-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
20-Nov-2022
ସମ୍ବଲପୁର,: ସମ୍ବଲପୁର ସଦର ଥାନା ଅନ୍ତର୍ଗତ ମାରୁତୀ ବିହାରର ସୁକାନ୍ତିଙ୍କ ଘରକୁ ବୁଧବାର ରାତି ଜଣେ ଦୁର୍ବୃତ୍ତ ପଶି ସାଇକେଲ୍ ଚୋରି କରୁଥିଲା। ସୁକାନ୍ତି ଉଠିପଡ଼ି ସାଇକେଲ୍ ଛଡ଼ାଇ ଆଣିଥିଲେ। ଏହାପରେ ଦୁର୍ବୃତ୍ତ ଜଣକ ତାଙ୍କ ଲଣ୍ଡ୍ରିକୁ ଯାଇ ନିଆଁ ଲଗାଇ ଦେଇଥିଲା I ପ୍ରାୟ ୨୦ ହଜାର ଟଙ୍କା ମୂଲ୍ୟର ପୋଷାକ ଜଳି ଯାଇଥିବା ସୁକାନ୍ତି ସଦର ଥାନାରେ ଅଭିଯୋଗ କରିଛନ୍ତି I ସଦର ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ସମ୍ବଲପୁରରୁ ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ୍