-+91-9937148622 |

prerana_bgr@rediffmail.com |

  Saturday 13th December 2025 |

| | | |

R.N.I. Regd No. ODIODI/2010/46693

Breaking News

ସ୍ବର୍ଗତ ନିରାକାର ସାହୁ ଙ୍କ ସୃତିଚ।ରଣ  ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Dec-2025)       ||      ଜିଲ୍ଲାପାଳଙ୍କ ପରିଦର୍ଶନ ଲୋକଙ୍କ ପାଇଁ ଦିଗଦର୍ଶନ   (13-Dec-2025)       ||      *ସାର୍ବ ଜନୀନ ସ୍ଵାସ୍ଥ୍ୟ ସେବା ଦିବସ ପାଳିତ*   (13-Dec-2025)       ||      *ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ସଂଘ ର ବାର୍ଷିକ କ୍ରୀଡ଼ା ଉତ୍ସବ କୁ ଉଦ୍ଘାଟନ କଲେ ଜିଲ୍ଲାପାଳ ଓ ଏସପି*-   (13-Dec-2025)       ||      ୧୦୬ ତମ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭ ସ୍ତମ୍ଭ ସ୍ଥାପିତ    (13-Dec-2025)       ||      ୧୮ ଅଧିକାରୀଙ୍କୁ ୨୦ ଲକ୍ଷର ଚୂନ: ୨ ଗିରଫ   (13-Dec-2025)       ||      ବୋଡ଼େନ କୃଷି ସମବାୟ ସମିତି ଧାନ ମଣ୍ଡି ଉଦ୍ଘାଟନ    (13-Dec-2025)       ||      ଖଇରପଦର ଆଶ୍ରମ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ l   (13-Dec-2025)       ||      କଣ୍ଟାମାଳରେ କାର୍ଯ୍ୟରତ ଠିକାଦାର ସଂଘ ଗଠିତ   (13-Dec-2025)       ||      ସିନାପାଲି ବ୍ଲକ ସ୍ତରୀୟ କାର୍ଯ୍ୟାଳୟରେ ନିରନ୍ତର ବିକାଶ ତାଲିମ ଶିବିର ଅନୁଷ୍ଠିତ l   (13-Dec-2025)       ||      ଲୁତୁରପଙ୍କ କ୍ରିକେଟ କପ୍ ର ଚଏସ ଲଳିଙ୍ଗ ଉତ୍ସବ   (13-Dec-2025)       ||      ତୋଷାଳୀ ବିଦ୍ୟାମନ୍ଦିରର ସପ୍ତମ ବାର୍ଷିକ କ୍ରୀଡା ଉତ୍ସବ   (13-Dec-2025)       ||      ବନବିଭାଗ ର ବଡ ସଫଳତା, ୪ ଟ୍ରାକ୍ଟର ଖଇର ଗଣ୍ଡି ଜବତ, ହେଲେ କାଠ ମାଫିଆ କିମ୍ବା ଗାଡି ଜବତ କରିବାରେ ବିଫଳ   (13-Dec-2025)       ||      ନୂଆପଡାରେ ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Dec-2025)       ||      ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ    (13-Dec-2025)       ||      ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ    (13-Dec-2025)       ||      ଝାରସୁଗୁଡ଼ା: ଏସ୍. ୟୁ. ଜେ ର ଫେବୃଆରୀ ୧୧ ରାଜ୍ୟ ବାର୍ଷିକ ଉତ୍ସବର ରୂପରେଖ ସମ୍ପର୍କରେ ଆଲୋଚନା    (12-Dec-2025)       ||      ବାଲେଶ୍ୱର – ଜିଲ୍ଲାସ୍ତରୀୟ ଯୁବୋତ୍ସବ ଉଦଘାଟିତ   (12-Dec-2025)       ||      ବୁଢୀବଲଣ୍ଡl ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ଅର୍ଥ ତୋଷlରପାତ ମାମଲାରେ ୪ବର୍ଷ ଜେଲ ଦଣ୍ଡାଦେଶ   (12-Dec-2025)       ||      ଜିଲ୍ଲାସ୍ତରୀୟ ଯୁବୋତ୍ସବ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା   (12-Dec-2025)       ||     

