଭ ଉଦଘାଟନ   02-Mar-2024
  ଜିଲ୍ଲା  
କୋକୋଡ ମାଲ ଗ୍ରାମ ରେ ଅଙ୍ଗନୱାଡ଼ି କେନ୍ଦ୍ର ଶୁଭ ଉଦଘାଟନ   02-Mar-2024
  ଜିଲ୍ଲା  
ରାଜନୀତି ବିଜ୍ଞାନ ବିଭାଗ ରେ ଡକ୍ଟରେଟ୍ ଉପାଧି ଲାଭ   02-Mar-2024
  ଜିଲ୍ଲା  
ଖୁଣ୍ଟିଗୋରା ଛକ ନିକଟରେ ବାଇକ ଦୁର୍ଘଟଣା , ୨ ଜଣ ଗୁରୁତର ଆହତ   02-Mar-2024
  ଜିଲ୍ଲା  
ଅଙ୍ଗନଵାଡି କର୍ମୀ ରୁ ସୁପରଭାଇଜର ପଦୋନ୍ନତି ରେ ବ୍ୟାପକ ହେରାଫେରି ଅଭିଯୋଗ, ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ    02-Mar-2024
  ଜିଲ୍ଲା  
କଣ୍ଟାମାଳ ବ୍ଲକର ଉପାନ୍ତ ଅଞ୍ଚଳକୁ ଅଚାନକ ପରିଦର୍ଶନରେ ଜିଲ୍ଲାପାଳ ଓ ଏସପି, ନାଦେନ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ   02-Mar-2024
  ଜିଲ୍ଲା  
ସ୍ୱାସ୍ଥ୍ୟ ଶିକ୍ଷା ଓ ସେବା କ୍ଷେତ୍ରରେ ଯୋଡି ହେଲା ଆଉ ଏକ ଉଜ୍ଜ୍ୱଳ ଫର୍ଦ୍ଦ, ୫ଟି ମେଡିକାଲ କଲେଜର ଟିଚିଂ ହସ୍‌ପିଟାଲର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ୪ଟି ମେଡିକାଲ କଲେଜର ରୂପାନ୍ତରଣ ପାଇଁ ଭିତ୍ତିପ୍ରସ୍ତର ଦେଲେ ଉଦ୍‌ଘାଟନ, ବଲାଙ୍ଗିର ଭୋଇ ମେଡିକାଲ କଲେଜରେ ୬୫୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ   02-Mar-2024
  ଜିଲ୍ଲା  
ବଲାଙ୍ଗୀର ସହର ମଧ୍ୟରେ ଥିବା ଇନକମ ଟେକ୍ସ ଅଫିସ କାର୍ଯ୍ୟ ନିମ୍ନମାନର ନେଇ ଅଭିଯୋଗ, (ପେପର ବ୍ଲକ ବସା କାମରୁ ବାରିହେଉଛି ଦୁର୍ନୀତି ର ଗନ୍ଧ, ବିଲଡିଂ କଥା ନକହିବା ଭଲ )   02-Mar-2024
  ଜିଲ୍ଲା  
ସିନ୍ଧେକେଲା କୁ ଏନଏସି ମାନ୍ୟତା ଦାବିକୁ ନେଇ ଶାନ୍ତି ଶୃଙ୍ଖଳା ସହ ୧୨ ଘଣ୍ଟିଆ ବନ୍ଦ ପାଳନ   02-Mar-2024
  ଜିଲ୍ଲା  
ମୋ ଛୋଟ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ   02-Mar-2024
  ଜିଲ୍ଲା  
ମହାନଦୀ ଆଳତୀ ଘାଟରେ ପୂର୍ବତନ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ   02-Mar-2024

You Might Also Like