HOME   ଶି‍କ୍ଷା ଓ ନିଯୁକ୍ତି

ବଲାଙ୍ଗିର ଜେ .ଏସ. ଏମ୍ ବାଣିଜ୍ୟ ମହାବିଦ୍ୟାଳୟର ୭ମ ଫାଉନଣ୍ଡେସନ ଦିବସ ପାଳିତ

21-Nov-2022



ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) ଆଜି ଶିକ୍ଷାନୁଷ୍ଠାନ ଜେ .ଏସ. ଏମ ବାଣିଜ୍ୟ ମହାବିଦ୍ୟାଳୟ, ବଲାଙ୍ଗିରର ସପ୍ତମ ଫାଉନଣ୍ଡେସନ ଦିବସ ପାଳିତ ହୋଇଅଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ସି.ଏ ଶ୍ରୀକାନ୍ତ ଶର୍ମାଙ୍କ ତତ୍ତ୍ୱାବଧାନରେ ଫାଉନଣ୍ଡେସନ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଡ. ଶିବପ୍ରସାଦ ନନ୍ଦ ଅବସରପ୍ରାପ୍ତ ପ୍ରଧାନ, ସରକାରୀ କଲେଜ, ଭବାନିପାଟଣା, ପୁଣି ନୂତନଭାବରେ ୨୦୨୧  ସି. ଏ ପରୀକ୍ଷାରେ ସଫଳତା ଲାଭ କରି ଥିବା ସି.ଏ ସୃତି ଅଗ୍ରଓ୍ୱାଲ, ସି.ଏ ସଚିନ ଅଗ୍ରଓ୍ୱାଲ, ସି.ଏ ୟୁଗେସ ଜୈନ୍, ସି.ଏ ଦିନେଶ ଅଗ୍ରଓ୍ୱାଲ, ସି.ଏ ପ୍ରିୟା ଅଗ୍ରଓ୍ୱାଲ, ସି.ଏ ସୌରବ ଅଗ୍ରଓ୍ୱାଲ, ସି.ଏ ଦିସା ଅଗ୍ରଓ୍ୱାଲ, ସି.ଏ ଅଞ୍ଜଳି ଅଗ୍ରଓ୍ୱାଲ, ସି.ଏ ପରିଧି ଅଗ୍ରଓ୍ୱାଲ ଓ ସି.ଏ କାଜଳ ଅଗ୍ରଓ୍ୱାଲଙ୍କ ସହିତ ନିକଟରେ ଓ.ଏସ୍  ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଥିବା ବଲାଙ୍ଗିର  ଲୋଇସିଂହା ର  ଅମିତ କୁମାର ମେହେର ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବରେ ଅଶଂଗ୍ରହଣ କରିଥିଲେ । ଜେ .ଏସ. ଏମ ବାଣିଜ୍ୟ ମହାବିଦ୍ୟାଳୟ ଉକ୍ତ ଅତିଥିମାନଙ୍କୁ  ସମ୍ମାନିତ କରିଥିଲେ । ଅତିଥିବୃନ୍ଦ  ସଫଳତାର ଯାତ୍ର  ବିଷୟରେ ବର୍ଣ୍ଣନା କରି  ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ l ମୁଖ୍ୟ ବକ୍ତା ପ୍ରଫେସର ଡ. ଶିବ ପ୍ରସାଦ ନନ୍ଦ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସଫଳତାର ମନ୍ତ୍ର

ଦେଇଥିଲେ ଓ କଳେଜର ସମ୍ପାଦିକ ଶ୍ରୀମତୀ ସୁମନ ର୍ଶମା ଉପଦେଷ୍ଟା  ଶିକ୍ଷାବିତ ପୀତବାସ ପଣ୍ଡା,  ମନୋରଞ୍ଜନ ସହୁ  ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ ଛତ୍ରଛାତ୍ରିମାନଙ୍କର ଉଜ୍ଜଲ ଭବିଷ୍ୟତ କାମନା କରିଥିଲେ । ଅଧ୍ୟକ୍ଷ ସି.ଏ ଶ୍ରୀକାନ୍ତ ଶର୍ମା କଲେଜ ର ଦର୍ଶନ ଓ ଲକ୍ଷ୍ୟକୁ ପ୍ରକାଶ କରି କହିଥିଲେ ଯେ  ଜେ .ଏସ. ଏମ ବାଣିଜ୍ୟ ମହାବିଦ୍ୟାଳୟର ସପ୍ତମ ପ୍ରତିଷ୍ଟା ଦିବସର ସଫଳତ ମଧ୍ୟରେ ସମସ୍ତ  ଛାତ୍ରଛାତ୍ରୀ , କଲେଜର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମକର୍ତ୍ତାମାନେ ମାନଙ୍କର  ସହଯୋଗ ରହିଛି ବୋଲି କହିଥିଲେ l 


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ବର୍ଗତ ନିରାକାର ସାହୁ ଙ୍କ ସୃତିଚ।ରଣ  ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ   13-Dec-2025
  ଜିଲ୍ଲା  
ଜିଲ୍ଲାପାଳଙ୍କ ପରିଦର୍ଶନ ଲୋକଙ୍କ ପାଇଁ ଦିଗଦର୍ଶନ   13-Dec-2025
  ଜିଲ୍ଲା  
*ସାର୍ବ ଜନୀନ ସ୍ଵାସ୍ଥ୍ୟ ସେବା ଦିବସ ପାଳିତ*   13-Dec-2025
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ସଂଘ ର ବାର୍ଷିକ କ୍ରୀଡ଼ା ଉତ୍ସବ କୁ ଉଦ୍ଘାଟନ କଲେ ଜିଲ୍ଲାପାଳ ଓ ଏସପି*-   13-Dec-2025
  ଜିଲ୍ଲା  
୧୦୬ ତମ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭ ସ୍ତମ୍ଭ ସ୍ଥାପିତ    13-Dec-2025
  ଜିଲ୍ଲା  
୧୮ ଅଧିକାରୀଙ୍କୁ ୨୦ ଲକ୍ଷର ଚୂନ: ୨ ଗିରଫ   13-Dec-2025
  ଜିଲ୍ଲା  
ବୋଡ଼େନ କୃଷି ସମବାୟ ସମିତି ଧାନ ମଣ୍ଡି ଉଦ୍ଘାଟନ    13-Dec-2025
  ଜିଲ୍ଲା  
ଖଇରପଦର ଆଶ୍ରମ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ l   13-Dec-2025
  ଜିଲ୍ଲା  
କଣ୍ଟାମାଳରେ କାର୍ଯ୍ୟରତ ଠିକାଦାର ସଂଘ ଗଠିତ   13-Dec-2025
  ଜିଲ୍ଲା  
ସିନାପାଲି ବ୍ଲକ ସ୍ତରୀୟ କାର୍ଯ୍ୟାଳୟରେ ନିରନ୍ତର ବିକାଶ ତାଲିମ ଶିବିର ଅନୁଷ୍ଠିତ l   13-Dec-2025
  ଜିଲ୍ଲା  
ଲୁତୁରପଙ୍କ କ୍ରିକେଟ କପ୍ ର ଚଏସ ଲଳିଙ୍ଗ ଉତ୍ସବ   13-Dec-2025
  ଜିଲ୍ଲା  
ତୋଷାଳୀ ବିଦ୍ୟାମନ୍ଦିରର ସପ୍ତମ ବାର୍ଷିକ କ୍ରୀଡା ଉତ୍ସବ   13-Dec-2025

You Might Also Like

   
  ଶି‍କ୍ଷା ଓ ନିଯୁକ୍ତି  

୯୩% ମାର୍କ ରଖ୍ ସଫଳତା ପାଇଲେ ସନ୍ଦୀପ

           
  ଶି‍କ୍ଷା ଓ ନିଯୁକ୍ତି  

ଆଜିଠାରୁ ହେବ ସକାଳୁଆ ସ୍କୁଲ